Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 18 Online
Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 18 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ବିଚାରକର୍ତ୍ତାମାନଙ୍କ ବିବରଣ and the Holy Bible online.
Choose a Chapter
ବିଚାରକର୍ତ୍ତାମାନଙ୍କ ବିବରଣ 18
ଅଧ୍ୟାୟ 18
1. ସହେି ସମୟରେ ଇଶ୍ରାୟେଲ ମଧିଅରେ ରାଜା ନ ଥିଲେ। ସହେି ସମୟରେ ଦାନ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖାଜେକ୍ସ୍ଟଥିଲେ। କାରଣ ସେ ପର୍ୟ୍ଯନ୍ତ ସମାନେେ ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭୂମି ପାଇଲେ ନାହିଁ।
2. ଏଣୁ ଦାନର ପରିବାରବର୍ଗ ସମାନଙ୍କେ ପରିବାରବର୍ଗରକ୍ସ୍ଟ ପାଞ୍ଚଜଣ ବୀର ପୁରୁଷଙ୍କକ୍ସ୍ଟ ଦେଶ ଭ୍ରମଣ ଓ ଅନକ୍ସ୍ଟସନ୍ଧାନ କରିବାକୁ ସରିଯ ଓ ଇଷ୍ଟାଯୋଲଠାରକ୍ସ୍ଟ ପଠାଇଲେ ସମାନେେ ସମାନଙ୍କେୁ କହିଲେ, "ୟାଅ ଏବଂ ଆଉ କିଛି ଅଧିକ ଦେଶ ଅନକ୍ସ୍ଟସନ୍ଧାନ କର।"
3. ସମାନେେ ମୀଖାର ଗୃହ ନିକଟରେ ଥିବା ବେଳେ ସହେି ଲବେୀୟ ୟକ୍ସ୍ଟବକର କଥା ଶୁଣିଲେ। ସମାନେେ ଏହା ଚିହ୍ନିପାରିଲେ, ତେଣୁ ସମାନେେ ଘର ଭିତରକକ୍ସ୍ଟ ୟାଇ ତାକକ୍ସ୍ଟ ପଚାରିଲେ, "ତୁମ୍ଭକୁ ଏଠାକକ୍ସ୍ଟ କିଏ ଆଣିଲା? ତୁମ୍ଭେ ଏଠା ରେ କ'ଣ କରୁଛ? ତୁମ୍ଭର ଏଠା ରେ କ'ଣ ଅଛି?"
4. ସେ ଉତ୍ତର ରେ କହିଲା, ମୀଖା ମାେ ପ୍ରତି ଏହିପରି କରିଛନ୍ତି। " ସେ ମାେତେ ବତନେ ଦଇେ ଏଠା ରେ ଯାଜକ ରୂପେ ନିୟକ୍ସ୍ଟକ୍ତି କରିଛନ୍ତି"
5. ତେଣୁ ସମାନେେ ତାହାକକ୍ସ୍ଟ କହିଲେ, "ଆମ୍ଭମାନେେ ତୁମ୍ଭକୁ ବିନଯ କରୁଅଛକ୍ସ୍ଟ। ପରମେଶ୍ବରଙ୍କ ନିକଟରେ ପ୍ରଗ୍ଭର ଆମ୍ଭମାନଙ୍କ ୟିବା ବାଟରେ ମଙ୍ଗଳ ହବେ କି ନାହିଁ। ତାହା ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ।"
6. ତହକ୍ସ୍ଟଁ ଯାଜକ ତାଙ୍କୁ କହିଲା, "କକ୍ସ୍ଟଶଳ ରେ ୟାଅ। ତୁମ୍ଭମାନଙ୍କର ଗନ୍ତବ୍ଯ ପଥ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଛି।"
7. ଏହାପରେ ସହେି ପାଞ୍ଚଜଣ ପ୍ରସ୍ଥାନ କରି ଲଯିଶ ରେ ପହନ୍ଚିଲେ। ସଠାେରେ ସମାନେେ ଦେଖିଲେ, ସୀଦୋନୀଯମାନଙ୍କ ଶାସନ ରେ ଲୋକମାନେ କିପରି ନିରାପଦ ରେ ରହକ୍ସ୍ଟଥିଲେ। ସହେି ଦେଶ ରେ ଶାନ୍ତି ଥିଲା, ସମାନଙ୍କେର ସବୁକିଛି ୟଥେଷ୍ଟ ଥିଲା। ସଠାେରେ ଅତ୍ଯାଗ୍ଭରୀ ଶାସକ ନଥିଲେ। ଆଉ ସମାନେେ ସୀଦୋନଠାରକ୍ସ୍ଟ ଦୂର ରେ ଥିଲେ ଓ ଅନ୍ୟ କାହାରି ସହିତ ସମାନଙ୍କେର ସଐର୍କ ନ ଥିଲା।
8. ଏହାପରେ ସମାନେେ ସରିଯ ଓ ଇଷ୍ଟାଯୋଲ ରେ ନିଜର ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତହିଁରେ ସମାନଙ୍କେର ଭାତୃଗଣ ସମାନଙ୍କେୁ ପଚାରିଲେ, "କ'ଣ ତକ୍ସ୍ଟମେ ଶିକ୍ଷା କଲ?"
9. ତହିଁରେ ସମାନେେ କହିଲେ, "ଉଠ, ସମାନଙ୍କେର ପ୍ରତିକୂଳ ରେ ୟିବା। କାରଣ ଆମ୍ଭମାନେେ ସେ ଦେଶ ଦେଖିଲକ୍ସ୍ଟ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭମାନେେ କାହିଁକି ଚକ୍ସ୍ଟପ ରହିଛ। ସହେି ଦେଶକକ୍ସ୍ଟ ୟିବାକକ୍ସ୍ଟ ଓ ସେ ଦେଶକକ୍ସ୍ଟ ଅଧିକାରକକ୍ସ୍ଟ ଆଣିବା ପାଇଁ ଅଳସ କର ନାହିଁ।
10. ତୁମ୍ଭମାନେେ ଗଲେ ନିର୍ଭୟ ରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ବର ତାହା ତୁମ୍ଭମାନଙ୍କ ହସ୍ତ ରେ ସମର୍ପଣ କରିଅଛନ୍ତି। ସେ ସ୍ଥାନ ରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।"
11. ତେଣୁ ଦାନ ପରିବାରବର୍ଗରକ୍ସ୍ଟ 600 ଲୋକ ୟକ୍ସ୍ଟଦ୍ଧାସ୍ତ୍ର ରେ ସଜ୍ଜିତ ହାଇେ ସରିଯ ଓ ଇଷ୍ଟାଯୋଲ ପରିତ୍ଯାଗ କଲେ।
12. ସମାନେେ ଲଯିଶକକ୍ସ୍ଟ ୟିବା ବାଟରେ ୟିହକ୍ସ୍ଟଦାର କିରିଯତ ୟିଯାରୀମ ନଗର ରେ ଛାଉଣୀ ସ୍ଥାପନ କଲେ। ସହେି କାରଣରକ୍ସ୍ଟ ସହେି ସ୍ଥାନକକ୍ସ୍ଟ ଆଜି ପର୍ୟ୍ଯନ୍ତ ମହନୀଦାନ୍ ଦାନ ବୋଲି ପରିଚିତ। ଯାହାକି କିରିଯତ ୟିଯାରୀମର ପଶ୍ଚିମ ରେ ଅଛି।
13. ସହେି ସ୍ଥାନଠାରକ୍ସ୍ଟ 600 ଲୋକ ଇଫ୍ରଯିମ ପର୍ବତମଯ ଦେଶକକ୍ସ୍ଟ ୟାତ୍ରା କଲେ। ତା'ପରେ ସମାନେେ ଆସି ମୀଖାର ଘ ରେ ପହଁଞ୍ଚିଲେ।
14. ତେଣୁ ସହେି ପାଞ୍ଚଜଣ ଯେଉଁମାନେ ଲଯିଶ ଦେଶ ଅନକ୍ସ୍ଟସନ୍ଧାନ କରିବାକୁ ୟାଇଥିଲେ, ସମାନେେ ସମାନଙ୍କେର ସଐର୍କୀଯମାନଙ୍କୁ କହିଲେ, " ସଠାେରେ ଏକ ଏଫୋଦ୍ ଅଛି। ସଠାେରେ ଗୃହ ଦବେତାଗଣ ଅଛନ୍ତି ଓ ଏକ ଖାଦେିତ ପ୍ରତିମା ଅଛି। ଏହା ତୁମ୍ଭମାନେେ କ'ଣ ଜାଣ? ତେଣୁ ବର୍ତ୍ତମାନ କ'ଣ କରିବାକୁ ହବେ ବିବଚେନା କର।"
15. ସମାନେେ ମୀଖାର ଗୃହ ପାଖ ରେ ଅଟକି ଗଲେ। ଯେଉଁଠା ରେ ଲବେୀୟ ଲୋକ ଜଣକ ବାସ କରୁଥିଲେ। ସମାନେେ ସହେି ଲବେୀୟ ୟକ୍ସ୍ଟବକକକ୍ସ୍ଟ ପଚାରିଲେ କିପରି ଅଛନ୍ତି ବୋଲି।
16. ଦାନ ପରିବାରବର୍ଗର 600 ଲୋକ ଅସ୍ତ୍ର ରେ ସଜ୍ଜିତ ହାଇେଥିଲେ। ସମାନେେ ଫାଟକ ନିକଟରେ ଛିଡା ହେଲେ।
17. ଦଶାେନକ୍ସ୍ଟସନ୍ଧାନ ନିମିତ୍ତ ୟାଇଥିବା ସହେି ପାଞ୍ଚଜଣ ଉପରକକ୍ସ୍ଟ ଗଲେ। ତା'ପରେ ସମାନେେ ଭିତରକକ୍ସ୍ଟ ପ୍ରବେଶ କରି ଏଫୋଦକକ୍ସ୍ଟ, ଗୃହ ଦବେତାଙ୍କୁ ଓ ଖାଦେିତ ପ୍ରତିମାକକ୍ସ୍ଟ ନଇଗେଲେ। ସହେି ସମୟରେ ଯାଜକ ଫାଟକ ନିକଟରେ ଅସ୍ତ୍ର ରେ ସଜ୍ଜିତ ହାଇେ ସହେି 600 ଲୋକ ସହିତ ଛିଡା ହାଇଗେଲେ। ଯାଜକ ଘ ରେ ପ୍ରବେଶ କରିଥିବା ପାଞ୍ଚ ଜଣଙ୍କକ୍ସ୍ଟ ପଚାରିଲେ, "ତୁମ୍ଭମାନେ କ'ଣ କରୁଅଛ?"
19. ସମାନେେ ତାକକ୍ସ୍ଟ ଚକ୍ସ୍ଟପ୍ ହବୋ ପାଇଁ କହିଲେ। ସମାନେେ ତାକକ୍ସ୍ଟ କହିଲେ, "ତୁମ୍ଭର ହାତ ତୁମ୍ଭର ପାଟି ରେ ଦିଅ ଏବଂ ଆମ୍ଭମାନଙ୍କୁ ଅନକ୍ସ୍ଟସରଣ କର। ଆମ୍ଭମାନଙ୍କ ପିତା ଓ ଆମ୍ଭମାନଙ୍କର ଯାଜକ ହକ୍ସ୍ଟଅ। ତୁମ୍ଭେ ଗୋଟିଏ ଲୋକର ଗୃହ ଦବେତାର ଯାଜକ ହବୋ ଭଲ ନା ଇଶ୍ରାୟେଲର ଗୋଷ୍ଠୀ ଓ ପରିବାରବର୍ଗ ଉପରେ ଯାଜକ ହବୋ ଭଲ କି?"
20. ଏଥି ରେ ଯାଜକର ମନ ଆନନ୍ଦିତ ହେଲା। ତହକ୍ସ୍ଟଁ ସେ ଏଫୋଦ୍ ଓ ଠାକକ୍ସ୍ଟରମାନ ଓ ଖୋଳା ପ୍ରତିମାମାନ ନଇେ ଲୋକମାନଙ୍କ ସଙ୍ଗ ରେ ଗ୍ଭଲିଗଲା।
21. ଏହାପରେ ସମାନେେ ବକ୍ସ୍ଟଲି ପଡିଲେ ଓ ସହେି ସ୍ଥାନ ପରିତ୍ଯାଗ କଲେ। ସମାନେେ ସମାନଙ୍କେର ବାଳକ, ପଶକ୍ସ୍ଟଗଣ ଓ ସମାନଙ୍କେର ସମସ୍ତ ସାମଗ୍ରୀ ସମାନଙ୍କେ ଆଗ ରେ ରଖିଲେ।
22. ସମାନେେ ମୀଖାର ଗୃହର ଅଳ୍ପ ଦୂର ରେ ଥିଲେ। ସେତବେେଳେ ମୀଖାର ନିକଟରେ ବାସ କରୁଥିବା ଲୋକମାନେ ଦାନର ଲୋକମାନଙ୍କୁ ଗୋଡ଼ାଇଲେ ଓ ସମାନଙ୍କେୁ ଧରିଲେ।
23. ସମାନେେ ଦାନର ଲୋକମାନଙ୍କ ଉପରେ ପାଟି କଲେ। ତା'ପରେ ଦାନର ଲୋକମାନେ ବକ୍ସ୍ଟଲିପଡି ମୀଖାଙ୍କକ୍ସ୍ଟ ପଚାରିଲେ, "ତୁମ୍ଭର କ'ଣ ଖବର ଅଛି ଯେ, ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଏକତ୍ରୀତ କରିଛ?"
24. ସେ ଉତ୍ତର ରେ କହିଲେ, "ମାରେ ହାତ ରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମାରେ ଯାଜକକକ୍ସ୍ଟ ତୁମ୍ଭମାନେେ ନଇେ ୟାଇଛ। ମାରେ ଆଉ କ'ଣ ବାକି ଅଛି? ଏବଂ ତଥାପି ତୁମ୍ଭେ ପଗ୍ଭରକ୍ସ୍ଟଛ, 'ସମସ୍ଯା କ'ଣ?"'
25. ତହିଁରେ ଦାନର ଲୋକମାନେ ତାଙ୍କୁ କହିଲେ, "ଆମ୍ଭ ସହିତ ତର୍କ ନକରିବା ତକ୍ସ୍ଟମ୍ଭ ପାଇଁ ଉତ୍ତମ ଅଟେ। ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କେତକଙ୍କେକ୍ସ୍ଟ କୋର୍ଧିତ କରିପା ରେ। ଯେଉଁମାନେ କି ଗରମ ମିଜାସର ଅଟନ୍ତି ଏବଂ ସମାନେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭର ପରିବାରକକ୍ସ୍ଟ ଆକ୍ରମଣ କରି ପାରନ୍ତି ଓ ହତ୍ଯା କରିପାରନ୍ତି।"
26. ଏହାପରେ ଦାନ ସନ୍ତାନଗଣ ନିଜ ପଥରେ ଅଗ୍ରସର ହେଲେ। ପକ୍ସ୍ଟଣି ମୀଖା ସମାନଙ୍କେୁ ନିଜଠାରକ୍ସ୍ଟ ଅଧିକ ବଳବାନ ଦେଖି ଫରେି ନିଜ ଗୃହକକ୍ସ୍ଟ ଫରେି ଗଲେ।
27. ତା'ପରେ ସମାନେେ ମୀଖାର ପ୍ରତିମା ଓ ତାହାର ଯାଜକକକ୍ସ୍ଟ ଛାଡି ଲଯିଶ ରେ ପହନ୍ଚିଲେ। ସମାନେେ ସହେି ଲୋକମାନଙ୍କୁ ଆକ୍ରମଣ କଲେ, ଯେଉଁମାନେ ସଠାେରେ ଶାନ୍ତି ରେ ଓ ନିରାପଦ ରେ ବାସ କରୁଥିଲେ। ସମାନେେ ଖଡ୍ଗ ରେ ଲୋକମାନଙ୍କୁ ହତ୍ଯା କଲେ ଓ ନଗରକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲେ।
28. ପକ୍ସ୍ଟଣି ତାଙ୍କର କହେି ଉଦ୍ଧାର କର୍ତ୍ତା ନ ଥିଲେ। କାରଣ ତାହା ସୀଦୋନଠାରକ୍ସ୍ଟ ଦୂର ଥିଲା, ସମାନଙ୍କେର ଅନ୍ୟ ଲୋକମାନଙ୍କ ସହିତ ଚୂକ୍ତି ନଥିଲା। ଲଯିଶ ବୈଥ୍ରହୋବର ଓ ନିକଟସ୍ଥ ତଳ ଭୂମିରେ ଥିଲା। ଏହାପରେ ସମାନେେ ନୂତନ ନଗର ନିର୍ମାଣ କରି ସଠାେରେ ବାସ କଲେ।
29. ଯେ ହତେକ୍ସ୍ଟ ସମାନେେ ଇଶ୍ରାୟେଲର ଜଣେ ପକ୍ସ୍ଟତ୍ର ଦାନର ଭବିଷ୍ଯଦ୍ ବଂଶଧର ଥିଲେ, ସମାନେେ ସହେି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବ ରେ ସହେି ନଗରର ନାମ ଲଯିଶ ଥିଲା।
30. ଏଣୁ ଦାନ ପରିବାରବର୍ଗ ସହେି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ସମାନଙ୍କେର ଯାଜକରୂପେ ସମାନେେ ମାଶାଙ୍କେର ପକ୍ସ୍ଟତ୍ର ଗେର୍ଶୋନ ବଂଶଧର ଯୋନାଥନକକ୍ସ୍ଟ ନିୟକ୍ସ୍ଟକ୍ତି କଲେ। ଇଶ୍ରାୟେଲୀୟମାନେ ନିର୍ବାସିତ ହବୋ ପର୍ୟ୍ଯନ୍ତ ଯୋନାଥନ ଓ ତାଙ୍କର ପକ୍ସ୍ଟତ୍ରମାନେ ଦାନ ପରିବାରବର୍ଗର ଯାଜକ ହାଇେ ରହିଲେ।
31. ଶୀଲୋ ରେ ପରମେଶ୍ବରଙ୍କ ଗୃହ ଥିବାର ସମସ୍ତ ସମୟ ସମାନେେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସହେି ଖାଦେିତ ପ୍ରତିମା ସ୍ଥାପନ କରି ରଖିଲେ।
About ବିଚାରକର୍ତ୍ତାମାନଙ୍କ ବିବରଣ Chapter 18
Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 18 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ବିଚାରକର୍ତ୍ତାମାନଙ୍କ ବିବରଣ
Chapter: 18
Testament: Old Testament
How to Read this Chapter
Use the Previous and Next Chapter buttons to continue reading ବିଚାରକର୍ତ୍ତାମାନଙ୍କ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ବିଚାରକର୍ତ୍ତାମାନଙ୍କ ବିବରଣ Chapter 18 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ବିଚାରକର୍ତ୍ତାମାନଙ୍କ ବିବରଣ Chapter 18?
ବିଚାରକର୍ତ୍ତାମାନଙ୍କ ବିବରଣ Chapter 18 is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Holy Bible.
Can I read this chapter online?
Yes. You can read the complete ବିଚାରକର୍ତ୍ତାମାନଙ୍କ ବିବରଣ Chapter 18 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21
Explore More from ବିଚାରକର୍ତ୍ତାମାନଙ୍କ ବିବରଣ
- ବିଚାରକର୍ତ୍ତା Chapter 9
- ବିଚାରକର୍ତ୍ତା Chapter 6
- ବିଚାରକର୍ତ୍ତା Chapter 19
- ବିଚାରକର୍ତ୍ତା Chapter 5
- ବିଚାରକର୍ତ୍ତା Chapter 10
- ବିଚାରକର୍ତ୍ତା Chapter 4
- ବିଚାରକର୍ତ୍ତା Chapter 8