ଯିହିଜିକଲ Chapter 25

For English

Read ଯିହିଜିକଲ Chapter 25 Online

Read ଯିହିଜିକଲ Chapter 25 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.

Choose a Chapter

ଯିହିଜିକଲ 25

ଅଧ୍ୟାୟ 25

1. ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

2. " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଅମ୍ ନୋନ ଲୋକମାନଙ୍କ ଆଡ଼େ ଚାହଁ ଏବଂ ସମାନଙ୍କେ ବିରୁଦ୍ଧ ରେ ଭବଷ୍ଯଦବାକ୍ଯ ପ୍ରଚାର କର।

3. ଏବଂ ଅମ୍ ନୋନ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ସଦାପ୍ରଭୁ, ମାରେ ପ୍ରଭୁଙ୍କର ବାକ୍ଯ ଶୁଣ, ସେ ଏହି କଥା କହନ୍ତି, ଆମ୍ଭ ଧର୍ମଧାମ ଅପବିତ୍ର ହେଲା ବେଳେ, ଆଉ ଇଶ୍ରାୟେଲ ଦେଶ ଧ୍ବଂସିତ ହେଲା ବେଳେ ଓ ୟିହୁଦୀଯ ଲୋକମାନେ ନିର୍ବାସିତ ହେଲେ।

4. ତେଣୁ ମୁଁ ତୁମ୍ଭମାନଙ୍କୁ ପୂର୍ବ ଦେଶୀଯ ସନ୍ତାନଗଣଙ୍କୁ ସମ୍ପତ୍ତି ରୂପେ ହସ୍ତ ରେ ସମର୍ପଣ କରିବି। ଏବଂ ସମାନେେ ତୁମ୍ଭମାନଙ୍କ ମଧିଅରେ ଛାଉଣୀ ସ୍ଥାପନ କରିବେ ଓ ତୁମ୍ଭମାନଙ୍କ ମଧିଅରେ ନିଜ ନିଜ ବାସସ୍ଥାନ ନିର୍ମାଣ କରିବେ। ସମାନେେ ମଧ୍ଯ ତୁମ୍ଭମାନଙ୍କର ଫଳ ଭୋଜନ କରିବେ ଓ ତୁମ୍ଭମାନଙ୍କର ଦୁଗ୍ଧ ପାନ କରିବେ।

5. "ଆଉ ମୁଁ ରବବାକୁ ଓଟମାନଙ୍କର ଚାରଣ ଭୂମି କରିବି ଓ ଅମ୍ମାନେ ଲୋକମାନଙ୍କୁ ଦେଶକୁ ମଷୋଦି ପଲର ଶଯନ ସ୍ଥାନ କରିବି। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭମାନେେ ଜାଣିବ।

6. କାରଣ ସଦାପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭେ ଇଶ୍ରାୟେଲ ଦେଶର ଦୁର୍ଭାଗ୍ଯ ସମୟରେ କରତାଳି ଦଇେଅଛ, ପଦାଘାତ କରିଅଛ ଏବଂ ଇଶ୍ରାୟେଲକୁ ଘୃଣାକରି ଆନନ୍ଦ ଅନୁଭବ କରିଅଛ।

7. ଏଣୁ ମୁଁ ତୁମ୍ଭ ବିରୁଦ୍ଧ ରେ ହସ୍ତ ବିସ୍ତାର କରିଅଛି। ଲୁଣ୍ଠିତ ଦ୍ରବ୍ଯ ରୂପେ ଅନ୍ୟ ଦେଶୀଯମାନଙ୍କ ହସ୍ତ ରେ ତୁମ୍ଭକୁ ହସ୍ତାନ୍ତର କରିବି। ମୁଁ ଅନ୍ୟ ଲୋକମାନଙ୍କ ମଧ୍ଯରୁ ତୁମ୍ଭକୁ ପୃଥକ୍ କରିବି ଓ ଦେଶର ମାନଚିତ୍ରରୁ ମୁଁ ତୁମ୍ଭକୁ ପୋଛି ଦବେି। ଆଉ ମୁଁ ତୁମ୍ଭକୁ ଧ୍ବଂସ କରିବି। ତେଣୁ ଏହା ତୁମ୍ଭେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।"'

8. ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, " ମାୟୋବ ଓ ସଯେୀର କହୁଅଛନ୍ତି, ' ଦେଖ ଯିହୁଦା ପରିବାର ଅନ୍ୟ ସକଳ ଜାତିମାନଙ୍କ ତୁଳ୍ଯ।'

9. ମୁଁ ମାୟୋବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମାୟୋବ ମହିମା ସ୍ବରୂପ ଯଥା : ବୈତ୍-ୟିଶୀମାେତ୍, ବାଲ-ମିଯୋନ ନଗରଗୁଡ଼ିକୁ ନଇୟିବେି।

10. ମୁଁ ସହେି ନଗରଗୁଡ଼ିକୁ ପୂର୍ବଦେଶୀଯ ଲୋକମାନଙ୍କୁ ହସ୍ତାନ୍ତର କରିବି। ଯେଉଁମାନେ ଅମ୍ ନୋନୀଯମାନଙ୍କୁ ଅତିକ୍ରମ କରିବେ। ତେଣୁକରି ଅମ୍ନୋନୀଯମାନେ ଏକ ଗୋଷ୍ଠୀ ବୋଲି ଆଉ ସ୍ମରଣ କରାୟିବ ନାହିଁ।

11. ତେଣୁ ମୁଁ ମାୟୋବକୁ ଦଣ୍ଡ ଦବେି। ତହୁଁ ସମାନେେ ଜାଣିବବେ ଯେ ମୁଁ ସଦାପ୍ରଭୁ ଅଟେ।"

12. ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, "କାରଣ ଇଦୋମ ଯିହୁଦା ଉପ ରେ ପ୍ରତିଶୋଧ ନଇେଛି ଏବଂ ତାହା କରି ଦୋଷୀ ହାଇେଛି।"

13. ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, "ମୁଁ ଇଦୋମ ବିପକ୍ଷ ରେ ମାରେ ହସ୍ତ ଉତ୍ତୋଳନ କରିବି ଓ ତାହା ମଧ୍ଯରୁ ମନୁଷ୍ଯ ଓ ପଶୁମାନଙ୍କୁ ବିନାଶ କରିବି ଏବଂ ମୁଁ ତୈମନ୍ଠାରୁ ଦଦାନ ପର୍ୟ୍ଯନ୍ତ ସମସ୍ତ ଲୋକଙ୍କୁ ଖଡ୍ଗ ରେ ହତ୍ଯା କରିବି।

14. ପୁଣି ମୁଁ ମାରେଲୋକ ଇଶ୍ରାୟେଲୀୟମାନଙ୍କ ଦ୍ବାରା ଇଦୋମ ଉପ ରେ ପ୍ରତି ଶାଧେ ନବେି। ତେଣୁ ସମାନେେ ଇଦୋମ ଉପ ରେ ମାରେ କୋରଧ ଓ ମାରେ କୋପ ଅନୁସାରେ ପ୍ରତି ଶାଧେ ନବେି। ସେତବେେଳେ ସମାନେେ ଆମ୍ଭ ଦତ୍ତ ପ୍ରତିଶୋଧ ବିଷଯ ରେ ଜାଣିବେ।" ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।

15. ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, "ପଲେଷ୍ଟୀୟ ଲୋକମାନେ ପ୍ରତି ଶାଧେ ନେଲେ ଏବଂ ତାହା ଇର୍ଷାପରାଯଣ ହୃଦଯ ରେ କଲେ, ପୁରୁଣା ଶତ୍ରୁତା କାରଣରୁ ଇଶ୍ରାୟେଲକୁ ଧ୍ବଂସ କରିବା ପାଇଁ ଚାହିଁଲେ।"

16. ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, " ଦେଖ, ମଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧ ରେ ମାରେ ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀଯ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ବଂସ କରିବି।

17. ମାରେ କୋର୍ଧଦ୍ବାରା ସମାନଙ୍କେୁ ଦଣ୍ଡିତ କରି ମୁଁ ସମାନଙ୍କେ ବିରୁଦ୍ଧ ରେ କଠାେର ପ୍ରତି ଶାଧେ ନବେି ଏବଂ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ସମାନଙ୍କେ ଉପ ରେ ପ୍ରତିଶାଧେ ନଲେି।"

About ଯିହିଜିକଲ Chapter 25

Read ଯିହିଜିକଲ Chapter 25 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହିଜିକଲ
Chapter: 25
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହିଜିକଲ Chapter 25 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହିଜିକଲ Chapter 25?

ଯିହିଜିକଲ Chapter 25 is part of the Book of ଯିହିଜିକଲ in the Holy Bible.

Can I read this chapter online?

Yes. You can read the complete ଯିହିଜିକଲ Chapter 25 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ଯିହିଜିକଲ

  1. ଯିହିଜିକଲ Chapter 28
  2. ଯିହିଜିକଲ Chapter 11
  3. ଯିହିଜିକଲ Chapter 45
  4. ଯିହିଜିକଲ Chapter 5
  5. ଯିହିଜିକଲ Chapter 21
  6. ଯିହିଜିକଲ Chapter 14
  7. ଯିହିଜିକଲ Chapter 16

Related Chapters & Readings

  1. ବିଚାରକର୍ତ୍ତା Chapter 17
  2. ଯାତ୍ରା ପୁସ୍ତକ Chapter 35
  3. ଗୀତସଂହିତା Chapter 41
  4. ଦିତୀୟ ବଂଶାବଳୀ Chapter 11
  5. ଆୟୁବ Chapter 6
  6. ହିତୋପଦେଶ Chapter 31
  7. ମାଥିଉ Chapter 11
Share Your Love

Leave a Reply

Your email address will not be published. Required fields are marked *