ପ୍ରଥମ ଶାମୁୟେଲ Chapter 13

For English

Read ପ୍ରଥମ ଶାମୁୟେଲ Chapter 13 Online

Read ପ୍ରଥମ ଶାମୁୟେଲ Chapter 13 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ଶାମୁୟେଲ and the Holy Bible online.

Choose a Chapter

ପ୍ରଥମ ଶାମୁୟେଲ 13

ଅଧ୍ୟାୟ 13

1. ସହେି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇଶ୍ରାୟେଲ ରେ ଦକ୍ସ୍ଟଇବର୍ଷ ଶାସନ କଲେ।

2. ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ଯରକ୍ସ୍ଟ 2,000 ମିକ୍ମସ୍ ରେ ବୈଥେଲ୍ର ପାର୍ବତ୍ଯ ଅଞ୍ଚଳ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିଯାର ଯୋନାଥନ ସହିତ ବିନ୍ଯାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ଯମାନଙ୍କୁ ଆପଣା ଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିବାକୁ ଆଦେଶ ଦେଲେ।

3. ଯୋନାଥନ ଗବୋସ୍ଥିତ ପଲେଷ୍ଟୀୟ ପ୍ରହରୀ ସୈନ୍ଯଦଳକକ୍ସ୍ଟ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶକ୍ସ୍ଟଣି କହିଲେ, "ଏବ୍ରୀଯ ଲୋକମାନେ ବିଦ୍ରୋହ କରିଛନ୍ତି।"

4. ସମସ୍ତ ଇଶ୍ରାୟେଲୀୟ ଏ ସମ୍ବାଦ ଶୁଣିଲେ। ସମାନେେ କହିଲେ, "ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ଯା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତ ରେ ଇଶ୍ରାୟେଲୀୟମାନଙ୍କୁ ଘୃଣା କରନ୍ତି।"

5. ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ବାରୋହୀ ଥିଲେ ଓ ସମକ୍ସ୍ଟଦ୍ର ତୀରର ବାଲିଭଳି ସୈନିକ ଥିଲେ। ସମାନେେ ଆସି ମିକ୍ମସ୍ ରେ ବୈଥାବନର ପୂର୍ବଦିଗ ରେ ଛାଉଣୀ ସ୍ଥାପନ କଲେ।

6. ଇଶ୍ରାୟେଲୀୟମାନେ ଆପଣାମାନଙ୍କ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗକ୍ସ୍ଟମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ଯାନ୍ଯ ଗାତ୍ର ରେ ଆତ୍ମଗୋପନ କଲେ।

7. ଏପରିକି ଏବ୍ରୀଯମାନେ ୟର୍ଦ୍ଦନ ନଦୀ ପାର ହାଇେ ଗାଦ୍ ଓ ଗିଲିଯଦ ରାଜ୍ଯକକ୍ସ୍ଟ ଖସି ପଳାଇଲେ। ଶାଉଲ କିନ୍ତୁ ଗିଲ୍ଗଲ ରେ ରହିଲେ। ତାଙ୍କ ସୈନ୍ଯବାହୀନିର ସମସ୍ତ ସୈନିକମାନେ ଭୟ ରେ ଥରିବାକକ୍ସ୍ଟ ଲାଗିଲେ।

8. ଶାମକ୍ସ୍ଟଯଲେ କହିଲେ ସେ ଗିଲ୍ଗଲ ରେ ଶାଉଲଙ୍କ ଦଖାେ କରିବାକୁ ଆସିପାରନ୍ତି। ଶାଉଲ ସଠାେରେ ସାତଦିନ ଅପେକ୍ଷା କଲେ କିନ୍ତୁ ଶାମକ୍ସ୍ଟଯଲେ ଗିଲ୍ଗଲ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରକ୍ସ୍ଟ ଧି ରେ ଧି ରେ ବିଦାଯନବୋ ଆରମ୍ଭ କଲେ।

9. ଶାଉଲ କହିଲେ, "ଏଥର ମାେ ପାଇଁ ହାମବେଳି ଓ ମଙ୍ଗଳାର୍ଥକବଳି ଆଣ।" ଏବଂ ସେ ନିଜେ ହାମବେଳି ଉତ୍ସର୍ଗ କଲେ।

10. ଶାଉଲ ବଳି କାର୍ୟ୍ଯ ସମାଲ୍ଗ କରିବା ମାତ୍ରକେ ଶାମକ୍ସ୍ଟଯଲେ ସଠାେରେ ପହନ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।

11. ଶାମକ୍ସ୍ଟଯଲେ କହିଲେ, "ତୁମ୍ଭେ ଏ କ'ଣ କଲ?"

12. ଏଥିପାଇଁ ମୁ ଭାବିଲି, 'ପଲେଷ୍ଟୀୟମାନେ ଗିଲ୍ଗଲ ଆସି ଆକ୍ରମଣ କରିବେ ମାତ୍ର ମୁ ସଦାପ୍ରଭୁଙ୍କର ଅନକ୍ସ୍ଟଗ୍ରହ ମାଗି ନାହିଁ। ତେଣୁ ମୁ ବାଧ୍ଯ ହାଇେ ହାମବେଳି ଉତ୍ସର୍ଗ କରିଛି।"'

13. ଶାମକ୍ସ୍ଟଯଲେ କହିଲେ, "ତୁମ୍ଭେ ନିର୍ବୋଧ କାର୍ୟ୍ଯ କରିଛ। ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ବରଙ୍କ ଆଦେଶ ମାନି କାର୍ୟ୍ଯ କରିଥାନ୍ତ ତବେେ ପରମେଶ୍ବର ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଅନନ୍ତକାଳ ପାଇଁ ଇଶ୍ରାୟେଲର ଶାସନଭାର ସଐାଦନ କରିବାକୁ ଦଇେଥାନ୍ତେ।

14. ମାତ୍ର ଏବେ ତକ୍ସ୍ଟମ୍ଭ ରାଜ୍ଯ ଆଗକକ୍ସ୍ଟ ୟିବ ନାହିଁ, ପରମେଶ୍ବର ଏଭଳି ଲୋକ ଗ୍ଭହାଁନ୍ତି ୟିଏ ତାଙ୍କ ଆଜ୍ଞା ପାଳନ କରୁଥିବା। ପରମେଶ୍ବର ସହେି ବ୍ଯକ୍ତିକକ୍ସ୍ଟ ବାଛିଛନ୍ତି ୟିଏକି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହବେେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରକ୍ସ୍ଟ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।"

15. ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ଯ ଗିଲଗଲ ପରିତ୍ଯାଗ କଲେ। ସମାନେେ ବିନ୍ଯାମୀନ ଦଇେ ଗିବିଯାକକ୍ସ୍ଟ ୟାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ୟ୍ଯନ୍ତ ତାଙ୍କ ସହ 600 ଲୋକ ଅଛନ୍ତି।

16. ଶାଉଲ ଏବଂ ତାଙ୍କ ପକ୍ସ୍ଟଅ ଯୋନାଥନ ସୈନ୍ଯମାନଙ୍କ ସହିତ ବିନ୍ଯାମୀନର ଗିବିଯାକକ୍ସ୍ଟ ୟାତ୍ରା କଲେ।

17. ପଲେଷ୍ଟୀୟମାନେ ସେ ଅଞ୍ଚଳ ରେ ରହକ୍ସ୍ଟଥିବା ଇଶ୍ରାୟେଲୀୟମାନଙ୍କୁ ଦଣ୍ତିତ କରିବାକୁ ନିଷ୍ପତ୍ତି ନେଲେ। ସମାନଙ୍କେର ସକ୍ସ୍ଟଦକ୍ଷ ପଲେଷ୍ଟୀୟ ଯୋଦ୍ଧାଗଣକକ୍ସ୍ଟ ଆକ୍ରମଣ କରିବାକୁ ଆରମ୍ଭ କଲେ। ସମାନେେ ତିନିଦଳ ରେ ବିଭକ୍ତ ହାଇେ ଦଳେ ଶୂଯାଲ୍ ନିକଟରେ ଓ ଅଫ୍ରା ରାସ୍ତାର ଉତ୍ତରକକ୍ସ୍ଟ ଗଲେ।

18. ଦ୍ବିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗ ରେ ବୈଥୋରିଣ ରାସ୍ତା ରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋଯିମ ଉପତ୍ୟକାର ଅଞ୍ଚଳର ପଥଦଇେ ଗମନ କଲେ। ସହେି ରାସ୍ତାଟି ସିବୋଯିମ ଉପତ୍ୟକା ଦଇେ ମରକ୍ସ୍ଟଭୂମି ଆଡେ ମକ୍ସ୍ଟହଁ କରିଅଛି।

19. କୌଣସି ଇଶ୍ରାୟେଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇଶ୍ରାୟେଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନଥିଲେ ସମାନଙ୍କେର ଭୟଥିଲା ଏହାଦ୍ବାରା ଇଶ୍ରାୟେଲୀୟମାନେ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିପାରିବେ।

20. ପଲେଷ୍ଟୀୟମାନେ କବଳେ ଲକ୍ସ୍ଟହା ଶାଣ ଦବୋ କାମ ଛକ୍ସ୍ଟରୀ, ଫାଳ, କକ୍ସ୍ଟରାଢି ଓ କୋଡି ପ୍ରଭୃତି ରେ ଇଶ୍ରାୟେଲୀୟମାନେ ସଠାେକକ୍ସ୍ଟ ଯାଉଥିଲେ।

21. ପଲେଷ୍ଟୀୟମାନେ ଫାଳ ଓ କୋଦାଳ ଶାଣ କରିବା ପାଇଁ ଏକ ତୃତୀଯାଂଶ ପାଉନସ୍ ରୂପା ଏବଂ କକ୍ସ୍ଟରାଢୀ ଗଇଁତି ଶାଣ କରିବା ପାଇଁ ଏକ ଷଷ୍ଠାଂଶ ପାଉନସ୍ ରୂପା ନେଉଥିଲେ।

22. ଏଣୁ ୟକ୍ସ୍ଟଦ୍ଧ ସମୟରେ କୌଣସି ଇଶ୍ରାୟେଲୀୟଙ୍କ ପାଖ ରେ ଖଡ୍ଗ କିମ୍ବା ବର୍ଚ୍ଛା ନ ଥିଲା, କବଳେ ଶାଉଲ ଏବଂ ତାଙ୍କ ପକ୍ସ୍ଟତ୍ର ଯୋନାଥନଙ୍କ ପାଖ ରେ ଲୌହ ଅସ୍ତ୍ର ଥିଲା।

23. ଏ ସମୟରେ ପଲେଷ୍ଟୀୟ ସୈନ୍ଯଦଳ ମିକ୍ମସ୍ ଘାଟୀକକ୍ସ୍ଟ ଜଗିବାକକ୍ସ୍ଟ ଗଲେ।

About ପ୍ରଥମ ଶାମୁୟେଲ Chapter 13

Read ପ୍ରଥମ ଶାମୁୟେଲ Chapter 13 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ଶାମୁୟେଲ
Chapter: 13
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ଶାମୁୟେଲ Chapter 13 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ଶାମୁୟେଲ Chapter 13?

ପ୍ରଥମ ଶାମୁୟେଲ Chapter 13 is part of the Book of ପ୍ରଥମ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ଶାମୁୟେଲ Chapter 13 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ପ୍ରଥମ ଶାମୁୟେଲ

  1. ପ୍ରଥମ ଶାମୁୟେଲ Chapter 17
  2. ପ୍ରଥମ ଶାମୁୟେଲ Chapter 19
  3. ପ୍ରଥମ ଶାମୁୟେଲ Chapter 16
  4. ପ୍ରଥମ ଶାମୁୟେଲ Chapter 4
  5. ପ୍ରଥମ ଶାମୁୟେଲ Chapter 22
  6. ପ୍ରଥମ ଶାମୁୟେଲ Chapter 15
  7. ପ୍ରଥମ ଶାମୁୟେଲ Chapter 27

Related Chapters & Readings

  1. ମାର୍କ Chapter 1
  2. ଗୀତସଂହିତା Chapter 10
  3. ବିଚାରକର୍ତ୍ତା Chapter 19
  4. ଗୀତସଂହିତା Chapter 46
  5. ଆୟୁବ Chapter 14
  6. ପ୍ରେରିତ Chapter 23
  7. ଆୟୁବ Chapter 17
Share Your Love

Leave a Reply

Your email address will not be published. Required fields are marked *