ଯୋହନ Chapter 21

For English

Read ଯୋହନ Chapter 21 Online

Read ଯୋହନ Chapter 21 online from the Holy Bible. This chapter is part of the Book of ଯୋହନ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଯୋହନ and the Holy Bible online.

Choose a Chapter

ଯୋହନ 21

ଅଧ୍ୟାୟ 21

1. ତା'ପରେ ଯୀଶୁ ନିଜକୁ ଶିଷ୍ଯମାନଙ୍କ ଆଗ ରେ ଦଖାଦେେଲେ। ସେ ତିବିରିଆ ହ୍ରଦ ଗାଲୀଲୀ କୂଳ ରେ ସମାନଙ୍କେୁ ଦଖାଦେଇେଥିଲେ। ସେ ଏହିପରି ଭାବରେ ଦର୍ଶନ ଦଇେଥିଲେ:

2. ଯୀଶୁଙ୍କର କେତକେ ଶିଷ୍ଯ ଏକତ୍ର ହାଇେଥିଲେ, ସମାନେେ ହେଲେ ଶିମାନେ ପିତର, ଥୋମା, (ଡାକନାମ ଦିଦୁମ)। ଗାଲୀଲୀର କାନ୍ନା ନିବାସୀ ନିଥନିଯଲେ, ଜବଦେିର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ଯ।

3. ଶିମାନେ ପିତର କହିଲେ, "ମୁଁ ମାଛ ଧରିବାକୁ ଯାଉଛି।" ଅନ୍ୟ ଶିଷ୍ଯମାନେ କହିଲେ, "ଆମ୍ଭେ ତୁମ୍ଭ ସହିତ ୟିବୁ।" ତେଣୁ ସବୁ ଶିଷ୍ଯମାନେ ଯାଇ ନେ ୗକା ରେ ବସିଲେ। ସମାନେେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରିପାରିଲେ ନାହିଁ.

4. ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳ ରେ ଠିଆ ହାଇେଥିଲେ। କିନ୍ତୁ ଶିଷ୍ଯମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନଥିଲେ।

5. ତା'ପରେ ଶିଷ୍ଯମାନଙ୍କୁ କହିଲେ, "ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?"

6. ଯୀଶୁ କହିଲେ, "ତୁମ୍ଭର ଜାଲ ନେ ୗକାର ଡାହାଣ ପଟ ପାଣି ରେ ପକାଅ। ତୁମ୍ଭେ ସଠାେରେ ମାଛ ପାଇବ।" ଶିଷ୍ଯମାନେ ସହେିପରି କଲେ। ସମାନେେ ଏତେ ମାଛ ଧରିଲେ ଯେ, ସମାନେେ ଜାଲକୁ ନେ ୗକା ପର୍ୟ୍ଯନ୍ତ ଟାଣି ପାରିଲେ ନାହିଁ।

7. ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଥିଲେ, ସେ ପିତରଙ୍କୁ କହିଲେ, "ଏ ତ ପ୍ରଭୁ।" ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କୁ ପୋଷାକ ପିନ୍ଧିଲେ। କାରଣ ସେ କାର୍ୟ୍ଯ କରିବା ପାଇଁ ସବୁ ବସ୍ତ୍ର ଖାଲିେ ଦଇେଥିଲେ। ତା'ପରେ ସେ ପାଣିକୁ ଡଇେଁ ପଡିଲେ।

8. ଅନ୍ୟ ଶିଷ୍ଯମାନେ ନେ ୗକା ରେ କୂଳକୁ ଗଲେ। ସମାନେେ ମାଛ ରେ ଭର୍ତ୍ତି ହାଇେଥିବା ଜାଲ ଭିଡିଲେ। ସମାନେେ କୂଳରୁ ବେଶୀ ଦୂର ରେ ନଥିଲେ, ଦୂରତ୍ବ ପ୍ରାୟ ନବେ ମିଟର ଥିଲା।

9. ଶିଷ୍ଯମାନେ ଯେତବେେଳେ ନେ ୗକାରୁ ବାହାରି କୂଳ ରେ ପହନ୍ଚିଲେ, ସମାନେେ ସେତବେେଳେ ରଡନିଆଁ ଜଳୁଥିବାର ଦେଖିଲେ। ସଠାେରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ଯ ଥିଲା।

10. ତା'ପରେ ଯୀଶୁ କହିଲେ, "ତୁମ୍ଭମାନେେ ଧରିଥିବା କିଛି ମାଛ ଆଣ।"

11. ଶିମାନେ ପିତର ନେ ୗକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ ବଡ ମାଛ ରେ ପୂର୍ଣ୍ଣ ଥିଲା। ସେଥି ରେ ଟି ମାଛ ଥିଲା। ମାଛଗୁଡିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନଥିଲା।

12. ଯୀଶୁ ସମାନଙ୍କେୁ କହିଲେ, "ଆସ ଓ ଖାଅ।" ଶିଷ୍ଯମାନଙ୍କ ଭିତ ରେ କହେି ଜଣେ ହେଲେ ପଚାରିବା ପାଇଁ ସାହାସ କଲେ ନାହିଁ, ତୁମ୍ଭେ କିଏ?" କାରଣ ସମାନେେ ଜାଣିଥିଲେ ଯେ, ସେ ପ୍ରଭୁ।

13. ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘନେି ସମାନଙ୍କେୁ ଦେଲେ। ସେ ସମାନଙ୍କେୁ ମାଛ ମଧ୍ଯ ଦେଲେ।

14. ଯୀଶୁ ମୃତ୍ଯୁରୁ ବଞ୍ଚି ଉଠିବା ପରେ ଶିଷ୍ଯମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ।

15. ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, " ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?"

16. ତା'ପରେ ଯୀଶୁ ପୁଣି ତାହାଙ୍କୁ କହିଲେ, " ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ କ'ଣ ମାେତେ ପ୍ ରମେ କର?"

17. ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, " ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?"

18. ମୁଁ ତୁମ୍ଭକୁ ସତ୍ଯ କହୁଛି ତୁମ୍ଭେ ଯେତବେେଳେ ୟୁବକ ଥିଲ, ସେତବେେଳେ ତୁମ୍ଭେ ଅଣ୍ଟା ରେ ନିଜଲୁଗା ଭିଡି ଇଚ୍ଛାନୁସା ରେ ଯେ କୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସ ରେ ତୁମ୍ଭେ ହାତ ବଢାଇବ ଓ ଯେଉଁଆଡେ ତୁମ୍ଭର ୟିବାକୁ ଇଚ୍ଛା ନଥିବ, ସହେିଠାକୁ ଅନ୍ୟମାନେ ତୁମ୍ଭକୁ ନଇେଯିବେ।"

19. ପରମେଶ୍ବରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ଯୁ ବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ଯ ରେ ଯୀଶୁ ସପରେି କହିଥିଲେ। ଏହା ପରେ ଯୀଶୁ ତାହାଙ୍କୁ କହିଲେ, " ମାରେଅନୁଗମନ କର।"

20. ପିତର ବୁଲି ପଡି ଦେଖିଲେ ଯେ ଯେଉଁ ଶିଷ୍ଯଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସେ ସମାନଙ୍କେ ଅନୁଗମନ କରୁଛନ୍ତି। ( ସହେି ରାତ୍ରି ଭୋଜନ ବେଳେ, ସହେି ଶିଷ୍ଯ ଯୀଶୁଙ୍କ ଶରୀର ରେ ଆଉଜି ପଡି, ପ୍ରଚାରି ଥିଲେ, "ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧ ରେ ୟିବ?")

21. ସହେି ଶିଷ୍ଯଙ୍କୁ ପଛ ରେ ଆସୁଥିବା ଦେଖି ପିତର ପଚାରିଲେ, "ପ୍ରଭୁ, ତାହାଙ୍କ ବିଷୟ ରେ କ'ଣ ହବେ?"

22. ଯୀଶୁ ଉତ୍ତର ଦେଲେ, " ମାରେ ପୁନରାଗମନ ସମୟ ପର୍ୟ୍ଯନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତବେେ ସେଥି ରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମାରେ ଅନୁଗମନ କର।"

23. ତେଣୁ ଭାଇମାନଙ୍କ ମଧିଅରେ ଗୋଟିଏ କଥେ ପ୍ରଚାରିତ ହେଲା। ସମାନେେ କହୁଥିଲେ ଯେ, ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଛନ୍ତି, ସହେି ଶିଷ୍ଯ ମରିବେ ନାହିଁ। କିନ୍ତୁ ଯୀଶୁ ଏକଥା କହି ନଥିଲେ ଯେ, ସେ ମରିବ ନାହିଁ। ସେ କବଳେ କହିଲେ, " ମାରେପୁନରାଗମନ ସମୟ ପର୍ୟ୍ଯନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତବେେ ସେଥିଲେ ତୁମ୍ଭର କ'ଣ ଅଛି?"

24. ସହେି ଶିଷ୍ଯ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସହେି ବ୍ଯକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ଯ।

25. ଯୀଶୁ ଆହୁରି ଅନକେ କାର୍ୟ୍ଯ କରିଥିଲେ। ମୁଁ ମନେ କରେ ଯେ, ଯୀଶୁଙ୍କ ବିଷୟ ରେ ସମସ୍ତ ବିଷୟ ଯଦି ଲଖାେ ହାଇେ ଥାଆନ୍ତା, ତବେେ ସହେି ପୁସ୍ତକଗୁଡିକ ରଖିବା ପାଇଁ ସାରା ଜଗତ ରେ ସ୍ଥାନ ହୁଅନ୍ତା ନାହିଁ।

About ଯୋହନ Chapter 21

Read ଯୋହନ Chapter 21 online from the Holy Bible. This chapter is part of the Book of ଯୋହନ in the New Testament. Continue reading with the chapter navigation above or explore the complete book.

Book Information

Book: ଯୋହନ
Chapter: 21
Testament: New Testament

How to Read this Chapter

Use the Previous and Next Chapter buttons to continue reading ଯୋହନ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯୋହନ Chapter 21 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯୋହନ Chapter 21?

ଯୋହନ Chapter 21 is part of the Book of ଯୋହନ in the Holy Bible.

Can I read this chapter online?

Yes. You can read the complete ଯୋହନ Chapter 21 online for free with easy chapter navigation.

More Chapters from ନୂତନ ନିୟମ

  1. ମାର୍କ Chapter 13
  2. ମାର୍କ Chapter 12
  3. ମାର୍କ Chapter 4
  4. 1 ତୀମଥି Chapter 3
  5. ଯୋହନ Chapter 1
  6. 2 କରିନ୍ଥୀୟ Chapter 2
  7. ପ୍ରେରିତ Chapter 1

Explore More from ଯୋହନ

  1. ଯୋହନ Chapter 12
  2. ଯୋହନ Chapter 13
  3. ଯୋହନ Chapter 10
  4. ଯୋହନ Chapter 2
  5. ଯୋହନ Chapter 17
  6. ଯୋହନ Chapter 7
  7. ଯୋହନ Chapter 20

Related Chapters & Readings

  1. ମଲାଖି Chapter 4
  2. ଦିତୀୟ ରାଜାବଳୀ Chapter 12
  3. ପ୍ରେରିତ Chapter 8
  4. ପ୍ରଥମ ଶାମୁୟେଲ Chapter 30
  5. ଗୀତସଂହିତା Chapter 17
  6. ଉପଦେଶକ Chapter 6
  7. 1 ପିତର Chapter 2
Share Your Love

Leave a Reply

Your email address will not be published. Required fields are marked *