Read ଆଦି ପୁସ୍ତକ Chapter 47 Online
Read ଆଦି ପୁସ୍ତକ Chapter 47 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.
Choose a Chapter
ଆଦି ପୁସ୍ତକ 47
ଅଧ୍ୟାୟ 47
1. ଯୋଷଫେ ଫାରୋଙ୍କ ନିକଟକୁ ୟାଇ କହିଲେ, " ମାରେ ପିତା, ଭାଇମାନେ ଓ ସମାନଙ୍କେର ସମସ୍ତ ପରିବାର ଏବେ ସମାନେେ କିଣାନ ଦେଶରୁ ଆସିଛନ୍ତି। ସମାନଙ୍କେର ସର୍ବସ୍ବ ଓ ପଶୁପଲ ସହ ସମାନେେ ଏହିଠା ରେ ଅଛନ୍ତି। ସମାନେେ ବର୍ତ୍ତମାନ ଗୋଶନ ପ୍ରଦେଶ ରେ ଅଛନ୍ତି।"
2. ଯୋଷଫେ ତାଙ୍କର ଭାଇମାନଙ୍କ ମଧ୍ଯରୁ ପାଞ୍ଚ ଜଣଙ୍କୁ ନଇେ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।
3. ଫାରୋ ତାଙ୍କର ଭାଇମାନଙ୍କୁ ପଚାରିଲେ, "ତୁମ୍ଭେ କି କାର୍ୟ୍ଯ କରୁଅଛ?"
4. ସମାନେେ ଫାରୋଙ୍କୁ କହିଲେ, "କିଣାନର ଦୁର୍ଭିକ୍ଷ ବହୁତ ଖରାପ ଅଛି। ଆମ୍ଭମାନଙ୍କର ପଶୁମାନଙ୍କ ପାଇଁ ସଠାେରେ କୌଣସି ଭୂମିରେ ଘାସ କଅଁଳୁ ନାହିଁ। ତେଣୁ ଆମ୍ଭମାନେେ ଏହିଠାକୁ ବାସ କରିବାକୁ ଆସିଅଛୁ। ଆମ୍ଭେ ଦୟାକରି ଗୋନ ଦେଶ ରେ ରହି ପାରିବୁ କି?"
5. ଏହାପରେ ଫାରୋ ଯୋଷଫଙ୍କେୁ କହିଲେ, "ତୁମ୍ଭର ପିତା ଓ ତୁମ୍ଭର ଭାଇମାନେ ତୁମ୍ଭ ନିକଟକୁ ଆସି ଅଛନ୍ତି।
6. ତୁମ୍ଭେ ସମାନଙ୍କେୁ ମିଶର ରେ ଯେ କୌଣସି ସ୍ଥାନ ରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦଇପୋର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସମାନେେ ଗୋନ ଦେଶ ରେ ରୁହନ୍ତୁ। ରହିବା ପାଇଁ ସମାନଙ୍କେୁ ଗୋଶନ ପ୍ରଦେଶ ଦିଅ। ଏବଂ ସମାନେେ ଯଦି ପାରଙ୍ଗମ ତବେେ ସମାନଙ୍କେୁ ମାରେ ପଶୁପଲଗୁଡ଼ିର ଅଧକ୍ଷ ଭାବରେ ନିୟୁକ୍ତି କର।"
7. ଏହାପରେ ଯୋଷଫେ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
8. ଏବଂ ଫାରୋ ତାଙ୍କୁ ପଚାରିଲେ, "ତୁମ୍ଭର ବଯସ କେତେ?"
9. ଯାକୁବ ଫାରୋଙ୍କୁ କହିଲେ, "ମାରେ ପ୍ରବାସ କାଳର ଦିନ 130 ବର୍ଷ, ମାରେ ପରମାଯୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମାରହେ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆଯୁର ଦିନ ତୁଲ୍ଯ ନୁହେଁ।"
10. ଏହାପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁ ରେ ବିଦାଯ ନେଲେ।
11. ଯୋଷଫେ ଫାରୋ ଯେପରି ଆଜ୍ଞା ଦେଲେ ସପରେି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସହେି ଭୂମି ମିଶର ରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାର ରେ ଦେଲେ।
12. ଯୋଷଫେ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସମାନଙ୍କେ ପରିବାରକୁ ଆବଶ୍ଯକ ପରିମାଣ ରେ ଖାଦ୍ୟ ଦେଲେ।
13. ସହେି ସମୟରେ ଅତିଶଯ ଦୁର୍ଭିକ୍ଷ ହବୋରୁ ସର୍ବଦେଶ ରେ ଖାଦ୍ୟଦ୍ରବ୍ଯର ଅଭାବ ହେଲା। ତହିଁରେ ମିଶର ଦେଶୀଯ ଓ କିଣାନ ଦେଶୀଯ ଲୋକମାନେ ଦୁର୍ଭିକ୍ଷ ଦତେୁ ପ୍ରାଯ ମୂର୍ଚ୍ଛାଗତ ହବୋକୁ ଲାଗିଲେ।
14. ଆଉ ମିଶର ଦେଶ ରେ ଓ କିଣିନଦେଶ ରେ ଯେତେ ରୂପା ଥିଲା। ଲୋକମନେେ ତାହା ଦଇେ ଶସ୍ଯ କିଣିବାରୁ ଯୋଷଫେ ସେ ସବୁ ରୂପା ସଂଗ୍ରର କରି ଫାରୋଙ୍କର ଗୃହକୁ ଆଣିଲେ।
15. ଏହାପରେ ମିଶର ଦେଶ ରେ ଓ କିଣାନ ଦେଶ ରେ ରୂପାର ଅଭାବ ହୁଅନ୍ତେ ମିଶ୍ରୀଯ ଲୋକ ସମସ୍ତେ ଯୋଷଫଙ୍କେ ନିକଟକୁ ଆସିଲେ ଏବଂ କହିଲେ, "ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରି ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖ ରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।"
16. କିନ୍ତୁ ଯୋଷଫେ ଉତ୍ତର ଦେଲେ, "ତୁମ୍ଭର ପଇସା ସବୁ ଶଷେ ହବୋରୁ ତୁମ୍ଭର ପଶୁମାନଙ୍କୁ ମାେତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦବେି।"
17. ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁ ସବୁ ଯୋଷଫଙ୍କେ ନିକଟକୁ ଆଣିଲେ। ସେ ତାଙ୍କୁ ଅଶ୍ବ, ମଷେ ଏବଂ ଛଳେି ପଶୁପଲ ଏବଂ ଗଧ ବଦଳ ରେ ଖାଦ୍ୟ ଦ୍ରବ୍ଯ ଦେଲେ। ସେ ବର୍ଷ ଯୋଷଫେ ସମାନଙ୍କେର ଖାଦ୍ୟ ବଦଳ ରେ ସମସ୍ତ ଜୀବନ୍ତ ପଶୁ ନେଲେ।
18. କିନ୍ତୁ ତା'ପର ବର୍ଷ, ସମାନଙ୍କେ ଦଇେ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନଥିଲା। ତେଣୁ ଲୋକମାନେ ଯୋଷଫଙ୍କେ ନିକଟକୁ ୟାଇ କହିଲେ, "ତୁମ୍ଭେ ଜାଣ ଯେ ଆମ୍ଭ ମିକଟ ରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ଯ ମହାଶୟଙ୍କର ହାଇେଅଛି। ଏବେ ମହାଶୟଙ୍କ ସାକ୍ଷାତ ରେ ଆମ୍ଭମାନଙ୍କର ଦହେ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ।
19. ନିଶ୍ଚିତ ରେ ଆମ୍ଭମାନେେ ତୁମ୍ଭ ସମ୍ମୁଖ ରେ ନିଶ୍ଚିତ ମରିବୁ। କିନ୍ତୁ ଯଦି ତୁମ୍ଭେ ଆମ୍ଭକୁ ଖାଦ୍ୟ ଦିଅ ତବେେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦବେୁ। ଏବଂ ଆମ୍ଭେ ତାଙ୍କର ଦାସ ହବେୁ। ଆମ୍ଭକୁ କିଛି ବିହନ ମଧ୍ଯ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥି ରେ ଆମ୍ଭେ ମରି ନୟାଇ ବଞ୍ଚିବୁ। ଏବଂ ଭୂମି ମଧ୍ଯ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗଇବ।"
20. ତେଣୁ ଯୋଷଫେ ଫାରୋଙ୍କ ନିମନ୍ତେ ସମସ୍ତ ଭୂମି ମିଶର ରେ କ୍ରଯ କଲେ। ମିଶର ରେ ସମସ୍ତ ଲୋକ ସମାନଙ୍କେର ସମସ୍ତ ଭୂମି ସବୁ ବକ୍ରଯ କଲେ। ସମାନେେ ଭୋକରେ ଥିବାରୁ ଏହିପରି କଲେ।
21. ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।
22. ସେ କବଳେ ଯାଜକମାନଙ୍କର ଭୂମି କ୍ରଯ କଲେ ନାହିଁ। କାରଣ ଫାରୋ ସମାନଙ୍କେୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ବାରା ଦିଆ ୟାଇଥିବା ବୃତ୍ତି ରେ ସମାନେେ ବଞ୍ଚୁଥିଲେ। ସମାନେେ ଆପଣା ଭୂମି ବିକ୍ରଯ କଲେ ନାହିଁ।
23. ଏହାପରେ ଯୋଷଫେ ପ୍ରଜାମାନଙ୍କୁ କହିଲେ, "ଆଜି ପର୍ୟ୍ଯନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ। ଏବେ ଏହି ବିହନ ନଇେ ଭୂମିରେ ବୁଣ।
24. ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।"
25. ଲୋକମାନେ କହିଲେ, "ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।"
26. ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷଯ ରେ ଯୋଷଫଙ୍କେର ସ୍ଥାପିତ ଏହି ନିଯମ ଆଜି ପର୍ୟ୍ଯନ୍ତ ଚଳୁଅଛି। କବଳେ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।
27. ସେ ସମୟରେ ଇଶ୍ରାୟେଲ (ଯାକୁବ) ମିଶର ରେ ଗୋଶନ ପ୍ରଦେଶ ରେ ବାସ କଲେ। ସଠାେରେ ଇଶ୍ରାୟେଲମାନେ ସଫଲ ହେଲେ ଏବଂ ସମାନଙ୍କେର ପରିବାରସବୁ ବୃଦ୍ଧି ପାଇଲା।
28. ଯାକୁବ ମିଶର ଦେଶ ରେ ସତର ବର୍ଷ କାଳକ୍ଷପେଣ କଲେ ଏବଂ ତାଙ୍କର ପରମାଯୁ 147 ବର୍ଷ ଥିଲା।
29. ଇଶ୍ରାୟେଲଙ୍କର ମରଣ ଦିନ ପାଖଇେ ଆସିବାରୁ ସେ ଆପଣା ପୁତ୍ର ଯୋଷଫଙ୍କେୁ ଡ଼ାକି କହିଲେ, "ମୁଁ ଯବେେ ତୁମ୍ଭ ସାକ୍ଷାତ ରେ ଅନୁଗ୍ରହ ପାଇଲି, ତବେେ ବିନଯ କରୁଅଛି, ତୁମ୍ଭେ ମାେ ଜଙ୍ଘ ରେ ହସ୍ତ ଦିଅ। ପୁଣି ମାେ ପ୍ରତି ଦୟା ଓ ସତ୍ଯ ବ୍ଯବହାର କରି ମାେତେ ଏହି ମିଶର ଦେଶ ରେ କବର ଦିଅ ନାହିଁ।
30. ମୁଁ ମାରେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କଲେ ତୁମ୍ଭେ ମାେତେ ଏହି ମିଶର ଦେଶରୁ ନଇୟୋଇ ସମାନଙ୍କେର କବର ସ୍ଥାନ ରେ କବରଶାଯୀ କରିଅ।"
31. ଏହାପରେ ଯାକୁବ କହିଲେ, "ତୁମ୍ଭେ ଶପଥ କର।" ଏବଂ ଯୋଷଫେ ତାଙ୍କ ସମ୍ମୁଖ ରେ ଶପଥ କଲେ। ଏହାପରେ ଇଶ୍ରାୟେଲ ଶୟ୍ଯା ରେ ମୁଣ୍ଡ ଆଡ଼େ ପ୍ରଣାମ କଲେ।
About ଆଦି ପୁସ୍ତକ Chapter 47
Read ଆଦି ପୁସ୍ତକ Chapter 47 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଆଦି ପୁସ୍ତକ
Chapter: 47
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆଦି ପୁସ୍ତକ Chapter 47 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆଦି ପୁସ୍ତକ Chapter 47?
ଆଦି ପୁସ୍ତକ Chapter 47 is part of the Book of ଆଦି ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଆଦି ପୁସ୍ତକ Chapter 47 online for free with easy chapter navigation.
More Chapters from ଆଦି ପୁସ୍ତକ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 3
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
Explore More from ପୁରାତନ ନିୟମ
- ଆୟୁବ Chapter 41
- ଗୀତସଂହିତା Chapter 119
- ପ୍ରଥମ ବଂଶାବଳୀ Chapter 15
- ଯିହୋଶୂୟ Chapter 1
- ଲେବୀୟ ପୁସ୍ତକ Chapter 20
- ପ୍ରଥମ ରାଜାବଳୀ Chapter 19
- ହବକକୂକ Chapter 2