Read ଆୟୁବ Chapter 2 Online
Read ଆୟୁବ Chapter 2 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.
Choose a Chapter
ଆୟୁବ 2
ଅଧ୍ୟାୟ 2
1. ଅନ୍ୟ ଦିନ ସ୍ବର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖ ରେ ସମାନଙ୍କେୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶଯତାନ ମଧ୍ଯ ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜକୁ ଉପସ୍ଥିତ କରିବାକୁ ଆସିଲା।
2. ସଦାପ୍ରଭୁ ଶଯତାନକୁ ପଚାରିଲେ, "ତୁମ୍ଭେ ଏତଦେିନ ଧରି କେଉଁଠା ରେ ଥିଲ ?" ଶଯତାନ ସଦାପ୍ରଭୁଙ୍କୁ ଉତ୍ତର ଦଲୋ, "ମୁଁ ପୃଥିବୀର ଚାରିଆଡ଼େ ବିଚରଣ କରୁଥିଲି।"
3. ତା'ପରେ ସଦାପ୍ରଭୁ ଶଯତାନକୁ ପଚାରିଲେ, "ତୁମ୍ଭେ ଆମ୍ଭ ସବେକ ଆୟୁବକୁ ଦେଖିଛ କି ? ଆୟୁବ ଭଳି ଜଣେ ବ୍ଯକ୍ତି ଏ ପୃଥିବୀ ରେ କହେି ନାହାଁନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି। ସେ ପରମେଶ୍ବରଙ୍କୁ କବଳେ ଉପାସନା କରେ ଓ ମନ୍ଦକାର୍ୟ୍ଯ କରିବାକୁ ବାରଣ କରେ। ସେ ଏବେ ମଧ୍ଯ ନିର୍ଦ୍ ଦୋଷ ଯଦିଓ ତୁମ୍ଭେ ତା'ର ବିନା କାରଣ ରେ ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମାେତେ ପ୍ରବର୍ତ୍ତାଇଥିଲ।"
4. ଶଯତାନ ଉତ୍ତର ଦଲୋ, "ଚର୍ମ ଚର୍ମ ପାଇଁ ! ଜଣେ ମନୁଷ୍ଯ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦଇେ ଦବେ।
5. ଯଦି ଆପଣ ତା'ର ଶରୀରକୁ କିଛି କରନ୍ତି, ସେ ନିଶ୍ଚଯ ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।"
6. ଏହାପରେ ସଦାପ୍ରଭୁ ଶଯତାନକୁ କହିଲେ, "ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତ ରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦବେ।"
7. ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।
8. ସେଥିପାଇଁ ଆୟୁବ ଅଳିଆଗଦା ପାଖ ରେ ବସିଲା। ସେ ଖଣ୍ଡିଏ ଭଙ୍ଗା ପାତ୍ର ରେ ନିଜର କ୍ଷତି ହାଇେଥିବା ସ୍ଥାନକୁ କୁଣ୍ଡାଇବାକୁ ଲାଗିଲା।
9. ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା'ର ଦୂରାବସ୍ଥା ଦେଖି କହିଲା, "ଏବେ କି ତୁମ୍ଭେ ପରମେଶ୍ବରଙ୍କ ବିଶ୍ବସ୍ତ ବୋଲି ଭାବୁଛ। ତୁମ୍ଭେ କାହିଁକି ପରମେଶ୍ବରଙ୍କୁ ଅଭିଶାପ ଦଇେ ମୃତ୍ଯୁବରଣ କରୁ ନାହଁ।"
10. ଆୟୁବ ତା'ର ପତ୍ନୀକୁ ଉତ୍ତର ଦଲୋ, "ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ବର ଆମ୍ଭକୁ ସବୁକିଛି ଭଲ ଜିନିଷ ଦଇେଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସହେିଭଳି ଆମ୍ଭେ ମଧ୍ଯ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍।" ଯଦିଓ ଏହାସବୁ ଘଟିଲା ଆୟୁବ ତା' ଓଷ୍ଠ ରେ ପାପ କଲା ନାହିଁ।
11. ଆୟୁବର ତିନି ଜଣ ବନ୍ଧୁ ଥିଲେ। ସମାନେେ ହେଲେ ତୈମନୀଯ, ଇଲୀଫସ୍, ଶୂହୀଯ ବିଲ୍ଦଦ୍ ଓ ନାମାଥୀଯ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସହେି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରୀତ ହେଲେ। ସମାନେେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ବନା ତଥା ସମବଦନୋ ଜଣାଇବାକୁ ମନସ୍ଥ କଲେ।
12. କିନ୍ତୁ ଯେତବେେଳେ ସହେି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସମାନେେ ତାକୁ ଚିହ୍ନି ପାରି ଉଚ୍ଚ ସ୍ବର ରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସମାନେେ ଆପଣା ବସ୍ତ୍ର ଚିରି ସ୍ବର୍ଗ ଆଡ଼କୁ ଚାହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ।
13. ତା'ପରେ ସହେି ତିନି ବନ୍ଧୁ ଆୟୁବ ସହିତ ସାତଦିନ ଓ ସାତରାତି ଭୂମିରେ ବସିଲେ। ସମାନଙ୍କେ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସମାନେେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସମାନେେ ଦେଖିଲେ ଯେ, ସେ କେତେ ୟନ୍ତ୍ରଣା ଭୋଗୁଛି।
About ଆୟୁବ Chapter 2
Read ଆୟୁବ Chapter 2 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.
Book Information
Book: ଆୟୁବ
Chapter: 2
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆୟୁବ Chapter 2 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆୟୁବ Chapter 2?
ଆୟୁବ Chapter 2 is part of the Book of ଆୟୁବ in the Holy Bible.
Can I read this chapter online?
Yes. You can read the complete ଆୟୁବ Chapter 2 online for free with easy chapter navigation.
More Chapters from ଆୟୁବ
- ଆୟୁବ Chapter 21
- ଆୟୁବ Chapter 23
- ଆୟୁବ Chapter 6
- ଆୟୁବ Chapter 35
- ଆୟୁବ Chapter 20
- ଆୟୁବ Chapter 41
- ଆୟୁବ Chapter 37
Explore More from ପୁରାତନ ନିୟମ
- ପ୍ରଥମ ବଂଶାବଳୀ Chapter 13
- ପରମଗୀତ Chapter 8
- ପ୍ରଥମ ବଂଶାବଳୀ Chapter 7
- ଯିହିଜିକଲ Chapter 25
- ଯିରିମିୟ Chapter 48
- ହିତୋପଦେଶ Chapter 15
- ବିଚାରକର୍ତ୍ତା Chapter 6