Read ଯିହିଜିକଲ Chapter 14 Online
Read ଯିହିଜିକଲ Chapter 14 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.
Choose a Chapter
ଯିହିଜିକଲ 14
ଅଧ୍ୟାୟ 14
1. ଅନନ୍ତର ଇଶ୍ରାୟେଲର ପ୍ରାଚୀନଗଣ ମଧ୍ଯରୁ କେତଜେଣ ମାେ ନିକଟକୁ ଆସି ମାେ ସମ୍ମୁଖ ରେ ବସିଲେ।
2. ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
3. " ହେ ମନୁଷ୍ଯ ପୁତ୍ର ; ଏହି ଲୋକମାନେ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଦଇେଅଛନ୍ତି ଏବଂ ସମାନଙ୍କେ ପାପ ସମାନଙ୍କେ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସମାନଙ୍କେୁ କାହିଁକି ମାେତେ ଅନୁସନ୍ଧାନ କରିବାକୁ ଅନୁମତି ଦବେି ?
4. ଏଣୁ ତୁମ୍ଭେ ସମାନଙ୍କେୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଯେକହେି ଇଶ୍ରାୟେଲୀୟ ୟିଏ ତା'ର ହୃଦଯ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା' ପାଇଁ ଏକ ବାଧା ଦିଏ, ଯେତବେେଳେ ଭବିଷ୍ଯଦବକ୍ତା ନିକଟକୁ ଉପଦେଶ ପାଇଁ ୟାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦବେି। କିନ୍ତୁ ତାକୁ ୟାଇ ପଚାରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାୟ୍ଯ ନିମନ୍ତେ।
5. ମୁଁ ଏହା କରିବି, ଇଶ୍ରାୟେଲୀୟମାନଙ୍କୁ ବୁଝିପାରିବା ପାଇଁ ସମାନଙ୍କେ ଉପ ରେ ସହେି, ସମାନଙ୍କେର କଳୁଷିତ ମୂର୍ତ୍ତିଗୁଡ଼ିକ ମାଠାରୁେ ଉଚ୍ଛିନ୍ନ ରହିବେ।'
6. " ତେଣୁ ଇଶ୍ରାୟେଲ ବଂଶଧରଙ୍କୁ କୁହ ! ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଅନୁତାପ କର ଓ ତୁମ୍ଭମାନଙ୍କର ମୂର୍ତ୍ତିଗୁଡ଼ିକୁ ପରିତ୍ଯାଗ କରି ଘୃଣ୍ଯ ପ୍ରଥାରୁ ମାେ ନିକଟକୁ ଫରେିଆସ।
7. ଯଦି କୌଣସି ଇଶ୍ରାୟେଲୀୟ କିମ୍ବା ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ଯକ୍ତି ମାେତେ ପରିତ୍ଯାଗ କରେ ଏବଂ ତା'ର ହୃଦଯକୁ ମୂର୍ତ୍ତିମାନଙ୍କଠା ରେ ଲଗାଏ, ତା' ପାଇଁ ତା'ର ପାପ ଏକ ବାଧା ହୁଏ ଏବଂ ତା'ପ ରେ ସେ ଭବିଷ୍ଯତବକ୍ତାମାନଙ୍କୁ ପଚାରିବା ପାଇଁ ୟାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦବେି।
8. ଆମ୍ଭେ ସେ ଲୋକର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ଯାସ୍ପଦ ହବେ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ଯରୁ ତାହାକୁ ଉଚ୍ଛନ୍ନ୍ କରିବା। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭମାନେେ ଜାଣିବ।
9. ଯଦି କୌଣସି ଭବିଷ୍ଯଦବକ୍ତା ଏପରି ମୂର୍ଖ ଭବିଷ୍ଯତବାଣୀ ପ୍ରଚାର କରେ, ତବେେ ମୁଁ ସଦାପ୍ରଭୁ ତାକୁ ଦଖାଇେ ଦବେି ଯେ, ସେ କିପରି ମୂର୍ଖ ଥିଲା।
10. ତେଣୁ ଉଭୟ ନିଜ ନିଜର ପାପର ଭାର ବହନ କରିବେ। ଭବିଷ୍ଯଦବକ୍ତାର ଅଧର୍ମ ଓ ତାହାର ଅନ୍ବଷେଣକାରୀର ଅଧର୍ମ ସମାନ ହବେ।
11. ତେଣୁ ଇଶ୍ରାୟେଲର ବଂଶଧର ଆଉ ମାଠାରୁେ ବିପଥଗାମୀ ହବେେ ନାହିଁ ଏବଂ ସମାନଙ୍କେର ପାପଦ୍ବାରା ସମାନେେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।"' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
12. ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
13. " ହେ ମନୁଷ୍ଯ ପୁତ୍ର, ଯଦି କୌଣସି ଦେଶ ମାଠାେ ରେ ଅବିଶ୍ବସ୍ତ ହାଇେ ମାେ ନିକଟରେ ପାପ କରେ, ତବେେ ଏହା ବିରୁଦ୍ଧ ରେ ମୁଁ ମାରେ ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗଣ ବନ୍ଦ କରି ଦବେି, ଏହା ବିରୁଦ୍ଧ ରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ଯ ଓ ପଶୁକୁ ଏହିଠାରୁ ଦୂର କରିବି।
14. ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତବେେ ସମାନେେ ସମାନଙ୍କେର ଧାର୍ମିକତା ଦ୍ବାରା ନିଜର ପ୍ରାଣ ରକ୍ଷା କରିଥାନ୍ତେ, କିନ୍ତୁ ସମାନେେ ଦେଶକୁ ରକ୍ଷା କରିପାରି ନ ଥାନ୍ତେ।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି।
15. ପରମେଶ୍ବର କହିଲେ, "ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ଯକୁ ପଠାଏ ଓ ସମାନେେ ଏହାର ନିବାସୀମାନଙ୍କୁ ହତ୍ଯା କରନ୍ତି ଓ ଏହା ଜନଶୂନ୍ଯ ସ୍ଥାନ ହୁଏ, ତବେେ ହିଂସ୍ରଜନ୍ତୁଙ୍କ ଭୟ ରେ କୌଣସି ମନୁଷ୍ଯ ସହେି ଦେଶ ରେ ୟାତାଯତ କରନ୍ତି ନାହିଁ,
16. ଆଉ ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନିଜଣ ଲୋକ ସଠାେ ରେ ଥାନ୍ତେ ସମାନେେ କବଳେ ରକ୍ଷା ପାଇଥାନ୍ତେ। ସମାନେେ ଏପରିକି ଅନ୍ୟମାନଙ୍କ ନିଜ ସନ୍ତାନମାନଙ୍କୁ ଉଦ୍ଧାର କରିପାରି ନ ଥାନ୍ତେ। ଏବଂ ଦେଶ ଏକ ମରୁଭୂମି ହାଇୟୋଇଥାନ୍ତା।" ଏହା ସଦାପ୍ରଭୁ ମାରେପ୍ରଭୁ କହନ୍ତି।
17. ପରମେଶ୍ବର କହିଲେ, "ଯଦି ମୁଁ ସହେି ଦେଶ ବିରୁଦ୍ଧ ରେ ଖଡ୍ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧିଅରେ ୟିବା ପାଇଁ ଓ ମନୁଷ୍ଯ ଏବଂ ପଶୁକୁ ହତ୍ଯା କରିବା ପାଇଁ,
18. ଏପରିକି ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନିଜଣ ଥାନ୍ତେ, ତାହା ହେଲେ ସମାନେେ ଆପଣା ଧାର୍ମିକତା ଯୋଗୁଁ କବଳେ ନିଜକୁ ରକ୍ଷା କରି ପାରିଥାନ୍ତେ। କିନ୍ତୁ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା କରୁଛି, ଏପରିକି ସମାନେେ ନିଜର ସନ୍ତାନମାନଙ୍କୁ ମଧ୍ଯ ରକ୍ଷା କରିପାରି ନ ଥାନ୍ତେ।" ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଛନ୍ତି।
19. ପୁଣି ପରମେଶ୍ବର କହିଲେ, "ଆମ୍ଭେ ଯବେେ ସହେି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା' ଉପ ରେ ଢ଼ାଳି ଦେଉ, ତବେେ ମନୁଷ୍ଯ ଓ ପଶୁକୁ ତା' ମଧ୍ଯରୁ ଉଚ୍ଛନ୍ନ କରୁ।
20. ଯଦି ନୋହ, ଦାନିୟେଲ, ଓ ଆୟୁବ ଥାନ୍ତେ ତବେେ ସମାନେେ କବଳେ ସମାନଙ୍କେର ଧାର୍ମିକତା ଦ୍ବାରା ରକ୍ଷା ପାଇଥାନ୍ତେ, ଏପରିକି ସମାନେେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥାନ୍ତେ।" ଏହା ସଦାପ୍ରଭୁ, ମାରେ ପ୍ରଭୁ ଶପଥ କରନ୍ତି।
21. ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, " ତେଣୁ ଚିନ୍ତାକର ୟିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ ? ଯେତବେେଳେ ମୁଁ ଚାରି ମହାଦଣ୍ଡ ଯଥା : ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତବେେଳେ ମନୁଷ୍ଯ ଓ ପଶୁ ସମସ୍ତେ ଉଚ୍ଛନ୍ନ ହବେେ।
22. ତଥାପି ଯେଉଁ କେତଜେଣ ଅବଶିଷ୍ଟାଂଶ ରହିବେ, ସମାନେେ ସମାନଙ୍କେର ପୁତ୍ର କନ୍ଯାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ସମାନଙ୍କେର ଆଚାର ବ୍ଯବହାର ଓ କ୍ରିଯାସକଳ ଦେଖିବ। ପୁଣି ଆମ୍ଭେ ୟିରୁଶାଲମ ଉପ ରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭମାନେେ ସାନ୍ତ୍ବନା ପାଇବ।
23. ସମାନଙ୍କେର ଆଚାର, ବ୍ଯବହାର ଓ କ୍ରିଯାକଳାପ ତୁମ୍ଭମାନେେ ଦେଖିବ ଓ ହୃଦବୋଧ କରିବ ଯେ ମୁଁ ସମାନଙ୍କେ ବିରୁଦ୍ଧ ରେ ଓ ୟିରୁଶାଲମ ବିରୁଦ୍ଧ ରେ ଯାହାସବୁ କରିଅଛି, ଯଥାର୍ଥ ଥିଲା।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
About ଯିହିଜିକଲ Chapter 14
Read ଯିହିଜିକଲ Chapter 14 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହିଜିକଲ
Chapter: 14
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହିଜିକଲ Chapter 14 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହିଜିକଲ Chapter 14?
ଯିହିଜିକଲ Chapter 14 is part of the Book of ଯିହିଜିକଲ in the Holy Bible.
Can I read this chapter online?
Yes. You can read the complete ଯିହିଜିକଲ Chapter 14 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 38
Explore More from ଯିହିଜିକଲ
- ଯିହିଜିକଲ Chapter 7
- ଯିହିଜିକଲ Chapter 29
- ଯିହିଜିକଲ Chapter 42
- ଯିହିଜିକଲ Chapter 16
- ଯିହିଜିକଲ Chapter 46
- ଯିହିଜିକଲ Chapter 23
- ଯିହିଜିକଲ Chapter 27