Read ପ୍ରଥମ ରାଜାବଳୀ Chapter 7 Online
Read ପ୍ରଥମ ରାଜାବଳୀ Chapter 7 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ରାଜାବଳୀ and the Holy Bible online.
Choose a Chapter
ପ୍ରଥମ ରାଜାବଳୀ 7
ଅଧ୍ୟାୟ 7
1. ଅନନ୍ତର ରାଜା ଶଲଲାମନ ତାଙ୍କ ନିଜପାଇଁ ଏକ ପ୍ରାସାଦ ନିର୍ମାଣ କଲଲସଯ କି ତାଙ୍କୁ ସମାପ୍ତ କରିବାକୁ ତଲର ବର୍ଷ ଲାଗିଥିଲା।
2. ସସ ମଧ୍ଯ ଏକ ଗୃହ ନିର୍ମାଣ କଲଲ ତାହା "ଲିବାଲନାନର ଅରଣ୍ଯ-ଗୃହ" ନାମସର ନାମିତସହଲା। ଏହାର ର୍ଦୈଘ୍ଯ ଶସହ ହାତ, ପ୍ରସ୍ଥ ପଚାଶ ହାତ ଓ ଉଚ୍ଚତା ତିରିଶ ହାତ ଥିଲା। ଏହାର ଗ୍ଭରିଧାଡି ଏରସ କାଠର ସ୍ତମ୍ଭ ଉପଲର ଏରସ କାଠର କଡିସଦଇ ତାହା ନିର୍ମାଣ କଲଲ।
3. ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଚାଳିଶ କଡି ଉପଲର ଏରସ କାଠର ଛାତ କଲଲ, ପ୍ରତି ଧାଡିସର ପନ୍ଦରଟି ଲଲଖାଏଁ କଡି ଥିଲା।
4. ପ୍ରଲତ୍ୟକକ ପାଶର୍ବ କାନ୍ଥସର ତିନି ଧାଡି ଝରକା ଥିଲା ଓ ପରସ୍ପରସସଗୁଡିକ ସମ୍ମୁଖାସମ୍ମୁଖି ଥିଲଲ।
5. ପ୍ରଲତ୍ୟକକର ଶଲଷସର ତିଲନାଟି କବାଟ ଥିଲା। ସବୁ କବାଟସଖାଲା ଥିଲା ଓ ତା'ର ଦ୍ବାରବନ୍ଧ ବର୍ଗାକାର ଥିଲା।
6. ଆହୁରି ମଧ୍ଯସସ "ସ୍ତମ୍ଭ ସଦୃଶ ବାରଣ୍ତା" କଲଲ। ଏହା ପଗ୍ଭଶ ହାତ ଦୀର୍ଘ, ତିରିଶ ହାତ ଚଉଡା ଥିଲା ଓ ବାରଣ୍ତାର ସମ୍ମୁଖସର ଏକ ସ୍ତମ୍ବସର ଭରାଦିଆ ୟାଇଥିବା ପରଦା ଥିଲା।
7. ସସ ମଧ୍ଯ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲଲ ଓ ଏହାକୁ "ନିଯମର ପ୍ରଶସ୍ତ ଗୃହ" କହିଲଲ।ସସହି କୋଠରୀ ଚଟାଣଠାରୁ ଛାତ ପର୍ୟ୍ଯନ୍ତ ଏରସ କାଠର ପଟାସର ଆଚ୍ଛାଦିତ ଥିଲା।
8. ରାଜା ଶସଲାମନଙ୍କର ବିଗ୍ଭର ଗୃହର ଅଗଣା ଉପଲର ଅବସ୍ଥିତ ଥିଲା। ଏହା ନିଯମ ପ୍ରଶସ୍ତଗୃହ ସଦୃଶ ନିର୍ମିତସହଲା।ସସ ମଧ୍ଯ ନିଜର ଭାର୍ୟ୍ଯା, ଫାଲରାର କନ୍ଯା ନିମନ୍ଲତସସହି ନିଯମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲଲ।
9. ଏହିସବୁ ଅଟାଳିକାଗୁଡିକ ମୂଲ୍ଯବାନ୍ ପଥରସର ନିର୍ମିତସହଲା। ଏହିସବୁ ପଥରଗୁଡିକ ନିର୍ଦ୍ଧିଷ୍ଟ ଆକାର ଅନୁସାଲର କରତସର କଟାଗଲା।ସସଗୁଡିକର ଆଗପଛ କଟାଗଲା। ଏହି ପଥରଗୁଡିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ୟ୍ଯନ୍ତ ବ୍ଯବହାରସହଲା। ପ୍ରାଙ୍ଗଣ ମଧ୍ଯ ବହୁମୂଲ୍ଯ ପ୍ରସ୍ତରସର ତିଆରିସହଲା।
10. ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ଯବାନ୍ ପଥରସର ନିର୍ମିତସହଲା।ସକଲତକ ପ୍ରସ୍ତର ଦଶହାତ ଓସକଲତକ ଆଠ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା।
11. ସସହି ପ୍ରସ୍ତରର ଅଗ୍ରଭାଗସର ବହୁମୂଲ୍ଯସଖାଦିତ ପ୍ରସ୍ତର ଓ ଏରସ କାଠର କଡି ଥିଲା।
12. ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁପାଶର୍ବସର କାନ୍ଥ ଥିଲା।ସସହି କାନ୍ଥଗୁଡିକ ତିନିଧାଡି ପ୍ରସ୍ତର ଓ ଏକଧାଡି ଏରସ କଡି କାଠସର ନିର୍ମିତସହାଇ ଥିଲା।
13. ଅନନ୍ତର ରାଜା ଶଲଲାମନସଲାକ ପଠାଇ ସୋରରୁ ହୀରମ ନାମକ ଏକସଲାକକୁ ଅଣାଇଲଲ।
14. ହୀରମ ଇଶ୍ରାଲୟଲର ନପ୍ତାଲି ବଂଶୀଯ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ ଜଲଣ ନିପୁଣ ପିତ୍ତଳ କାରୀଗର ଥିଲଲ। ରାଜା ଶଲଲାମନସସହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ୟ୍ଯସର ନିୟୁକ୍ତି କଲଲ।
15. ହୀରମ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲଲ ଯାହାର ଉଚ୍ଚତା ଅଠର ହାତ ଓ ଗୋଲଲଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା।
16. ପୁଣିସସ ଦୁଇ ସ୍ତମ୍ଭର ମଥାନସରସଦବାପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରଲତ୍ୟକକ ମୁଣ୍ତାଳିର ଉଚ୍ଚତା ପାଞ୍ଚହାତ ଥିଲା।
17. ସସ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲଲ।
18. ସସ ପ୍ରଲତ୍ୟକକ ଜାଲିର ସ୍ତମ୍ବର ଅଗ୍ରଭାଗକୁ ଆଚ୍ଛାଦନ କରିବା ପାଇଁ ଦୁଇଧାଡି ଡାଳିମ୍ବାକୃତି ନିର୍ମାଣ କଲଲ। ମୁଣ୍ତାଳିସର ମଧ୍ଯ ତଦ୍ରୁପ କଲା।
19. ବାରଣ୍ତାର ଗ୍ଭରି ହାତ ବଶିଷ୍ଟ ସ୍ତମ୍ଭ ମଥାନସର ମୁଣ୍ତାଳି ପୁଷ୍ପ କର୍ମ ବିଶିଷ୍ଟ ଥିଲା।
20. ଆଉ ଦୁଇ ସ୍ତମ୍ଭର ଉପରି ଭାଗସର ମଧ୍ଯ ମୁଣ୍ତାଳି ଥିଲା ଓସସଗୁଡିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିସର ଚତୁର୍ଦ୍ଦିଗସର ଧାଡି ଧାଡିସହାଇ 200ଟି ଡାଳିମ୍ବାକୃତି ଥିଲା।
21. ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।
22. ପୁଣିସସ ପୁଷ୍ପାକୃତି ମୁଣ୍ତାଳିକୁ ସ୍ତମ୍ଭର ମଥାନ ଉପଲର ରଖିଲା। ଏହିରୂଲପ ସ୍ତମ୍ଭ କାର୍ୟ୍ଯ ସମାପ୍ତସହଲା।
23. ତା'ପଲରସସ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମସଦଲଲ "ସମୁଦ୍ର"।ସସହି କୁଣ୍ତର ପରିଧି ତିରିଶ ହାତ, ବ୍ଯାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।
24. ଚୌବାଗ୍ଭର ବାହାର କାନ୍ଥ ଗ୍ଭରିପାଖସର ଏକ ଫନ୍ଦ ଥିଲା। ଫନ୍ଦ ତଲଳ ଦୁଇଧାଡି ପିତ୍ତଳର ଲାଭ ଥିଲା।ସସହି ଲାଭାଗୁଡିକ ଚୌବାଚା ସହିତ ଏକ ଖଣ୍ତ କରି ନିର୍ମାଣ କରାୟାଇ ଥିଲା।
25. ଏହି କୁଣ୍ତ ବାରସଗାଟି ଷଣ୍ତ ଉପଲର ସ୍ଥାପିତସହାଇଥିଲା।ସସହି ଷଣ୍ତଗୁଡିକ ତିନିଦଳସର ସଜାସହାଇଥିଲଲ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ତମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡକୁ ଥିଲା। କୁଣ୍ତସସମାନଙ୍କ ଉପଲର ରଖାୟାଇଥିଲା।
26. ସସହି ପାତ୍ରରସମାଟଲଇ ଗ୍ଭରି ଆଙ୍ଗୁଳି ଥିଲା। ତା'ର ଫନ୍ଦ କପ୍ର ଫନ୍ଦ ପରି କିଅବା ପୁଷ୍ପର ପାଖୁଡା ସଦୃଶ ଥିଲା।ସସହି ଚୌବାଗ୍ଭ 2,000 ମହଣ ଧାରଣ କରୁଥିଲା।
27. ତା'ପଲର ହୀରମ ଦଶଟି କଂସା ଶଗଡ ନିର୍ମାଣ କଲା। ପ୍ରଲତ୍ୟକକ ଶଗଡର ର୍ଦୈଘ୍ଯ ଗ୍ଭରିହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନିହାତ ଥିଲା।
28. ସସହି ଶଗଡଗୁଡିକର ଗଠନ ଚତୁଭୁର୍ଜାକାର ଓ ଫ୍ସରମ ମଝିସର ବିଟ ଥିଲା। ଯଥା:ସସ ସବୁର ମଧ୍ଯସଦଶ ଥିଲା ଓସସହିସବୁ ମଧ୍ଯସଦଶ ବିଟମାନଙ୍କ ମଧିଅଲର ଥିଲା।
29. ପୁଣି ବିଟର ମଧ୍ଯବର୍ତ୍ତିସସହିସବୁ ମଧ୍ଯଲଦଶସର ସିଂହ,ସଗାରୁ ଓ କିରୁବ ଦୂତମାଲନ ଥିଲଲ। ବିଟ ଉପଲର ଏକ ବଇଠି ଥିଲା। ପୁଣି ସିଂହ ଓସଗାରୁମାନଙ୍କ ତଲଳ ସୂକ୍ଷ୍ମ କାର୍ୟ୍ଯର ମାଳା ଥିଲା।
30. ପ୍ରଲତ୍ୟକକ ବୈଠିକିର ପିତ୍ତଳମଯ ଗ୍ଭସରାଟି ପିତ୍ତଳମଯ ଚକ ପିତ୍ତଳର ଅଖ ଗ୍ଭରିକଣସର ସ୍ଥାପିତ ଅବଲମ୍ବନ ଥିଲା।ସସହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଲଳ ଥିଲା ଓ ପ୍ରଲତ୍ୟକକର ପାଶର୍ବସର ମାଳା ଥିଲା।
31. ଉପଲର ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତଃଷ୍କୋଣ ଥିଲା। ଏହାର ବ୍ଯାସ ଦଲଢହାତ ଥିଲା।ସସହି ଥାକଲର କଂସାସର ବହୁତ ନକ୍ସା ଅଙ୍କା ୟାଇଥିଲା।
32. ଫ୍ସରମ ତଲଳ ଗ୍ଭସରାଟି ଚକ ଥିଲା ଓ ଚକଗୁଡିକର ବ୍ଯାସ ଦଲଢହାତ ଥିଲା। ଚକଗୁଡିକର କାଠସଗାଟିଏ ଖଣ୍ତ ଥିଲା।
33. ଆଉସସହି ଚକଗୁଡିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନଲମି, ନାଭି ଓ ଅର ସବୁ ଢଳା ପିତ୍ତଳସର ନିର୍ମିତସହାଇଥିଲା।
34. ପ୍ରଲତ୍ୟକକ ଖଟୁଲିର ଗ୍ଭରି କୋଣସର ଗ୍ଭରୋଟି ଠଲସା ଥିଲା ଓସସହି ଠଲସାଗୁଡିକ ଖଟୁଲି ସହିତ ଏକ ଖଣ୍ତସହାଇ ରହିଲା।
35. ଆଉ ପ୍ରତି ଖଟୁଲି ମୁଣ୍ତସର ଅର୍ଦ୍ଧହସ୍ତ ଉଚ୍ଚ ପିତ୍ତଲର ଗୋଲାକାର ବଲଢା ଥିଲା। ଖଟୁଲି ଉପରିସ୍ଥ ଅବଲମ୍ବନ ଓ ମଧ୍ଯସଦଶ ତାହା ସହିତ ନିର୍ମିତସହାଇଥିଲା।
36. ସସଇ ଖଟୁଲିର ଓ ଫ୍ସରମର ପାଶର୍ବସର କିରୁବ ଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବିସଖାଦିତସହାଇଥିଲା। ଏହିସବୁ ଛବିଗୁଡିକ ଖଟୁଲିର ସବୁଆଲଡସଖାଦିତ କରାୟାଇ ଥିଲା ଓ ଖଟୁଲିର ଚତୁପାଶର୍ବସର ଥିବା ଫ୍ସରମସର ଫୁଲସବୁସଖାଦିତସହାଇଥିଲା।
37. ହୀରମ ଦଶଟି ଖଟୁଲି ନିର୍ମାଣ କଲା। ପ୍ରଲତ୍ୟକକ ଖଟୁଲିର ଆକୃତି ଓ ଆକାର ସମାନ ଥିଲା। କାରଣ ପିତ୍ତଳକୁ ତରଳାଇସଗାଟିଏ ଛାଞ୍ଚସର ଢାଳିସସସସଗୁଡିକୁ ନିର୍ମାଣ କରିଥିଲା।
38. ସସ ଦଶଟି ଖଟୁଲି ଉପଲର ରହିବା ପାଇଁ ଦଶଟି ମାଠିଆ ନିର୍ମାଣ କଲା। ପ୍ରଲତ୍ୟକକ ମାଠିଆର ବ୍ଯାସ ଗ୍ଭରିହାତ ଥିଲା ଓ ପ୍ରଲତ୍ୟକକ ମାଠିଆ ଗ୍ଭଳିଶ ମହଣ ଧାରଣ କରୁଥିଲା।
39. ପୁଣିସସ ମନ୍ଦିରର ଦକ୍ଷିଣ ପାଶର୍ବସର ପାଞ୍ଚ ଓ ବାମ ପାଶର୍ବସର ପାଞ୍ଚ ଖଟୁଲି ରଖିଲା। ଆଉ ଗୃହ ଦକ୍ଷିଣପୂର୍ବ କଣସର ସମୁଦ୍ର ରୂପକ ପାତ୍ର ସ୍ଥାପନ କଲା।
40. ହୀରମ ଏହିସବୁ ପ୍ରକ୍ଷାଳନ ପାତ୍ର,ସଛାଟ କରଚୁଲ୍ଲୀ ଏବଂସଛାଟ ତାଟିଆଗୁଡିକ ନିର୍ମାଣ କଲା।ସସ ଶଲଲାମନଙ୍କ ଇଚ୍ଛାନୁସାସର ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ଲତ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତସହଲା। ଯଥା:
46. ଶଲଲାମନ ସମସ୍ତ ଜିନିଷ ନିର୍ମାଣସର ବ୍ଯବହୃତ ପିତ୍ତଳକୁ ଓଜନ କଲଲ ନାହିଁ। କାରଣ ତା'ର ପରିମାଣ ଏଲତ ଅଧିକ ଥିଲାସଯ ତାହା ଓଜନ କରିବା ସମ୍ଭବ ନଥିଲା। ରାଜା ୟର୍ଦ୍ଦନ ପଦାସର ସୁକ୍କୋତ ଓ ସର୍ତ୍ତନ ମଧ୍ଯସ୍ଥିତ ଚିକ୍କଣ ଭୂମିଲର ତାହା ନିର୍ମାଣ କରିବାକୁ ଆଲଦଶସଦଲଲ।ସସଗୁଡିକୁ ପିତ୍ତଳ ତରଳାଇ ଓ ଛାଞ୍ଚସର ଢାଳି ତାଆରି କରାଗଲା।
48. ଶଲଲାମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହତ ସାମଗ୍ରୀ ସୁବର୍ଣ୍ଣର ପାଇଲଲ। ଏଗୁଡିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରିସହଲା।ସସଗୁଡିକ ଯଥା:
51. ଏହିରୂଲପ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ ରାଜା ଶଲଲାମନ ସଂପୂର୍ଣ କଲଲ।ସସ ମନ୍ଦିର ନିମନ୍ଲତ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିରରସକାଷାଗରସର ରଖିଲଲ।
About ପ୍ରଥମ ରାଜାବଳୀ Chapter 7
Read ପ୍ରଥମ ରାଜାବଳୀ Chapter 7 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ରାଜାବଳୀ
Chapter: 7
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ରାଜାବଳୀ Chapter 7 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ରାଜାବଳୀ Chapter 7?
ପ୍ରଥମ ରାଜାବଳୀ Chapter 7 is part of the Book of ପ୍ରଥମ ରାଜାବଳୀ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ରାଜାବଳୀ Chapter 7 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 7
- ଆଦି ପୁସ୍ତକ Chapter 4
Explore More from ପ୍ରଥମ ରାଜାବଳୀ
- ପ୍ରଥମ ରାଜାବଳୀ Chapter 15
- ପ୍ରଥମ ରାଜାବଳୀ Chapter 19
- ପ୍ରଥମ ରାଜାବଳୀ Chapter 9
- ପ୍ରଥମ ରାଜାବଳୀ Chapter 14
- ପ୍ରଥମ ରାଜାବଳୀ Chapter 13
- ପ୍ରଥମ ରାଜାବଳୀ Chapter 10
- ପ୍ରଥମ ରାଜାବଳୀ Chapter 5