Read ପ୍ରଥମ ଶାମୁୟେଲ Chapter 31 Online
Read ପ୍ରଥମ ଶାମୁୟେଲ Chapter 31 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ଶାମୁୟେଲ and the Holy Bible online.
Choose a Chapter
ପ୍ରଥମ ଶାମୁୟେଲ 31
ଅଧ୍ୟାୟ 31
1. ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।
2. ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ବିରକ୍ସ୍ଟଦ୍ଧ ରେ ଭୟଙ୍କର ୟକ୍ସ୍ଟଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲର ପକ୍ସ୍ଟତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂଯଙ୍କକ୍ସ୍ଟ ହତ୍ଯା କଲେ।
3. ୟକ୍ସ୍ଟଦ୍ଧ ଭୟଙ୍କର ରୂପ ଧାରଣ କଲା, ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ଧନକ୍ସ୍ଟର୍ଦ୍ଧାରିମାନେ ଅତି ଦୈନ୍ଯ ଭାବେ ତୀରମାରି ଶାଉଲକକ୍ସ୍ଟ ଆଘାତ କଲେ।
4. ଶାଉଲ ତାଙ୍କର ଅସ୍ତ୍ରବାହକଙ୍କକ୍ସ୍ଟ କହିଲେ, "ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ତା ରେ ମାେତେ ହତ୍ଯା କର। ତା ହେଲେ ଅସକ୍ସ୍ଟନ୍ନତ ଲୋକମାନେ ଆସି ମାେତେ ଗାଳି ଦବେେ ନାହିଁ କିମ୍ବା ହତ୍ଯା କରିପାରିବେ ନାହିଁ।" କିନ୍ତୁ ଶାଉଲର ଅସ୍ତ୍ରବାହକ ଦାସ ବହକ୍ସ୍ଟତ ଭୟଭିତ ହାଇଗେଲା ଏବଂ ଶାଉଲଙ୍କକ୍ସ୍ଟ ହତ୍ଯା କରିବାକୁ ମନା କଲା।
5. ତେଣୁ ଶାଉଲଙ୍କର ଦାସ ଦେଖିଲା ଯେ ଶାଉଲ ମରିୟାଇଛନ୍ତି। ତେଣୁ ସେ ତା'ର ଖଣ୍ତା ବାହାର କରି ନିଜ ଖଣ୍ତା ରେ ଶାଉଲଙ୍କ ନିକଟରେ ମୃତକ୍ସ୍ଟ୍ଯବରଣ କଲେ।
6. ତେଣୁ ଶାଉଲ, ତାଙ୍କର ତିନି ପକ୍ସ୍ଟତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସଦେିନ ଗୋଟିଏ ଜାଗା ରେ ଏକତ୍ରୀତ ଭାବରେ ମଲେ।
7. ଇଶ୍ରାୟେଲୀୟମାନେ ଯେଉଁମାନେ ୟିଷ୍ରୀଯଲେ ଉପତ୍ୟକାର ଅପରପାଶର୍ବ ରେ ଓ ୟର୍ଦ୍ଦନ ନଦୀର ଅପରପାଶର୍ବ ରେ ବାସ କରୁଥିଲେ। ସମାନେେ ଦେଖିଲେ, ଇଶ୍ରାୟେଲୀୟ ସୈନ୍ଯମାନେ ଦୌଡି ପଳାଉଛନ୍ତି। ଏବଂ ସମାନେେ ଦେଖିଲେ, ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନେ ମରିଛନ୍ତି। ତେଣୁ ସମାନେେ ସମସ୍ତେ ସେ ସହର ପରିତ୍ଯାଗ କରି ଦୌଡି ପଳାଇଲେ। ତା'ପରେ ପଲେଷ୍ଟୀୟମାନେ ସହେି ସହରକକ୍ସ୍ଟ ଆସିଲେ, ଓ ସଠାେରେ ବାସ କଲେ।
8. ତା' ପରଦିନ, ପଲେଷ୍ଟୀୟମାନେ ମୃତ ଲୋକମାନଙ୍କ ପାଖ ରେ ରହିୟାଇଥିବା ପଦାର୍ଥଗକ୍ସ୍ଟଡିକ ଦବୋକକ୍ସ୍ଟ ଆସିଲେ। ସମାନେେ ଦେଖିବାକକ୍ସ୍ଟ ପାଇଲେ ଯେ ଗିଲବୋଯ ପର୍ବତ ଉପରେ ଶାଉଲ ଏବଂ ତା'ର ତିନିପକ୍ସ୍ଟତ୍ର ନିହତ ହାଇେ ପଡି ରହିଛନ୍ତି।
9. ପଲେଷ୍ଟୀୟମାନେ ଶାଉଲଙ୍କର ମସ୍ତକ କାଟି ତାଙ୍କର କବଚ ଇତ୍ଯାଦିକକ୍ସ୍ଟ ନଇଗେଲେ। ପଲେଷ୍ଟୀୟମାନେ ନିଜ ନିଜର ଦବଗେଣ ଗୃହ ବା ମନ୍ଦିରକକ୍ସ୍ଟ ଓ ଲୋକମାନଙ୍କୁ ଦେଶର ଗ୍ଭରି ଆଡକକ୍ସ୍ଟ ଖବର ଦଇେ ପଠାଇଲେ।
10. ପଲେଷ୍ଟୀୟମାନେ ଶାଉଲଙ୍କର କବଚ ସାଞ୍ଜକ୍ସ୍ଟଆ ଇତ୍ଯାଦିକକ୍ସ୍ଟ ଆଷ୍ଟାରୋତ୍ ଦବେୀଙ୍କ ମନ୍ଦିର ରେ ରଖିଲେ। ପଲେଷ୍ଟୀୟମାନେ ମଧ୍ଯ ଶାଉଲଙ୍କ ଶରୀରକକ୍ସ୍ଟ ବୈଥ୍ଶାନ୍ କାନ୍ଥ ରେ ଟାଙ୍ଗି ରଖିଲେ।
11. ୟାବେଶ-ଗିଲିଯଦ ନିବାସୀମାନେ, ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଇଲେ।
12. ତେଣୁ ୟବଯଷର ସୈନ୍ଯମାନେ ବୈଥ୍ଶାନକକ୍ସ୍ଟ ଗଲେ, ସମାନେେ ରାତ୍ରି ତମାମ ୟାତ୍ରା କଲେ, ତା'ପରେ ସମାନେେ ସଠାେରେ ପହଁଞ୍ଚି ଶାଉଲଙ୍କର ଶରୀରକକ୍ସ୍ଟ ବୈଥଶାନ କାନ୍ଥରକ୍ସ୍ଟ ତଳକକ୍ସ୍ଟ କାଢିଲେ, ସମାନେେ ମଧ୍ଯ ଶାଉଲର ପକ୍ସ୍ଟତ୍ରମାନଙ୍କର ଶରୀରକକ୍ସ୍ଟ ୟାବେଶକକ୍ସ୍ଟ ଆଣିଲେ। ୟାବେଶର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନଙ୍କର ଶରୀରକକ୍ସ୍ଟ ସହେିଠା ରେ ପୋଡି଼ ଦେଲେ।
13. ତା'ପରେ ସହେି ଲୋକମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନଙ୍କର ଅସ୍ଥି ସଂଗ୍ରହ କରିଆଣି ୟାବେଶଠା ରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକକ୍ସ୍ଟ ସମାଧି ଦେଲେ। ତା'ପରେ ୟାବେଶର ଲୋକମାନେ ଶୋକ ସନ୍ତାଲ୍ଗ ଭାବରେ ଦକ୍ସ୍ଟଃଖ ରେ ଶାେକ ପାଳନ ନିମନ୍ତେ ସାତଦିନ ବିନା ଆହାର ରେ ଶୋକ ପାଳନ କଲେ।
About ପ୍ରଥମ ଶାମୁୟେଲ Chapter 31
Read ପ୍ରଥମ ଶାମୁୟେଲ Chapter 31 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ଶାମୁୟେଲ
Chapter: 31
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ଶାମୁୟେଲ Chapter 31 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ଶାମୁୟେଲ Chapter 31?
ପ୍ରଥମ ଶାମୁୟେଲ Chapter 31 is part of the Book of ପ୍ରଥମ ଶାମୁୟେଲ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ଶାମୁୟେଲ Chapter 31 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
Explore More from ପ୍ରଥମ ଶାମୁୟେଲ
- ପ୍ରଥମ ଶାମୁୟେଲ Chapter 22
- ପ୍ରଥମ ଶାମୁୟେଲ Chapter 29
- ପ୍ରଥମ ଶାମୁୟେଲ Chapter 18
- ପ୍ରଥମ ଶାମୁୟେଲ Chapter 24
- ପ୍ରଥମ ଶାମୁୟେଲ Chapter 2
- ପ୍ରଥମ ଶାମୁୟେଲ Chapter 16
- ପ୍ରଥମ ଶାମୁୟେଲ Chapter 26