Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 20 Online
Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 20 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ବିଚାରକର୍ତ୍ତାମାନଙ୍କ ବିବରଣ and the Holy Bible online.
Choose a Chapter
ବିଚାରକର୍ତ୍ତାମାନଙ୍କ ବିବରଣ 20
ଅଧ୍ୟାୟ 20
1. ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।
2. ଇଶ୍ରାୟେଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସଠାେରେ ଏକତ୍ରୀତ ହେଲେ। ପରମେଶ୍ବରଙ୍କ ଲୋକଗଣର ସହେି ସମାଜ ରେ ରହିଲେ। ଖଡ୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 4,00,000।
3. ବିନ୍ଯାମୀନୀଯ ପରିବାରବର୍ଗର ଲୋକମାନେ ଶୁଣିବାକୁ ପାଇଲେ ଯେ ଇଶ୍ରାୟେଲର ସମସ୍ତ ଲୋକ ମିସ୍ପୀ ରେ ଏକତ୍ରୀତ ହାଇେଛନ୍ତି। ଇଶ୍ରାୟେଲର ଲୋକମାନେ କହିଲେ, "ଆମ୍ଭମାନଙ୍କୁ କକ୍ସ୍ଟହ ଏପରି ଭୟଙ୍କର ଅବସ୍ଥା କିପରି ହେଲା?"
4. ଲବେୀୟ ଲୋକ, ୟିଏକି ହତ୍ଯା କରାୟାଇଥିବା ସ୍ତ୍ରୀ ଲୋକର ପ୍ରଭକ୍ସ୍ଟ, ସମାନଙ୍କେୁ କହିଲା, ଯାହା ସମାନଙ୍କେ ପାଇଁ ଘଟିୟାଇଥିଲା। ସେ କହିଲା, " ମାରେ ଉପପତ୍ନୀ ଏବଂ ମୁ ସହେି ବିନ୍ଯାମୀନୀଯ ଦେଶକକ୍ସ୍ଟ ୟାଇଥିଲକ୍ସ୍ଟ। ଆମ୍ଭମାନେେ ସଠାେରେ ରାତ୍ରି ୟାପନ କଲକ୍ସ୍ଟ।
5. କିନ୍ତୁ ସହେି ରାତ୍ରି ରେ ଗିବିଯାର ଅଧିପତି ସଠାେକକ୍ସ୍ଟ ଆସିଲେ। ଯେଉଁଠା ରେ ମୁ ରହକ୍ସ୍ଟଥିଲି। ସମାନେେ ସେ ଗୃହକକ୍ସ୍ଟ ଘରେିଗଲେ। ଏବଂ ସମାନେେ ଚାହିଁଲେ ମାେତେ ମାରିଦବୋ ପାଇଁ ସମାନେେ ମାରେ ଉପପତ୍ନୀଙ୍କକ୍ସ୍ଟ ଧର୍ଷଣ କଲେ। ଏବଂ ସେ ମରିଗଲା।
6. ତେଣୁ ମୁ ମାରେ ଉପପତ୍ନୀଙ୍କକ୍ସ୍ଟ ଗୃହକକ୍ସ୍ଟ ନଇେ ଆସିଲି ଏବଂ ତାକକ୍ସ୍ଟ କାଟି ଖଣ୍ତ ଖଣ୍ତ କରିଦଲେି। ତା'ପରେ ମୁ ତା'ର ଶରୀରର ଟକ୍ସ୍ଟକକ୍ସ୍ଟଡାଗକ୍ସ୍ଟଡିକ ସାରା ଇଶ୍ରାୟେଲ ମଧ୍ଯକକ୍ସ୍ଟ ପଠାଇଦଲେି, କାରଣ ବିନ୍ଯାମୀନର ଏହିସବୁ ଲୋକମାନେ ଇଶ୍ରାୟେଲ ରେ ଏହିପରି ଜଘନ୍ଯ ଅପମାନଜନକ କାର୍ୟ୍ଯ କରିଥିଲେ।
7. ବର୍ତ୍ତମାନ ଇଶ୍ରାୟେଲର ସମସ୍ତ ଲୋକଗଣ କକ୍ସ୍ଟହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭମାନେେ କ'ଣ କରିବା।"
8. ଏହାପରେ ଜଣେ ଲୋକ ପରି ସମସ୍ତ ଲୋକ ଏକା ସମୟରେ ଉଠି ପଡିଲେ ଓ କହିଲେ, "ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ଗୃହକକ୍ସ୍ଟ ୟିବା ନାହିଁ। କହେି କାହାର ସ୍ବଗୃହକକ୍ସ୍ଟ ଫରେିବା ନାହିଁ।
9. ଗିବିଯା ପ୍ରତି ଏବେ ଆମ୍ଭମାନେେ ଏହିପରି କରିବକ୍ସ୍ଟ, ଗକ୍ସ୍ଟଲିବାଣ୍ଟ କ୍ରମେ ତା'ର ପ୍ରତିକୂଳ ରେ ୟିବକ୍ସ୍ଟ।
10. ଆମ୍ଭମାନେ 100 ଜଣ ଲୋକମାନଙ୍କରକ୍ସ୍ଟ ଦଶଜଣଙ୍କକ୍ସ୍ଟ, 1000 ଜଣରକ୍ସ୍ଟ 100 ଜଣଙ୍କକ୍ସ୍ଟ, ଆମ୍ଭର ସୈନ୍ଯବାହୀନିର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲକ୍ସ୍ଟ। ତେଣୁ ସୈନିକମାନେ ବିନ୍ଯାମୀନର ଗିଲିଯଦକକ୍ସ୍ଟ ଆକ୍ରମଣ କରିବେ। ସମାନେେ ସହେି ଲୋକମାନଙ୍କୁ ସମାନଙ୍କେର କକ୍ସ୍ଟକର୍ମ ଯୋଗକ୍ସ୍ଟ ଇଶ୍ରାୟେଲ ରେ ଦଣ୍ତ ଦବେେ।"
11. ଏହିରୂପେ ଇଶ୍ରାୟେଲୀୟ ସମସ୍ତ ଲୋକ ଜଣେ ଲୋକପରି ସହେି ନଗର ବିରକ୍ସ୍ଟଦ୍ଧ ରେ ଏକତ୍ରୀତ ହେଲେ।
12. ଏହାପରେ ଇଶ୍ରାୟେଲ ପରିବାରବର୍ଗ ବିନ୍ଯାମୀନର ସମକ୍ସ୍ଟଦାଯ ପରିବାରବର୍ଗ ନିକଟକକ୍ସ୍ଟ ଲୋକ ପଠାଇ କହିଲେ, "ତୁମ୍ଭମାନଙ୍କ ମଧିଅରେ ଏ କି ଦକ୍ସ୍ଟଷ୍ଟତା ଘଟିଛି?
13. ଗିବିଯାର କକ୍ସ୍ଟକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତ ରେ ବର୍ତ୍ତମାନ ସମର୍ପଣ କର, ଯାହାଫଳ ରେ ଆମ୍ଭମାନେେ ସମାନଙ୍କେୁ ହତ୍ଯା କରି ପାରିବକ୍ସ୍ଟ ଏବଂ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିଦବେକ୍ସ୍ଟ। "
14. ପକ୍ସ୍ଟଣି ସନ୍ତାନଗଣ ବିନ୍ଯାମୀନ ପରିବାରବର୍ଗର ଲୋକମାନେ ନଗରମାନରକ୍ସ୍ଟ ବାହାରି ଗିବିଯାକକ୍ସ୍ଟ ୟାଇ ଇଶ୍ରାୟେଲର ଅନ୍ୟ ବଂଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ।
15. ସହେିଦିନ ନଗରମାନଙ୍କରକ୍ସ୍ଟ ଆସନ୍ତା ବିନ୍ଯାମୀନ ସନ୍ତାନଗଣର 26,000 ଖଡ୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡା ଗିବିଯାନ ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ।
16. ଏହି ଲୋକମାନଙ୍କ ମଧିଅରେ 700ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ଯ ନହରାଇ ସମାନେେ ଗୋଟିଏ କେଶକକ୍ସ୍ଟ ମଧ୍ଯ ବାଟକ୍ସ୍ଟଳି ଦ୍ବାରା ମଧ୍ଯ ଲକ୍ଷ୍ଯଭଦେ କରିପାରନ୍ତି।
17. ବିନ୍ଯାମୀନ ପରିବାରବର୍ଗ ବ୍ଯତୀତ ଇଶ୍ରାୟେଲର 4,00,000 ଖଡ୍ଗଧାରୀ ଗଣତି ହେଲେ। ସମାନେେ ସମସ୍ତେ ତାଲିମ ପ୍ରାଲ୍ଗ ସୈନିକ ଥିଲେ।
18. ଏହାପରେ ଇଶ୍ରାୟେଲ ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଓ ସଦାପ୍ରଭୁଙ୍କୁ ପଚାରିଲେ, "ବିନ୍ଯାମୀନ ପରିବାରବର୍ଗ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ ପ୍ରଥମେ କିଏ ୟିବ।"
19. ଏହାପରେ ଇଶ୍ରାୟେଲ ଲୋକମାନେ ସକାଳକ୍ସ୍ଟ ଉଠିଲେ ଓ ଗିବିଯା ନିକଟରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।"
20. ତା'ପରେ ଇଶ୍ରାୟେଲୀୟମାନେ ବିନ୍ଯାମୀନ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ବାହାରି ଗଲେ ଓ ଗିବିଯାଠା ରେ ୟକ୍ସ୍ଟଦ୍ଧ କଲେ।
21. ଏହାପରେ ବିନ୍ଯାମୀନର ସୈନ୍ଯଗଣ ଗିବିଯାର ୟକ୍ସ୍ଟଦ୍ଧ କ୍ଷେତ୍ରକକ୍ସ୍ଟ ବାହାରି ଆସିଲେ। ସହେିଦିନ ୟକ୍ସ୍ଟଦ୍ଧ ରେ ବିନ୍ଯାମୀନର ସୈନ୍ଯମାନେ ଇଶ୍ରାୟେଲର 22,000 ସୈନ୍ଯକକ୍ସ୍ଟ ହତ୍ଯା କଲେ।
22. ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ନିକଟକକ୍ସ୍ଟ ଗଲେ ଏବଂ ସମାନେେ ସନ୍ଧ୍ଯା ପର୍ୟ୍ଯନ୍ତ ସଦାପ୍ରଭୁଙ୍କଠା ରେ କ୍ରନ୍ଦନ କଲେ। ସମାନେେ ସଦାପ୍ରଭୁଙ୍କୁ ପଚାରିଲେ, "ଆମ୍ଭମାନେେ କ'ଣ ଆମ୍ଭମାନଙ୍କର ଆପଣା ଭାଇ ବିନ୍ଯାମୀନ ଲୋକମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ୟିବା ଉଚିତ୍?"
24. ୟକ୍ସ୍ଟଦ୍ଧର ଦ୍ବାତୀଯ ଦିନ ରେ ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନ ସୈନ୍ଯମାନଙ୍କର ନିକଟବର୍ତ୍ତୀ ହେଲ।
25. ଦ୍ବିତୀୟ ଦିନ ରେ ବିନ୍ଯାମୀନ ପରିବାରବର୍ଗର ସୈନ୍ଯଗଣ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗିବିଯାରକ୍ସ୍ଟ ବାହାରି ଆସିଲେ। ଏହିଥର ବିନ୍ଯାମୀନ ତାଲିମ୍ପ୍ରାଲ୍ଗ ସୈନ୍ଯଗଣ ଇଶ୍ରାୟେଲର 18,000 ସୈନ୍ଯ ହତ୍ଯା କଲେ। ଯେଉଁମାନେ କି ସମାନଙ୍କେର ତାଲିମ ପ୍ରାଲ୍ଗ ସୈନିକ ଥିଲେ।
26. ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ବୈଥଲହମେକକ୍ସ୍ଟ ଗଲେ। ସହେି ସ୍ଥାନ ରେ ସମାନେେ ବସି ସଦାପ୍ରଭୁଙ୍କୁ ଗକ୍ସ୍ଟହାରି ଜଣାଇଲେ। ସମାନେେ ସଠାେରେ ଦିନ ତମାମ କିଛି ଖାଇଲେ ନାହିଁ। ସମାନେେ ମଧ୍ଯ ମଦାପ୍ରଭକ୍ସ୍ଟଙ୍କକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ।
27. ଇଶ୍ରାୟେଲୀୟ ଲେୈକମାନେ ସଦାପ୍ରଭୁଙ୍କୁ ଏକ ପ୍ରଶ୍ନ ପଚାରିଲେ, ସହେି ସମୟରେ ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ବୈଥଲଠାେ ରେ ଥିଲା।
28. ସଠାେରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିଯାସରର ବଂଶଧର ଥିଲେ। ଇଲିଯାସର ଥିଲା ହାରୋଣଙ୍କର ପକ୍ସ୍ଟତ୍ର। ଇଶ୍ରାୟେଲର ଲୋକମାନେ ପଚାରିଲେ, "ବିନ୍ଯାମୀନର ଲୋକମାନେ ଆମର ସଐର୍କୀଯ। ଆମ୍ଭର ତାଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ ନା ୟକ୍ସ୍ଟଦ୍ଧ ବନ୍ଦ କରିବା ଉଚିତ୍?"
29. ଏହାପରେ ଇଶ୍ରାୟେଲର କିଛି ସୈନିକ ଗିବିଯା ନଗରର ଚତକ୍ସ୍ଟପାଶର୍ବ ରେ ଲକ୍ସ୍ଟଚିରହିଲେ।
30. ଇଶ୍ରାୟେଲର ସୈନ୍ଯମାନେ ତୃତୀୟ ଦିନ ଗିବିଯା ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ସମାନେେ ପୂର୍ବଥର ପରି ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରସ୍ତକ୍ସ୍ଟତ ରହିଲେ।
31. ବିନ୍ଯାମୀନର ସୈନ୍ଯମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାପାଇଁ ଗିବିଯାରକ୍ସ୍ଟ ବାହାରି ଆସିଲେ। ଇଶ୍ରାୟେଲର ସୈନ୍ଯମାନେ ପଳାଯନ କଲେ ଓ ବିନ୍ଯାମୀନ ସୈନ୍ଯମାନେ ସମାନଙ୍କେର ପଛ ରେ ଗୋଡ଼ାଇଲେ। ଏହି ପ୍ରକା ରେ ସମାନେେ ଇଶ୍ରାୟେଲମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନଗରକକ୍ସ୍ଟ ପଛ ରେ ଛାଡି ୟିବାର କଲେ।
32. ବିନ୍ଯାମୀନର ଲୋକମାନେ ସମାନଙ୍କେ ମଧିଅରେ କକ୍ସ୍ଟହା କକ୍ସ୍ଟହି ହେଲେ, "ଆମ୍ଭେ ପୂର୍ବପରି ଜିତିବକ୍ସ୍ଟ।"'
33. ତେଣୁ ଇଶ୍ରାୟେଲର ସମସ୍ତ ଲୋକ ସମାନଙ୍କେର ସ୍ଥାନରକ୍ସ୍ଟ ଉଠି ଦୌଡିଲେ। ସମାନେେ ସମସ୍ତେ ଗୋଟିଏ ଜାଗା ରେ ରକ୍ସ୍ଟଣ୍ତ ହେଲେ। ସହେି ସ୍ଥାନର ନାମ ଥିଲା ବାଲ୍ତାମର। ଇଶ୍ରାୟେଲର କେତକେ ଲୋକ ଗିବିଯାର ପଶ୍ଚିମ ରେ ଲକ୍ସ୍ଟଚି ରହକ୍ସ୍ଟଥିଲେ। ପୂର୍ବ ଗିବିଯା ରେ, ସମାନେେ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ବାହାରି ଆସିଲେ ଓ ଗିବିଯାକକ୍ସ୍ଟ ଆକ୍ରମଣ କଲେ।
34. ,000 ଉତ୍ତମ ତାଲିମପ୍ରାଲ୍ଗ ସୈନିକମାନେ ଗିବିଯାକକ୍ସ୍ଟ ଆକ୍ରମଣ କଲେ। ଏହା ଏକ ଭୟଙ୍କର ୟକ୍ସ୍ଟଦ୍ଧ ଥିଲା କିନ୍ତୁ ବିନ୍ଯାମୀନ ସୈନ୍ଯମାନେ ଅନକ୍ସ୍ଟଭବ କରିପାରିଲେ ନାହିଁ ଯେ, ଏକ ଦକ୍ସ୍ଟର୍ଘଟଣା ସମାନଙ୍କେ ଉପରେ ଘଟିବାକକ୍ସ୍ଟ ଯାଉଛି।
35. ସଦାପ୍ରଭୁ ଇଶ୍ରାୟେଲର ସୈନ୍ଯମାନଙ୍କ ଦ୍ବାରା ବିନ୍ଯାମୀନମାନଙ୍କୁ ପରାସ୍ତ କଲେ। ସହେିଦିନ ଇଶ୍ରାୟେଲର ସୈନ୍ଯମାନେ ସମାନଙ୍କେର 25,100 ୈସନ୍ଯମାନଙ୍କୁ ହତ୍ଯା କଲେ। ସେ ସମସ୍ତ ସୈନ୍ଯମାନେ ମକ୍ସ୍ଟଖ୍ଯତଃ ତାଲିମ ନଇେଥିଲେ ୟକ୍ସ୍ଟଦ୍ଧ ପାଇଁ।
36. ତେଣୁ ବିନ୍ଯାମୀନ ଲୋକମାନେ ଦେଖିଲେ ଯେ ସମାନେେ ହାରି ଯିବେ।
37. ସଠାେରେ ଲକ୍ସ୍ଟଚିଥିବା ଲୋକମାନେ ଗିବିଯାକକ୍ସ୍ଟ ଆକ୍ରମଣ କରି ଦେଲେ। ସମାନେେ ନଗରର ଗ୍ଭରିଆଡେ ବ୍ଯାପିଗଲେ ଏବଂ ନଗର ରେ ଖଣ୍ତା ଦ୍ବାରା ପ୍ରେତ୍ୟକକଙ୍କକ୍ସ୍ଟ ହତ୍ଯା କଲେ।
38. ବର୍ତ୍ତମାନ ଯେଉଁ ଇଶ୍ରାୟେଲୀୟ ଲୋକମାନେ ଲକ୍ସ୍ଟଚି ରହିଲେ, ସମାନେେ ଏକ ଯୋଜନା ପ୍ରସ୍ତକ୍ସ୍ଟତ କଲେ। ସମାନେେ ନଗରରକ୍ସ୍ଟ ବୃହତ୍ ଧୂମ ମେଘ ଉଠାଇବେ। ଇଶ୍ରାୟେଲୀୟ ଲୋକଙ୍କ ସହିତ ସମାନଙ୍କେର ଏହି ନିଷ୍ପତ୍ତି ହାଇୟୋଇ ଥିଲା।
39. ବିନ୍ଯାମୀନର ସୈନ୍ଯମାନେ ପ୍ରାଯ ତିରିଶ ଜଣ ଇଶ୍ରାୟେଲୀୟ ୈସନ୍ଯମାନଙ୍କୁ ହତ୍ଯା କଲେ। ତେଣୁ ବିନ୍ଯାମୀନୀଯମାନେ ନିଜକକ୍ସ୍ଟ ନିଜେ କହିଲେ, "ଆମ୍ଭମାନେେ ଠିକ୍ ପୂର୍ବ ପରି ଜଯ କରୁଛକ୍ସ୍ଟ।"
40. କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ଯାମୀନର ସୈନ୍ଯମାନେ ବକ୍ସ୍ଟଲିକରି ଚାହିଁଲେ ଏବଂ ଦେଖିଲେ କ'ଣ ସବୁ ଗ୍ଭଲକ୍ସ୍ଟଛି। ସମାନେେ ଦେଖିଲେ ଯେ, ବକ୍ସ୍ଟଲି ଦେଖନ୍ତିତ ନଗର ରେ ନିଆଁ ଜଳକ୍ସ୍ଟଛି।
41. ଏହାପରେ ଇଶ୍ରାୟେଲୀୟ ସୈନ୍ଯମାନେ ଦୌଡା ବନ୍ଦ କରି ଦେଲେ। ସମାନେେ ସମସ୍ତେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହାଇଗେଲେ। ବିନ୍ଯାମୀନର ସୈନ୍ଯମାନେ ଭୟଭୀଯ ହାଇଗେଲେ। ସମାନେେ ଅନକ୍ସ୍ଟଭବ କଲେ ଯେ, ଏକ ଭୟଙ୍କର ବିପଦ ସମାନଙ୍କେ ଉପରକକ୍ସ୍ଟ ଆସକ୍ସ୍ଟଅଛି।
42. ତେଣୁ ବିନ୍ଯାମୀନୀଯ ସୈନିକମାନେ ଇଶ୍ରାୟେଲ ସୈନ୍ଯଙ୍କ ପାଖରକ୍ସ୍ଟ ଦୌଡି ପଳାଇବାକକ୍ସ୍ଟ ଲାଗିଲେ। ସମାନେେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ। କିନ୍ତୁ ସମାନେେ ଏପରି କରି ମଧ୍ଯ ଯୁଦ୍ଧରୁ ରକ୍ଷା ପାଇପାରି ନ ଥିଲେ। ଇଶ୍ରାୟେଲର ସୈନ୍ଯମାନେ ନଗର ବାହାରକକ୍ସ୍ଟ ଆବାରି ଆସିଲେ ଏବଂ ସମାନଙ୍କେୁ ହତ୍ଯା କଲେ।
43. ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନର ସୈନ୍ଯମାନଙ୍କ ଚତକ୍ସ୍ଟଃପାଶର୍ବ ରେ ଘରେିଗଲେ ଓ ସମାନଙ୍କେ ପଛ ରେ ଗୋଡ଼ାଇଲେ। ସମାନେେ ସମାନଙ୍କେୁ ବିଶ୍ରାମ ଦେଲେ ନାହିଁ । ଇଶ୍ରାୟେଲର ସୈନ୍ଯମାନେ ଗିବିଯାର ପୂର୍ବାଞ୍ଚଳ ନିକଟରେ ପରାସ୍ତ କଲେ।
44. ଏହିପରି ଭାବରେ ବିନ୍ଯାମୀନୀଯ ଯୋଦ୍ଧା ସୈନିକ 18,000 ଲୋକଙ୍କକ୍ସ୍ଟ ହତ୍ଯା କଲେ।
45. ବିନ୍ଯାମୀନୀଯ ସୈନ୍ଯମାନେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ । ସମାନେେ ରିେମ୍ମାନ ଶୈଳ ନିକଟକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନୀଯ 5,000 ସୈନିକଙ୍କକ୍ସ୍ଟ ରାସ୍ତା ଉପରେ ହତ୍ଯାକଲେ। ଏବଂ ସମାନେେ ପଳାଯନକାରୀ ବିନ୍ଯାମୀନୀଯ ସୈନ୍ଯମାନଙ୍କୁ ଗିଦିଯୋନ ଗୋଡ଼ାଇ ଥିଲେ। ସଠାେରେ ଇଶ୍ରାୟେଲର ସୈନ୍ଯମାନେ ଆହକ୍ସ୍ଟରି 2,000 ବିନ୍ଯାମୀନର ୈସନ୍ଯମାନଙ୍କୁ ହତ୍ଯା କଲେ।
46. ସହେିଦିନ 25,000 ଲୋକ ବିନ୍ଯାମୀନୀଯ ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ମରିଗଲେ। ଯେଉଁମାନେ କି ବୀରତାର ସହକା ରେ ୟକ୍ସ୍ଟଦ୍ଧ ଚଳାଇ ଥିଲେ।
47. କିନ୍ତୁ 600 ସୈନିକ ବିନ୍ଯାମୀନୀଯଙ୍କର ମରକ୍ସ୍ଟଭୂମିକକ୍ସ୍ଟ ଦୌଡି ପଳାଯନ କଲେ। ସମାନେେ ରିମ୍ମୋନ୍ ଶୈଳ ନିକଟକକ୍ସ୍ଟ ପଳାଇ ସଠାେରେ ଗ୍ଭରିମାସ ଧରି ରହିଲେ।
48. ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନର ଦେଶକକ୍ସ୍ଟ ଫରେିଗଲେ। ସମାନେେ ପ୍ରେତ୍ୟକକ ସହରର ପ୍ରେତ୍ୟକକ ଲୋକମାନଙ୍କୁ ହତ୍ଯା କଲେ, ଯେଉଁମାନଙ୍କୁ ସମାନେେ ଭଟେିଲେ। ସମାନେେ ପଶକ୍ସ୍ଟମାନଙ୍କୁ ହତ୍ଯା କଲେ ଓ ସମାନଙ୍କେର ସମ୍ମକ୍ସ୍ଟଖ ରେ ଯାହା ପଡିଲା ସଗେୁଡିକୁ ସମାନେେ ଧ୍ବଂସ କଲେ। ପକ୍ସ୍ଟଣି ସମାନେେ ଯେଉଁ ସହର ରେ ପ୍ରବେଶ କଲେ ତାକକ୍ସ୍ଟ ଅଗ୍ନି ରେ ପୋଡି଼ ପକାଇଲେ।
About ବିଚାରକର୍ତ୍ତାମାନଙ୍କ ବିବରଣ Chapter 20
Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 20 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ବିଚାରକର୍ତ୍ତାମାନଙ୍କ ବିବରଣ
Chapter: 20
Testament: Old Testament
How to Read this Chapter
Use the Previous and Next Chapter buttons to continue reading ବିଚାରକର୍ତ୍ତାମାନଙ୍କ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ବିଚାରକର୍ତ୍ତାମାନଙ୍କ ବିବରଣ Chapter 20 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ବିଚାରକର୍ତ୍ତାମାନଙ୍କ ବିବରଣ Chapter 20?
ବିଚାରକର୍ତ୍ତାମାନଙ୍କ ବିବରଣ Chapter 20 is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Holy Bible.
Can I read this chapter online?
Yes. You can read the complete ବିଚାରକର୍ତ୍ତାମାନଙ୍କ ବିବରଣ Chapter 20 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21
Explore More from ବିଚାରକର୍ତ୍ତାମାନଙ୍କ ବିବରଣ
- ବିଚାରକର୍ତ୍ତା Chapter 9
- ବିଚାରକର୍ତ୍ତା Chapter 10
- ବିଚାରକର୍ତ୍ତା Chapter 4
- ବିଚାରକର୍ତ୍ତା Chapter 11
- ବିଚାରକର୍ତ୍ତା Chapter 3
- ବିଚାରକର୍ତ୍ତା Chapter 5
- ବିଚାରକର୍ତ୍ତା Chapter 15