ଆୟୁବ Chapter 20

For English

Read ଆୟୁବ Chapter 20 Online

Read ଆୟୁବ Chapter 20 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.

Choose a Chapter

ଆୟୁବ 20

ଅଧ୍ୟାୟ 20

1. ତା'ପରେ ନାମାଥୀଯ ସୋଫର ଉତ୍ତର ଦଇେ କହିଲା,

2. " ମାରେ ଉଦବଗେ ଚିନ୍ତା ମାେତେ ବାଧ୍ଯ କରିଛି ତୁମକୁ ଉତ୍ତର ଦବୋ ପାଇଁ, କାରଣ ମୁଁ ଅତିରିକ୍ତ ବିଚଳିତ।

3. ତୁମ୍ଭେ ତୁମ୍ଭର ଉତ୍ତର ରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦବୋକୁ ହବେ ମୁଁ ଜାଣେ।

4. ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପା ରେ ନାହିଁ। ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।

6. ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପା ରେ। ତା'ର ମସ୍ତକ ମେଘକୁ ଛୁଇଁ ପା ରେ।

7. କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହାଇୟିବେ। ଯେଉଁ ବ୍ଯକ୍ତିମାନେ ତାକୁ ଜାଣିଥିଲେ ସମାନେେ କହିବେ, ' ସେ କାହିଁ ?'

8. ସେ ସ୍ବପ୍ନ ଭଳି ମିଳାଇୟିବ। ଆଉ ତାକୁ କହେି ପାଇବେ ନାହିଁ। ସେ ଗୋଟିଏ ରାତ୍ରିର ଦୁଃସ୍ବପ୍ନ ଭଳି ଭୁଲି ହାଇଯେିବ।

9. ଯେଉଁ ବ୍ଯକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖିପାରିବେ ନାହିଁ। ତା'ର ପରିବାର ମଧ୍ଯ ତା' ଆଡ଼କୁ ପୁଣି ଅନାଇବେ ନାହିଁ।

10. ଦୁଷ୍ଟ ବ୍ଯକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫରୋଇ ଦବେେ। ତା'ର ନିଜ ହାତ ମଧ୍ଯ ତା'ର ସମ୍ପତ୍ତିକୁ ଫରୋଇ ଦବେ।

11. ଯେତବେେଳେ ସେ ୟୁବକ ଥିଲା, ତା'ର ହାଡ ଶକ୍ତ ଥିଲା। କିନ୍ତୁ ତା'ର ଶରୀରର ଅନ୍ଯାନ୍ଯ ଅଙ୍ଗଭଳି ସେ ମଧ୍ଯ ଶୀଘ୍ର ମାଟି ରେ ମିଶିୟିବ।

12. ଦୁଷ୍ଟତା ତା' ପାଟିକୁ ମିଠା ଲାଗେ, ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା' ଜିଭତଳେ ରେଖ।

13. ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ଯାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା'ର ମୁଖ ରେ ଏହା ଥାଏ।

14. ସେ ମିଠା ତା'ର ପାକସ୍ଥଳୀ ରେ ବିଷ ରେ ପରିଣତ ହୁଏ ଏବଂ ତାହା ତିକ୍ତ ବିଷ ତା' ଭିତ ରେ ହାଇୟୋଏ, ଯେପରି ସାପର ବିଷ।

15. ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉଦ୍ଗାର କରିବ। ପରମେଶ୍ବର ତାହା ତାକୁ ବାନ୍ତି କରାଇ ଦବେେ।

16. ସାପର ଗରଳ ଦୁଷ୍ଟ ଲୋକର ପାନୀଯ ରେ ପରିଣତ ହବେ। ସହେି ସାପର ବିଷଦାନ୍ତ ଶଷେ ରେ ତାକୁ ଦଂଶନ କରି ମାରିବ।

17. ଦୁଷ୍ଟ ଲୋକ ଜଳଷୋର୍ତ ଓ ନଦୀ ପରି ବହି ଯାଉଥିବା ମହୁ ଓ ଦୁଧସରକୁ ଉପ ଭୋଗ କରି ପାରନ୍ତି ନାହିଁ।

18. ଦୁଷ୍ଟ ଲୋକ ତା'ର ଲାଭ ଫରୋଇବାକୁ ବାଧ୍ଯ ହବେ। ସେ ଯାହା ପାଇଁ ଏତେ କଷ୍ଟ ସ୍ବୀକାର କଲା, ତାକୁ ସେ ଭୋଗ କରିପାରିବ ନାହିଁ।

19. କାହିଁକି ? କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସମାନଙ୍କେୁ ପରିତ୍ଯାଗ କରିଛି। ସେ ସମାନଙ୍କେ ସମ୍ପତ୍ତିକୁ ନଇୟୋଇଛି। ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।

20. ଦୁଷ୍ଟଲୋକ କବେେ ବି ଅନ୍ତର ରେ ବିଶ୍ରାମ ନଇେପା ରେ ନାହିଁ। ସେ ତା'ର ପ୍ରିଯ ଧନ ତାକୁ ରକ୍ଷା କରିପାରିବ ନାହିଁ।

21. ସେ ଖାଇବା ପରେ ବଳକା ରହେ ନାହିଁ। ସେଥିପାଇଁ ତା'ର ଉତ୍ତମ ଦ୍ରବ୍ଯସବୁ ସ୍ଥାଯୀ ହୁଏ ନାହିଁ।

22. ଯେତବେେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା' ଉପରକୁ ଆସିବ, ତା'ର କଷ୍ଟ ତା' ଉପରକୁ ସମସ୍ତ ଶକ୍ତି ସହିତ ଆସିବ।

23. ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।

24. ସେ ହୁଏତ ଲୁହା ଖଡ୍ଗରୁ ରକ୍ଷା ପାଇପା ରେ, କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକଇବେ।

25. ସହେି ତମ୍ବାତୀର ତା'ର ପୁରା ଶରୀର ଦଇେ ଗତି କରିବ। ତା'ର ପିଠି ପଟ ଦଇେ ବାହାରି ପଡ଼ିବ। ଏହାର ମୁନିଆ ଅଗ୍ରଭାଗ ତା'ର କଲିଜାକୁ ଚିରିଦବେ, ଏବଂ ତା' ଉପରେ ଆତଙ୍କ ଆସିବ।

26. ତା'ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ବଂସ ପାଇବ। ଅଗ୍ନି ସେ ସବୁ ଧ୍ବଂସ କରିବ। ଏହା କୌଣସି ମନୁଷ୍ଯକୃତ ଅଗ୍ନି ନ ଥିବ। ଏହା ଦବୈାଗ୍ନି ତା' ଘରର ସମସ୍ତ ପଦାର୍ଥକୁ ଜାଳି ଦବେ।

27. ସ୍ବର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା' ବିରୁଦ୍ଧ ରେ ସାକ୍ଷୀ ଦବେ।

28. ପରମେଶ୍ବରଙ୍କ କୋପର ବନ୍ଯା ତା' ଘରର ସମସ୍ତ ପଦାର୍ଥକୁ ବୋହି ନଇୟିବେ।

29. ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହାହିଁ ପରମେଶ୍ବର ଯୋଜନା କରିଛନ୍ତି ତାଙ୍କୁ ଦବୋ ପାଇଁ।"

About ଆୟୁବ Chapter 20

Read ଆୟୁବ Chapter 20 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.

Book Information

Book: ଆୟୁବ
Chapter: 20
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆୟୁବ Chapter 20 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆୟୁବ Chapter 20?

ଆୟୁବ Chapter 20 is part of the Book of ଆୟୁବ in the Holy Bible.

Can I read this chapter online?

Yes. You can read the complete ଆୟୁବ Chapter 20 online for free with easy chapter navigation.

More Chapters from ଆୟୁବ

  1. ଆୟୁବ Chapter 21
  2. ଆୟୁବ Chapter 23
  3. ଆୟୁବ Chapter 6
  4. ଆୟୁବ Chapter 2
  5. ଆୟୁବ Chapter 37
  6. ଆୟୁବ Chapter 35
  7. ଆୟୁବ Chapter 33

Explore More from ପୁରାତନ ନିୟମ

  1. ଦ୍ୱିତୀୟ ବିବରଣ Chapter 29
  2. ଦାନିଏଲ Chapter 8
  3. ଦ୍ୱିତୀୟ ବିବରଣ Chapter 3
  4. ମୀଖା Chapter 7
  5. ଯିହିଜିକଲ Chapter 12
  6. ଆଦି ପୁସ୍ତକ Chapter 42
  7. ପ୍ରଥମ ବଂଶାବଳୀ Chapter 18

Related Chapters & Readings

  1. ଯାକୁବ Chapter 5
  2. ଗୀତସଂହିତା Chapter 128
  3. ପ୍ରଥମ ଶାମୁୟେଲ Chapter 11
  4. 2 ଥେସଲନୀକୀୟ Chapter 2
  5. ଯିଶାଇୟ Chapter 22
  6. ଯିଶାଇୟ Chapter 62
  7. ଯିଶାଇୟ Chapter 6
Share Your Love

Leave a Reply

Your email address will not be published. Required fields are marked *