ଯିହିଜିକଲ Chapter 40

For English

Read ଯିହିଜିକଲ Chapter 40 Online

Read ଯିହିଜିକଲ Chapter 40 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.

Choose a Chapter

ଯିହିଜିକଲ 40

ଅଧ୍ୟାୟ 40

1. ମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭ ରେ ମାସର ଦଶମ ଦିନ ରେ ସଦାପ୍ରଭୁଙ୍କ ଶକ୍ତି ମାେ ଉପ ରେ ଅଧିଷ୍ଠିତ ହେଲା। ଏହା ବାବିଲ ୟିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପ ରେ ସହେିଦିନ ସଦାପ୍ରଭୁ ମାେତେ ସଠାେକୁ ଦର୍ଶନ ରେ ଆଣିଲେ।

2. ଦର୍ଶନ ୟୋଗେ ପରମେଶ୍ବର ମାେତେ ଇଶ୍ରାୟେଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତ ରେ ବସାଇଲେ। ସହେି ପର୍ବତ ଉପ ରେ ମାରେ ସମ୍ମୁଖ ରେ ଗୋଟିଏ ନଗର ତୁଲ୍ଯ ଆକୃତି ଥିଲା।

3. ସେ ମାେତେ ସେ ସ୍ଥାନକୁ ନଇଗେଲେ। ସଠାେ ରେ ଏକ ପୁରୁଷ ଥିଲେ। ତାଙ୍କର ଆଭା ପିତ୍ତଳର ଆଭା ତୁଲ୍ଯ ଥିଲା। ତାଙ୍କ ହସ୍ତ ରେ କନାର ଏକ ମାପ ଫିତା ଓ ପରିମାପକ ଏକ ଦଣ୍ଡ ଥିଲା। ଆଉ ସେ ଦ୍ବାର ନିକଟରେ ଛିଡ଼ା ହାଇେଥିଲେ।

4. ସେ ଲୋକଟି ମାେତେ କହିଲେ, " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖାେଲା ରଖିଛ ଓ ଧ୍ଯାନ ଦଇେଛ, ଯାହା ମୁଁ ତୁମ୍ଭକୁ ଦଖାଇବୋ ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସଗେୁଡ଼ିକ ଇଶ୍ରାୟେଲର ଲୋକମାନଙ୍କୁ ଜଣାଅ।"

5. ମୁଁ ଦେଖିଲି ମନ୍ଦିରର ବାହା ରେ ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ଥିଲା। ଆଉ ସେ ପୁରୁଷଙ୍କ ହସ୍ତ ରେ ଏକ ପରିମାପକ ଦଣ୍ଡ ଥିଲା। ତାହା ଛଅହାତ ଦୀର୍ଘ, ପ୍ରେତ୍ୟକକ ହାତ ଏକହାତ ଚାରି ଅଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୁଳତା ଏକ ଦଣ୍ଡ ଓ ଉଚ୍ଚତା ଏକ ଦଣ୍ଡ ମାପିଲେ।

6. ତା'ପ ରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନଇେ ଉପରକୁ ଉଠିଲେ। ତା'ପ ରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା।

7. ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀର କାନ୍ଥଗୁଡ଼ିକ ମଧିଅରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହାଇେଥିଲା ଓ ଗୃହାଭିମୁଖେ ଦ୍ବାରର ବାରଣ୍ଡା ନିକଟସ୍ଥ ଦ୍ବାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା।

8. ତା'ପ ରେ ସେ ଗୃହାଭିମୁଖ ଦ୍ବାରର ବାରଣ୍ଡା ମଧ୍ଯ ମାପିଲେ।

9. ଦ୍ବାରର ବାରଣ୍ଡା ଆଠ ହାତ ଥିଲା ଓ ତହିଁର ଉପସ୍ତମ୍ଭ ସକଳ ଦୁଇହାତ ଥିଲା। ଆଉ ଦ୍ବାରର ବାରଣ୍ଡା ମନ୍ଦିର ଆଡ଼େ ଥିଲା।

10. ଆଉ ପୂର୍ବାଭିମୁଖ ଦ୍ବାରର ଏପାଖ ରେ ତିନି ଓ ସପୋଖ ରେ ତିନି କଠାେରୀ ଥିଲା। ସେ ତିନି ତିନି କଠାେରୀର ମାପ ସମାନ ଥିଲା ଓ ପ୍ରତିପାଖ ସ୍ତମ୍ଭଗୁଡ଼ିକ ସମାନ ମାପର ଥିଲା।

11. ପୁଣି ସେ ଦ୍ବାରର ପ୍ରବେଶ ପଥ ମାପିଲେ। ତାହାର ଦୀର୍ଘତା ତରେ ହାତ ଓ ପ୍ରସ୍ଥ ଦଶ ହାତ ଥିଲା।

12. ପ୍ରତି କଠାେରୀର ସମ୍ମୁଖ ରେ ଏ ପାଖ ରେ ଏକ ହାତ ଓସାର ଓ ସେ ପାଖ ରେ ଏକ ହାତ ଲମ୍ବା ; େଛାଟ କାନ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀ ଛଅହାତ ବର୍ଗ ପରିମିତ ଥିଲା।

13. ତା'ପ ରେ ଏକ କାନ୍ଥଠାରୁ ଅନ୍ୟ କାନ୍ଥ ପର୍ୟ୍ଯନ୍ତ ପଚିଶ ହାତ ମାପିଲେ। ଏହାର ଦ୍ବାର ସମ୍ମୁଖ ରେ ଦ୍ବାର ଥିଲା।

14. ସହେି ମନୁଷ୍ଯଟି ଉପସ୍ତମ୍ଭର ଦୁଇ କାନ୍ଥ ସମତେ ଚାରି କାନ୍ଥକୁ ସାମ୍ନା ସାମ୍ନି ମାପିଲେ। ଏହା ସର୍ବମାଟେ ଷାଠିଏ ହାତ ଥିଲା।

15. ପୁଣି ପ୍ରବଶାେର୍ଥକ ଦ୍ବାରର ଅଗ୍ରଭାଗରୁ ଅନ୍ତରସ୍ଥ ବାରଣ୍ଡାର ଅଗ୍ରଭାଗ ପର୍ୟ୍ଯନ୍ତ ପଚାଶ ହାତ ଥିଲା।

16. ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍‌ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।

17. ତା'ପ ରେ ସେ ମାେତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ କେତକେ କଠାେରୀ ଓ ନିର୍ମିତ ଚଟାଣ ଥିଲା। ସହେି ଚଟାଣ ଉପ ରେ ତିରିଶଟି କଠାେରୀ ଥିଲା।

18. ସହେି ଚଟାଣ ଦ୍ବାରର ଦୀର୍ଘତାନୁସା ରେ ପ୍ରଶସ୍ତ ଥିଲା, ଆଉ ସହେି ଚଟାଣ ଦ୍ବାରସବୁର ପାଶର୍‌ବ ରେ ଥିଲା ଓ ଏହା ନିମ୍ନତର ଚଟାଣ।

19. ତବେେ ସେ ନିମ୍ନତର ଫାଟକର ଭିତର ଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ୟ୍ଯନ୍ତ ବାହାର ପ୍ରସ୍ଥ ମାପିଲେ ଓ ତାହା ପୂର୍ବ ଓ ଉତ୍ତର ଦିଗ ରେ 100 ହାତ ଥିଲା।

20. ତବେେ ସେ ବାହାର ପ୍ରାଙ୍ଗଣର ଉତ୍ତର ଦ୍ବାରର ର୍ଦୈଘ୍ଯ ପ୍ରସ୍ଥ ମାପିଲେ।

21. ଏହି ଫାଟକଟି ପ୍ରେତ୍ୟକକ ପାଶର୍‌ବ ରେ ତିନୋଟି କଠାେରୀ ସହିତ ଏହାର ପ୍ରାଙ୍ଗଣ ରେ ମାପ ପ୍ରଥମ ଚଟାଣ ସହିତ ସମାନ ଥିଲା। ତାହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।

22. ଏବଂ ତାହାର କଳାକବାଟି, ମଣ୍ଡପ ଓ ଖାଦେିତ ଖଜୁର୍ର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ବାରର ମାପ ଅନୁସାରେ ଥିଲା। ସାତାଟେି ପାହାଚ ଫାଟକ ଆଡ଼କୁ ୟାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶଷେ ଫାଟକର ଭିତର ପାଖ ରେ ଥିଲା।

23. ଉତ୍ତର ଫାଟକ ପାଖରୁ ଭିତର ପ୍ରାଙ୍ଗଣ ଆଡ଼କୁ ଆଉ ଗୋଟିଏ ଫାଟକ ଥିଲା, ଠିକ୍ ପୂର୍ବ ରେ ଥିବା ଫାଟକ ପରି। ଗୋଟିଏ ଦ୍ବାରରୁ ଅନ୍ୟ ଗୋଟିଏ ଦ୍ବାର ପର୍ୟ୍ଯନ୍ତ 100 ହାତ ଥିଲା।

24. ତା'ପ ରେ ସେ ମାେତେ ଦକ୍ଷିଣ ପାଶର୍‌ବକୁ କଢ଼ାଇ ନେଲେ। ଏବଂ ସଠାେ ରେ ପୂର୍ବକୁ ମୁହଁ କରିଥିବା ଫାଟକ ଥିଲା। ସେ ଏହାର ପାଶର୍‌ବକାନ୍ଥ ପ୍ରାଙ୍ଗଣକୁ ମାପିଲେ। ସମାନେେ ଅନ୍ୟ ଫାଟକ ପରି ଏହାକୁ ମାପିଲେ।

25. ପୁଣି ସେ ଦ୍ବାର ରେ ଓ ତାହାର ମଣ୍ଡପ ସକଳର ଚାରିଆଡ଼େ ପୂର୍ବୋକ୍ତ ଫାଟକ ପରି କଳାକବାଟି ଥିଲା। ଏହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।

26. ତାହା ଉପରକୁ ୟିବା ପାଇଁ ସାତାଟେି ପାବଚ୍ଛ ଥିଲା। ଏହାର ମଣ୍ଡପ ଶଷେ ଫାଟକର ଭିତର ଭାଗ ରେ ଥିଲା। ଫାଟକର ଉଭୟ ପାଶର୍‌ବର କାନ୍ଥ ରେ ଖଜ୍ଜୁର୍ର ବୃକ୍ଷର ଛବି ଖାଦେିତ ଥିଲା।

27. ଆଉ ଦକ୍ଷିଣ ପାଖ ରେ ଭିତର ପ୍ରାଙ୍ଗଣକୁ ଏକ ଦ୍ବାର ଥିଲା। ତହୁଁ ସେ ଦକ୍ଷିଣ ପାଶର୍‌ବର ଏକ ଦ୍ବାରଠାରୁ ଅନ୍ୟ ଦ୍ବାର ପର୍ୟ୍ଯନ୍ତ 100 ହାତ ମାପିଲେ।

28. ତା'ପ ରେ ସେ ମାେତେ ଦକ୍ଷିଣ ଦ୍ବାର ନଇେ ଭିତର ପ୍ରାଙ୍ଗଣକୁ ଆଣିଲେ। ସେ ପୂର୍ବୋକ୍ତ ପରିମାଣାନୁସା ରେ ଦକ୍ଷିଣଦ୍ବାର ମାପିଲେ।

29. କଠାେରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକ ମଧ୍ଯ ସମାନ ମାପ ବିଶିଷ୍ଟ ଥିଲା। ଆଉ ମଣ୍ଡପ ଓ ତାହାର ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ଆଉ ତାହା ପଚାଶ ହାତ ର୍ଦୈଘ୍ଯ ଓ ପଚିଶ ହାତ ପ୍ରସ୍ଥ ଥିଲା।

30. ଏବଂ ତାହାର ମଣ୍ଡପ ପଚିଶ ହାତ ର୍ଦୈଘ୍ଯ ଓ ପାଞ୍ଚ ହାତ ପ୍ରସ୍ଥ ଥିଲା।

31. ତା'ପ ରେ ତାହାର ମଣ୍ଡପଗୁଡ଼ିକ ବାହାର ପ୍ରାଙ୍ଗଣର ଅଭିମୁଖ ରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉପର ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ୟିବାପାଇଁ ଆଠଟି ପାବଛ ଥିଲା।

32. ଅନନ୍ତର ସେ ମାେତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ଯକୁ ନଇଗେଲେ, ଏବଂ ସେ ଫାଟକଟିକୁ ମାପିଲେ ଓ ଏହା ଅନ୍ୟଟି ସହିତ ସମାନ ଥିଲା।

33. ତା'ର କଠାେରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ଯ ସହେି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ତାହା ପଚାଶ ହାତ ଲମ୍ବ ଓ ପଚିଶ ହାତ ପ୍ରସ୍ଥ ଥିଲା।

34. ତାହାର ପ୍ରାଙ୍ଗଣ ଗୁଡିକ ବାହାର ପ୍ରାଙ୍ଗଣ ଅଭି ମୁଖ ରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉଭୟ ପାଶର୍‌ବ ରେ ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ୟିବା ପାଇଁ ଆଠଟି ପାବଛ ଥିଲା।

35. ତା'ପ ରେ ସେ ମାେତେ ଉତ୍ତର ଦ୍ବାରକୁ ଆଣିଲେ ଓ ତାହାକୁ ମାପିଲେ। ତା'ର ମାପସବୁ ଅନ୍ଯାନ୍ଯ ଫାଟକର ମାପ ସହିତ ସମାନ ଥିଲା।

36. ତହିଁର କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକୁ ସମାନ ମାପ ବିଶିଷ୍ଟ ଥିଲା। ଆଉ ତାହାର ଚାରିଆଡ଼େ ଜଳାକବାଟି ଥିଲା। ଫାଟକର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।

37. ଏହାର ତ୍ବରଣ ଫାଟକଟି ବାହାର ପ୍ରାଙ୍ଗଣ ଆଡ଼େ ମୁହଁ କରିଥିଲା। ସହେି ଉଚ୍ଚସ୍ତମ୍ଭ ସବୁର ଉପ ରେ ଉଭୟ ପାଖ ରେ ଖଜୁର୍ର ଆକୃତି ଥିଲା। ପୁଣି ତାହା ଉପରକୁ ୟିବା ପାଇଁ ଆଠଟି ପାବଛ ଥିଲା।

38. ପ୍ରେତ୍ୟକକ ଫାଟକର ତ୍ବରଣ ନିକଟରେ ଏକ ଦ୍ବାର ବିଶିଷ୍ଟ ଏକ କଠାେରୀ ଥିଲା। ସଠାେ ରେ ଯାଜକମାନେ ହାମବେଳି ଧୌତ କଲେ।

39. ଆଉ ତ୍ବରଣ ଦ୍ବାରର ଉଭୟ ପାଶର୍‌ବ ରେ ଦୁଇଟି ଲଖାଏଁେ ମଜେ ଥିଲା। ଏହିଠା ରେ ହାମବେଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ନିମନ୍ତେ ପଶୁଗୁଡ଼ିକୁ ଉତ୍ସର୍ଗ କରାୟାଏ।

40. ତ୍ବରଣର ବାହାର ଦ୍ବାରର ପ୍ରେତ୍ୟକକ ପାଶର୍‌ବ ରେ ଦୁଇଟି ଲଖାଏଁେ ମଜେ ଥିଲା।

41. କାନ୍ଥର ଭିତର ପାଖ ରେ ଚାରୋଟି ମଜେ ଓ ବାହାର ପାଖର କାନ୍ଥର ଚା ରୋଟି ମଜେ, ଏହିପରି ଆଠ ମଜେ ଥିଲା। ଏହି ଆଠଟି ମଜେକୁ ଯାଜକମାନେ ବଳିଦାନ ଉତ୍ସର୍ଗ କଲା ବେଳେ ବ୍ଯବହାର କରୁଥିଲେ।

42. ଆଉ ହାମବେଳି ପାଇଁ କଟା ପ୍ରସ୍ତରର ଚାରି ମଜେ ଥିଲା। ତାହା ର୍ଦୈଘ୍ଯ ଦେଢ଼ହାତ, ପ୍ରସ୍ଥ ଦେଢ଼ହାତ ଓ ଉଚ୍ଚତା ଏକହାତ ଥିଲା। ତାହା ଉପ ରେ ହାମବେଳି ଓ ପ୍ରାଯଶ୍ଚିତାର୍ଥକ ବଳି ବଧ କରିବାର ଅସ୍ତ୍ର ରଖା ୟାଇଥିଲା।

43. ଏବଂ ତିନି ଇଞ୍ଚ ଦୀର୍ଘ ଆଙ୍କୁଡ଼ିମାନ ଭିତର କାନ୍ଥର ଚାରିଆଡ଼େ ଲଗା ୟାଇଥିଲା ଏବଂ ମଜେମାନଙ୍କ ଉପ ରେ ଉପହାରାର୍ଥକ ମାଂସ ରଖାୟାଇଥିଲା।

44. ଭିତର ପ୍ରାଙ୍ଗଣ ରେ ଦୁଇଟି କଠାେରୀ ଥିଲା। ଉତ୍ତର ଦ୍ବାର ନିକଟରେ ଥିବା କଠାେରୀଟି ଦକ୍ଷିଣାଭିମୁଖୀ ଓ ଦକ୍ଷିଣ ଦ୍ବାର ନିକଟରେ ଥିବା କଠାେରୀଟି ଉତ୍ତରାଭିମୁଖୀ ଥିଲା।

45. ପୁଣି ସେ ମାେତେ କହିଲେ, "ଏହି ଦକ୍ଷିଣାଭିମୁଖୀ କଠାେରୀଟି ସଦାପ୍ରଭୁଙ୍କ ମନ୍ଦିରର ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।

46. ଆଉ ଯେଉଁ କୋଠରୀର ମୁଖ ଉତ୍ତର ଆଡ଼େ ଅଛି ତାହା ଯାଜକମାନଙ୍କ ପାଇଁ ଅଛି, ଯେଉଁମାନେ ୟଜ୍ଞବଦେୀର ଦାଯିତ୍ବ ରେ ଥାଆନ୍ତି। ଏମାନେ ସାଦୋକର ସନ୍ତାନ, ଲବେୀର ବଂଶଧର ମଧ୍ଯରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ତାଙ୍କ ନିକଟକୁ ଆସନ୍ତି।"

47. ଏହାପ ରେ ସେ ଭିତର ପ୍ରାଙ୍ଗଣ ମାପିଲେ। ତାହା ଏକ ବର୍ଗାକାର ଓ ତାହାର ର୍ଦୈଘ୍ଯ 100 ହାତ ଓ ପ୍ରସ୍ଥ 100 ହାତ ଥିଲା। ୟଜ୍ଞବଦେୀଟି ମନ୍ଦିର ସମ୍ମୁଖ ରେ ଥିଲା।

48. ତବେେ ସେ ମାେତେ ମନ୍ଦିରର ବାରଣ୍ଡାରୁ ଆଣି ବାରଣ୍ଡା ରେ ଥିବା ପ୍ରେତ୍ୟକକ ଉପସ୍ତମ୍ଭ ମାପିଲେ। ତାହାର ପ୍ରେତ୍ୟକକ ପାଖ କାନ୍ଥର ର୍ଦୈଘ୍ଯ ପାଞ୍ଚହାତ ଥିଲା ଓ ପ୍ରସ୍ଥ ତିନିହାତ ଥିଲା ଓ ସମାନଙ୍କେ ମଧିଅରେ ପନ୍ଦର ହାତ ଜାଗା ଥିଲା।

49. ତ୍ବରଣଟିର ର୍ଦୈଘ୍ଯ କୋଡ଼ିଏ ହାତ ଓ ପ୍ରସ୍ଥ ବାର ହାତ ଥିଲା। ଦଶଟି ପାହାଚ ତ୍ବରଣକୁ ୟାଇଥିଲା। ଉଭୟ ପାଶର୍‌ବର ପ୍ରେତ୍ୟକକ କାନ୍ଥ ପାଇଁ ଦୁଇଟି ଲଖାଏଁେ ସ୍ତମ୍ଭ ଥିଲା। ଗୋଟିଏ କାନ୍ଥ ରେ ଗୋଟିଏ ସ୍ତମ୍ଭ ଥିଲା।

About ଯିହିଜିକଲ Chapter 40

Read ଯିହିଜିକଲ Chapter 40 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହିଜିକଲ
Chapter: 40
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହିଜିକଲ Chapter 40 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହିଜିକଲ Chapter 40?

ଯିହିଜିକଲ Chapter 40 is part of the Book of ଯିହିଜିକଲ in the Holy Bible.

Can I read this chapter online?

Yes. You can read the complete ଯିହିଜିକଲ Chapter 40 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 3
  7. ଆଦି ପୁସ୍ତକ Chapter 38

Explore More from ଯିହିଜିକଲ

  1. ଯିହିଜିକଲ Chapter 46
  2. ଯିହିଜିକଲ Chapter 19
  3. ଯିହିଜିକଲ Chapter 11
  4. ଯିହିଜିକଲ Chapter 27
  5. ଯିହିଜିକଲ Chapter 35
  6. ଯିହିଜିକଲ Chapter 37
  7. ଯିହିଜିକଲ Chapter 24

Related Chapters & Readings

  1. 2 ଥେସଲନୀକୀୟ Chapter 3
  2. ମାଥିଉ Chapter 19
  3. ଗୀତସଂହିତା Chapter 66
  4. ଯୋହନ Chapter 14
  5. ଯିହୋଶୂୟ Chapter 16
  6. ଯିରିମିୟ Chapter 20
  7. ଯିଖରିୟ Chapter 7
Share Your Love

Leave a Reply

Your email address will not be published. Required fields are marked *