Read ଆୟୁବ Chapter 31 Online
Read ଆୟୁବ Chapter 31 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.
Choose a Chapter
ଆୟୁବ 31
ଅଧ୍ୟାୟ 31
1. "ମୁଁ ମାରଚେକ୍ଷୁ ସଙ୍ଗେ ଏପରି ଏକ ଚୁକ୍ତି କରିଛି ଯେ ମୁଁ କୌଣସି ଝିଅକୁ ଏପରି ଭାବରେ ଦେଖିବି ନାହିଁ, ୟଦ୍ଦ୍ବାରା କି ମୁଁ ତାକୁ ଚାହିଁବି।
2. ସର୍ବଶକ୍ତିମାନ ପରମେଶ୍ବର ଲୋକଙ୍କ ପ୍ରତି କ'ଣ କରନ୍ତି ? ପରମେଶ୍ବର ତାଙ୍କ ବାସସ୍ଥଳ ସ୍ବର୍ଗରୁ କିପରି ଲୋକମାନଙ୍କୁ ବତନେ ଦିଅନ୍ତି।
3. ପରମେଶ୍ବର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସମାନଙ୍କେ ପ୍ରତି ପରମେଶ୍ବର ବିପତ୍ତି ସୃଷ୍ଟି କରନ୍ତି।
4. ମୁଁ ଯାହାକରେ ବା ପଦକ୍ଷପେ ଗ୍ରହଣ କରେ, ପରମେଶ୍ବର ସେ ସବୁ ଜାଣନ୍ତି ଓ ଦେଖନ୍ତି।
5. ମଁ କବେେ ମିଥ୍ଯା କହି ନାହିଁ କି ଲୋକଙ୍କୁ ଠକି ନାହିଁ।
6. ଯଦି ପରମେଶ୍ବର ଯଥାର୍ଥ ମାନଦଣ୍ଡ ବ୍ଯବହାର କରନ୍ତି, ତବେେ ସେ ଜାଣିପାରିବେ ମୁଁ ନିରପରାଧୀ।
7. ମୁଁ ଯଦି ଠିକ୍ ବାଟରୁ ଆଡ଼ଇେ ୟାଏ, ଯଦି ମାରେଆଖି ହୃଦଯକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ, ଯଦି ମାରେ ହାତ ପାପରେ ମଳିନ ହୁଏ। ତବେେ ପରମେଶ୍ବର ଜାଣିବେ।
8. ତବେେ ଅନ୍ୟ ଲୋକ ସହେି ଶସ୍ଯ ଖାଇଲେ ତାହା ଠିକ୍ ହବେ, ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦଲେି।
9. ଯଦି ମୁଁ ପର ସ୍ତ୍ରୀକୁ କାମନା କରିଥାଏ ବା ପଡ଼ୋଶୀ ସ୍ତ୍ରୀ ସହ ପାପ କାର୍ୟ୍ଯ କରିବା ପାଇଁ ତା'ର ଦ୍ବାର ଦେଶ ରେ ଅପେକ୍ଷା କରିଥାଏ,
10. ତବେେ ମାରେ ସ୍ତ୍ରୀ ପରପୁରୁଷର ଖାଦ୍ୟ ରାନ୍ଧିପା ରେ, ଅନ୍ୟ ଜଣେ ପୁରୁଷ ତାକୁ ଶୟ୍ଯା ସଙ୍ଗିନୀ କରିବ।
11. କାହିଁକି ? କାରଣ ୟୌନାଚାର ପାପ ନିନ୍ଦନୀଯ। ଏହି ପାପୀ ନିଶ୍ଚିତ ଦଣ୍ଡ ପାଇବା ଉଚିତ୍।
12. ୟୌନାଚାର ପାପ ହେଉଛି ଏଭଳି ଏକ ଅଗ୍ନି ସବୁ କିଛିକୁ ଧ୍ବଂସ କଲା ପର୍ୟ୍ଯନ୍ତ ଜଳୁଥାଏ। ଏହା ମାରେ କରିଥିବା ସମସ୍ତ କାର୍ୟ୍ଯକୁ ନଷ୍ଟ କରିଦଇେ ପା ରେ।
13. ମୁଁ ଯଦି ମାରେ କ୍ରୀତଦାସଙ୍କ ପ୍ରତି ନ୍ଯାଯ କରିବାକୁ ମନା କରିଥାଏ। ସେତବେେଳେ ମାେ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଥାଏ।
14. ତବେେ ପରମେଶ୍ବରଙ୍କର ସମ୍ମୁଖୀନ ହେଲା ବେଳେ ମୁଁ କ'ଣ କରିବି ? ମୁଁ ଯାହା କରିଛି ତା'ର ବ୍ଯାଖ୍ଯା କରିବାକୁ ପରମେଶ୍ବର ଯଦି କହନ୍ତି ତବେେ ମୁଁ କି ଉତ୍ତର ଦବେି ?
15. ପରମେଶ୍ବର ମାରେ ମା'ର ଶରୀର ଭିତ ରେ ମାେତେ ସୃଷ୍ଟି କରିଛନ୍ତି। ସେ ମଧ୍ଯ ମାରେ ଦାସମାନଙ୍କୁ ସୃଷ୍ଟି କରିଛନ୍ତି। ପରମେଶ୍ବର ଆମ୍ଭକୁ ମା'ର ଗର୍ଭ ଭିତ ରେ ଗଢ଼ିଛନ୍ତି।
16. ମୁଁ କବେେ ଗରିବ ଲୋକକୁ ସାହାୟ୍ଯ କରିବାକୁ ମନା କରିନାହିଁ। ବିଧବାମାନଙ୍କୁ ସମାନଙ୍କେ ଦରକାର ମୁତାବକ ଦଇେଛି।
17. ମୁଁ କବେେ ଖାଦ୍ୟ ରେ କୃପଣ ନୁହେଁ। ମୁଁ ସବୁବେଳେ ଅନାଥ ବାଳକମାନଙ୍କୁ ଖାଦ୍ୟ ପ୍ରଦାନ କରେ।
18. ଅନାଥ ପିଲାମାନଙ୍କର ସାରା ଜୀବନ ମୁଁ ପିତାଭଳି କାମ କରିଛି। ସାରା ଜୀବନ ବିଧବାମାନଙ୍କ ଯତ୍ନ ନଇେଛି।
19. ଯେତବେେଳେ ବସ୍ତ୍ର ଅଭାବରେ କଷ୍ଟ ପାଉଥିବା ଲୋକମାନଙ୍କୁ, ପୋଷାକ ନ ଥିବା ଦରିଦ୍ରମାନଙ୍କୁ ମୁଁ ଯେ ତବେଳେ ଦେଖିଛି,
20. ମୁଁ ସବୁବେଳେ ସମାନଙ୍କେୁ ବସ୍ତ୍ର ଦଇେଛି ଓ ମାେ ନିଜ ମେଣ୍ଢାର ପଶମ ଦଇେ ସମାନଙ୍କେୁ ଉଷ୍ଣତା ଦଇେଛି ଏବଂ ସମାନେେ ମଧ୍ଯ ହୃଦଯଭଳି ମାେତେ ଆଶୀର୍ବାଦ କରିଛନ୍ତି।
21. ଅନାଥ ବାଳକକୁ ମୁଁ କବେେ ହାତ ଉଠାଏ ନାହିଁ ବରଂ ମାରଫୋଟକ ପାଖ ରେ ସାହାୟ୍ଯ କାମନା କରି ଛିଡ଼ା ହାଇେ ଥିବାର ମୁଁ ତାକୁ ଦେଖେ।
22. ମୁଁ ଯଦି କବେେ ତାହା କରିଥାଏ, ତବେେ ମାରେ ବାହୁ ଖଞ୍ଜାରୁ ଭାଙ୍ଗିଯାଉ ଓ ତାହାକୁ କାନ୍ଧ ଉପରୁ ପଡ଼ିଯାଉ।
23. କିନ୍ତୁ ସହେିସବୁ କଦର୍ୟ୍ଯ କାମ ଭିତରୁ କୌଣସି ମୁଁ କବେେ କରି ନାହିଁ। ପରମେଶ୍ବରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ। ତାଙ୍କର ମହିମା ମାେତେ ଭୟଭୀତ କରେ।
24. ମାରେ ସମ୍ପତ୍ତିକୁ ମୁଁ କବେେ ବିଶ୍ବାସ କରେ ନାହିଁ। ପରମେଶ୍ବରଙ୍କ ସାହାୟ୍ଯକୁ ବିଶ୍ବାସ କରେ। ଖାଣ୍ଟି ସୁନାକୁ ମୁଁ କବେେ କ ହେ ନାହିଁ, 'ତୁ ମାରେ ଆଶା।'
25. ମୁଁ ଧନୀ ଥିଲି। କିନ୍ତୁ ତାହା ମାେତେ ଗର୍ବି କରିନାହିଁ। ମୁଁ ବହୁତ ଟଙ୍କା ରୋଜଗାର କରିଛି କିନ୍ତୁ ତାହା ମାେତେ ଖୁସି ପରିପାରି ନାହିଁ।
26. ଦୀପ୍ତିମାନ ସୂର୍ୟ୍ଯ କି ସ୍ମରଣୀଯ ଚନ୍ଦ୍ରକୁ ମୁଁ କବେେ ଉପାସନା କରି ନାହିଁ।
27. ସୂର୍ୟ୍ଯ ଏବଂ ଚନ୍ଦ୍ରକୁ ଉପାସନା କଲାଭଳି ମାରେ ନିର୍ବୋଧତା ନାହିଁ।
28. ଏହା ଏକ ପାପ ଯାହା ଦଣ୍ଡ ପାଇବା ଯୋଗ୍ଯ। ଯଦି ମୁଁ ସହେି ବସ୍ତୁକୁ ପୂଜା କରିଥାଏ, ସର୍ବଶକ୍ତିମାନ ପରମେଶ୍ବରଙ୍କ ପ୍ରତି ମୁଁ ଅବିଶ୍ବସ୍ତ ହାଇେଥାନ୍ତି।
29. ମାରେ ଶତ୍ରୁମାନେ ଯେତବେେଳେ ଧ୍ବଂସ ହାଇେ ୟାଆନ୍ତି, ସେତବେେଳେ ମୁଁ ଖୁସି ହୁଏ ନାହିଁ। ସମାନଙ୍କେ ବିପଦ ସମୟରେ ମୁଁ କବେେ ହ ସେ ନାହିଁ।
30. ମାରେ ଶତ୍ରୁମାନଙ୍କୁ ଅଭିଶାପ ଦଇେ ଓ ସମାନଙ୍କେ ମୃତ୍ଯୁ କାମନା ରେ ମାରେ ମୁଖକୁ ପାପୟୁକ୍ତ ହବୋକୁ ଦଇେ ନାହିଁ।
31. ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦଇେ ଆସିଛି ତାହା ମାେ ଗୃହର ସମସ୍ତ ଲୋକ ଜାଣନ୍ତି।
32. ମାେ ଗୃହ ମଧ୍ଯକୁ ଅଜଣା ଲୋକଙ୍କୁ ସବୁବେଳେ ଆମନ୍ତ୍ରଣ କରି ଆଣିଛି, ଯଭେଳି କି ରାତି ରେ ରାସ୍ତା ରେ ଶାଇେବାକୁ ପଡ଼ିବ ନାହିଁ।
33. ଅନ୍ୟ ଲୋକମାନେ ସମାନଙ୍କେର ପାପକୁ ଗୁପ୍ତ ରଖିବାକୁ ଚାହାଁନ୍ତି। ମୁଁ କବେେ ମାରେ ଦୋଷକୁ ଲୁଚାଏ ନାହିଁ।
34. ଅନ୍ୟ ଲୋକମାନେ କ'ଣ କହିବେ ତାହାକୁ ମୁଁ କବେେ ଭୟ କରି ନାହିଁ। ସହେି ଭୟ ମାେତେ କବେେ ନିରବ କରାଇ ନାହିଁ। ବାହାରକୁ ୟିବା ପାଇଁ ମାେତେ କବେେ ପ୍ରତି ରୋଧ କରି ନାହିଁ। ଅନ୍ୟ ଲୋକର ଘୃଣାକୁ ମୁଁ କବେେ ଭୟ କରି ନାହିଁ।
35. ମୁଁ କାମନା କରେ ମାେ କଥା ଜଣେ କହେି ଶୁଣ। ମାେ ପକ୍ଷର କଥା କହିବାକୁ ମାେତେ ଦିଆଯାଉ। ମୁଁ ଚା ହେଁ ସର୍ବଶକ୍ତିମାନ ପରମେଶ୍ବର ମାେତେ ଉତ୍ତର ଦିଅନ୍ତୁ। ମୁଁ କ'ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି। ମୁଁ ଚା ହେଁ ସେ ତାହା ଲେଖି ଦିଅନ୍ତୁ।
36. ସହେି ଚିହ୍ନକୁ ମୁଁ ଗଳାର ମାଳି କରି ପିନ୍ଧିବି। ତାହାକୁ ମାେ ମୁଣ୍ଡ ଉପରେ ମୁକୁଟ ଭଳି ଥୋଇବି।
37. ଯଦି ପରମେଶ୍ବର ତାହା କରନ୍ତି, ତବେେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦବେି। ଜଣେ ନେତାଭଳି ମାରେ ମୁଣ୍ଡ ଟକେି ମୁଁ ପରମେଶ୍ବରଙ୍କ ପାଖକୁ ଆସିବି।
38. ମାରେ ଜମି ମୁଁ କାହାଠାରୁ ଚୋରି କରି ନାହିଁ। ଏହା ଚୋରି କରିଥିବା କଥା କହେି ମାେତେ ଦୋଷ ଦଇେ ପାରିବେ ନାହିଁ।
39. ଜମିରୁ ପାଉଥିବା ଖାଦ୍ୟ ପାଇଁ ମୁଁ କୃଷକମାନଙ୍କୁ ସବୁବେଳେ ସମାନଙ୍କେ ପ୍ରାପ୍ଯ ଦଇେଛି। ଜମିର ୟିଏ ମାଲିକ, ତାହାଠାରୁ ଜମି ଛଡ଼ାଇ ନବୋକୁ ମୁଁ କବେେ ଚେଷ୍ଟା କରି ନାହିଁ।
40. ଯଦି ମୁଁ କବେେ ବି ସହେିସବୁ ଭୁଲ୍ କାମ କରିଥାଏ, ତବେେ ମାେ ଜମି ରେ ଗହମ ଓ ୟଅ ବଦଳ ରେ କଣ୍ଟା ଓ ବାଳୁଙ୍ଗା ଉଠୁ।" ଏବଂ ତା'ପରେ ଆୟୁବର କଥା ସମାପ୍ତ ହେଲା।
About ଆୟୁବ Chapter 31
Read ଆୟୁବ Chapter 31 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.
Book Information
Book: ଆୟୁବ
Chapter: 31
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆୟୁବ Chapter 31 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆୟୁବ Chapter 31?
ଆୟୁବ Chapter 31 is part of the Book of ଆୟୁବ in the Holy Bible.
Can I read this chapter online?
Yes. You can read the complete ଆୟୁବ Chapter 31 online for free with easy chapter navigation.
More Chapters from ଆୟୁବ
- ଆୟୁବ Chapter 21
- ଆୟୁବ Chapter 23
- ଆୟୁବ Chapter 6
- ଆୟୁବ Chapter 20
- ଆୟୁବ Chapter 2
- ଆୟୁବ Chapter 37
- ଆୟୁବ Chapter 35
Explore More from ପୁରାତନ ନିୟମ
- ଆଦି ପୁସ୍ତକ Chapter 41
- ଲେବୀୟ ପୁସ୍ତକ Chapter 11
- ଆଦି ପୁସ୍ତକ Chapter 2
- ପ୍ରଥମ ଶାମୁୟେଲ Chapter 4
- ଗୀତସଂହିତା Chapter 59
- ଗୀତସଂହିତା Chapter 22
- ମୀଖା Chapter 2