Read ଯିହିଜିକଲ Chapter 36 Online
Read ଯିହିଜିକଲ Chapter 36 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.
Choose a Chapter
ଯିହିଜିକଲ 36
ଅଧ୍ୟାୟ 36
1. "ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ପର୍ବତଗଣ ପାଇଁ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ସମାନଙ୍କେୁ କୁହ : ହେ ଇଶ୍ରାୟେଲ ପର୍ବତଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।
2. ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। 'ଶତ୍ରୁଗଣ ତୁମ୍ଭ ବିଷଯ ରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସହେି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।'
3. " ତେଣୁ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ବଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହାଇେଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହାଇେଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।"'
4. ଏଣୁ ହେ ଇଶ୍ରାୟେଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ଇଶ୍ରାୟେଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ବଂସ ଶୂନ୍ଯ ସ୍ଥାନଗୁଡ଼ିକୁ, ପରିତ୍ଯପ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ବାରା ପରିବେଷ୍ଟିତ ହାଇେ ଉପହାସିତ ହାଇେଛନ୍ତି, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି।
5. ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ଇର୍ଷା ରେ ଜଳିୟାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧ ରେ ଓ ଇଦୋମ ବିରୁଦ୍ଧ ରେ କହିଛି, କାରଣ ସମାନଙ୍କେ ହୃଦଯ ରେ ମନ୍ଦ ଖୁସି ନଇେ ମାରେ ଦେଶକୁ ଅଧିକାର କଲେ। ସମାନେେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।"
6. "ଏଣୁ ଇଶ୍ରାୟେଲର ଭୂମିରେ ଭବିଷ୍ଯଦବାକ୍ଯ ପ୍ରଚାର କର, ଆଉ ପର୍ବତ, ଉପପର୍ବତ, ଜଳପ୍ରବାହ ଓ ଉପତ୍ୟକାସବୁକୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, 'ମୁଁ ଇର୍ଷା ରେ ଓ ରାଗ ରେ ଏହା କୁ ହେ। କାରଣ ଯେଉଁ ପ୍ରକାର ଗୋଷ୍ଠୀଗଣ ତୁମ୍ଭକୁ ଘୃଣା କଲେ।"'
7. ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, "ମୁଁ ତୁମ୍ଭର ଚତୁର୍ଦ୍ଦିଗର ଜାତିମାନଙ୍କ ଉପ ରେ ମାରେ ହାତ ଉଠାଉଛି, ଯେ ହତେୁ ସମାନେେ ତୁମ୍ଭକୁ ଘୃଣା କଲେ।
8. "କିନ୍ତୁ ହେ ଇଶ୍ରାୟେଲର ପର୍ବତଗଣ, ତୁମ୍ଭମାନେେ ନିଶ୍ଚଯ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମାରେ ଇଶ୍ରାୟେଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସମାନଙ୍କେର ଆଗମନ ସମୟ ସନ୍ନିକଟ।
9. ଯେ ହତେୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାୟ୍ଯ କରିବି, ତହିଁରେ ତୁମ୍ଭମାନେେ ଚାଷ କରିବ ଓ ବୀଜ ବୁଣିବ।
10. ତୁମ୍ଭଠା ରେ ବାସ କରୁଥିବା ଇଶ୍ରାୟେଲର ପରିବାର ଲୋକମାନଙ୍କୁ ମୁଁ ଦ୍ବିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହବେ ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।
11. ପୁଣି ମୁଁ ତୁମ୍ଭମାନଙ୍କ ମଧିଅରେ ମନୁଷ୍ଯ ଓ ପଶୁକୁ ଦ୍ବିଗୁଣିତ କରିବି। ସମାନଙ୍କେର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧିଅରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ଯକାଳ ଅପେକ୍ଷା ଅଧିକ ମଙ୍ଗଳ କରିବ। ତାହାଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ।
12. ଆମ୍ଭେ ତୁମ୍ଭମାନଙ୍କ ଉପ ରେ ମନୁଷ୍ଯମାନଙ୍କୁ ଅର୍ଥାତ୍ ତୁମ୍ଭେ ମାରେ ଇଶ୍ରାୟେଲ ଲୋକଙ୍କୁ ପ୍ରଦର୍ଶନ କରାଇବା। ସମାନେେ ତୁମ୍ଭମାନଙ୍କୁ ଭୋଗ କରିବେ ଓ ତୁମ୍ଭେ ସମାନଙ୍କେର ଅଧିକାର ସ୍ବରୂପ ହବେ। ତୁମ୍ଭେ ଏହି ସମୟଠାରୁ ସମାନଙ୍କେର ସନ୍ତାନମାନଙ୍କଠାରୁ ବଞ୍ଚିତ କରିବ ନାହିଁ।"
13. ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, " ହେ ଇଶ୍ରାୟେଲ ଦେଶ ! ଲୋକମାନେ ତୁମ୍ଭ ବିରୁଦ୍ଧ ରେ କହନ୍ତି, ସମାନେେ କହନ୍ତି ତୁମ୍ଭେ ମନୁଷ୍ଯମାନଙ୍କର ହତ୍ଯାକାରୀ ଓ ନିଜ ସନ୍ତାନମାନଙ୍କୁ ହତ୍ଯା କରିଅଛ।
14. ମାତ୍ର ତୁମ୍ଭେ ଆଉ ମନୁଷ୍ଯମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ସମାନଙ୍କେର ସନ୍ତାନଗଣଙ୍କୁ ବିନାଶ କରିବ ନାହିଁ।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
15. "ଆଉ ମୁଁ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କଠାରୁ ଅପମାନିତ କରିବ ନାହିଁ, ତୁମ୍ଭମାନେେ ଅନ୍ୟ ଦେଶମାନଙ୍କ ଦ୍ବାରା ଘୃଣିତ ହବେ ନାହିଁ, ତୁମ୍ଭେ ପୁଣି ଥରେ ତୁମ୍ଭର ଦେଶର ପତନର କାରଣ ହବେ ନାହିଁ।" ଏହା ସଦାପ୍ରଭୁ ମାରେ ପ୍ରଭୁ କହିଛନ୍ତି।
16. ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ସେ କହିଲେ,
17. " ହେ ମନୁଷ୍ଯ ପୁତ୍ର, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ଦେଶ ରେ ବାସ କଲେ, ଇଶ୍ରାୟେଲର ପରିବାର ସମାନଙ୍କେର କୁକର୍ମ ଦ୍ବାରା ତାହାକୁ ଅଶୁଚି କଲେ। ସମାନଙ୍କେର ଆଚରଣ ସ୍ତ୍ରୀ ଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ଯ ଥିଲା।
18. ସମାନେେ ରକ୍ତପାତ ଦ୍ବାରା ଓ ନିଜର ପ୍ରତିମାଗଣ ଦ୍ବାରା ଦେଶକୁ ଅଶୁଚି କଲେ। ତେଣୁ ମୁଁ ସମାନଙ୍କେ ଉପ ରେ ମାରେ କୋରଧ ଢ଼ାଳିବି।
19. ମୁଁ ନାନା ଜାତିଗଣଙ୍କ ମଧିଅରେ ସମାନଙ୍କେୁ ଛିନ୍ନଭିନ୍ନ କଲି ଏବଂ ସମାନେେ ମଧ୍ଯ ନାନା ଦେଶ ରେ ବିକ୍ଷିପ୍ତ ହେଲେ। ସମାନଙ୍କେର ଆଚରଣ ଓ କ୍ରିଯାନୁସା ରେ ମୁଁ ସମାନଙ୍କେୁ ଦଣ୍ଡିତ କଲି।
20. ଏବଂ ସମାନେେ ଯେଉଁ ସ୍ଥାନକୁ ଗଲେ, ସମାନେେ ରାଷ୍ପ ମଧିଅରେ ମାରେ ପବିତ୍ର ନାମକୁ କଳୁଷିତ କଲେ। କାରଣ ଲୋକମାନେ ସମାନଙ୍କେ ବିଷଯ ରେ କହିଲେ, 'ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାଙ୍କ ଦେଶରୁ ବିତାଡ଼ିତ ହାଇେଅଛନ୍ତି।'
21. "ମୁଁ ମାରେମର୍ୟ୍ଯାଦା ପ୍ରତି ତତ୍ପର, କାରଣ ଇଶ୍ରାୟେଲୀୟମାନେ ଯେଉଁଠାକୁ ଯାଉଥିଲେ ମାରେ ନାମକୁ କଳୁଷିତ କଲେ।
22. ତେଣୁ ଇଶ୍ରାୟେଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ହେ ଇଶ୍ରାୟେଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯାହା କହିବା କଥା ତାହା ମାରେ ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭମାନେେ ଯେଉଁଠାକୁ ଗଲେ, ସହେି ରାଷ୍ଟ୍ରମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କଲ।
23. ଦୁଷ୍ଟମାନଙ୍କ ମଧିଅରେ ଅପବିତ୍ର ହାଇେଥିବା ମାରେ ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭମାନେେ କଳୁଷିତ କଲ, ତାହା ହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ ମାରେ ପ୍ରଭୁ ଏହା କହିଲେ।"'
24. ପରମେଶ୍ବର କହନ୍ତି, "ମୁଁ ଜାତିମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କୁ ନଇେ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି
25. ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।"
26. ପରମେଶ୍ବର କହିଲେ, "ଆଉ ମୁଁ ତମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦବେି। ତୁମ୍ଭମାନଙ୍କ ମାଂସ ମଧ୍ଯରୁ ପ୍ରସ୍ତରମଯ ହୃଦଯ କାଢ଼ି ନବେି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦଯ ଦବେି।
27. ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତର ରେ ମାରେ ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭମାନେେ ମାରେ ନିଯମ ସକଳ ମାନିବ ଏବଂ ମାରେ ଆଜ୍ଞାସବୁ ରଖିବାକୁ ଯତ୍ନବାନ ହବେ।
28. ତାହା ହେଲେ ତୁମ୍ଭମାନେେ ସହେି ଦେଶ ରେ ବାସ କରିବ ଯାହା ମୁଁ ଦଲେି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭମାନେେ ମାରେ ଲୋକ ହବେ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ବର ହବେି।"
29. ପରମେଶ୍ବର କହିଲେ, "ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅ େଶୗଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ଯକୁ ଆହ୍ବାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପ ରେ ଦୁର୍ଭିକ୍ଷ ଆଣିବି ନାହିଁ।
30. ପୁଣି ମୁଁ ତୁମ୍ଭମାନଙ୍କର ବୃକ୍ଷର ଫଳ ଓ କ୍ଷେତ୍ରସ୍ଥ ଶସ୍ଯ ଉତ୍ପାଦନ ଏପରି ବୃଦ୍ଧି କରିବି ଯେ, ତୁମ୍ଭମାନେେ ଜାତିମାନଙ୍କ ମଧିଅରେ ଖାଦ୍ଯାଭାବ ଯୋଗୁଁ ନିନ୍ଦା ପାଇବ ନାହିଁ।
31. ଏବଂ ସେ ସମୟରେ ତୁମ୍ଭମାନେେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିଯାସବୁ ସ୍ମରଣ କରିବ। ପୁଣି ତୁମ୍ଭମାନେେ ନିଜର ପାପ ଓ ନିଜର ଘୃଣ୍ଯ କ୍ରିଯା ଯୋଗୁଁ ନିଜେ ନିଜକୁ ନମ୍ର କରିବ।"
32. ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, "ତୁମ୍ଭମାନେେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାେଶ ଏହା କରୁ ନାହୁଁ। ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।"
33. ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, " ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସଦେିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।
34. ସହେି ଜନଶୂନ୍ଯ ଭୂମିକୁ ପୁଣି ଲଙ୍ଗଳ କରାୟିବ ଏବଂ ଏହା ପଥିକମାନଙ୍କ ପାଇଁ ଆଉ ଜନଶୂନ୍ଯ ହବେ ନାହିଁ।
35. ତେଣୁ ଲୋକମାନେ କହିବେ, "ଏହି ଧ୍ବଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହାଇେଅଛି। ଆଉ ଏହି ଶୂନ୍ଯ, ଧ୍ବଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ଯ ହାଇେଅଛି।"'
36. ପରମେଶ୍ବର କହିଲେ, "ତୁମ୍ଭର ଚତୁର୍ଦ୍ଦିଗର ଦେଶଗୁଡ଼ିକ ଜାଣିବେ ଯେ, ମୁଁ ସଦାପ୍ରଭୁ ନିର୍ଜନ ସ୍ଥାନକୁ ବସତିପୂର୍ଣ୍ଣ ଧ୍ବଂସ ସ୍ଥାନକୁ ପୁନଃନିର୍ମାଣ ଓ ଜନଶୂନ୍ଯ କ୍ଷେତ୍ର ରେ ରୋପଣ କରିଛି। ମୁଁ ସଦାପ୍ରଭୁ ଏହା କହିଅଛି ଓ ଆମ୍ଭେ ଏହା ସଫଳ କରିବା।"
37. ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହନ୍ତି, "ପୁଣି ଥରେ ମୁଁ ଇଶ୍ରାୟେଲ ବଂଶର ପ୍ରାର୍ଥନା ଶୁଣିବି। ମୁଁ ସମାନଙ୍କେୁ ଦ୍ବିଗୁଣିତ କରିବି, ଯାହା ଫଳ ରେ ସମାନେେ ପଲ ରେ ଥିବା ମଷେ ସଂଖ୍ଯକ ହବେେ।
38. ନିରୂପିତ ପର୍ବମାନଙ୍କ ରେ ୟିରୁଶାଲମ ରେ ଯେପରି ବଳି ଯୋଗ୍ଯ ମଷେ ଓ ଛାଗପଲ ପୂର୍ଣ୍ଣ ହାଇେ ୟାଆନ୍ତି, ଶୂନ୍ଯ ନଗରଗୁଡ଼ିକ ବହୁ ମନୁଷ୍ଯ ରେ ପରିପୂର୍ଣ୍ଣ ହବେ।"
About ଯିହିଜିକଲ Chapter 36
Read ଯିହିଜିକଲ Chapter 36 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହିଜିକଲ
Chapter: 36
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହିଜିକଲ Chapter 36 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହିଜିକଲ Chapter 36?
ଯିହିଜିକଲ Chapter 36 is part of the Book of ଯିହିଜିକଲ in the Holy Bible.
Can I read this chapter online?
Yes. You can read the complete ଯିହିଜିକଲ Chapter 36 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 7
- ଆଦି ପୁସ୍ତକ Chapter 4
Explore More from ଯିହିଜିକଲ
- ଯିହିଜିକଲ Chapter 44
- ଯିହିଜିକଲ Chapter 20
- ଯିହିଜିକଲ Chapter 14
- ଯିହିଜିକଲ Chapter 7
- ଯିହିଜିକଲ Chapter 2
- ଯିହିଜିକଲ Chapter 38
- ଯିହିଜିକଲ Chapter 26