Read ଉପଦେଶକ Chapter 9 Online
Read ଉପଦେଶକ Chapter 9 online from the Holy Bible. This chapter is part of the Book of ଉପଦେଶକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଉପଦେଶକ and the Holy Bible online.
Choose a Chapter
ଉପଦେଶକ 9
ଅଧ୍ୟାୟ 9
1. ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। "ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।"
2. ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅ େଶୗଚ ପ୍ରତି, ଯେଉଁମାନେ ବଳିଦାନ କରୁଛନ୍ତି ଓ ଯେଉଁମାନେ କରୁ ନାହାନ୍ତି, ଉତ୍ତମ ଲୋକ ଓ ପାପୀ ପ୍ରତି, ଯେଉଁମାନେ ପରମେଶ୍ବରଙ୍କ ନିକଟରେ ପ୍ରତିଜ୍ଞା କରନ୍ତି ଓ ଯେଉଁମାନେ କରନ୍ତି ନାହିଁ, ପ୍ରେତ୍ୟକକଙ୍କ ପାଇଁ ସବୁକିଛି ସମାନ।
3. ଯାହାସବୁ ସୂର୍ୟ୍ଯ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସହେିପରି ଶଷେ ହୁଏ। ଏବଂ ଲୋକମାନେ ଯେତବେେଳେ ଜୀବିତ ଥାନ୍ତି, ସମାନଙ୍କେର ହୃଦଯ ଦୁଷ୍ଟତା ଓ ମୂର୍ଖାମୀ ରେ ପୁରିଥାଏ। ଏହାପ ରେ ସମାନେେ ମୃତ ଲୋକମାନଙ୍କ ପାଖକୁ ୟାଆନ୍ତି।
4. କାରଣ ଯେଉଁ ଲୋକ ଜୀବିତ ଲୋକ ସମୂହ ମଧିଅରେ ମିଶ୍ରିତ ତାହାର ଭରସା ଥାଏ।
5. ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସମାନେେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସମାନଙ୍କେ ବିଷଯକ ସ୍ମରଣ ବିସ୍ମୃତ ହୁଏ।
6. ଯେପରି ସମାନଙ୍କେର ପ୍ ରମେ, ଠିକ୍ ସହେିପରି ସମାନଙ୍କେର ଘୃଣା ଓ ଇର୍ଷା ନଷ୍ଟ ହୁଏ। ଏବଂ ସୂର୍ୟ୍ଯ ତଳେ ଯାହା କିଛି କରାୟାଏ, ତହିଁରେ ଅନନ୍ତକାଳ ସମାନଙ୍କେର କୌଣସି ଅଂଶ ନ ଥାଏ।
7. ତୁମ୍ଭେ ଆପଣା ମାର୍ଗ ରେ ୟାଅ। ଆନନ୍ଦ ରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତ ରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ବର ତୁମ୍ଭର କାର୍ୟ୍ଯ ଗ୍ରହଣ କରି ସାରିଲଣେି।
8. ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ।
9. ସୂର୍ୟ୍ଯ ତଳେ ସେ ତୁମ୍ଭକୁ ଅସାର ଆଯୁଷର ଯେତେ ଦିନ ଦଇେଅଛନ୍ତି। ତୁମ୍ଭର ସହେି ଅସାର ଆଯୁଷର ସତେିକି ଦିନ ଆପଣା ପ୍ରିଯତମ ଭାର୍ୟ୍ଯା ସଙ୍ଗେ ଆନନ୍ଦ ରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ୟ୍ଯତଳେ କରିଥିବା କଠିନ କର୍ମର ଫଳ ଅଟେ।
10. ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।
11. ମୁଁ ଫରେି ସୂର୍ୟ୍ଯ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ୟୁଦ୍ଧର ବିଜଯ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ।ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ବାରା ପ୍ରଭାବିତ ହୁଏ।
12. କାରଣ ମନୁଷ୍ଯ ତା'ର କ'ଣ ହବୋକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ଯଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସହେିପରି ଲୋକମାନେ ଦବୈଦୁର୍ବିପାକର ଶିକାର ହୁଅନ୍ତି।
13. ମୁଁ ମଧ୍ଯ ସୂର୍ୟ୍ଯ ତଳେ ଏପରି ଜ୍ଞାନ ଦେଖିଅଛି। ଆଉ ତାହା ମାେ ଦୃଷ୍ଟି ରେ ମହତ ଥିଲା।
14. ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧ ରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧ ରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ।
15. ଏପରି ସମୟରେ ତହିଁ ମଧିଅରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦଖାଗେଲା। ପୁଣି ସେ ଆପଣା ଜ୍ଞାନ ଦ୍ବାରା ନଗର ରକ୍ଷା କଲା। ତଥାପି ସହେି ଦରିଦ୍ର ଲୋକଙ୍କୁ କହେି ସ୍ମରଣ କଲା ନାହିଁ।
16. ତବେେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କ ହେ କହେି ଶୁଣନ୍ତି ନାହିଁ।
17. ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ଯ ଅଧିକ ଶୁଣାୟାଏ।
18. ୟୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ। ମାତ୍ର ଜଣେ ପାପୀ ଅନକେ ମଙ୍ଗଳ ନାଶ କରିପା ରେ।
About ଉପଦେଶକ Chapter 9
Read ଉପଦେଶକ Chapter 9 online from the Holy Bible. This chapter is part of the Book of ଉପଦେଶକ in the Old Testament. Continue reading with the chapter navigation above or explore the complete book.
Book Information
Book: ଉପଦେଶକ
Chapter: 9
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଉପଦେଶକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଉପଦେଶକ Chapter 9 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଉପଦେଶକ Chapter 9?
ଉପଦେଶକ Chapter 9 is part of the Book of ଉପଦେଶକ in the Holy Bible.
Can I read this chapter online?
Yes. You can read the complete ଉପଦେଶକ Chapter 9 online for free with easy chapter navigation.
More Chapters from ଉପଦେଶକ
- ଉପଦେଶକ Chapter 7
- ଉପଦେଶକ Chapter 2
- ଉପଦେଶକ Chapter 10
- ଉପଦେଶକ Chapter 5
- ଉପଦେଶକ Chapter 3
- ଉପଦେଶକ Chapter 12
- ଉପଦେଶକ Chapter 4
Explore More from ପୁରାତନ ନିୟମ
- ଲେବୀୟ ପୁସ୍ତକ Chapter 12
- ଗଣନା ପୁସ୍ତକ Chapter 20
- ଯିହିଜିକଲ Chapter 45
- ମୀଖା Chapter 4
- ଗୀତସଂହିତା Chapter 89
- ପ୍ରଥମ ଶାମୁୟେଲ Chapter 26
- ଲେବୀୟ ପୁସ୍ତକ Chapter 6