Read ଆୟୁବ Chapter 11 Online
Read ଆୟୁବ Chapter 11 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.
Choose a Chapter
ଆୟୁବ 11
ଅଧ୍ୟାୟ 11
1. ଏହାପରେ ନାମଥାଯ ସୋଫର ଆୟୁବକୁ ଉତ୍ତର ଦଇେ କହିଲା।
2. "ଏତେ ଶବ୍ଦର ବନ୍ଯାର କିଛି ଉତ୍ତର ଦିଆୟିବ ନାହିଁ କି। ଏହା କ'ଣ ଆୟୁବର ନିର୍ଦ୍ ଦୋଷତା ପ୍ରମାଣ କରୁଛି ? ନାଁ।
3. ତୁମ୍ଭେ କ'ଣ ଭାବୁଛ ଆୟୁବ ଆମ୍ଭ ପାଖ ରେ ତୁମ୍ଭକୁ ଉତ୍ତର ଦବୋକୁ କିଛି ନାହିଁ। ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କଲ, ଲୋକେ କ'ଣ ତୁମ୍ଭକୁ ଚତାବେନୀ ନ ଶୁଣାଇ ନୀରବ ରେ ତାହା ସହ୍ଯ କରିବେ।
4. ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ କହୁଛ, 'ମାରେ ୟୁକ୍ତିତର୍କ ସବୁ ଠିକ୍ ଏବଂ ମୁଁ ତୁମ୍ଭ ଦୃଷ୍ଟି ରେ ପବିତ୍ର।'
5. ଆୟୁବ, ଆହା ସତ ରେ ଯଦି ପରମେଶ୍ବର ତୁମ୍ଭକୁ କଥା କହନ୍ତେ ଏବଂ କହନ୍ତେ ତୁମ୍ଭେ ଭଲ।
6. ପରମେଶ୍ବର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ଯ ବିଷଯ ରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ ତୁମ୍ଭେ ଶୁଣ, ପରମେଶ୍ବର ତୁମ୍ଭକୁ ଦଣ୍ଡ ଦେଉ ନାହାଁନ୍ତି ଯେତିକି ସେ ତୁମ୍ଭକୁ ଦବୋ କଥା।
7. ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?
8. ସଗେୁଡ଼ିକ ସ୍ବର୍ଗ ଅପେକ୍ଷା ଉଚ୍ଚ ରେ। ସଗେୁଡ଼ିକ ବିଷଯ ରେ ତୁମ୍ଭେ କ'ଣ କରିପାରିବ ? ସଗେୁଡ଼ିକ କବର ଅପେକ୍ଷା ଗଭୀର। ତୁମ୍ଭେ ସହେି ବିଷଯ ରେ କ'ଣ ଜାଣ ?
9. ପରମେଶ୍ବର ପୃଥିବୀଠାରୁ ଉଚ୍ଚ ଗରୀଯାନ ସମୁଦ୍ରଠାରୁ ଆହୁରି ଗଭୀର।
10. ଯଦି ପରମେଶ୍ବର ତୁମ୍ଭକୁ ବନ୍ଦୀକରି ବିଚାର ସଭା ରେ ଉପସ୍ଥାପିତ କରାନ୍ତି, କିଏ ତାକୁ ବାରଣ କରିବ।
11. ସତ ରେ ପରମେଶ୍ବର ଜାଣନ୍ତି କିଏ ଅ ଯୋଗ୍ଯ। ପରମେଶ୍ବର ଯେତବେେଳେ ମନ୍ଦ ବିଷଯ ଦେଖନ୍ତି, ସେ ତାହା ମନେ ପକାନ୍ତି।
12. ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦଇପୋ ରେ ନାହିଁ। ଜଣେ ବୋକା କବେେ ଜ୍ଞାନୀ ହାଇପୋରିବ ନାହିଁ।
13. କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ବରଙ୍କ ସବୋପାଇଁ ପ୍ରସ୍ତୁତ ହବୋ ଉଚିତ। ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇହାତ ପ୍ରସାରିତ କର।
14. ଯଦି ତୁମ୍ଭ ହାତ ରେ ପାପ ବା ଅଧର୍ମ ଥାଏ ତା' ହେଲେ ତାକୁ ଦୂର କର ଓ ଅନ୍ଯାଯକୁ ତୁମ୍ଭ ଗୃହ ରେ ବାସ କରିବାକୁ ଦିଅନାହିଁ।
15. ତା'ପରେ ତୁମ୍ଭେ ଲଜ୍ଜ୍ଯାରହିତ ହାଇେ ପରମେଶ୍ବରଙ୍କୁ ଦେଖି ପାରିବ ଏବଂ ତୁମ୍ଭେ ବିନା ଭୟ ରେ ପରମେଶ୍ବରଙ୍କ ଆଗ ରେ ଶକ୍ତିଶାଳୀ ହାଇେ ଛିଡ଼ା ହାଇେ ପାରିବ।
16. ତା'ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିୟିବ। ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହାଇଯେିବ।
17. ତା'ପରେ ତୁମ୍ଭର ଜୀବନ ମଧ୍ଯାହ୍ନର ସୂର୍ୟ୍ଯ କିରଣଠାରୁ ଆହୁରି ନିର୍ମଳ ହବେ। ଜୀବନର ଅନ୍ଧକାରମଯ ସମୟଗୁଡ଼ିକ ପ୍ରଭାତର ସୂର୍ୟ୍ଯ ତୁଲ୍ଯ ଚକ୍ଚକ୍ ହବେ।
18. ପରମେଶ୍ବର ତୁମ୍ଭର ଯତ୍ନ ନବେେ ଏବଂ ତୁମ୍ଭକୁ ଶାନ୍ତି ଦବେେ। ତା'ପରେ ତୁମ୍ଭେ ତୁମ୍ଭର ଚତୁଃପାଶର୍ବକୁ ଅନାଇବ ଏବଂ ନିରାପଦ ରେ ବିଶ୍ରାମ ନବେ।
19. ତୁମ୍ଭେ ଶାନ୍ତି ରେ ଶାଇେପାରିବ! କହେି ତୁମ୍ଭକୁ ବିବ୍ରତ କରିପାରିବେ ନାହିଁ। ତୁମ୍ଭର ସାହାୟ୍ଯ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ।
20. ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।"
About ଆୟୁବ Chapter 11
Read ଆୟୁବ Chapter 11 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.
Book Information
Book: ଆୟୁବ
Chapter: 11
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆୟୁବ Chapter 11 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆୟୁବ Chapter 11?
ଆୟୁବ Chapter 11 is part of the Book of ଆୟୁବ in the Holy Bible.
Can I read this chapter online?
Yes. You can read the complete ଆୟୁବ Chapter 11 online for free with easy chapter navigation.
More Chapters from ଆୟୁବ
- ଆୟୁବ Chapter 23
- ଆୟୁବ Chapter 21
- ଆୟୁବ Chapter 6
- ଆୟୁବ Chapter 2
- ଆୟୁବ Chapter 35
- ଆୟୁବ Chapter 33
- ଆୟୁବ Chapter 20
Explore More from ପୁରାତନ ନିୟମ
- ଯିହିଜିକଲ Chapter 19
- ଆୟୁବ Chapter 42
- ଗୀତସଂହିତା Chapter 50
- ପ୍ରଥମ ବଂଶାବଳୀ Chapter 21
- ଦିତୀୟ ଶାମୁୟେଲ Chapter 14
- ଦ୍ୱିତୀୟ ବିବରଣ Chapter 5
- ନାହୂମ Chapter 2