ପ୍ରଥମ ଶାମୁୟେଲ Chapter 5

For English

Read ପ୍ରଥମ ଶାମୁୟେଲ Chapter 5 Online

Read ପ୍ରଥମ ଶାମୁୟେଲ Chapter 5 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ଶାମୁୟେଲ and the Holy Bible online.

Choose a Chapter

ପ୍ରଥମ ଶାମୁୟେଲ 5

ଅଧ୍ୟାୟ 5

1. ଏଥି ମଧିଅରେ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଏବନ୍-ଏଜରରକ୍ସ୍ଟ ଅସ୍ଦୋଦକକ୍ସ୍ଟ ୟାଇଥିଲେ।

2. ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।

3. ତହିଁ ପରଦିନ ଅସ୍ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋନ୍ର ମୂର୍ତ୍ତୀ ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁମାଡି ଭୂମିରେ ପଡିଅଛି। ଦାଗୋନ୍ର ଲୋକମାନେ ପକ୍ସ୍ଟନର୍ବାର ଉଠାଇ ସ୍ଥାନ ରେ ରଖିଲେ।

4. ତା'ପରେ ପକ୍ସ୍ଟଣି ସମାନେେ ପରଦିନ ପ୍ରଭାତ ରେ ଯେତବେେଳେ ଉଠିଲେ ଦାଗୋନ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁ ମାଡି ଭୂମିରେ ପଡିଥିଲା ଏବଂ ବାହକ୍ସ୍ଟଗକ୍ସ୍ଟଡିକ ଓ ମକ୍ସ୍ଟଣ୍ତ କଟା ହାଇେଥିଲା ଏବଂ ଦ୍ବାରବନ୍ଧ ଉପରେ ପଡିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହାଇେ ରହିଥିଲା।

5. ଏଥିପାଇଁ ଦାଗୋନର ଯାଜକମାନେ ଅବା ଯେଉଁମାନେ ଦାଗୋନ ମନ୍ଦିରକକ୍ସ୍ଟ ଆସନ୍ତି, ସମାନେେ ଆଜି ପର୍ୟ୍ଯନ୍ତ ଅସ୍ଦୋଦସ୍ଥିତ ଦାଗୋନ ମନ୍ଦିରର ଦ୍ବାରବନ୍ଧକକ୍ସ୍ଟ ମାଡନ୍ତି ନାହିଁ।

6. ଅସ୍ଦୋଦୀଯ ଲୋକମାନଙ୍କର ଓ ସମାନଙ୍କେର ପଡ଼ୋଶୀମାନଙ୍କର ଜୀବନକକ୍ସ୍ଟ ସଦାପ୍ରଭୁ କଠିନ କରି ସମାନଙ୍କେୁ ନାନା କଷ୍ଟ ଦେଲେ। ସେ ସମାନଙ୍କେୁ ଅର୍ଶ ରୋଗ ରେ ଆଘାତ କଲେ। ସେ ମଧ୍ଯ ସମାନଙ୍କେ ପାଇଁ ମୂଷାଗକ୍ସ୍ଟଡିକ ପଠଇେଲେ, ଯାହାକି ସମାନଙ୍କେର ଜାହାଜଗକ୍ସ୍ଟଡିକରେ ଓ ଦେଶ ରେ ଭର୍ତ୍ତୀ ହାଇଗେଲେ। ଫଳ ରେ ଲୋକମାନେ ଡରିଗଲେ।

7. ଏହିପରି ଅସ୍ଦୋଦୀଯ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, "ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦବେତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠକ୍ସ୍ଟର ହାଇେଅଛି।"

8. ଏଣୁ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଆପଣାମାନଙ୍କ ନିକଟରେ ଏକତ୍ରିତ କରି କହିଲେ, "ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବିଷଯ ରେ ଆମ୍ଭମାନେେ କ'ଣ କରିବା?"

9. ପକ୍ସ୍ଟଣି ସମାନେେ ତାହା ନଇଗେଲା ପରେ ଏହା ଏପରି ହେଲା, ଯେ ସଦାପ୍ରଭୁଙ୍କ ହସ୍ତ ଗାଥ ନଗରକକ୍ସ୍ଟ ଭୟ ଓ ୟନ୍ତ୍ରଣା ରେ ଆଘାତ କଲା; ପକ୍ସ୍ଟଣି ସେ ନଗରସ୍ଥ ସାନ ଓ ବଡ ଉଭୟଙ୍କକ୍ସ୍ଟ ସେ କ୍ଲେଶ ଦେଲେ ଓ ସମାନଙ୍କେଠା ରେ ଅର୍ଶ ରୋଗ ବାହାରିଲା।

10. ଏହାପରେ ସମାନେେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଇକ୍ରୋଣକକ୍ସ୍ଟ ପଠାଇଲେ। ଯେତବେେଳେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆସିଲା।

11. ଏ ହତେକ୍ସ୍ଟ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଏକତ୍ରୀତ କରି କହିଲେ, "ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଠାଇ ଦିଅ, ତାହା ସ୍ବସ୍ଥାନକକ୍ସ୍ଟ ଫରେିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ଯା ନ କରୁ," କାରଣ ନଗରର ସବୁଆଡେ ମୃତକ୍ସ୍ଟ୍ଯଜନିତ ବ୍ଯାକକ୍ସ୍ଟଳତା ଜନ୍ମି ଥିଲା। ପରମେଶ୍ବରଙ୍କ ହସ୍ତ ସଠାେରେ ଅତି ଭାରି ଥିଲା।

12. ପକ୍ସ୍ଟଣି ଯେଉଁ ଲୋକମାନେ ମଲେ ନାହିଁ, ସମାନେେ ଅର୍ଶ ରୋଗ ରେ ପୀଡିତ ହେଲେ; ଆଉ ନଗରର ଆର୍ତ୍ତଦାନ ସ୍ବର୍ଗକକ୍ସ୍ଟ ଉଠିଲା।

About ପ୍ରଥମ ଶାମୁୟେଲ Chapter 5

Read ପ୍ରଥମ ଶାମୁୟେଲ Chapter 5 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ଶାମୁୟେଲ
Chapter: 5
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ଶାମୁୟେଲ Chapter 5 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ଶାମୁୟେଲ Chapter 5?

ପ୍ରଥମ ଶାମୁୟେଲ Chapter 5 is part of the Book of ପ୍ରଥମ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ଶାମୁୟେଲ Chapter 5 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ପ୍ରଥମ ଶାମୁୟେଲ

  1. ପ୍ରଥମ ଶାମୁୟେଲ Chapter 7
  2. ପ୍ରଥମ ଶାମୁୟେଲ Chapter 16
  3. ପ୍ରଥମ ଶାମୁୟେଲ Chapter 20
  4. ପ୍ରଥମ ଶାମୁୟେଲ Chapter 14
  5. ପ୍ରଥମ ଶାମୁୟେଲ Chapter 24
  6. ପ୍ରଥମ ଶାମୁୟେଲ Chapter 29
  7. ପ୍ରଥମ ଶାମୁୟେଲ Chapter 23

Related Chapters & Readings

  1. ଯିଶାଇୟ Chapter 41
  2. ପ୍ରଥମ ଶାମୁୟେଲ Chapter 29
  3. ଗୀତସଂହିତା Chapter 42
  4. 2 ତୀମଥି Chapter 3
  5. ଦିତୀୟ ରାଜାବଳୀ Chapter 25
  6. ଗୀତସଂହିତା Chapter 144
  7. ଯିହିଜିକଲ Chapter 8
Share Your Love

Leave a Reply

Your email address will not be published. Required fields are marked *