ଆୟୁବ Chapter 33

For English

Read ଆୟୁବ Chapter 33 Online

Read ଆୟୁବ Chapter 33 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.

Choose a Chapter

ଆୟୁବ 33

ଅଧ୍ୟାୟ 33

1. "ଆୟୁବ ବର୍ତ୍ତମାନ ମାରେକଥା ଶୁଣ। ଯେଉଁ ବିଷଯ ମୁଁ କହୁଛି, ତାହା ସାବଧାନ ହାଇେ ଶୁଣ।

2. ମୁଁ କହିବା ପାଇଁ ପ୍ରସ୍ତୁତ।

3. ମାରେ ହୃଦଯ ନିର୍ମଳ। ସେଥିପାଇଁ ମୁଁ ସତ୍ ବାକ୍ଯ ହିଁ କହିବି। ମୁଁ ଜାଣିଥିବା ବିଷଯ ରେ ସତ୍ଯହିଁ କବଳେ କହିବି।

4. ପରମେଶ୍ବରଙ୍କ ଆତ୍ମା ମାେତେ ତିଆରି କରିଛି। ସର୍ବଶକ୍ତିମାନଙ୍କର ନିଶ୍ବାସ ମାେତେ ଜୀବନ ଦଇେଛି।

5. ଆୟୁବ ମାେ କଥା ଶୁଣ, ଯଦି ତୁମ୍ଭେ ପାର ମାେତେ ଉତ୍ତର ଦିଅ। ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳ ରେ ତୁମ୍ଭେ ମାେ ସହିତ ୟୁକ୍ତି କରିପାରିବ।

6. ପରମେଶ୍ବରଙ୍କ ସମ୍ମୁଖ ରେ ତୁମ୍ଭେ ଏବଂ ମୁଁ ସମାନ। ଆମ୍ଭକୁ ତିଆରି କରିବା ପାଇଁ ପରମେଶ୍ବର ମାଟି ହିଁ ବ୍ଯବହାର କରିଛନ୍ତି।

7. ଆୟୁବ ମାେତେ ଭୟ କର ନାହିଁ। ମୁଁ ତୁମ୍ଭ ପ୍ରତି କଠାେର ହବେି ନାହିଁ।

8. କିନ୍ତୁ ଆୟୁବ, ତୁମ୍ଭେ ଯାହା କହିଲ ମୁଁ ଶୁଣିଲି।

9. ତୁମ୍ଭେ କହିଲ, 'ମୁଁ ପବିତ୍ର, ମୁଁ ନିରୀହ, ମୁଁ କିଛି ଭୁଲ କରିନାହିଁ, ମୁଁ ଦୋଷୀ ନୁହେଁ।

10. ମୁଁ କିଛି ଭୁଲ କରିନାହିଁ ଅଥଚ ପରମେଶ୍ବର ମାେ ବିପକ୍ଷ ରେ। ପରମେଶ୍ବର ମାେତେ ଶତ୍ରୁଭଳି ବ୍ଯବହାର କରନ୍ତି।

11. ପରମେଶ୍ବର ମାରେ ପାଦ ଦୁଇଟିକୁ ଶୃଙ୍ଖଳାବଦ୍ଧ କରନ୍ତି। ମୁଁ ଯାହା କରେ ପରମେଶ୍ବର ତାହା ଲକ୍ଷ୍ଯ କରନ୍ତି।'

12. କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ। ପରମେଶ୍ବର ଯେ କୌଣସି ମଣିଷ ଅପେକ୍ଷା ବଡ଼।

13. ତୁମ୍ଭେ ପରମେଶ୍ବରଙ୍କ ସହିତ କାହିଁକି ୟୁକ୍ତି କରୁଛ। ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ? ତୁମ୍ଭେ ଭାବୁଛ ପରମେଶ୍ବର ସବୁକଥା ତୁମ୍ଭକୁ ବୁଝାଇ କହିବେ।

14. କିନ୍ତୁ ହୁଏତ ପରମେଶ୍ବର ଏପରି ଭାବରେ କହନ୍ତି ଯେ ମନୁଷ୍ଯମାନେ ବୁଝିପାରନ୍ତି ନାହିଁ।

15. ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।

16. ତା'ପରେ ସେ ମନୁଷ୍ଯମାନଙ୍କର କାନ ଖାଲିେ ଦିଅନ୍ତି ଏବଂ ସମାନଙ୍କେୁ ଭୟଭୀତ କରାନ୍ତି ସମାନେେ ଯାହା ଶୁଣନ୍ତି।

17. ପରମେଶ୍ବର ଲୋକଙ୍କୁ ମନ୍ଦ କାର୍ୟ୍ଯରୁ ନିବୃତ କରାଇବାକୁ ଚତାବେନୀ ଶୁଣାନ୍ତି ଏବଂ ଲୋକମାନଙ୍କୁ ଗର୍ବ କରିବାରୁ ବନ୍ଦ କରନ୍ତି।

18. ପରମେଶ୍ବର ଲୋକମାନଙ୍କୁ ଚତାବେନୀ ଦିଅନ୍ତି ଯାହା ଫଳ ରେ ସେ ତା'ର ପ୍ରାଣକୁ ମୃତ୍ଯୁ ଗର୍ତ୍ତରୁ ରକ୍ଷା କରନ୍ତି। ପରମେଶ୍ବର ଏହା କରନ୍ତି ଖଡ୍ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ।

19. କିମ୍ବା ଜଣେ ବ୍ଯକ୍ତି ବିଛଣା ରେ ମଧ୍ଯ ପରମେଶ୍ବରଙ୍କ ବାଣୀ ଶୁଣିପା ରେ ଓ ପରମେଶ୍ବରଙ୍କ ପ୍ରଦତ୍ତ ଦଣ୍ଡ ଓ ୟନ୍ତ୍ରଣା ସହ୍ଯ କରେ। ପରମେଶ୍ବର ବ୍ଯଥାଦ୍ବାରା ସହେି ବ୍ଯକ୍ତିକୁ ଚତାବେନୀ ଦିଅନ୍ତି। ସହେି ବ୍ଯକ୍ତି ଏତେ ୟନ୍ତ୍ରଣା ପାଏ ସତେ ଯମେିତି ତା'ର ସବୁହାଡ଼ କଷ୍ଟ ପାଏ।

20. ସେ ଏତେ ୟନ୍ତ୍ରଣା ଅନୁଭବ କରେ ଯେ ସେ ଖାଇପା ରେ ନାହିଁ। ସେ ଏପରିକି ସୁସ୍ବାଦୁ ଖାଦ୍ୟକୁ ମଧ୍ଯ ଘୃଣା କରେ।

21. ତା'ର ଶରୀର ଦୁର୍ବଳ ହାଇୟୋଏ। ସେ କ୍ରମେ କ୍ଷୀଣ ହାଇୟୋଏ। ତା'ର ହାଡ଼ସବୁ ପଦାକୁ ଦଖାୟୋଏ।

22. ସହେି ଲୋକ ମୃତ୍ଯୁର ଦ୍ବାର ଦେଶ ରେ ପହଞ୍ଚି ୟାଏ। ତା'ର ଜୀବନ ମୃତ୍ଯୁର ନିକଟ ହାଇେ ଆ ସେ।

23. ପରମେଶ୍ବରଙ୍କର ହଜାରେ ଦୂତ ଅଛନ୍ତି। ସହେି ଦୂତମାନଙ୍କ ମଧ୍ଯରୁ ଜଣେ ହୁଏତ ସହେି ବ୍ଯକ୍ତି ପ୍ରତି ଦୃଷ୍ଟି ରଖିଥାଏ। ସହେି ଦୂତ ହୁଏତ ସହେି ଲୋକ କରିଥିବା ଭଲ କାର୍ୟ୍ଯଗୁଡ଼ିକୁ ସେ କହିପା ରେ।

24. ହୁଏତ ସହେି ଦୂତ ସହେି ଲୋକକୁ କୃପା କରିବେ ଏବଂ ତା' ତରଫରୁ ପରମେଶ୍ବରଙ୍କୁ କହି ପାରନ୍ତି, ' ସହେି ଲୋକ କବରକୁ ୟିବା ପାଇଁ ରକ୍ଷା ପାଉ' ମୁଁ କ୍ଷତି ପୂରଣ ପାଇଅଛି।

25. ସହେି ଲୋକର ଶରୀର ପୁଣି ସତଜେ ହବେ ଓ ସେ ପୁଣି ସୁସ୍ଥ ସବଳ ହାଇଯେିବ। ସେ ଯଭେଳି ୟୁବକ ଥିଲା ପୁଣି ସହେିଭଳି ହାଇଯେିବ।

26. ସହେି ଲୋକ ପରମେଶ୍ବରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ବର ମଧ୍ଯ ତା' ପ୍ରତି ପ୍ରସନ୍ନ ହବେେ। ତା'ପରେ ସେ ପରମେଶ୍ବରଙ୍କର ମୁଖ ଦେଖିବ ଓ ଆନନ୍ଦ ରେ ଚିତ୍କାର କରି ଉଠିବ, ଯେତବେେଳେ ସେ ମନୁଷ୍ଯଙ୍କୁ ତା'ର ଯଥାର୍ଥ ଅବସ୍ଥା ଫରୋଇ ଦବେେ।

27. ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।

28. ପରମେଶ୍ବର ମାରେ ଆତ୍ମାକୁ ରକ୍ଷା କରିଛନ୍ତି। ମୃତ୍ଯୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରିପାରିବି।'

29. ପରମେଶ୍ବର ଏକଥା ବାରମ୍ବାର ସହେି ଲୋକ ପାଇଁ କରନ୍ତି।

30. କାହିଁକି ? ସହେି ଲୋକକୁ ଚତାବେନୀ ଦଇେ ତା'ର ଆତ୍ମାକୁ ମୁକ୍ତି ଦଇେ ତାକୁ ମରଣରୁ ରକ୍ଷା କରନ୍ତି। ଫଳ ରେ ସେ ଲୋକ ତା'ର ଜୀବନ ଆନନ୍ଦ ରେ ବିତାଇବ।

31. ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।

32. କିନ୍ତୁ ଆୟୁବ ତୁମ୍ଭେ ଯଦି ମାେ କଥା ରେ ଏକମତ ନ ହେଉଛ ତା' ହେଲେ ତୁମ୍ଭେ କହିୟାଅ। ତୁମ୍ଭର ୟୁକ୍ତି ମାେତେ କୁହ ଯାହା ଫଳ ରେ ମୁଁ ତାକୁ ସଂ ଶାଧେନ କରି ଦବେି।

33. କିନ୍ତୁ ଆୟୁବ ଯଦି ତୁମ୍ଭର କିଛି କହିବାର ନାହିଁ ମାେ କଥା ଶୁଣ। ନୀରବ ହୁଅ, ମୁଁ ଜ୍ଞାନ ଶିଖାଇବି।"

About ଆୟୁବ Chapter 33

Read ଆୟୁବ Chapter 33 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.

Book Information

Book: ଆୟୁବ
Chapter: 33
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆୟୁବ Chapter 33 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆୟୁବ Chapter 33?

ଆୟୁବ Chapter 33 is part of the Book of ଆୟୁବ in the Holy Bible.

Can I read this chapter online?

Yes. You can read the complete ଆୟୁବ Chapter 33 online for free with easy chapter navigation.

More Chapters from ଆୟୁବ

  1. ଆୟୁବ Chapter 23
  2. ଆୟୁବ Chapter 21
  3. ଆୟୁବ Chapter 6
  4. ଆୟୁବ Chapter 2
  5. ଆୟୁବ Chapter 35
  6. ଆୟୁବ Chapter 20
  7. ଆୟୁବ Chapter 41

Explore More from ପୁରାତନ ନିୟମ

  1. ଯିଶାଇୟ Chapter 33
  2. ଯିହୋଶୂୟ Chapter 14
  3. ଯିହୋଶୂୟ Chapter 1
  4. ଯିହିଜିକଲ Chapter 37
  5. ଆଦି ପୁସ୍ତକ Chapter 9
  6. ପ୍ରଥମ ବଂଶାବଳୀ Chapter 10
  7. ଦ୍ୱିତୀୟ ବିବରଣ Chapter 4

Related Chapters & Readings

  1. ଲେବୀୟ ପୁସ୍ତକ Chapter 16
  2. ଦିତୀୟ ରାଜାବଳୀ Chapter 6
  3. ହିତୋପଦେଶ Chapter 3
  4. ଯାତ୍ରା ପୁସ୍ତକ Chapter 30
  5. ଯିହିଜିକଲ Chapter 46
  6. ଗୀତସଂହିତା Chapter 91
  7. ହିତୋପଦେଶ Chapter 6
Share Your Love

Leave a Reply

Your email address will not be published. Required fields are marked *