Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 13 Online
Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 13 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ବିଚାରକର୍ତ୍ତାମାନଙ୍କ ବିବରଣ and the Holy Bible online.
Choose a Chapter
ବିଚାରକର୍ତ୍ତାମାନଙ୍କ ବିବରଣ 13
ଅଧ୍ୟାୟ 13
1. ପକ୍ସ୍ଟନର୍ବାର ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯମାନ ଇଶ୍ରାୟେଲର ଲୋକମାନେ କଲେ। ତେଣୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ହସ୍ତ ରେ ସମାନଙ୍କେୁ ଗ୍ଭଳିଶ ବର୍ଷ ୟାଏ ସମର୍ପଣ କଲେ।
2. ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।
3. ସଦାପ୍ରଭୁ ମ ନୋହର ସ୍ତ୍ରୀକକ୍ସ୍ଟ ପ୍ରସନ୍ନ ହେଲେ। ଏବଂ ତାଙ୍କୁ କହିଲେ, "ତୁମ୍ଭେ ଆଜି ୟାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ।
4. ତୁମ୍ଭେ କଦାପି ଦ୍ରାକ୍ଷାରସ କି ଅନ୍ଯାନ୍ଯ ମାଦକ ଦ୍ରବ୍ଯ ସ୍ପର୍ଶ କରିବ ନାହିଁ। ତୁମ୍ଭମାନେେ କୌଣସି ଅଶକ୍ସ୍ଟଚି ସାମଗ୍ରୀ ଖାଇବ ନାହିଁ। ସାବଧାନ ହକ୍ସ୍ଟଅ।
5. ଏହା କାରଣ ତୁମ୍ଭେ ଗର୍ଭବତୀ, ଏବଂ ତୁମ୍ଭେ ଏକ ପକ୍ସ୍ଟତ୍ର ସନ୍ତାନକକ୍ସ୍ଟ ଜନ୍ମ ଦବୋ ପାଇଁ ଯାଉଛ। ତା'ର ମସ୍ତକରେ କ୍ଷକ୍ସ୍ଟର ଲାଗିବ ନାହିଁ। ସେ ଗର୍ଭ ରେ ଥିଲା ସମୟରକ୍ସ୍ଟ ନାସରୀଯ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗିତ ହାଇେଅଛି। ସେ ପଲେଷ୍ଟୀୟମାନଙ୍କ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ।"
6. ଏହାପରେ ସହେି ସ୍ତ୍ରୀ ଲୋକଜଣଙ୍କ ତା'ର ସ୍ବାମୀକକ୍ସ୍ଟ କହିଲା ଯାହା ସବୁ ଘଟିଗଲା। ସେ କହିଲା, "ପରମେଶ୍ବରଙ୍କର ଜଣେ ଲୋକ ମାେ ନିକଟକକ୍ସ୍ଟ ଆସିଲେ ୟିଏକି ପରମେଶ୍ବରଙ୍କ ଦୂତପରି ଦଖାଯାେଉଥିଲେ। ସେ ଅତି ଭୟଙ୍କର ଦଖାଯାେଉଥିଲେ। ସେ କେଉଁଠକ୍ସ୍ଟ ଆସିଥିଲେ, ମୁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମାେତେ କହିଲେ ନାହିଁ।
7. କିନ୍ତୁ ସେ ମାେତେ କହିଲେ, 'ତକ୍ସ୍ଟମେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ। ତେଣୁ ତକ୍ସ୍ଟମେ ଦ୍ରାକ୍ଷାରସ କିମ୍ବା ମାଦକ ଦ୍ରବ୍ଯ ସବେନ କରିବା ଉଚିତ୍ ନକ୍ସ୍ଟହଁ କିମ୍ବା ଅଶକ୍ସ୍ଟଚି ଖାଦ୍ୟ ଖାଇବା ଉଚିତ୍ ନକ୍ସ୍ଟହଁ। କାରଣ ଶିଶକ୍ସ୍ଟଟିକକ୍ସ୍ଟ ପରମେଶଓରଙ୍କୁ ସମର୍ପଣ କରାୟିବ। ସେ ଜନ୍ମରକ୍ସ୍ଟ ମରଣ ପର୍ୟ୍ଯନ୍ତ ପରମେଶ୍ବରଙ୍କର ନାସନୀଯ ହବେ।"'
8. ଏହାପରେ ମ ନୋହ ସଦାପ୍ରଭୁଙ୍କ ପ୍ରାର୍ଥନା କଲା, " ହେ ସଦାପ୍ରଭୁ ତୁମ୍ଭକୁ ବିନଯ କରୁଅଛି, ପରମେଶ୍ବରଙ୍କର ଲୋକଙ୍କକ୍ସ୍ଟ ଆମ୍ଭ ନିକଟକକ୍ସ୍ଟ ପକ୍ସ୍ଟନର୍ବାର ପଠାଅ। ଯେଉଁ ପିଲା ଜନ୍ମ ନବେ ଆମ୍ଭେ ତା ପାଇଁ କି କର୍ତ୍ତବ୍ଯ କରିବକ୍ସ୍ଟ। ସେ ଆମ୍ଭମାନଙ୍କୁ କକ୍ସ୍ଟହନ୍ତି।"'
9. ପରମେଶ୍ବର ମନୋହର ପ୍ରାର୍ଥନା ଶୁଣିଲେ। ସହେି ସଦାପ୍ରଭୁଙ୍କର ଦୂତ ପକ୍ସ୍ଟନ୍ନରାଯ ସହେି ସ୍ତ୍ରୀ ଲୋକ ପାଖକକ୍ସ୍ଟ ଆସିଲେ, ସହେି ସ୍ତ୍ରୀ ଜଣଙ୍କ ଯେତବେେଳେ କ୍ଷତେ ରେ ତାଙ୍କ ସ୍ବାମୀଙ୍କ ବିନା ଏକା ଥିଲେ, ସହେି ସମୟରେ ଦୂତ ତାଙ୍କ ନିକଟକକ୍ସ୍ଟ ଆସିଲେ।
10. ତେଣୁ ସ୍ତ୍ରୀ ଲୋକଟି ତାଙ୍କ ସ୍ବାମୀ ନିକଟକକ୍ସ୍ଟ ଶିଘ୍ର ଦୌଡି ଗଲେ ଓ କହିଲେ, " ସେ ଲୋକ ପକ୍ସ୍ଟନର୍ବାର ଦଖାେ ଦଲୋ? ସଦେିନ ଯେଉଁ ଲୋକ ମାେ ନିକଟକକ୍ସ୍ଟ ଆସିଥିଲେ।"
11. ମ ନୋହ ଉଠି ତାଙ୍କ ସ୍ତ୍ରୀଙ୍କ ପେଛ ପେଛ ଗଲେ। ଏବଂ ମ ନୋହ ତାଙ୍କୁ ପଚାରିଲେ, "ଆପଣ ସହେି ଲୋକ ୟିଏକି ମାେ ସ୍ତ୍ରୀଙ୍କକ୍ସ୍ଟ ଆଗରକ୍ସ୍ଟ ଦଖାେ ଦଇେଥିଲେ?"
12. ତେଣୁ ମ ନୋହ କହିଲେ, " ଯବେେ ତୁମ୍ଭର ବାକ୍ଯ ପୂରଣ ହେଉଛି, ବାଳକର ଜୀବନ ପ୍ରତି କି ପ୍ରକାର କାର୍ୟ୍ଯ ପ୍ରଦର୍ଶନ ହବେ? ସେ କ'ଣ କରିବ?"
13. ସଦାପ୍ରଭୁଙ୍କର ଦୂତ ମ ନୋହକକ୍ସ୍ଟ କହିଲେ, "ମୁ ଯାହା କହିଲି, ତୁମ୍ଭର ସ୍ତ୍ରୀ ସମସ୍ତ ପାଳନ କରିବା ଉଚିତ୍।
14. ସେ ଦ୍ରାକ୍ଷାରସ କିମ୍ବା କୌଣସି ମାଦକ ଦ୍ରବ୍ଯ ପାନ କରିବା ଉଚିତ୍ ନକ୍ସ୍ଟହଁ। ସେ କୌଣସି ଅଶକ୍ସ୍ଟଚି ଖାଦ୍ୟ ଭୋଜନ କରିବା ଉଚିତ୍ ନକ୍ସ୍ଟହଁ। ମୁ ତାଙ୍କୁ ଯେଉଁ ଆଜ୍ଞା ଦଇେଅଛି ସଗେୁଡିକୁ ସେ ପାଳନ କରନ୍ତକ୍ସ୍ଟ।"
15. ଏହାପରେ ମ ନୋହ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ କହିଲେ, "ବିନଯ କରୁଅଛକ୍ସ୍ଟ, ଆପଣ ଆମ୍ଭ ସହିତ କିଛି ସମୟ ରହନ୍ତକ୍ସ୍ଟ। ଆମ୍ଭେ ଆପଣଙ୍କ ପାଇଁ ଏକ ୟକ୍ସ୍ଟବାଛଳେି ପ୍ରସ୍ତକ୍ସ୍ଟତ କରିବକ୍ସ୍ଟ।"
16. ସଦାପ୍ରଭୁଙ୍କର ଦୂତ ମ ନୋହଙ୍କକ୍ସ୍ଟ କହିଲେ, "ତୁମ୍ଭେ ମାେତେ ଅଟକାଇ ରଖିଲେ ବି ମୁ ତୁମ୍ଭର ଖାଦ୍ୟ ଖାଇବି ନାହିଁ। ଯଦି ତୁମ୍ଭେ ଇଚ୍ଛାକର ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିପାର।" ସେ ମନକ୍ସ୍ଟଷ୍ଯ ଯେ ସଦାପ୍ରଭୁଙ୍କର ଦୂତ ଏକଥା ମ ନୋହ ଜାଣି ନ ଥଲା।
17. ଏହାପରେ ମ ନୋହ ପଗ୍ଭରିଲା, ସଦାପ୍ରଭୁ, "ଆପଣଙ୍କର ନାମ କ'ଣ? ଆପଣଙ୍କ ବାକ୍ଯ ସଫଳ ହେଲେ ଆମ୍ଭମାନେେ ଆପଣଙ୍କର ପ୍ରଶଂସା କରିବକ୍ସ୍ଟ।"
18. ସଦାପ୍ରଭୁଙ୍କର ଦୂତ କହିଲେ, "ତୁମ୍ଭେ ମାେ ନାମ କାହିଁକି ପଗ୍ଭରକ୍ସ୍ଟଛ? ଏହା ଅତ୍ଯନ୍ତ ଆଶ୍ଚର୍ୟ୍ଯ ଅଟେ।"
19. ଏହାପରେ ମ ନୋହ ଏକ ଛଳେି ଓ ତହିଁର ଶସ୍ଯ ନବୈେଦ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କଲା, ଏବଂ ସେ ଏକ ଅଭକ୍ସ୍ଟତ କାର୍ୟ୍ଯ କଲେ, ଯେତବେେଳେ ମ ନୋହ ଓ ତା'ର ସ୍ତ୍ରୀ ଦେଖକ୍ସ୍ଟଥିଲେ।
20. ମ ନୋହ ଏବଂ ତାଙ୍କର ସ୍ତ୍ରୀ କ'ଣ ସବୁ ଘଟକ୍ସ୍ଟଛି ତାହା ଦେଖକ୍ସ୍ଟଥାନ୍ତି। ଯେତବେେଳେ ଅଗ୍ନିଶିଖା ୟଜ୍ଞବଦେୀରକ୍ସ୍ଟ ଆକାଶକକ୍ସ୍ଟ ଉଠିଲା, ସେତବେେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ବର୍ଗକକ୍ସ୍ଟ ଗ୍ଭଲିଗଲେ।
21. ବାସ୍ତବ ରେ ମ ନୋହ ବକ୍ସ୍ଟଝିପାରିଲେ ଯେ ସେ ହେଉଛନ୍ତି ସଦାପ୍ରଭୁଙ୍କର ଦୂତ। ଏହାପରେ ସଦାପ୍ରଭୁଙ୍କର ଦୂତ ଆଉ ମ ନୋହ ଓ ତାଙ୍କର ସ୍ତ୍ରୀକକ୍ସ୍ଟ କବେେ ପକ୍ସ୍ଟଣି ଦଖାେ ଦେଲେ ନାହିଁ।
22. ମ ନୋହ ତାଙ୍କ ସ୍ତ୍ରୀଙ୍କକ୍ସ୍ଟ କହିଲେ, "ଆମ୍ଭେ ପରମେଶ୍ବରଙ୍କର ଦର୍ଶନ ପାଇଲକ୍ସ୍ଟ। ଆମ୍ଭେ ନିଶ୍ଚିତ ମରିବା!"
23. କିନ୍ତୁ ତା'ର ସ୍ତ୍ରୀ ଉତ୍ତର ଦଲୋ, "ସଦାପ୍ରଭୁ ଆମ୍ଭକକ୍ସ୍ଟ ମାରିବାକକ୍ସ୍ଟ ଗ୍ଭହାଁନ୍ତି ନାହିଁ। ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମାରିବାକକ୍ସ୍ଟ ଗ୍ଭହିଁଥାନ୍ତେ, ତବେେ ସେ ଆମ୍ଭର ହାମବେଳି ଓ ଶସ୍ଯ ନବୈେଦ୍ଯ ଗ୍ରହଣ କରି ନ ଥାନ୍ତେ। ସେ ଆମ୍ଭକକ୍ସ୍ଟ ଏପରି ଆଶ୍ଚର୍ୟ୍ଯ ଦୃଶ୍ଯ ଦଖାଇେ ନ ଥାନ୍ତେ ଓ ଏହିସବୁ କଥା କହି ନଥାନ୍ତେ।"
24. ଏହାପରେ ସହେି ସ୍ତ୍ରୀ ଜଣଙ୍କ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଶାମ୍ଶାେନ୍ ରଖିଲେ। ଶାମ୍ଶାେନ୍ ସଦାପ୍ରଭୁଙ୍କର ଆଶୀର୍ବାଦରକ୍ସ୍ଟ ବଢିବାକକ୍ସ୍ଟ ଲାଗିଲେ।
25. ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।
About ବିଚାରକର୍ତ୍ତାମାନଙ୍କ ବିବରଣ Chapter 13
Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 13 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ବିଚାରକର୍ତ୍ତାମାନଙ୍କ ବିବରଣ
Chapter: 13
Testament: Old Testament
How to Read this Chapter
Use the Previous and Next Chapter buttons to continue reading ବିଚାରକର୍ତ୍ତାମାନଙ୍କ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ବିଚାରକର୍ତ୍ତାମାନଙ୍କ ବିବରଣ Chapter 13 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ବିଚାରକର୍ତ୍ତାମାନଙ୍କ ବିବରଣ Chapter 13?
ବିଚାରକର୍ତ୍ତାମାନଙ୍କ ବିବରଣ Chapter 13 is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Holy Bible.
Can I read this chapter online?
Yes. You can read the complete ବିଚାରକର୍ତ୍ତାମାନଙ୍କ ବିବରଣ Chapter 13 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
Explore More from ବିଚାରକର୍ତ୍ତାମାନଙ୍କ ବିବରଣ
- ବିଚାରକର୍ତ୍ତା Chapter 16
- ବିଚାରକର୍ତ୍ତା Chapter 7
- ବିଚାରକର୍ତ୍ତା Chapter 9
- ବିଚାରକର୍ତ୍ତା Chapter 3
- ବିଚାରକର୍ତ୍ତା Chapter 17
- ବିଚାରକର୍ତ୍ତା Chapter 20
- ବିଚାରକର୍ତ୍ତା Chapter 18