ଆୟୁବ Chapter 17

For English

Read ଆୟୁବ Chapter 17 Online

Read ଆୟୁବ Chapter 17 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.

Choose a Chapter

ଆୟୁବ 17

ଅଧ୍ୟାୟ 17

1. ମାରେ ଆତ୍ମା ଭାଙ୍ଗି ୟାଇଛି। ମୁଁ ସବୁ ତ୍ଯାଗ କରିବାକୁ ପ୍ରସ୍ତୁତ ଅଛି। ମାରଜେୀବନ ପ୍ରାଯ ନଷ୍ଟ ହାଇୟୋଇଛି। ମାେ ପାଇଁ କବର ଅପେକ୍ଷା କରିଛି।

2. ଲୋକମାନେ ମାେ ଚାରିପାଖ ରେ ଛିଡ଼ା ହାଇେ ହସୁଛନ୍ତି। ମୁଁ ସମାନଙ୍କେୁ ଦେଖୁଛି ସମାନେେ ଯେତବେେଳେ ମାେତେ ପରିହାସ ଏବଂ ଅପମାନ କରୁଛନ୍ତି।

3. ହେ ପରମେଶ୍ବର ତୁମ୍ଭେ ମାେତେ ଦଖାଇେ ଦିଅ ଯେ ତୁମ୍ଭେ ପ୍ରକୃତ ରେ ମାେତେ ସମର୍ଥନ କର। ଅନ୍ୟ କହେି ମାେତେ ସମର୍ଥନ ଦବେେ ନାହିଁ।

4. ତୁମ୍ଭେ ମାରେ ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ। ସେଥିପାଇଁ ସମାନେେ ଠିକ୍ ବୋଲି ତୁମ୍ଭେ ସମାନଙ୍କେୁ ଚିନ୍ତା କରିବାକୁ ଦବେ ନାହିଁ।

5. ଯଦି କହେି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧ ରେ କ ହେ, 'ତା'ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।' କିନ୍ତୁ ମାରେ ବନ୍ଧୁଗଣ ମାେ ବିରୁଦ୍ଧ ରେ ଗଲେ।

6. ପରମେଶ୍ବର ମାରେ ନାମକୁ ସମସ୍ତଙ୍କ ପାଇଁ ଏକ ଖରାପ ବାକ୍ଯ କରିଛନ୍ତି। ଲୋକେ ମାେ ମୁହଁ ରେ ଛପେ ପକାଉଛନ୍ତି।

7. କାରଣ ମାରଦେୁଃଖ ଯୋଗୁଁ ମାରେ ଚକ୍ଷୁ ଅନ୍ଧ ପ୍ରାଯ ହାଇଗେଲାଣି। ମାରେଶରୀର ଛାଇପରି କ୍ଷୀଣ ହାଇଗେଲାଣି।

8. ଭାଇ ଲୋକମାନେ ଏ ବିଷଯ ରେ ସ୍ତମ୍ଭିତ ହାଇେଛନ୍ତି। ନିରୀହ ଲୋକମାନେ ସହେିମାନଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି, ଯେଉଁମାନେ ପରମେଶ୍ବରଙ୍କୁ ଖାତିର୍ କରନ୍ତି ନାହିଁ।

9. କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।

10. ବର୍ତ୍ତମାନ ତୁମ୍ଭମାନେେ ସମସ୍ତେ ଫରେିଆସ। ତୁମ୍ଭମାନଙ୍କ ଭିତରୁ କହେି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ।

11. ମାରେ ଜୀବନ ସରିସରି ଆସୁଛି। ମାରେ ସମସ୍ତ ଯୋଜନା ପଣ୍ଡ ହାଇଗେଲା। ମାରେ ସବୁ ଆଶା ଧୂଳିସାତ ହେଲା।

12. ମାରେ ମିତ୍ରଗଣ ସବୁ ସନ୍ଦହେ ରେ ଅଛନ୍ତି। ସମାନେେ ରାତିକୁ ଦିନ ବୋଲି ଭାବନ୍ତି। ସମାନେେ କହନ୍ତି, ଏହା ଶୀଘ୍ର ଆଲୋକିତ ହବେ, ଯେତବେେଳେ ଏହା ଅନ୍ଧକାର ହେଉଛି।

13. ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।

14. ମୁଁ ସହେି କବର ସ୍ଥାନକୁ ' ମାରେ ପିତା ବୋଲି ସମ୍ ବୋଧନ କରିବି।' ସହେି ଜିଆପୋକ 'ମାେ ମା' ଓ 'ମାେ ଭଉଣୀ' ଭାବିବି।

15. ଯଦି ତାହାହିଁ ମାରେ ଗୋଟିଏ ଆଶା, ତବେେ ମାରେ କୌଣସି ଆଶା ନାହିଁ। ଯଦି ତାହା ମାରେ ଆଶା ତବେେ ଲୋକ ମାେ'ଠା ରେ କୌଣସି ଭରସା ପାଇବେ ନାହିଁ।

16. ମାରେ ଆଶା କ'ଣ ମାେ ସହିତ ମରିୟିବ ? ଏହା ମଧ୍ଯ କ'ଣ ମୃତ୍ଯୁ ତଳକୁ ୟିବ ? ଆମ୍ଭେ ମଧ୍ଯ କ'ଣ ମାଟି ତଳକୁ ଏକତ୍ରିତ ୟିବୁ?"

About ଆୟୁବ Chapter 17

Read ଆୟୁବ Chapter 17 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.

Book Information

Book: ଆୟୁବ
Chapter: 17
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆୟୁବ Chapter 17 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆୟୁବ Chapter 17?

ଆୟୁବ Chapter 17 is part of the Book of ଆୟୁବ in the Holy Bible.

Can I read this chapter online?

Yes. You can read the complete ଆୟୁବ Chapter 17 online for free with easy chapter navigation.

More Chapters from ଆୟୁବ

  1. ଆୟୁବ Chapter 21
  2. ଆୟୁବ Chapter 23
  3. ଆୟୁବ Chapter 6
  4. ଆୟୁବ Chapter 20
  5. ଆୟୁବ Chapter 2
  6. ଆୟୁବ Chapter 37
  7. ଆୟୁବ Chapter 35

Explore More from ପୁରାତନ ନିୟମ

  1. ଏଷ୍ଟର Chapter 9
  2. ନିହିମିୟା Chapter 12
  3. ଦିତୀୟ ଶାମୁୟେଲ Chapter 1
  4. ଯିରିମିୟ Chapter 4
  5. ଏଜ୍ରା Chapter 4
  6. ଦିତୀୟ ଶାମୁୟେଲ Chapter 17
  7. ଗୀତସଂହିତା Chapter 69

Related Chapters & Readings

  1. ହିବ୍ରୁ Chapter 9
  2. ଆଦି ପୁସ୍ତକ Chapter 29
  3. ଯିହିଜିକଲ Chapter 17
  4. ଯିରିମିୟ Chapter 39
  5. ଲେବୀୟ ପୁସ୍ତକ Chapter 17
  6. ଦ୍ୱିତୀୟ ବିବରଣ Chapter 15
  7. ଦିତୀୟ ବଂଶାବଳୀ Chapter 35
Share Your Love

Leave a Reply

Your email address will not be published. Required fields are marked *