Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 11 Online
Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 11 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ବିଚାରକର୍ତ୍ତାମାନଙ୍କ ବିବରଣ and the Holy Bible online.
Choose a Chapter
ବିଚାରକର୍ତ୍ତାମାନଙ୍କ ବିବରଣ 11
ଅଧ୍ୟାୟ 11
1. ୟିଲ୍ଗହ ନାମକ ଜଣେ ଲୋକ ଗିଲିଯାଦର ପରିବାରବର୍ଗରକ୍ସ୍ଟ ଜଣେ ସାହସୀ ଯୋଦ୍ଧା ଥିଲେ। କିନ୍ତୁ ସେ ଜଣେ ବେଶ୍ଯା ରେ ପକ୍ସ୍ଟତ୍ର ଥିଲେ। ଗିଲିଯଦ ତାଙ୍କର ପିତା ଥିଲେ।
2. ଗିଲିଯଦର ସ୍ତ୍ରୀ ତାହାର କେତକେ ପକ୍ସ୍ଟତ୍ର ଜନ୍ମ କଲା ଏବଂ ଯେତବେେଳେ ପକ୍ସ୍ଟତ୍ରମାନେ ବଡ ହେଲେ ସମାନେେ ୟୀଲ୍ଗହକକ୍ସ୍ଟ ଏହା କହି ତଡି ଦେଲେ, "ତୁମ୍ଭେ ଆମ୍ଭର ପିତୃ ସଐତ୍ତି ରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପକ୍ସ୍ଟତ୍ର।"
3. ସେଥି ରେ ୟିଲ୍ଗହ ନିଜର ଭାଇମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ପଳାଇ ଟୋବ୍ ଦେଶ ରେ ବାସ କଲା। ସେଥି ରେ କେତେ ଗକ୍ସ୍ଟଡିଏ ଅଗାଡି ଲୋକ ୟିଲ୍ଗହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ।
4. କିଛି ଦିନପରେ ଅମ୍ମାନେ ସନ୍ତାନଗଣ ଇଶ୍ରାୟେଲ ସହିତ ୟକ୍ସ୍ଟଦ୍ଧ କରିବାକୁ ଲାଗିଲେ।
5. ଯେତବେଳେ ଅେମ୍ମାନୀୟମାନେ ଇଶ୍ରାୟେଲ ସହିତ ୟକ୍ସ୍ଟଦ୍ଧ କଲେ, ଗିଲିଯଦର ନତେୃବର୍ଗ ପ୍ରାଚୀନବର୍ଗ ୟିଲ୍ଗହଙ୍କକ୍ସ୍ଟ ପାଇବାକକ୍ସ୍ଟ ଟୋବ୍ ଦେଶକକ୍ସ୍ଟ ଗଲେ।
6. ସମାନେେ ୟିଲ୍ଗହଙ୍କକ୍ସ୍ଟ କହିଲେ, "ଆମ୍ଭମାନେେ ଅମ୍ମାନେ ସନ୍ତାନଗଣ ସହିତ ଯମେନ୍ତ ୟକ୍ସ୍ଟଦ୍ଧ କରିବାକୁ ଗ୍ଭହକ୍ସ୍ଟଁଛକ୍ସ୍ଟ, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନ କର୍ତ୍ତା ହକ୍ସ୍ଟଅ।"
7. ୟିଲ୍ଗହ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କୁ କହିଲେ, "ତୁମ୍ଭମାନେେ ମାେତେ ବଳପୂର୍ବକ ମାରେ ପିତୃଗୃହରକ୍ସ୍ଟ ତଡି ଦଇେଥିଲ। ତକ୍ସ୍ଟମେ ମାେତେ ଘୃଣା କର। ଯେତବେେଳେ ତୁମ୍ଭର ଅସକ୍ସ୍ଟବିଧା ହକ୍ସ୍ଟଏ, ତବେେ କାହିଁକି ତୁମ୍ଭେ ଏବେ ମାେ ପାଖକକ୍ସ୍ଟ ଆସିଛ?"
8. ଗିଲିଯଦର ପ୍ରାଚୀନ ନତେୃବର୍ଗ ୟିଲ୍ଗହକକ୍ସ୍ଟ କହିଲେ, "ଏଇଥିପାଇଁ ଆମ୍ଭେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଅଛକ୍ସ୍ଟ ବର୍ତ୍ତମାନ ଦୟାକରି ଆମ୍ଭ ସହିତ ଆସ ଓ ଅମ୍ମାନେୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ଏବଂ ଗିଲିଯଦ ରେ ନେତା ହକ୍ସ୍ଟଅ।"
9. ଏହାପରେ ୟିଲ୍ଗହ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କୁ କହିଲେ, "ଯଦି ତୁମ୍ଭମାନେେ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ମାେତେ ଫରୋଇ ନେଉଛ, ଯଦି ସଦାପ୍ରଭୁ ସମାନଙ୍କେୁ ପରାସ୍ତ କରିବାକୁ ମାେତେ ମହାୟ ହକ୍ସ୍ଟଅନ୍ତି ତବେେ ମୁ ତୁମ୍ଭମାନଙ୍କର ନେତା ହବେି।"
10. ଗିଲିଯଦର ପ୍ରାଚୀନ ନତେୃବର୍ଗ ୟିଲ୍ଗହକକ୍ସ୍ଟ କହିଲେ, "ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶକ୍ସ୍ଟଣିଛନ୍ତି। ଆମ୍ଭମାନେେ ଆପଣଙ୍କକ୍ସ୍ଟ କଥା ଦେଉଛକ୍ସ୍ଟ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭମାନେେ କରିବକ୍ସ୍ଟ।"
11. ତେଣୁ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କ ସହିତ ୟିଲ୍ଗହ ଗଲେ। ଲୋକମାନେ ତାଙ୍କୁ ସମାନଙ୍କେର ମକ୍ସ୍ଟଖ୍ଯ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମିସ୍ପୀ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଆପଣାର ସମସ୍ତ କଥା ପକ୍ସ୍ଟନରାବୃତ୍ତି କଲେ।
12. ୟିଲ୍ଗହ ଅେମ୍ମାନୀୟର ରାଜାଙ୍କ ନିକଟକକ୍ସ୍ଟ ଦୂତ ପଠାଇ କହିଲେ, "ଅମ୍ମାନେୀୟ ଓ ଇଶ୍ରାୟେଲୀୟ ମଧିଅରେ ସମସ୍ଯା କ'ଣ? କାହିଁକି ତୁମ୍ଭମାନେେ ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ଆସିଅଛ?"
13. ଅମ୍ମାନେୀୟର ରାଜା ୟିଲ୍ଗହଙ୍କର ଦୂତକକ୍ସ୍ଟ କହିଲେ, "ଆମ୍ଭମାନେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରୁଛକ୍ସ୍ଟ କାରଣ ଇଶ୍ରାୟେଲ ଲୋକମାନେ ଅେମ୍ମାନୀୟଙ୍କର ଭୂମିକକ୍ସ୍ଟ ବଳପୂର୍ବକ ଅଧିକାର କରି ନଇେଛନ୍ତି। ଯେତବେେଳେ ସମାନେେ ମିଶରରକ୍ସ୍ଟ ଆସିଲେ। ସମାନେେ ଅର୍ନୋନଠାରକ୍ସ୍ଟ ଯଦ୍ଦୋକ୍ ଓ ୟର୍ଦ୍ଦନ ପର୍ୟ୍ଯନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସହେି ଭୂମିକକ୍ସ୍ଟ ନିର୍ବିଘ୍ନ ରେ ଆମ୍ଭମାନଙ୍କୁ ଫରୋଇ ଦିଅ।"
14. ତେଣୁ ଦୂତଗଣ ଏହି ଖବର ଆଣି ୟିଲ୍ଗହକକ୍ସ୍ଟ ଦେଲେ। ଏହାପରେ ୟିଲ୍ଗହ ପକ୍ସ୍ଟନର୍ବାର ଅମ୍ମାନରେ ରାଜା ନିକଟକକ୍ସ୍ଟ ଦୂତ ପଠାଇଲେ।
15. ସମାନେେ ଏହି ବାର୍ତ୍ତା ନଇେ ଗଲେ।
16. ଯେତବେେଳେ ଇଶ୍ରାୟେଲର ଲୋକମାନେ ମିଶର ପରିତ୍ଯାଗ କଲେ, ସମାନେେ ମରକ୍ସ୍ଟଭୂମିକକ୍ସ୍ଟ ଗଲେ। ଇଶ୍ରାୟେଲୀୟମାନେ ସକ୍ସ୍ଟଫ ସାଗରକକ୍ସ୍ଟ ଗଲେ ଓ ତା'ପରେ କାଦେଶକକ୍ସ୍ଟ ଗଲେ।
17. ଇଶ୍ରାୟେଲ ଇଦୋମର ରାଜାଙ୍କ ନିକଟକକ୍ସ୍ଟ ଏହା କହି ଦୂତମାନଙ୍କୁ ପଠାଇଲେ, "ବିନଯ କରୁଅଛକ୍ସ୍ଟ, ତକ୍ସ୍ଟମ୍ଭ ଦେଶ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦିଅ।" ମାତ୍ର ଇଦୋମ୍ର ରାଜା ଏକଥା ଶୁଣିଲେ ନାହିଁ। ପକ୍ସ୍ଟଣି ସହେି ପ୍ରକାର ଇଶ୍ରାୟେଲ ମାୟୋବର ରାଜା ନିକଟକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ସେ ମଧ୍ଯ ମନା କଲା। ତେଣୁ ଇଶ୍ରାୟେଲ କାଦେଶ ରେ ରହିଲେ।
18. ଏହାପରେ ଇଶ୍ରାୟେଲ ଲୋକମାନେ ଇଦୋମ ଓ ମାୟୋବ ଦେଶ ମରକ୍ସ୍ଟଭୂମି ଦଇେ ଗଲେ। ସମାନେେ ମାୟୋବ ଦେଶର ପୂର୍ବକକ୍ସ୍ଟ ୟାତ୍ରା କଲେ। ସମାନେେ ଅର୍ନୋନର ସପୋରି ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ମାୟୋବ ସୀମା ଭିତ ରେ ପ୍ରବେଶ କଲେ ନାହିଁ କାରଣ ଅର୍ଣ୍ଣୋନ୍ ନଦୀ ମାୟୋବର ସୀମା ଥିଲା।
19. ଏହାପରେ ଇଶ୍ରାୟେଲ ହିଷ୍ବୋନର ଇ ମାରେୀଯ ରାଜା ସୀହାନ୍େ ନିକଟକକ୍ସ୍ଟ ଦୂତ ପଠାଇଲେ, "ଆମ୍ଭକକ୍ସ୍ଟ ତୁମ୍ଭର ଦେଶ ମଧ୍ଯ ଦଇେ ଦେଶକକ୍ସ୍ଟ ୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅ।"
20. କିନ୍ତୁ ସୀହାନେ ନିଜର ସୀମାଦଇେ ଇଶ୍ରାୟେଲକକ୍ସ୍ଟ ୟିବାକକ୍ସ୍ଟ ଦଲୋ ନାହିଁ। ସୀହାନ୍େ ନିଜର ସମସ୍ତ ଲୋକଙ୍କକ୍ସ୍ଟ ଏକତ୍ର କରି ୟହସ ରେ ଛାଉଣୀ ସ୍ଥାପନ କଲେ। ତା'ପରେ ସମାନେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ।
21. କିନ୍ତୁ ସଦାପ୍ରଭୁ ସୀହାନରେ ସମସ୍ତ ଲୋକମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କରନ୍ତେ ଓ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କଲେ। ଏହିପରି ଭାବରେ ଇଶ୍ରାୟେଲ ଇ ମାରେୀଯମାନଙ୍କ ସମସ୍ତ ଦେଶକକ୍ସ୍ଟ ବଳପୂର୍ବକ ଅଧିକାର କଲେ।
22. ତେଣୁ ଇଶ୍ରାୟେଲ ଅର୍ନୋନ ନଦୀଠାରକ୍ସ୍ଟ ଯଦ୍ଦୋକ୍ ନଦୀ ପର୍ୟ୍ଯନ୍ତ ଓ ମରକ୍ସ୍ଟଭୂମିଠାରକ୍ସ୍ଟ ୟର୍ଦ୍ଦନ ପର୍ୟ୍ଯନ୍ତ ଇ ମାରେିଯମାନଙ୍କ ସମସ୍ତ ଭୂମି ବଳପୂର୍ବକ ଅଧିକାର କଲେ।
23. ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇମ୍ ମାରେୀଯମାନଙ୍କୁ ସମାନଙ୍କେର ଦେଶଠାରକ୍ସ୍ଟ ଜାରେ ଜବରଦସ୍ତ ତଡିଲେ ଓ ତାଙ୍କର ଲୋକମାନଙ୍କୁ ସହେି ଭୂମି ଦେଲେ। ତୁମ୍ଭେ କ'ଣ ଭାବକ୍ସ୍ଟଛ ଯେ ବର୍ତ୍ତମାନ ଇଶ୍ରାୟେଲୀୟମାନଙ୍କୁ ଏଠାରକ୍ସ୍ଟ ତଡି ଦଇେ ପାରିବ?
24. ତୁମ୍ଭମାନଙ୍କର ଦବେତା ସହେି କମାେଶ ତୁମ୍ଭମାନଙ୍କୁ ଯେଉଁ ଦେଶ ହିଅନ୍ତି, ସହେି ଦେଶ ତୁମ୍ଭମାନେେ ଅଧିକାର କରି ପାରିବ। ସହେିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କୁ ଅେମ୍ମାନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭମାନେେ ଅଧିକାର କରିବକ୍ସ୍ଟ।
25. ମାେତେ କକ୍ସ୍ଟହ, ତୁମ୍ଭେ କ'ଣ ମାୟୋବ ରାଜା ସିପ୍ପୋରର ପକ୍ସ୍ଟତ୍ର ବାଲାକଠାରକ୍ସ୍ଟ କିଛି କ'ଣ ଅଧିକ? ସେ କ'ଣ କବେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିଥିଲେ? ସେ କ'ଣ କବେେ ଇଶ୍ମାଯଲେ ସହିତ ୟକ୍ସ୍ଟଦ୍ଧ କରିଥିଲେ?
26. ଇଶ୍ରାୟେଲ 300 ବର୍ଷ ହେଲା ହିଷ୍ବୋନ୍ ତା'ର ଉପନଗର ରେ, ପକ୍ସ୍ଟଣି ଆରୋଯର ଓ ତହିଁର ଉପନଗର ରେ, ଆଉ ଅର୍ନୋନ ତୀରସ୍ଥିତ ସମସ୍ତ ନଗର ରେ ବାସ କରୁ ଅଛନ୍ତି। ଏଥି ମଧିଅରେ ତୁମ୍ଭମାନେେ କାହିଁକି ସେସବୁ ଫରୋଇ ନ ଦଲେ?
27. ଆମ୍ଭେ ଇଶ୍ରାୟେଲର ଲୋକ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ କୌଣସି ପାପ କରିନାହିଁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ଭୂଲ୍ କରିଅଛ। ସଦାପ୍ରଭୁ ସମସ୍ତଙ୍କ ବିଗ୍ଭରକର୍ତ୍ତା ସେ ଆଜି ଇଶ୍ରାୟେଲ ଲୋକମାନଙ୍କ ଓ ଅମ୍ମାନରେ ଲୋକମାନଙ୍କ ମଧିଅରେ ବିଗ୍ଭର କର୍ତ୍ତା ହକ୍ସ୍ଟଅନ୍ତକ୍ସ୍ଟ।
28. ତଥାପି ଅମ୍ମାନରେ ରାଜା ୟିଲ୍ଗହଙ୍କ ବାର୍ତ୍ତା ଶୁଣିଲେ ନାହିଁ।
29. ଏହାପରେ ସଦାପ୍ରଭୁଙ୍କ ଆତ୍ମା ୟିଲ୍ଗହ ଉପରେ ଅଧିଷ୍ଠାନ କଲା। ସେ ଗିଲିଯଦ ଓ ମନଃଶି ଦଇେ ଗଲା। ସେ ଗିଲିଯଦ ଦଇେ ମିସ୍ପୀକକ୍ସ୍ଟ ଗଲେ ଓ ଏବଂ ଅେମ୍ମାନୀୟଙ୍କ ଦଇେ ଅତିକ୍ରମ କଲେ।
30. ସହେି ସମୟରେ ୟିଲ୍ଗହ ସଦାପ୍ରଭୁଙ୍କ ନିକଟରେ ଏକ ପ୍ରତିଜ୍ଞା କଲେ, "ଯଦି ତୁମ୍ଭେ ଅମ୍ମାନେ ଲୋକମାନଙ୍କୁ ମାେ ହସ୍ତ ରେ ସମର୍ପଣ କର ତବେେ
31. ମୁ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ଯୁଦ୍ଧରୁ ମୁ ନିରାପଦ ରେ ଫରେି ଆସିବି। ସହେି ସମୟରେ ମାେ ଘର ଭିତରକ୍ସ୍ଟ ପ୍ରଥମେ ୟିଏ ମାେତେ ଅଭ୍ଯର୍ଥନା କରିବା ପାଇଁ ବାହାରି ଆସିବ ସେ ତୁମ୍ଭର ହବେ। ମୁ ତାହାଙ୍କକ୍ସ୍ଟ ହାମବେଳି ରୂପେ ଉତ୍ସର୍ଗ କରିବି।"
32. ଏହାପରେ ୟିଲ୍ଗହ ଅମ୍ମାନେ ସନ୍ତାନଗଣ ଦେଶକକ୍ସ୍ଟ ଗଲେ। ୟିଲ୍ଗହ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ସଦାପ୍ରଭୁ ୟିଲ୍ଗହକକ୍ସ୍ଟ ସହାୟ ହେଲେ ସମାନଙ୍କେୁ ପରାସ୍ତ କରିବା ପାଇଁ।
33. ୟିଲ୍ଗହ ଆରୋଯରଠାରକ୍ସ୍ଟ ଆରମ୍ଭ କରି ମିନ୍ନୀତ ଅବଲେ-କରାମୀମ୍ ପର୍ୟ୍ଯନ୍ତ କୋଡିଏଟି ନଗରକକ୍ସ୍ଟ ପରାସ୍ତ କଲେ ଏବଂ ସମାନଙ୍କେର ସମସ୍ତ ବାସିନ୍ଦାମାନଙ୍କୁ ହତ୍ଯା କଲେ। ଏହିପରି ଭାବରେ ଅମ୍ମୋନୀମାନେ ଇଶ୍ରାୟେଲୀୟମାନଙ୍କ ଦ୍ବାରା ପରାସ୍ତ ହେଲେ।
34. ୟିଲ୍ଗହ ମିସ୍ପୀକକ୍ସ୍ଟ ଗଲେ, ସେ ତାଙ୍କ ଘ ରେ ପହଞ୍ଚିବା ମାତ୍ ରେ ତାଙ୍କର ଝିଅ ତାଙ୍କୁ ଦେଖିବାକକ୍ସ୍ଟ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରାଦଇେ ନାଚି ନାଚି କରି ଆସିଥିଲା। ସେ ଥିଲା ୟିଲ୍ଗହଙ୍କର ଏକମାତ୍ର ଅଲିଅଳି କନ୍ଯା। ଯାହାଙ୍କକ୍ସ୍ଟ ସେ ଅତ୍ଯନ୍ତ ଭଲ ପାଉଥିଲେ। ୟିଲ୍ଗହଙ୍କର ଏହି ଝିଅ ବ୍ଯତୀତ ଆଉ କୌଣସି ପକ୍ସ୍ଟଅଝିଅ ନ ଥିଲେ।
35. ଯେତବେେଳେ ୟିଲ୍ଗହ ଦେଖିଲେ ତାଙ୍କର କନ୍ଯା ଯେ କି ପ୍ରଥମେ ଗୃହରକ୍ସ୍ଟ ବାହାର ହାଇେ ତାଙ୍କୁ ଦଖାେ ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, " ହେ ମାରେ କନ୍ଯା! ତୁମ୍ଭେ ମାେତେ ଧ୍ବଂସ କରିଦଲେ। ତୁମ୍ଭେ ମାରେ ଦକ୍ସ୍ଟଃଖର କାରଣ ହେଲ, କାରଣ ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ମକ୍ସ୍ଟଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ପ୍ରତିଜ୍ଞା ଫରୋଇ ନଇେପାରିବି ନାହିଁ।"
36. ୟିଲ୍ଗହର କନ୍ଯାକହିଲା, " ହେ ମାରେ ପିତା ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମାେ ପ୍ରତି ସହେି ଅନକ୍ସ୍ଟସା ରେ କର। ଆପତତଃ, ସଦାପ୍ରଭୁ ତୁମ୍ଭର ଶତୃ ଅେମ୍ମାନୀୟମାନଙ୍କୁ ପରାସ୍ତ କରିବା ରେ ତକ୍ସ୍ଟମ୍ଭଙ୍କକ୍ସ୍ଟ ସାହାୟ୍ଯ କଲେ।"
37. ସେ ଆହକ୍ସ୍ଟରି ତାଙ୍କ ପିତାଙ୍କୁ କହିଲା, "କିନ୍ତୁ ପ୍ରଥମେ ମାେ ପାଇଁ ଏହିପରି କର। ମାେତେ ପ୍ରଥମେ ଦକ୍ସ୍ଟଇମାସ ଏକକ୍ସ୍ଟଟିଆ ରହିବାକକ୍ସ୍ଟ ଦିଅ। ତହିଁରେ ମୁ ମାରେ ସାଙ୍ଗମାନଙ୍କ ସଙ୍ଗ ରେ ପର୍ବତମଯ ସ୍ଥାନକକ୍ସ୍ଟ ୟାଇ ନିଜର କକ୍ସ୍ଟମାରିତ୍ବ ବିଷଯ ରେ ବିଳାପ କରିବି।"
38. ୟିଲ୍ଗହ କହିଲେ, "ୟାଅ ଏବଂ ସହେିପରି କର।" ମାେତେ ଦକ୍ସ୍ଟଇମାସ ପାଇଁ ରହିବାକକ୍ସ୍ଟ ଦିଅ। ତହିଁରେ ସେ ଓ ତାହାର ସଖୀମାନେ ପର୍ବତମଯ ସ୍ଥାନକକ୍ସ୍ଟ ୟାଇ ତା'ର କକ୍ସ୍ଟମାରିତ୍ବ ବିଷଯ ରେ ବିଳାପ କଲେ।
39. ଦକ୍ସ୍ଟଇମାସ ଶଷେ ରେ ୟିଲ୍ଗହର କନ୍ଯା ତାଙ୍କର ପିତାଙ୍କ ନିକଟକକ୍ସ୍ଟ ଫରେି ଆସିଲେ। ୟିଲ୍ଗହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠା ରେ ଶପଥ କରିଥିଲେ। ୟିଲ୍ଗହଙ୍କର କନ୍ଯା କାହାରି ସହିତ ୟୌନ ସଂପର୍କ ରଖିଲେ ନାହିଁ। ତେଣୁ ଏହା ଇଶ୍ରାୟେଲର ଏକ ପ୍ରଥା ରୂପେ ରହିଗଲା।
40. ପ୍ରତିବର୍ଷ ଇଶ୍ରାୟେଲୀୟ କନ୍ଯାମାନେ ଗିଲିଯଦୀଯ ୟିଲ୍ଗହ କନ୍ଯାର ଦକ୍ସ୍ଟଃଖର ସ୍ମରଣାତ୍ସବକକ୍ସ୍ଟ ବର୍ଷକେ ଗ୍ଭରିଦିନ ପାଇଁ ପାଳନ କଲେ। ଏହା ସଠାେରେ ଏକ ପରଐରା ହେଲା।
About ବିଚାରକର୍ତ୍ତାମାନଙ୍କ ବିବରଣ Chapter 11
Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 11 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ବିଚାରକର୍ତ୍ତାମାନଙ୍କ ବିବରଣ
Chapter: 11
Testament: Old Testament
How to Read this Chapter
Use the Previous and Next Chapter buttons to continue reading ବିଚାରକର୍ତ୍ତାମାନଙ୍କ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ବିଚାରକର୍ତ୍ତାମାନଙ୍କ ବିବରଣ Chapter 11 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ବିଚାରକର୍ତ୍ତାମାନଙ୍କ ବିବରଣ Chapter 11?
ବିଚାରକର୍ତ୍ତାମାନଙ୍କ ବିବରଣ Chapter 11 is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Holy Bible.
Can I read this chapter online?
Yes. You can read the complete ବିଚାରକର୍ତ୍ତାମାନଙ୍କ ବିବରଣ Chapter 11 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21
Explore More from ବିଚାରକର୍ତ୍ତାମାନଙ୍କ ବିବରଣ
- ବିଚାରକର୍ତ୍ତା Chapter 14
- ବିଚାରକର୍ତ୍ତା Chapter 15
- ବିଚାରକର୍ତ୍ତା Chapter 17
- ବିଚାରକର୍ତ୍ତା Chapter 5
- ବିଚାରକର୍ତ୍ତା Chapter 10
- ବିଚାରକର୍ତ୍ତା Chapter 3
- ବିଚାରକର୍ତ୍ତା Chapter 2