ପ୍ରଥମ ଶାମୁୟେଲ Chapter 19

For English

Read ପ୍ରଥମ ଶାମୁୟେଲ Chapter 19 Online

Read ପ୍ରଥମ ଶାମୁୟେଲ Chapter 19 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ଶାମୁୟେଲ and the Holy Bible online.

Choose a Chapter

ପ୍ରଥମ ଶାମୁୟେଲ 19

ଅଧ୍ୟାୟ 19

1. ଶାଉଲ ଦାଉଦଙ୍କକ୍ସ୍ଟ ହତ୍ଯା କରିବା ପାଇଁ ତାଙ୍କର ପକ୍ସ୍ଟତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦକକ୍ସ୍ଟ ବହକ୍ସ୍ଟତ ଭଲ ପାଉଥିଲେ।

2. ଯୋନାଥନ ଦାଉଦଙ୍କକ୍ସ୍ଟ ସତର୍କ କରାଇ କହିଲା, " ମାରେ ପିତା ତୁମ୍ଭକୁ ମାରିବାକକ୍ସ୍ଟ ଗ୍ଭହାଁନ୍ତି। ତୁମ୍ଭେ ପ୍ରାତଃକାଳ ରେ ସାବଧାନ ସହକା ରେ କୌଣସି ଜାଗା ରେ ଲକ୍ସ୍ଟଚି ରକ୍ସ୍ଟହ। ତୁମ୍ଭେ ଯେଉଁଠା ରେ ଲକ୍ସ୍ଟଚିଥିବ, ମୁ ସେ ସ୍ଥାନ ନିକଟକକ୍ସ୍ଟ ୟାଇ ମାରେ ପିତାଙ୍କ ସହିତ ତକ୍ସ୍ଟମ୍ଭ ବିଷଯ ରେ କଥୋପକଥନ ହବେି। ଯଦି ମୁ କିଛି ଦେଖେ ତବେେ ମୁ ତୁମ୍ଭକୁ ଜଣାଇବି।"

4. ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷଯ ରେ ଭଲକଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, "ମହାରାଜ ଆପଣା ଦାସ ଦାଉଦଙ୍କ ବିରକ୍ସ୍ଟଦ୍ଧ ରେ ପାପ କରନ୍ତକ୍ସ୍ଟ ନାହିଁ। କାରଣ ସେ ଆପଣଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିନାହିଁ। ତା'ର ସମସ୍ତ କର୍ମ ଆପଣଙ୍କ ପକ୍ଷ ରେ ଅତି ମଙ୍ଗଳଜନକ ହାଇେଅଛି।

5. ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।"

6. ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, "ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।"

7. ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।

8. ପକ୍ସ୍ଟନର୍ବାର ୟକ୍ସ୍ଟଦ୍ଧ ହେଲା ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ୟକ୍ସ୍ଟଦ୍ଧ କଲେ, ସେ ଏତେ ଜାରେ ରେ ଆଘାତ କଲେ ଯେ, ପଲେଷ୍ଟୀୟମାନେ ଭୟ ରେ ଦୌଡି ପଳାଇଲେ।

9. କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକକ୍ସ୍ଟ ଆସିଲା। ଶାଉଲ ତାଙ୍କ ନିଜ ଗୃହ ରେ ବସିଥିଲେ। ଶାଉଲ ହାତ ରେ ବର୍ଚ୍ଛା ଧରିଥିଲେ। ଦାଉଦ ଆପଣା ହସ୍ତ ରେ ବାଦ୍ଯ ବଜାଉ ଥିଲେ।

10. ଶାଉଲ ବର୍ଚ୍ଛା ରେ ଦାଉଦଙ୍କକ୍ସ୍ଟ କାନ୍ଥ ରେ ଫୋଡି ପକାଇବାକକ୍ସ୍ଟ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଘକ୍ସ୍ଟଞ୍ଚି ୟିବାରକ୍ସ୍ଟ ବର୍ଚ୍ଛା କାନ୍ଥ ରେ ଫୋଡି ହାଇଗେଲା। ସହେି ରାତ୍ରି ରେ ଦାଉଦ ପଳାଯନ କଲେ।

11. ଶାଉଲ ଦାଉଦଙ୍କ ଘରକକ୍ସ୍ଟ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକକ୍ସ୍ଟ ଜଗି ରହିଲେ। ସମାନେେ ସଠାେରେ ରାତ୍ରି ତମାମ ଜଗି ରହିଲେ। ସମାନେେ ଦାଉଦଙ୍କକ୍ସ୍ଟ ସକାଳ ରେ ମାରିଦବୋ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦଲୋ। ସେ କହିଲା, "ତୁମ୍ଭେ ରାତ୍ରି ରେ ପଳାଯନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନକର ତବେେ ସମାନେେ ତୁମ୍ଭକୁ ଆସନ୍ତା କାଲି ମାରି ଦବେେ।"

12. ତା'ପରେ ମୀଖଲ ଦାଉଦଙ୍କକ୍ସ୍ଟ ଏକ ଝରକା ଦଇେ ବାହାରକକ୍ସ୍ଟ ପଠାଇ ଦେଲେ। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡି ପଳାଇ ଗଲେ।

13. ମୀଖଲ ଗୃହର ଦବେତାଙ୍କୁ ଲକ୍ସ୍ଟଗା ରେ ଘୋଡାଇ ଦଲୋ। ତା'ପରେ ସେ ପ୍ରତିମୂର୍ତ୍ତିକକ୍ସ୍ଟ ବିଛଣା ମଧିଅରେ ପକ୍ସ୍ଟରାଇ ଦଲୋ। ସେ ମଧ୍ଯ ଛାଗ ଚମଡାକକ୍ସ୍ଟ ତହିଁର ମସ୍ତକରେ ଘୋଡାଇ ଦଲୋ।

14. ଦାଉଦଙ୍କକ୍ସ୍ଟ ଧରିନବୋ ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ ମୀଖଲ କହିଲା, " ସେ ପିଡିତ ଅଛନ୍ତି।"

15. ଶାଉଲ ଦାଉଦଙ୍କକ୍ସ୍ଟ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, "ତାହାକକ୍ସ୍ଟ ଶୟ୍ଯା ରେ ମାେ ପାଖକକ୍ସ୍ଟ ଆଣ। ମୁ ତାକକ୍ସ୍ଟ ହତ୍ଯା କରିବି।"

16. ଯେତବେେଳେ ଦୂତମାନେ ଗୃହ ଭିତରକକ୍ସ୍ଟ ୟାଇ ଦେଖନ୍ତେ, ସମାନେେ ଶୟ୍ଯା ଉପରେ ପ୍ରତିମୂର୍ତ୍ତି ଦବେତା ଦେଖିଲେ ଓ ତହିଁର ମସ୍ତକର ଛାଗ ଲୋମ ନିର୍ମିତ କମ୍ବଳ ଅଛି।

17. ଶାଉଲ ମୀଖଲକକ୍ସ୍ଟ କହିଲେ, "ଏପରି କରି ତୁମ୍ଭେ କାହିଁକି ମାେତେ ପ୍ରବଞ୍ଚନା କଲ? ମାେ ଶତୃକକ୍ସ୍ଟ କାହିଁକି ତୁମ୍ଭେ ଖସିୟିବାକକ୍ସ୍ଟ ଦେଲେ।"

18. ଦାଉଦ ପଳାଯନ କରି ରକ୍ଷା ପାଇଲେ ଓ ରାମା ରେ ଶାମକ୍ସ୍ଟଯଲେ ନିକଟକକ୍ସ୍ଟ ୟାଇ ଶାଉଲ ତାଙ୍କ ପ୍ରତି ଯେଉଁ ଆଚରଣ କରିଥିଲେ ତାହା କହିଲେ। ତେଣୁ ସେ ଓ ଶାମକ୍ସ୍ଟଯଲେ ୟାଇ ନାଯୋତ ରେ ବାସ କଲେ।

19. ଶାଉଲଙ୍କକ୍ସ୍ଟ ଜଣାଇ ଦିଆଗଲା, ଦେଖ ଦାଉଦ ରାମାସ୍ଥିତ ନାଯୋତ ରେ ଅଛି।

20. ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସମାନେେ ଭବିଷ୍ଯଦ୍ବକ୍ତା ଦଳକକ୍ସ୍ଟ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କରିବାର ଓ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି ଶାମୁୟେଲଙ୍କୁ ଠିଆ ହବୋର ଦେଖନ୍ତେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକକ୍ସ୍ଟ ଆସିଲେ। ତହିଁରେ ସମାନେେ ମଧ୍ଯ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।

21. ଏହିକଥା ଶାଉଲଙ୍କକ୍ସ୍ଟ ଜଣାଇ ଦିଆଯାନ୍ତେ ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସମାନେେ ମଧ୍ଯ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ, ଶାଉଲ ପକ୍ସ୍ଟନର୍ବାର ତୃତୀୟ ଥରପାଇଁ ଦୂତମାନଙ୍କୁ ପଠାଇଲେ ଓ ସମାନେେ ମଧ୍ଯ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।

22. ଶଷେ ରେ ଶାଉଲ ନିଜେ ରାମାକକ୍ସ୍ଟ ଗଲେ ଓ ସଠାେରେ ଥିବା ବୃହତ କୂପ ନିକଟରେ ଉପସ୍ଥିତ ହେଲେ, ପକ୍ସ୍ଟଣି ସେ ପଗ୍ଭରି କହିଲେ, "ଶାମକ୍ସ୍ଟଯଲେ ଓ ଦାଉଦ କେଉଁଠା ରେ ଅଛନ୍ତି?"

23. ତେଣୁ ଶାଉଲ ରାମା ନିକଟସ୍ଥ ନାଯୋତକକ୍ସ୍ଟ ଗଲେ। ତହିଁରେ ପରମେଶ୍ବରଙ୍କ ଆତ୍ମା ତାଙ୍କ ଉପରକକ୍ସ୍ଟ ଆସନ୍ତେ ସେ ଯାଉ ଯାଉ ରାମାସ୍ଥିତ ନାଯୋତ ରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।

24. ତା'ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମକ୍ସ୍ଟଖ ରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ। ସେ ସହେି ଦିନୟାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡି ରହିଲେ।

About ପ୍ରଥମ ଶାମୁୟେଲ Chapter 19

Read ପ୍ରଥମ ଶାମୁୟେଲ Chapter 19 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ଶାମୁୟେଲ
Chapter: 19
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ଶାମୁୟେଲ Chapter 19 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ଶାମୁୟେଲ Chapter 19?

ପ୍ରଥମ ଶାମୁୟେଲ Chapter 19 is part of the Book of ପ୍ରଥମ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ଶାମୁୟେଲ Chapter 19 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 21
  7. ଆଦି ପୁସ୍ତକ Chapter 12

Explore More from ପ୍ରଥମ ଶାମୁୟେଲ

  1. ପ୍ରଥମ ଶାମୁୟେଲ Chapter 3
  2. ପ୍ରଥମ ଶାମୁୟେଲ Chapter 8
  3. ପ୍ରଥମ ଶାମୁୟେଲ Chapter 10
  4. ପ୍ରଥମ ଶାମୁୟେଲ Chapter 28
  5. ପ୍ରଥମ ଶାମୁୟେଲ Chapter 12
  6. ପ୍ରଥମ ଶାମୁୟେଲ Chapter 15
  7. ପ୍ରଥମ ଶାମୁୟେଲ Chapter 24

Related Chapters & Readings

  1. ଆୟୁବ Chapter 24
  2. ଆଦି ପୁସ୍ତକ Chapter 23
  3. ପ୍ରଥମ ବଂଶାବଳୀ Chapter 15
  4. ଯାକୁବ Chapter 1
  5. ଆୟୁବ Chapter 12
  6. ପ୍ରକାଶିତ ବାକ୍ୟ Chapter 14
  7. ପ୍ରଥମ ବଂଶାବଳୀ Chapter 24
Share Your Love

Leave a Reply

Your email address will not be published. Required fields are marked *