Read ଯିହିଜିକଲ Chapter 32 Online
Read ଯିହିଜିକଲ Chapter 32 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.
Choose a Chapter
ଯିହିଜିକଲ 32
ଅଧ୍ୟାୟ 32
1. ଅନନ୍ତର ଦ୍ବାଦଶ ବର୍ଷର ଦ୍ବାଦଶ ମାସର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2. " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,
3. ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, "ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରୀତ କରି ତୁମ୍ଭ୍ ଉପ ରେ ମାରେ ଜାଲ ପ୍ରସାରଣ କରିବି। ଆଉ ସମାନେେ ଆମ୍ଭ ଜାଲ ରେ ତୁମ୍ଭକୁ ଉପରକୁ ଆଣିବେ।
4. ମୁଁ ତୁମ୍ଭକୁ ସ୍ଥଳ ରେ ଛାଡ଼ି ଦବେି ଓ ତୁମ୍ଭେ ପଦା ରେ ପଡ଼ି ରହିବ। ମୁଁ ଆକାଶର ପକ୍ଷୀସବୁକୁ ଆଣବି ଓ ସମାନେେ ତୁମ୍ଭକୁ ଭକ୍ଷଣ କରିବେ। ପୁଣି ପୃଥିବୀର ସମୁଦାଯ ପଶୁଗଣଙ୍କୁ ଆଣିବି ଓ ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ତୁମ୍ଭକୁ ଭକ୍ଷଣ କରିବେ।
5. ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପ ରେ ପକାଇବି ଓ ତୁମ୍ଭର ମୃତ ଶବ ରେ ଉପତ୍ୟକାସବୁ ପୂର୍ଣ୍ଣ କରିବି।
6. ଏବଂ ତୁମ୍ଭର ରକ୍ତକୁ ପର୍ବତଗୁଡ଼ିକ ଉପ ରେ ଢ଼ାଳ। ତାହା ପୃଥିବୀର ଭୂମି ଶୋଷଣ କରବ ଓ ସିକ୍ତ ହବେ। ଆଉ ସମଗ୍ର ଜଳାଧାର ତୁମ୍ଭ ରକ୍ତ ରେ ପରିପୂର୍ଣ୍ଣ ହବେ।
7. ଯେତବେେଳେ ମୁଁ ତୁମ୍ଭକୁ ନିର୍ବାପିତ କରେ ମୁଁ ଆକାଶକୁ ଆଚ୍ଛନ୍ନ କରିବି ଓ ତଦ୍ଦ୍ବାରା ନକ୍ଷତ୍ରଗୁଡ଼ିକୁ ଅନ୍ଧକାରମଯ କରିବି। ଆଉ ସୂର୍ୟ୍ଯକୁ ମଘାେଚ୍ଛନ୍ନ କରିବି ଓ ଚନ୍ଦ୍ରକିରଣ ଦବେି ନାହିଁ।
8. ଆକାଶର ସମସ୍ତ ଉଜ୍ଜ୍ବଳ ଜ୍ଯୋତିକୁ ମୁଁ କ୍ଷୀଣ କରିବି ଓ ତୁମ୍ଭ ଉପ ରେ ଓ ତୁମ୍ଭ ଦେଶ ଉପ ରେ ଅନ୍ଧକାର ଆଣିବି।" ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଛନ୍ତି।
9. "ତୁମ୍ଭର ବିନାଶ ଘଟାଇବା ବେଳେ ଅନକେ ଗୋଷ୍ଠୀର ହୃଦଯକୁ ବ୍ଯସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ଯ ତୁମ୍ଭ ପାଇଁ ବିବ୍ରତ ହବେେ।
10. ଏବଂ ମୁଁ ଅନକେ ଗୋଷ୍ଠୀକୁ ତୁମ୍ଭ ବିଷଯ ରେ ଚମତ୍କୃତ କରାଇବି ଏବଂ ସମାନଙ୍କେ ରାଜାମାନଙ୍କ ସମ୍ମୁଖ ରେ ମାରେ ଖଡ୍ଗ ଚାଳନା କଲା ବେଳେ ସମାନେେ ଅତିଶଯ ଭୀତ ହବେେ। ଯେତବେେଳେ ମୁଁ ତୁମ୍ଭର ପତନ ଆଣିବି, ସମାନେେ ପ୍ରେତ୍ୟକକ ନିଜ ନିଜ ଜୀବନ ବିଷଯ ରେ ଭୟଭୀତ ହବେେ।"
11. କାରଣ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ବାବିଲ ରାଜାର ଖଡ୍ଗ ତୁମ୍ଭକୁ ଆକ୍ରମଣ କରିବ।
12. ମୁଁ ସହେି ବୀରମାନଙ୍କ ଖଡ୍ଗ ରେ ତୁମ୍ଭର ପୁରୁଷମାନଙ୍କୁ ବିନାଶ କରିବି। ଏବଂ ସହେି ବୀରଗଣ ଜାତିମାନଙ୍କ ମଧିଅରେ ଅତି ଭୟଙ୍କର ଅଟନ୍ତି। ଏବଂ ସମାନେେ ମିଶରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁରେ ସମଗ୍ର ଜନତା ବିନଷ୍ଟ ହବେେ।
13. ମୁଁ ଅପାର ଜଳରାଶି ନିକଟରୁ ସମସ୍ତ ପଶୁମାନଙ୍କୁ ବିନାଶ କରିବି। ତାହା ହେଲେ ମନୁଷ୍ଯମାନେ ପାଣିକୁ ପାଦ ରେ ଚହଲାଇ ଗୋଳିଆ କରିବେ ନାହିଁ କିମ୍ବା ପଶୁମାନଙ୍କ ଖୁରା ରେ ତାହା ଚହଲି ଗୋଳିଆ ହବେ ନାହିଁ।
14. ମୁଁ ମିଶରର ଜଳରାଶିକୁ ରଖିବି ଓ ଏହାର ନଦୀଗୁଡ଼ିକ ତଲେ ପରି ଧୀ ରେ ବହିବ।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି।
15. "ମୁଁ ମିଶର ଦେଶକୁ ଧ୍ବଂସ କରି ଶୂନ୍ଯସ୍ଥାନ ରେ ପରିଣତ କରିବି। ଯେଉଁଥି ରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହା ହେଲେ ମୁଁ ଯେ ସ୍ବଯଂ ସଦାପ୍ରଭୁ, ତାହା ସମାନେେ ଜାଣିବେ।
16. "ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ଯାମାନେ ବିଳାପ କରି ଏହି ଗୀତ ଗାଇବେ। ସମାନେେ ମିଶରର ସମଗ୍ର ଜନତା ଉଦ୍ଦେଶ୍ଯ ରେ ବିଳାପ ପରି ଏହା ଗାନ କରିବେ।" ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
17. ଦ୍ବାଦଶ ବର୍ଷର, ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
18. " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷଯ ରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ଯାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳ ରେ ପକାଇ ଦିଅ।
19. " ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।
20. "ମିଶର ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ପଡ଼ିବ। ସେ ଖଡ୍ଗ ରେ ସମର୍ପିତ ହାଇେଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନଇୟୋଅ।
21. "ବୀରଗଣ ମଧିଅରେ ବଳବାନମାନେ ଖଡ୍ଗ ରେ ନିହତ ହାଇେଛନ୍ତି, ସହେି ଅସୁନ୍ନତ ଲୋକମାନେ ପାତାଳଗାମୀ ହାଇେ ସ୍ଥିର ହାଇେ ଶଯନ କରିଛନ୍ତି। ଆଉ ସମାନେେ ସହେି ପାତାଳ ମଧ୍ଯରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।
22. "ଅଶୂର ଓ ତାହାର ସମସ୍ତ ଜନସମାଜ ସଠାେ ରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗ ରେ ଅଛି, ସମାନେେ ସମସ୍ତେ ହତ, ଖଡ୍ଗ ଦ୍ବାରା ପତିତ ହାଇେଅଛନ୍ତି। ଆଉ ଗର୍ତ୍ତର ଶଷେ ସୀମା ରେ ସମାନଙ୍କେୁ କବର ଦିଆୟାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗ ରେ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥା ରେ ଭୟ ଜନ୍ମାଉଥିଲେ ସମାନେେ ସମସ୍ତେ ଖଡ୍ଗ ରେ ନିହତ ହାଇେ ପତିତ ହାଇେଅଛନ୍ତି।
24. "ଏଲମ ଓ ତା'ର ଲୋକମାନେ ସଠାେ ରେ ଅଛନ୍ତି, ସମାନେେ ସମସ୍ତେ ୟୁଦ୍ଧ ରେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। ସମାନଙ୍କେର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗ ରେ ଅଛି। ଆଉ ସମାନଙ୍କେ କବରର ଚତୁର୍ଦ୍ଦିଗ ରେ ତା'ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥା ରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥା ରେ କବରକୁ ୟାଇଛନ୍ତି। ସମାନେେ ଅନ୍ୟମାନଙ୍କ ସହିତ ସମାନଙ୍କେର ଅପମାନ ଭୋଗ କରିଅଛନ୍ତି।
25. ନିହତ ଲୋକମାନଙ୍କ ମଧିଅରେ ତା' ପାଇଁ ଗୋଟିଏ ଶୟ୍ଯା ପ୍ରସ୍ତୁତ କରିଅଛନ୍ତି। ସମସ୍ତ ଲୋକ ତା'ର କବରର ଚତୁର୍ଦ୍ଦିଗ ରେ ଅଛନ୍ତି। ସହେି ଅସୁନ୍ନତମାନେ, ଯେଉଁମାନେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। କାରଣ ସମାନଙ୍କେ ଆତଙ୍କ ଜୀବିତମାନଙ୍କ ମଧିଅରେ ବ୍ଯାପିଗଲା। ସମାନେେ ସମାନଙ୍କେର ଲଜ୍ଜାକୁ ଅନ୍ୟମାନଙ୍କ ସହିତ ବାଣ୍ଟିଲେ, ଯେଉଁମାନେ କବରକୁ ଗଲେ, ସେ ଶବମାନଙ୍କ ମଧିଅରେ ରହିଲେ।
26. "ଏବଂ ମଷେକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସମାନଙ୍କେର ଚତୁର୍ଦ୍ଦିଗ ରେ ସମାନଙ୍କେର କବରସବୁ ଅଛି। ସମାନେେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ୍ଗ ରେ ହତ ହେଲେ। କାରଣ ସମାନେେ ଜୀବିତ ଥିବା ସମୟରେ ଦେଶ ରେ ଲୋକମାନଙ୍କୁ ଭୟ ଦଖାଇେ ଥିଲେ।
27. ଅସୁନ୍ନତ ବୀରମାନଙ୍କ ସହିତ ସମାନେେ କ'ଣ ୟୁଦ୍ଧ ଭୂମିରେ ପତିତ ହାଇେ ନାହାଁନ୍ତି, ଯେଉଁମାନେ ସମାନଙ୍କେର ଖଡ୍ଗକୁ ତକିଆ ଭିତ ରେ ରଖି ପାତାଳକୁ ୟାଇଛନ୍ତି ? ସମାନଙ୍କେର ପାପ ସମାନଙ୍କେର ଅସ୍ଥି ଉପ ରେ ଅଛି। ଯେ ହତେୁ ସମାନେେ ଜୀବିତ ଥିବା ବେଳେ ଆତଙ୍କ ଖଳୋଇଛନ୍ତି।
28. " ହେ ମିଶର, ତୁମ୍ଭେ ମଧ୍ଯ ଅସୁନ୍ନତମାନଙ୍କ ମଧିଅରେ ବିନାଶ ହବେ ଓ ଖଡ୍ଗ ରେ ନିହତ ଲୋକମାନଙ୍କ ସହିତ ଶଯନ କରିବ।
29. " ସେ ସ୍ଥାନ ରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସମାନେେ ୟୁଦ୍ଧ ରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସମାନେେ ଜୀବନ ରେ ସମାନଙ୍କେର ଶକ୍ତିପାଇଁ ପରିଚିତ ଥିଲେ।
30. "ଏମାନେ ଉତ୍ତର ଦେଶୀଯ ମୁଖ୍ଯ ଓ ସୀଦୋନର ସୈନ୍ଯଗଣ ଥିଲେ। ସମାନେେ ଅନ୍ୟ ମୃତ ଲୋକମାନଙ୍କ ସହିତ ଓହ୍ଲାଇ ୟାଇଅଛନ୍ତି। ସମାନଙ୍କେର ଶକ୍ତି ସତ୍ତ୍ବେ, ୟୁଦ୍ଧ ଭୂମିରେ ନିହତ ଅସୁନ୍ନତ ଲୋକମାନଙ୍କ ସହିତ ପତିତ ହାଇେ ଲଜ୍ଜିତ ହାଇେଛନ୍ତି। ସମାନେେ କବର ରେ ଅନ୍ଯାନ୍ଯ ମୃତ ଲୋକମାନଙ୍କ ସହିତ ଲଜ୍ଜିତ ହାଇେଛନ୍ତି।
31. "ଫାରୋ ସମାନଙ୍କେୁ ଦେଖିବେ ଓ ନିଜ ଲୋକମାନଙ୍କ ବିଷଯ ରେ ସାନ୍ତ୍ବନା ପାଇବେ। ଫାରୋ ଓ ତାଙ୍କର ସମସ୍ତ ସୈନ୍ଯ ଖଡ୍ଗ ରେ ନିହତ ହାଇେଅଛନ୍ତି।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
32. "ଯେତବେେଳେ ଫାରୋ ଜୀବିତ ଥିଲେ, ମୁଁ ତାକୁ ଭୟ କରିବା ପାଇଁ ଲୋକମାନଙ୍କୁ ତିଆରି କଲି। କିନ୍ତୁ ବର୍ତ୍ତମାନ ସେ ଓ ତା'ର ଲୋକମାନଙ୍କୁ ସମସ୍ତ ଅସୁନ୍ନତ ଲୋକ ଓ ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ରଖାୟିବ।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
About ଯିହିଜିକଲ Chapter 32
Read ଯିହିଜିକଲ Chapter 32 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହିଜିକଲ
Chapter: 32
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହିଜିକଲ Chapter 32 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହିଜିକଲ Chapter 32?
ଯିହିଜିକଲ Chapter 32 is part of the Book of ଯିହିଜିକଲ in the Holy Bible.
Can I read this chapter online?
Yes. You can read the complete ଯିହିଜିକଲ Chapter 32 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21
Explore More from ଯିହିଜିକଲ
- ଯିହିଜିକଲ Chapter 28
- ଯିହିଜିକଲ Chapter 41
- ଯିହିଜିକଲ Chapter 18
- ଯିହିଜିକଲ Chapter 39
- ଯିହିଜିକଲ Chapter 13
- ଯିହିଜିକଲ Chapter 34
- ଯିହିଜିକଲ Chapter 7