Read ପ୍ରଥମ ଶାମୁୟେଲ Chapter 10 Online
Read ପ୍ରଥମ ଶାମୁୟେଲ Chapter 10 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ଶାମୁୟେଲ and the Holy Bible online.
Choose a Chapter
ପ୍ରଥମ ଶାମୁୟେଲ 10
ଅଧ୍ୟାୟ 10
1. ଶାମକ୍ସ୍ଟଯଲେ ଏକ ସ୍ବତନ୍ତ୍ର ତୈଳପାତ୍ର ନଇେ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚକ୍ସ୍ଟମ୍ବନ କରି କହିଲେ, "ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହବୋପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସମାନଙ୍କେର ଚତକ୍ସ୍ଟର୍ଦ୍ଦିଗର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହବୋପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ଯତା ପ୍ରତିପାଦନ କରିବ।
2. ଆଜି ତୁମ୍ଭେ ମାେତେ ଏଠି ଛାଡି ଗଲାପରେ ବିନ୍ଯାମୀନ ସୀମାର ସେଲଠା ରେ ରାହେଲ କବର ନିକଟରେ ଦକ୍ସ୍ଟଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦକ୍ସ୍ଟଇଜଣ ତୁମ୍ଭକୁ କହିବେ, 'ତୁମ୍ଭେ ଯେଉଁ ଗଧମାନଙ୍କୁ ଖାଜେକ୍ସ୍ଟଥିଲ, ସମାନେେ ମିଳିଛନ୍ତି। ତକ୍ସ୍ଟମ୍ଭ ବାପା ଗଧମାନଙ୍କ ପାଇଁ ବ୍ଯସ୍ତ ନିହଁନ୍ତି ବରଂ ତକ୍ସ୍ଟମ୍ଭପାଇଁ ଅଟନ୍ତି ଓ କହନ୍ତି, ମାେ ପକ୍ସ୍ଟଅ ପାଇଁ ମୁ କ'ଣ କରିବି।"'
3. ଶାମକ୍ସ୍ଟଯଲେ କହିଲେ, "ତୁମ୍ଭେ ସଠାେରକ୍ସ୍ଟ ଆଗକକ୍ସ୍ଟ ଗଲେ ତାବୋରର ଏଲୋନ ବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥଲକେକ୍ସ୍ଟ ପରମେଶ୍ବରଙ୍କ ନିକଟକକ୍ସ୍ଟ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସଠାେରେ ଜଣେ ତିନୋଟି ୟକ୍ସ୍ଟବା ଛଳେି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କକ୍ସ୍ଟଐାଏ ଦ୍ରାକ୍ଷାରସ ନବେ।
4. ସମାନେେ ତୁମ୍ଭକୁ ଅଭ୍ଯର୍ଥନା କରିବେ ଓ ଦକ୍ସ୍ଟଇଟି ରୋଟୀ ଦବେେ, ଏବଂ ତୁମ୍ଭେ ସମାନଙ୍କେଠାରକ୍ସ୍ଟ ତାହା ଗ୍ରହଣ କରିବ।
5. ତା'ପରେ ତୁମ୍ଭମାନେେ ଗିବିଯୋଥ ଓ ଲୋହିମକକ୍ସ୍ଟ ୟିବ। ସଠାେରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତବେେଳେ ତୁମ୍ଭେ ସହରର ପ୍ରବେଶ ଦ୍ବାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରକ୍ସ୍ଟ ଦଳେ ଯାଜକ ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସକ୍ସ୍ଟଥିବାର ଦେଖିବ।
6. ସଦାପ୍ରଭୁଙ୍କର ଆତ୍ମା ତକ୍ସ୍ଟମ୍ଭ ନିକଟକକ୍ସ୍ଟ ବିରାଟ ଶକ୍ତି ରେ ଆସିବା ଏବଂ ତୁମ୍ଭେ ସମାନଙ୍କେ ସହିତ ଭବିଷ୍ଯତବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ଯକ୍ତି ହାଇଯେିବ।
7. ସମ୍ଭବତଃ ସହେି ସମସ୍ତ ଚିହ୍ନ ଅତିକ୍ରମ କରିବାକୁ ଲାଗିଲା, ତୁମ୍ଭେ ଯାହା କରିବାକୁ ପସନ୍ଦ କରିବ ତାହା କରିବ। କାରଣ ପରମେଶ୍ବର ତକ୍ସ୍ଟମ୍ଭ ସହିତ ଅଛନ୍ତି।
8. "ମାେ ପୂର୍ବରକ୍ସ୍ଟ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କକ୍ସ୍ଟ ୟିବ। ତା'ପରେ ମୁ ସଠାେକକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକବଳି ରେ ଉତ୍ସର୍ଗ କରିବି। ମୁ ଆସି ତୁମ୍ଭକୁ କଣ କରିବାକୁ ହବେ କହିବା ପର୍ୟ୍ଯନ୍ତ, ତୁମ୍ଭେ ସଠାେରେ ସାତଦିନ ଅପେକ୍ଷା କରିବାକୁ ହବେ।"
9. ଏହାପରେ ସେ ଶାମକ୍ସ୍ଟଯଲେ ଛାଡିୟିବା ପାଇଁ ପିଠି ଫରୋନ୍ତେ ପରମେଶ୍ବର ତାଙ୍କର ହୃଦଯ ପରବର୍ତ୍ତନ କରି ଦେଲେ ଓ ସହେିଦିନ ସେ ସମସ୍ତ ଚିହ୍ନ ଘଟିଲା।
10. ଶାଉଲ ଏବଂ ତାଙ୍କର ସବେକ ଜିବେଥ୍ଇଲୋହିମ୍କକ୍ସ୍ଟ ଗଲେ। ସହେି ସ୍ଥାନ ରେ ଶାଉଲ ଦଳେ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଭଟେିଲେ। ପକ୍ସ୍ଟଣି ପରମେଶ୍ବରଙ୍କ ଆତ୍ମା ତାହାଙ୍କକ୍ସ୍ଟ ଆକ୍ରାନ୍ତ କରନ୍ତେ ସେ ସମାନଙ୍କେ ଭିତ ରେ ନାଚି, ଗାଇ ଭବିଷ୍ଯତ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ।
11. ଏଥି ରେ ଯେଉଁମାନେ ପୂର୍ବରକ୍ସ୍ଟ ଶାଉଲଙ୍କକ୍ସ୍ଟ ଜାଣିଥିଲେ ସମାନେେ ଦେଖିଲେ ଯେ, ସେ ଭବିଷ୍ଯଦ୍ବକ୍ତାଙ୍କ ପରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ଗହଣ ରେ ନାଚକ୍ସ୍ଟଥିଲେ ଓ ଗାଉଥିଲେ। ତା'ପରେ ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହବୋକକ୍ସ୍ଟ ଲାଗିଲେ, "କୀଶର ପକ୍ସ୍ଟତ୍ର ପ୍ରତି କ'ଣ ଘଟିଲା? ଶାଉଲ କ'ଣ ଭବିଷ୍ଯଦ୍ବକ୍ତାମାନଙ୍କ ମଧିଅରେ ଜଣେ?"
12. ତହିଁରେ ସହେି ସ୍ଥାନସ୍ଥ ଜଣେ ଉତ୍ତର କରି କହିଲେ, "ଆଚ୍ଛା! ଏହା ଜଣାୟାଏ ଶାଉଲ ଜଣେ ଭବିଷ୍ଯଦ୍ବକ୍ତାମାନଙ୍କର ନେତା" ଏ ହତେକ୍ସ୍ଟ "ଶାଉଲ କି ଭବିଷ୍ଯତ୍ବକ୍ତାମାନଙ୍କ ମଧିଅରେ ଜଣେ" ଏହି କଥା ଏକ ବଡ ପ୍ରବାଦ ହାଇେ ଉଠିଲା।
13. ତା'ପରେ ସେ ଭବିଷ୍ଯତ୍ବାଣୀ କହିବା ବନ୍ଦ କଲେ ଏବଂ ଉପାସନା କରିବାକୁ ଗୃହ ନିକଟସ୍ଥ ଉଚ୍ଚସ୍ଥଳୀକକ୍ସ୍ଟ ଗଲେ।
14. ଶାଉଲ କକା ତାଙ୍କୁ ଓ ତାଙ୍କର ୟକ୍ସ୍ଟବାଙ୍କକ୍ସ୍ଟ ପଚାରିଲେ, "ତୁମ୍ଭମାନେେ କେଉଁଠାକକ୍ସ୍ଟ ୟାଇଥିଲ।"
15. ଏଥି ରେ ଶାଉଲଙ୍କ ପିତୃବ୍ଯ କହିଲେ, "ମୁ ନିବଦନେ କରୁଛି ଶାମକ୍ସ୍ଟଯଲେ ତୁମ୍ଭକୁ କ'ଣ କହିଲେ ମାେତେ କକ୍ସ୍ଟହ।"
16. ଶାଉଲ ଉତ୍ତର ରେ କହିଲେ, " ସେ କହିଲେ ଯେ, ଗଧମାନେ ମିଳି ଗଲଣେି।" କିନ୍ତୁ ଶାଉଲ ତା'ର କକାକକ୍ସ୍ଟ ଶାମକ୍ସ୍ଟଯଲେ ଦ୍ବାରା କକ୍ସ୍ଟହାୟାଇଥିବା ରାଜତ୍ବ ବିଷଯ ରେ କହିଲେ ନାହିଁ।"
17. ଶାମକ୍ସ୍ଟଯଲେ ଇଶ୍ରାୟେଲବାସୀଙ୍କକ୍ସ୍ଟ ମିସପୀ ରେ ଏକତ୍ରୀତ ହବୋପାଇଁ ଡକାଇଲେ।
18. ସେ ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, "ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ମୁ ଇଶ୍ରାୟେଲକକ୍ସ୍ଟ ମିଶରରକ୍ସ୍ଟ ବାହାର କରି ଆଣିଲି, ମୁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କଠାରକ୍ସ୍ଟ ରକ୍ଷା କଲି ଓ ଅନ୍ୟ ଦେଶମାନଙ୍କର ନିଯନ୍ତ୍ରଣରକ୍ସ୍ଟ ତୁମ୍ଭକୁ ରକ୍ଷା କଲି।'
19. କିନ୍ତୁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଆଜି ପରିତ୍ଯାଗ କଲ। ପରମେଶ୍ବର ତୁମ୍ଭମାନଙ୍କୁ ସବୁ ଅସକ୍ସ୍ଟବିଧାରକ୍ସ୍ଟ ଓ ସମସ୍ଯାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ତୁମ୍ଭମାନେେ କହିଲ, 'ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ।' ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନକ୍ସ୍ଟସା ରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହକ୍ସ୍ଟଅ।"
20. ଏପ୍ରକା ରେ ଶାମକ୍ସ୍ଟଯଲେ ଇଶ୍ରାୟେଲର ସମସ୍ତ ପରିବାରବର୍ଗଙ୍କକ୍ସ୍ଟ ଏକତ୍ରୀତ କରନ୍ତେ, ପ୍ରଥମତଃ ବିନ୍ଯାମୀନ ପରିବାରବର୍ଗ ନିର୍ଣ୍ଣିତ ହେଲା।
21. ଶାମକ୍ସ୍ଟଯଲେ କହିଲେ ଯେ, ବିନ୍ଯାମୀନ ପରିବାରବର୍ଗଙ୍କକ୍ସ୍ଟ ଏକ ଏକ ପରି ଆଗକକ୍ସ୍ଟ ଆସିବା ପାଇଁ। ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା। ତା'ପରେ ଶାମକ୍ସ୍ଟଯଲେ ସହେି ପରିବାରବର୍ଗର ପ୍ରେତ୍ୟକକ ଲୋକଙ୍କକ୍ସ୍ଟ ଆଗକକ୍ସ୍ଟ ଆସିବାକକ୍ସ୍ଟ କହିଲେ। କୀଶ୍ଙ୍କ ପକ୍ସ୍ଟତ୍ର ଶାଉଲ ବଛାଗଲେ। କୀଶ୍ଙ୍କ ପକ୍ସ୍ଟତ୍ର ଶାଉଲଙ୍କକ୍ସ୍ଟ ସଠାେରେ ଖୋଜାଗଲା,
22. ତା'ପରେ ଲୋକମାନେ ସଦାପ୍ରଭୁଙ୍କୁ ପଚାରିଲେ, "ଏପର୍ୟ୍ଯନ୍ତ ଶାଉଲ ଏଠାକକ୍ସ୍ଟ ଆସିଛନ୍ତି କି?"
23. ଲୋକମାନେ ଖାଜେିଲେ ଏବଂ ତାଙ୍କୁ ସାମଗ୍ରୀ ପଛପଟେ ପାଇଲେ। ଶାଉଲ ଲୋକମାନଙ୍କ ମଧିଅରେ ଛିଡା ହେଲେ ସେ ସମସ୍ତ ଲୋକଙ୍କ ଅପେକ୍ଷା ଲମ୍ବା ଥିଲେ।
24. ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, "ଏଇ ବ୍ଯକ୍ତିକକ୍ସ୍ଟ ଦେଖ। ପରମେଶ୍ବର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧିଅରେ ତାଙ୍କଠାରକ୍ସ୍ଟ ସକ୍ସ୍ଟପୁରୁଷ ଆଉ କହେି ନାହାଁନ୍ତି।"
25. ଶାମକ୍ସ୍ଟଯଲେ ଲୋକମାନଙ୍କୁ ବନ୍ଧକ୍ସ୍ଟତାର ନିଯମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକକରେ ଲେଖି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ରଖିଲେ। ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ ନିଜ ନିଜ ଘରକକ୍ସ୍ଟ ୟିବାକକ୍ସ୍ଟ କହିଲେ।
26. ଶାଉଲ ମଧ୍ଯ ଗିବିଯା ରେ ଥିବା ତାଙ୍କ ଘରକକ୍ସ୍ଟ ଫରେିଲେ। କେତକେ ସାହସୀ ବ୍ଯକ୍ତି ଯେଉଁମାନଙ୍କ ହୃଦଯ ପରମେଶ୍ବର ସ୍ପର୍ଶ କରିଥିଲେ, ସମାନେେ ଶାଉଲଙ୍କକ୍ସ୍ଟ ଅନକ୍ସ୍ଟସରଣ କଲେ।
27. କିନ୍ତୁ କେତେ ଖଳ ବ୍ଯକ୍ତି କହିଲେ, "କମେିତି ଏ ଲୋକ ଆମକକ୍ସ୍ଟ ରକ୍ଷା କରିବ?" ସମାନେେ ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକକ୍ସ୍ଟ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ।
About ପ୍ରଥମ ଶାମୁୟେଲ Chapter 10
Read ପ୍ରଥମ ଶାମୁୟେଲ Chapter 10 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ଶାମୁୟେଲ
Chapter: 10
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ଶାମୁୟେଲ Chapter 10 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ଶାମୁୟେଲ Chapter 10?
ପ୍ରଥମ ଶାମୁୟେଲ Chapter 10 is part of the Book of ପ୍ରଥମ ଶାମୁୟେଲ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ଶାମୁୟେଲ Chapter 10 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
Explore More from ପ୍ରଥମ ଶାମୁୟେଲ
- ପ୍ରଥମ ଶାମୁୟେଲ Chapter 21
- ପ୍ରଥମ ଶାମୁୟେଲ Chapter 8
- ପ୍ରଥମ ଶାମୁୟେଲ Chapter 29
- ପ୍ରଥମ ଶାମୁୟେଲ Chapter 11
- ପ୍ରଥମ ଶାମୁୟେଲ Chapter 31
- ପ୍ରଥମ ଶାମୁୟେଲ Chapter 26
- ପ୍ରଥମ ଶାମୁୟେଲ Chapter 23