ଦିତୀୟ ଶାମୁୟେଲ Chapter 2

For English

Read ଦିତୀୟ ଶାମୁୟେଲ Chapter 2 Online

Read ଦିତୀୟ ଶାମୁୟେଲ Chapter 2 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ଶାମୁୟେଲ and the Holy Bible online.

Choose a Chapter

ଦିତୀୟ ଶାମୁୟେଲ 2

ଅଧ୍ୟାୟ 2

1. ଏହାପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରିଲେ, "ମୁ କ'ଣ ୟିହକ୍ସ୍ଟଦାର କୌଣସି ଏକ ନଗରକକ୍ସ୍ଟ ନିଯନ୍ତ୍ରଣ କରିବାକୁ ୟିବି?"

2. ତେଣୁ ଦାଉଦ ଓ ତାଙ୍କର ଦକ୍ସ୍ଟଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକକ୍ସ୍ଟ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ୟିଷ୍ରିଯଲେୀଯା ଅହୀନୋଯମ୍ ଓ କର୍ମିଲୀଯ ନାବଲର ସ୍ତ୍ରୀ ଅବୀଗଲ।

3. ଦାଉଦ ତାଙ୍କର ଲୋକମାନଙ୍କୁ ଓ ସମାନଙ୍କେର ପରିବାରବର୍ଗମାନଙ୍କୁ ସାଙ୍ଗ ରେ ନଇଗେଲେ। ଏବଂ ସମାନେେ ସମସ୍ତେ ସହେି ହିବ୍ରୋଣ ସହର ରେ ଓ ତା'ର ପାଖାପାଖି ସହର ରେ ବାସ କଲେ।

4. ୟିହକ୍ସ୍ଟଦାର ଲୋକମାନେ ହିବ୍ରୋଣକକ୍ସ୍ଟ ଆସି ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସମାନେେ ଦାଉଦଙ୍କକ୍ସ୍ଟ କହିଲେ, "ୟାବେଶ୍ ଗିଲିଯଦୀଯମାନେ ଶାଉଲଙ୍କକ୍ସ୍ଟ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କକ୍ସ୍ଟ ଜଣାଇଲେ।"

5. ଦାଉଦ ୟାବେଶ୍ ଗିଲିଯଦର ଲୋକମାନଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ ଓ କହିଲେ, "ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ନିଜର ପ୍ରଭକ୍ସ୍ଟ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦଇେଅଛି।

6. ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରକାଶ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ଏହି କର୍ମ କରିଥିବାରକ୍ସ୍ଟ ମୁ ମଧ୍ଯ ତୁମ୍ଭମାନଙ୍କୁ ସହେି ଦୟା ପ୍ରଦର୍ଶନ କରିବି।

7. ତୁମ୍ଭମାନେେ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ୟିହକ୍ସ୍ଟଦାର ପରିବାରବର୍ଗ ମାେତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।"

8. ନରର ପକ୍ସ୍ଟତ୍ର ଅବ୍ନର ଶାଉଲଙ୍କ ସୈନ୍ଯଦଳର ସନୋପତି ଥିଲେ। ଅବ୍ନର ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତକକ୍ସ୍ଟ ମହନଯିମକକ୍ସ୍ଟ ନଇଗେଲେ।

9. ଏବଂ ତାଙ୍କୁ ଗିଲିଯଦ, ଅଶୂରି, ୟିଷ୍ରିଯଲେ ଓ ଇଫ୍ରଯିମ, ବିନ୍ଯାମୀନ ଓ ସମସ୍ତ ଇଶ୍ରାୟେଲର ରାଜା ଭାବରେ ଅଭିଷିକ୍ତ କରାଇଲେ।

10. ଈଶ୍ବୋଶତ୍ ଥିଲେ ଶାଉଲଙ୍କର ପକ୍ସ୍ଟତ୍ର। ସେ ଯେତବେେଳେ ଇଶ୍ରାୟେଲର ରାଜା ହେଲେ ତାଙ୍କୁ ସେତବେେଳେ 40 ବର୍ଷ ବଯସ ହାଇେଥିଲା। ସେ ମାତ୍ର ଦକ୍ସ୍ଟଇ ବର୍ଷ ପାଇଁ ରାଜତ୍ବ କରିଥିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ଦାଉଦଙ୍କକ୍ସ୍ଟ ରାଜା ଭାବରେ ମାନକ୍ସ୍ଟଥିଲେ।

11. ଦାଉଦ ଥିଲେ ହିବ୍ରୋଣର ରାଜା। ସେ ୟିହକ୍ସ୍ଟଦାର ପରିବାରବର୍ଗ ଉପରେ ସାଢେ ସାତ ବର୍ଷ ଶାସନ କଲେ।

12. ନରର ପକ୍ସ୍ଟତ୍ର ଅବ୍ନର ଓ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତର କର୍ମଗ୍ଭରୀମାନେ ମହନଯିମରକ୍ସ୍ଟ ଗିବିଯୋନକକ୍ସ୍ଟ ଗଲେ।

13. ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ଯ ଗିବିଯୋନକକ୍ସ୍ଟ ଗଲେ। ସମାନେେ ଅବ୍ନର ଏବଂ ଇଶ୍ବୋଶତର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖ ରେ ଭୋଟିଲେ। ଯୋୟାବର ଦଳ ପୋଖରୀର ଏକ ପାଶର୍‌ବ ରେ ବସିଲା ବେଳେ ଅବନରର ଦଳ ପୋଖରୀର ଅନ୍ୟ ପାଶର୍‌ବ ରେ ବସିଲେ।

14. ଅବ୍ନର ଯୋୟାବକକ୍ସ୍ଟ କହିଲେ, "ୟକ୍ସ୍ଟବକ ସୈନ୍ଯମାନେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ପ୍ରତିୟୋଗିତା କରନ୍ତକ୍ସ୍ଟ।"

15. ତେଣୁ ୟକ୍ସ୍ଟବକ ସୈନ୍ଯମାନେ ଉଠିଲେ, ଦକ୍ସ୍ଟଇ ଦଳ ସମାନଙ୍କେର ସୈନ୍ଯମାନେ ପ୍ରତିୟୋଗିତା ପାଇଁ ଗଣତି ହେଲ। ସମାନେେ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍ ପାଇଁ ପ୍ରତି ଯୋଗିତା କରିବା ପାଇଁ ବିନ୍ଯାମୀନ ବଂଶରକ୍ସ୍ଟ ବାରଜଣଙ୍କକ୍ସ୍ଟ ବାଛିଲେ। ଏବଂ ସମାନେେ ଦାଉଦଙ୍କର କର୍ମଗ୍ଭରୀ ମଧ୍ଯରକ୍ସ୍ଟ ବାରଜଣଙ୍କକ୍ସ୍ଟ ବାଛିଲେ।

16. ପ୍ରେତ୍ୟକକ ସୈନ୍ଯ ଏକ ଆ ରକରେ ମସ୍ତକ ଧରିଲେ ଏବଂ ଏକ ଆ ରକେକକ୍ସ୍ଟ ଖଡ୍ଗ ରେ ଭୂଷିଲେ। ତେଣୁ ସମାନେେ ଏକତ୍ର ପଡିଗଲେ। ତେଣୁ ସହେି ସ୍ଥାନର ନାମ "ତିକ୍ଷ୍ମ ଖଡ୍ଗ କ୍ଷେତ୍ର" ବୋଲି ଡକାୟାଏ। ସହେି ସ୍ଥାନଟି ଗିବିଯୋନ ରେ ଥିଲା।

17. ସହେି ପ୍ରତିୟୋଗିତା ଏକ ଭୟଙ୍କର ୟକ୍ସ୍ଟଦ୍ଧ ରେ ପରିଣତ ହେଲା। ଦାଉଦର ସୈନ୍ଯମାନେ ସଦେିନ ଅବନର ଓ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।

18. ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।

19. ଅସା ହେଲ ଅବନର ପେଛ ପେଛ ଦୌଡିଗଲା। ଏବଂ ତାଙ୍କ ପେଛ ପେଛ ୟିବା ଆରମ୍ଭ କଲା।

20. ଅବନର ପଛକକ୍ସ୍ଟ ଅନାଇ କହିଲା, "ଅସା ହେଲ୍ ଏ କି ତୁମ୍ଭେ?"

21. ଅସା ହେଲକକ୍ସ୍ଟ ହତ୍ଯା କରିବା ପାଇଁ ଅବନର ଗ୍ଭହକ୍ସ୍ଟଁ ନ ଥିଲେ। ତେଣୁ ଅବନର ଅସା ହେଲକକ୍ସ୍ଟ କହିଲେ, "ମାେ ପଛ ରେ ଦୌଡିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛ ରେ ଦୌଡ଼ନ୍ତି, ତାଠାରକ୍ସ୍ଟ ତୁମ୍ଭେ ସହଜ ରେ ସାଂଜକ୍ସ୍ଟ ଛଡାଇ ତକ୍ସ୍ଟମ୍ଭ ପାଇଁ ଆଣିପାରିବ।" କିନ୍ତୁ ଅସା ହେଲ ମନା କଲେ ଓ ଅବ୍ନର ପଛ ରେ ଗୋଡ଼ାଇଲେ।

22. ଅବ୍ନର ଆଉଥରେ ଅସା ହେଲକକ୍ସ୍ଟ କହିଲେ, "ମାେ ପେଛ ଗୋଡ଼ାଇବା ବନ୍ଦ କର ନଚେତ୍ ମୁ ତୁମ୍ଭକୁ ହତ୍ଯା କରିବି। ମୁ ତୁମ୍ଭକୁ ହତ୍ଯା କଲେ ତୁମ୍ଭର ଭାଇ ଯୋୟାବକକ୍ସ୍ଟ କିପରି ମକ୍ସ୍ଟହଁ ଦଖାଇବେି?"

23. କିନ୍ତୁ ଅସା ହେଲ ଅବ୍ନର ପଛ ରେ ଦୌଡିବାରକ୍ସ୍ଟ ବିରତ ହେଲା ନାହିଁ। ତେଣୁ ଅବ୍ନର ବର୍ଚ୍ଛାର ମକ୍ସ୍ଟନ ରେ ତା'ର ପଟେକକ୍ସ୍ଟ ଭୂଷି ଦବୋରକ୍ସ୍ଟ ତାହା ପିଠି ଦଇେ ବାହାରି ଗଲା। ତେଣୁ ସେ ସହେିଠା ରେ ମରିଗଲା।

24. କିନ୍ତୁ ଯୋୟାବ ଓ ଅବୀଶଯ ଅବନର ପଛ ରେ ଗୋଡ଼ାଇଲେ, ସମାନେେ ଯେତବେେଳେ ଅମା ପର୍ବତ ନିକଟରେ ପହନ୍ଚିଲେ, ସେତବେେଳକେକ୍ସ୍ଟ ସୂର୍ୟ୍ଯାସ୍ତ ହାଇୟୋଇ ଥିଲା। ଗିବିଯୋନ ମରକ୍ସ୍ଟଭୂମିର ପଥ ନିକଟବର୍ତ୍ତି ଗୀଆ ପୂର୍ବରକ୍ସ୍ଟ ଅମା ପର୍ବତ ଉପସ୍ଥିତ।

25. ବିନ୍ଯାମୀନର ପରିବାରବର୍ଗ ଅବନର ଚତକ୍ସ୍ଟଃପାଶର୍‌ବ ରେ ପର୍ବତର ଶିର୍ଷ ରେ ଘରେି ରହିଥିଲେ।

26. ଅବ୍ନର ଯୋୟାବକକ୍ସ୍ଟ ଡାକି କହିଲେ, "ଆମ୍ଭେ ନିଶ୍ଚିତ ୟକ୍ସ୍ଟଦ୍ଧ କରୁଥିବା ଓ ପରସ୍ପରକକ୍ସ୍ଟ ଚିରଦିନ ହତ୍ଯା କରୁଥିବା କି? ତୁମ୍ଭେ ନିଶ୍ଚିତ ରେ ଜାଣ ଯେ, ଏହା ଦକ୍ସ୍ଟଃଖଦ ପୂର୍ଣ୍ଣ ଶଷେ ହବେ। ତୁମ୍ଭମାନଙ୍କର ଲୋକମାନଙ୍କୁ କକ୍ସ୍ଟହ ସମାନଙ୍କେର ଭାଇମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ।"

27. ତା'ପରେ ଯୋୟାବ କହିଲା, "ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ବର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହାପରି କହି ନଥାନ୍ତ, ଲୋକମାନେ ସମାନଙ୍କେର ନିଜର ଭାଇମାନଙ୍କ ପଛ ରେ ପ୍ରଭାତ ପର୍ୟ୍ଯନ୍ତ ଗୋଡାଉ ଥାନ୍ତେ।"

28. ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଦୌଡିବା ବନ୍ଦ କଲେ। ତା'ପରେ ସମାନେେ ଆଉ ୟକ୍ସ୍ଟଦ୍ଧ କଲେ ନାହିଁ।

29. ଅବ୍ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ୟର୍ଦ୍ଦନ ଉପତ୍ୟକା ଦଇେ ଗମନ କଲେ ଓ ସମାନେେ ୟର୍ଦ୍ଦନ ନଦୀ ପାର ହେଲ ଓ ସମାନେେ ମହନଯିମକକ୍ସ୍ଟ ପହଞ୍ଚିବା ପର୍ୟ୍ଯନ୍ତ ଦିନସାରା ଗମନ କଲେ।

30. ଯୋୟାବ ପଶ୍ଚାଧାବନ ବନ୍ଦ କରି ଗଣି ଦେଖିଲେ, ଅସା ହେଲକକ୍ସ୍ଟ ମିଶାଇ ଦାଉଦଙ୍କର ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ଉଣାଇଶ ଜଣ ନାହିଁନ୍ତି।

31. କିନ୍ତୁ ଦାଉଦର ସୈନ୍ଯମାନେ ବିନ୍ଯାମୀନ ପରିବାରରକ୍ସ୍ଟ 360 ଜଣ ଅବନରର ଲୋକମାନଙ୍କୁ ମାରି ଦଇେଥିଲେ।

32. ଦାଉଦର ସୈନ୍ଯମାନେ ଅସା ହେଲ୍ର ଶରୀରକକ୍ସ୍ଟ ଆଣି ବୈଥଲହମେ ସ୍ଥିତ ତା'ର ପିତାଙ୍କର କବର ରେ କବର ଦେଲେ। ପକ୍ସ୍ଟଣି ଯୋୟାବ ଓ ତା'ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବକ୍ସ୍ଟଲିଲେ।

About ଦିତୀୟ ଶାମୁୟେଲ Chapter 2

Read ଦିତୀୟ ଶାମୁୟେଲ Chapter 2 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ଶାମୁୟେଲ
Chapter: 2
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ଶାମୁୟେଲ Chapter 2 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ଶାମୁୟେଲ Chapter 2?

ଦିତୀୟ ଶାମୁୟେଲ Chapter 2 is part of the Book of ଦିତୀୟ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ଦିତୀୟ ଶାମୁୟେଲ Chapter 2 online for free with easy chapter navigation.

More Chapters from ଦିତୀୟ ଶାମୁୟେଲ

  1. ଦିତୀୟ ଶାମୁୟେଲ Chapter 9
  2. ଦିତୀୟ ଶାମୁୟେଲ Chapter 21
  3. ଦିତୀୟ ଶାମୁୟେଲ Chapter 19
  4. ଦିତୀୟ ଶାମୁୟେଲ Chapter 15
  5. ଦିତୀୟ ଶାମୁୟେଲ Chapter 13
  6. ଦିତୀୟ ଶାମୁୟେଲ Chapter 23
  7. ଦିତୀୟ ଶାମୁୟେଲ Chapter 17

Explore More from ପୁରାତନ ନିୟମ

  1. ହିତୋପଦେଶ Chapter 4
  2. ପ୍ରଥମ ଶାମୁୟେଲ Chapter 31
  3. ଯିଶାଇୟ Chapter 49
  4. ଲେବୀୟ ପୁସ୍ତକ Chapter 7
  5. ପ୍ରଥମ ବଂଶାବଳୀ Chapter 12
  6. ମୀଖା Chapter 6
  7. ପ୍ରଥମ ବଂଶାବଳୀ Chapter 5

Related Chapters & Readings

  1. 1 ତୀମଥି Chapter 1
  2. ପ୍ରଥମ ବଂଶାବଳୀ Chapter 14
  3. ହିତୋପଦେଶ Chapter 11
  4. ଗୀତସଂହିତା Chapter 30
  5. ଆଦି ପୁସ୍ତକ Chapter 19
  6. ଯିଶାଇୟ Chapter 29
  7. ଗୀତସଂହିତା Chapter 99
Share Your Love

Leave a Reply

Your email address will not be published. Required fields are marked *