ବିଚାରକର୍ତ୍ତା Chapter 16

For English

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 16 Online

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 16 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ବିଚାରକର୍ତ୍ତାମାନଙ୍କ ବିବରଣ and the Holy Bible online.

Choose a Chapter

ବିଚାରକର୍ତ୍ତାମାନଙ୍କ ବିବରଣ 16

ଅଧ୍ୟାୟ 16

1. ଦିନେ ଶାମ୍ଶାେନ୍ ଘସା ରେ ଥିବା ଏକ ବେଶ୍ଯା ପାଖକକ୍ସ୍ଟ ଗଲେ। ସେ ତା'ର ସହିତ ରାତ୍ରିୟାପନ କରିବା ପାଇଁ ସଠାେକକ୍ସ୍ଟ ୟାଇଥିଲେ।

2. କହେି ଜଣେ ଘସୀଯ ଲୋକମାନଙ୍କୁ କହିଲେ ଯେ, "ଶାମ୍ଶୋନ୍ ସହେି ସ୍ଥାନକକ୍ସ୍ଟ ୟାଇଥିଲେ।" ସମାନେେ ଶାମ୍ଶୋନ୍ଙ୍କକ୍ସ୍ଟ ହତ୍ଯା କରିବାକୁ ଚାହିଁଲେ। ତେଣୁ ସମାନେେ ସେ ସହରକକ୍ସ୍ଟ ଘରେି ଗଲେ। ସମାନେେ ରାତ୍ରି ତମାମ ଚିପ୍ଗ୍ଭପ୍ ନଗର ଫାଟକ ନିକଟରେ ଲକ୍ସ୍ଟଚି ରହିଲେ। ସମାନେେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ, "ସକାଳ ହେଲେ ଆମେ ଶାମ୍ଶାେନ୍ଙ୍କକ୍ସ୍ଟ ହତ୍ଯା କରିବା।"

3. କିନ୍ତୁ ଶାମ୍ଶାେନ୍ ସେ ବେଶ୍ଯା ପାଖ ରେ ମଧ୍ଯ ରାତ୍ରି ପର୍ୟ୍ଯନ୍ତ ରହିଲେ ଓ ମଧ୍ଯ ରାତ୍ରି ରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସଗେୁଡିକୁ କାନ୍ଥରକ୍ସ୍ଟ ଓ ଦକ୍ସ୍ଟଇ ବାଜକ୍ସ୍ଟବନ୍ଧରକ୍ସ୍ଟ ଉପାଡି ପକାଇଲେ। ସେ ଫାଟକର ଦକ୍ସ୍ଟଇଟି ଖମ୍ବକକ୍ସ୍ଟ ତା'ର ବାଜକ୍ସ୍ଟବନ୍ଧକକ୍ସ୍ଟ ହିବ୍ରୋଣ ପର୍ବତ ପାଖକକ୍ସ୍ଟ ନଇଗେଲେ।

4. ଏହାପରେ ଶାମ୍ଶୋନ୍ ଦଲୀଲା ନାମକ ଏକ ସ୍ତ୍ରୀ ଲୋକର ପ୍ ରମେ ରେ ପଡିଗଲେ। ଯେ କି ଥିଲା ସୋ ରେକ୍ ଉପତ୍ୟକାର ଜଣେ ସ୍ତ୍ରୀ ଲୋକ।

5. ତେଣୁ ପଲେଷ୍ଟୀୟ ନତେୃବର୍ଗମାନେ ସହେି ସ୍ତ୍ରୀ ନିକଟକକ୍ସ୍ଟ ଆସି ତାହାକକ୍ସ୍ଟ କହିଲେ, "ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ ସେ କେଉଁଠାରକ୍ସ୍ଟ ବଳ ପାଉଛି, ତୁମ୍ଭେ ଚତକ୍ସ୍ଟରତାର ସହ ତାଙ୍କ ପାଖରକ୍ସ୍ଟ ଏହି ଗକ୍ସ୍ଟଲ୍ଗ ରହସ୍ଯ ଆଦାଯ କର। ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ, ତାକକ୍ସ୍ଟ କିପରି କାବକ୍ସ୍ଟ କରି ହବେ। ଯାହାଫଳ ରେ ଆମ୍ଭେ ଯେ କୌଣସି ପ୍ରକା ରେ ବନ୍ଦି କରି ପାରିବକ୍ସ୍ଟ। ଯଦି ତୁମ୍ଭେ ଏହା କରିପାରିବ ତବେେ ତୁମ୍ଭକୁ ଆମ୍ଭେ ପ୍ରେତ୍ୟକକ 1,100 ଲଖାଏଁେ ରେ ୗପ୍ୟ ମକ୍ସ୍ଟଦ୍ରା ଦବେକ୍ସ୍ଟ।"

6. ତେଣୁ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲା, "ଦୟାକରି କକ୍ସ୍ଟହ କିଏ ତୁମ୍ଭକୁ ଶକ୍ତିଶାଳୀ କରୁଛି, କିପରି ଭାବରେ ଜଣେ ବ୍ଯକ୍ତି ତୁମ୍ଭକୁ ବାନ୍ଧି ପାରିବ?"

7. ଶାମ୍ଶାେନ୍ ଉତ୍ତର ଦଇେ କହିଲେ, "ଯାହା କବେେ ଶକ୍ସ୍ଟଷ୍କ ହାଇନୋହିଁ। ଏପରି ସାତଟା କଞ୍ଚାତନ୍ତ ରେ ଯବେେ ସମାନେେ ମାେତେ ବାନ୍ଧିବେ। ତବେେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକପରି ହାଇେ ୟିବି।"

8. ଏହାପରେ ପଲେଷ୍ଟୀୟ ଅଧିପତିମାନେ ଅଶକ୍ସ୍ଟଷ୍କ ସାତଟା କଞ୍ଚାତନ୍ତ ଆଣି ସହେି ସ୍ତ୍ରୀ ଲୋକଟିକକ୍ସ୍ଟ ଦେଲେ। ସେଥି ରେ ସେ ଶାମ୍ଶୋନ୍ଙ୍କକ୍ସ୍ଟ ବାନ୍ଧିଲା।

9. ସେ ସମୟରେ କେତକେ ଲୋକ ପରବର୍ତ୍ତୀ କଠାେରୀ ରେ ଲକ୍ସ୍ଟଚି ରହିଲେ। ତେଣୁ ସେ ସମାନଙ୍କେୁ କହିଲା, "ଶାମ୍ଶାେନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଛନ୍ତି!" କିନ୍ତୁ ଶାମ୍ଶାେନ୍ ଅନ୍ଯାଯ ରେ ଧନକ୍ସ୍ଟର ଗକ୍ସ୍ଟଣକକ୍ସ୍ଟ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡି ଛିଣ୍ତିଗଲା। ଏହିପରି ସମାନେେ ତାଙ୍କର ବଳର ଗକ୍ସ୍ଟଲ୍ଗ ରହସ୍ଯ ଜାଣି ପାରିଲେ ନାହିଁ।

10. ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲା, "ତୁମ୍ଭେ ମାେତେ ବୋକା ବନଇେଲ ଓ ମିଥ୍ଯା କହିଲ। ଏବେ ତୁମ୍ଭେ କେଉଁଥି ରେ ବନ୍ଧାୟାଇପାର କକ୍ସ୍ଟହ।"

11. ତହିଁରେ ସେ ତାକକ୍ସ୍ଟ କହିଲେ, " ଯେଉଁ ରଜ୍ଜକ୍ସ୍ଟ ରେ କୌଣସି କର୍ମ କରାୟାଇ ନାହିଁ। ଏପରି ନୂତନ ରଜ୍ଜକ୍ସ୍ଟ ଦୌଡି ରେ ମାେତେ ବିନ୍ଧିଲେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକଙ୍କ ପରି ହାଇଯେିବି।"

12. ତେଣୁ ଦଲୀଲା ନୂତନ ରଜ୍ଜକ୍ସ୍ଟ ନଇେ ତାହାଙ୍କକ୍ସ୍ଟ ବାନ୍ଧିଲା। ସେତବେେଳେ ଅକ୍ତିଆର କରିବାକୁ ଉତ୍କସ୍ଖିତ ଲୋକମାନେ ପରବର୍ତ୍ତୀ କଠାେରୀ ରେ ଲକ୍ସ୍ଟଚି ରହକ୍ସ୍ଟଥିଲେ। ତା'ପରେ ସେ କହିଲା, "ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ନିମନ୍ତେ ଆସିଛନ୍ତି।" କିନ୍ତୁ ସେ ଖଣ୍ଡେ ସୂତାପରି ନିଜର ବାହକ୍ସ୍ଟ ଉପରେ ଥିବା ରଜ୍ଜକ୍ସ୍ଟ ସବୁକକ୍ସ୍ଟ ଛିଣ୍ତାଇ ପକାଇଲେ।

13. ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, "ତୁମ୍ଭେ ପକ୍ସ୍ଟନର୍ବାର ମାେତେ ନିର୍ବୋଧ ବନଇେଲ ଓ ମିଛ କହିଲ! ତୁମ୍ଭେ କାହିଁ ରେ ବନ୍ଧାୟାଇପାର, ମାେତେ କକ୍ସ୍ଟହ।"

14. ଶାମ୍ଶାେନ୍ ଶାଇେଥିବା ବେଳେ ସେ ତାଙ୍କର ବାଳକକ୍ସ୍ଟ ଗୋଟିଏ ସୂତା ବାହାର କରି ସାତଟି ବଣେୀ କଲା ଏବଂ ଗୋଟିଏ ତମ୍ବୁ ଖିଲ ରେ ବାନ୍ଧି ଦେଲେ ଏବଂ ତା'ପରେ ସେ ତାଙ୍କୁ କହିଲା, "ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ନିମନ୍ତେ ଆସିଛନ୍ତି।" ତେଣୁ ସେ ଖିଲକକ୍ସ୍ଟ, ସୂତାକକ୍ସ୍ଟ ଓ ତନ୍ତକ୍ସ୍ଟକକ୍ସ୍ଟ ଉପାଡି ପକାଇଲେ।

15. ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହାଲା, "ତୁମ୍ଭେ ପକ୍ସ୍ଟଣି ଥରେ ମାେତେ କହିଲ, ତୁମ୍ଭେ କିପରି କହିପାରକ୍ସ୍ଟଛ, 'ମୁ ତୁମ୍ଭକୁ ଭଲ ପାଏ,' ତୁମ୍ଭେ କେତବେେଳେ ହେଲେ ମାେତେ ବିଶ୍ବାସ କରୁନାହଁ? ତୁମ୍ଭର ମହାବଳ କେଉଁଥି ରେ ଅଛି ମାେତେ କହି ନାହଁ। ତୁମ୍ଭେ ମାେତେ ତିନି ଥର ୟାକ ବୋକା ବନାଇଲ।"

16. ଦିନପରେ ଦିନ ସେ ଶାମ୍ଶାେନ୍ଙ୍କକ୍ସ୍ଟ ଏତି ତିରସ୍କାର କଲା ଓ ଗ୍ଭପ ପକାଇଲା ଯେ, ସେ ଏତେ ବିତୃଷ୍ନା ହାଇଗେଲେ ଯେ, ନିଜେ ମରିଗଲେ ବୋଲି ସେ ଅନକ୍ସ୍ଟଭବ କଲେ।

17. ଶଷେ ରେ ଶାମ୍ଶାେନ୍ ସମସ୍ତ ଗକ୍ସ୍ଟଲ୍ଗକଥା ତାଙ୍କୁ ଜଣାଇଲେ। ସେ ତାଙ୍କୁ କହିଲେ, "ମୁ ଜନ୍ମ ପୂର୍ବରକ୍ସ୍ଟ ସଦାପ୍ରଭୁଙ୍କୁ ସମର୍ପଣ ହାଇେଥିଲି। ମୁ ମାରେ ବାଳ କବେେ କାଟିନଥିଲି। ଯଦି କୌଣସି ଲୋକ ମାରେ ମକ୍ସ୍ଟଣ୍ତର ବାଳ କାଟି ସଫା କରିଦିଏ, ତବେେ ମୁ ମାରେ ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହାଇଯେିବି।"

18. ଦଲୀଲା ଦେଖିଲା ଶାମ୍ଶୋନ୍ ତାଙ୍କୁ ସମସ୍ତ ଗକ୍ସ୍ଟଲ୍ଗ କଥା ଜଣାଇ ଦେଲେ। ତେଣୁ ସେ ପଲେଷ୍ଟୀୟ ନତେୃବର୍ଗମାନଙ୍କୁ ଜଣାଇ ଦଲୋ। ସେ କହିଲା, "ଏହି ଥର ଆସ, କାରଣ ଶାମ୍ଶାେନ୍ ମାେତେ ତାଙ୍କର ସମସ୍ତ ରହସ୍ଯ କହିଦଇେଛନ୍ତି।" ତେଣୁ ନତେୃବର୍ଗ ଦଲୀଲା ନିକଟକକ୍ସ୍ଟ ଆସିଲେ ଏବଂ ମକ୍ସ୍ଟଦ୍ରା ଆଣିଲେ।

19. ଦଲୀଲା ତାଙ୍କୁ ନିଜର କୋଳ ରେ ଶକ୍ସ୍ଟଆଇ ଦଲୋ ଏବଂ ତା'ପରେ ତାଙ୍କର ସାତାଟେି ବଣେୀକକ୍ସ୍ଟ କ୍ଷିଅର କରିବା ପାଇଁ, ଭିତ ରେ ଥିବା ଲୋକଟିକକ୍ସ୍ଟ ସେ ଡିକିଲା। ତା'ପରେ ଆଉ ଜଣେ ଲୋକ ଡକାଇ ତା'ର ମକ୍ସ୍ଟଣ୍ତରକ୍ସ୍ଟ ସାତବଣେୀ କଟାଇଲା। ଏହିପରି ସେ ଶାମ୍ଶୋନ୍ଙ୍କକ୍ସ୍ଟ କଷ୍ଟ ଦବୋକକ୍ସ୍ଟ ଆରମ୍ଭ କଲା ଓ ଶାମ୍ଶାେନ୍ର ସାମର୍ଥ୍ଯ ଗ୍ଭଲିଗଲା।

20. ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, "ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଇଁ ଆସିଛନ୍ତି।" ସେ ଉଠିଲା ଏବଂ ଚିନ୍ତା କଲା, "ମୁ ନିଜକକ୍ସ୍ଟ ମକ୍ସ୍ଟକ୍ତି କରିବି ଓ ପୂର୍ବଥର ପରି ତାଙ୍କ ପାଖରକ୍ସ୍ଟ ଖସି ପଳାଇବି।" କିନ୍ତୁ ଶାମ୍ଶାେନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରକ୍ସ୍ଟ ଦୂ ରଇେ ୟାଇଥିଲେ।

21. ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ତାଙ୍କର ଆଖିକକ୍ସ୍ଟ ଉପାଡି ଦେଲେ। ପକ୍ସ୍ଟଣି ତାଙ୍କୁ ଘସାକକ୍ସ୍ଟ ଆଣି ପିତ୍ତଳ ବେଢି ରେ ତାଙ୍କୁ ବାନ୍ଧି ରେ। ଆଉ ସେ କାରାଗାର ରେ ଚକି ପେଶିଲେ।

22. କିନ୍ତୁ ଶାମ୍ଶାେନ୍ର ବାଳ ପକ୍ସ୍ଟନର୍ବାର ବଢିବାକକ୍ସ୍ଟ ଲାଗିଲା।

23. ପଲେଷ୍ଟୀୟମାନେ ଏକତ୍ରୀତ ହାଇେ ଜଯଲାଭ ଉତ୍ସବ ପାଳନ କଲେ। ସମାନେେ ସମାନଙ୍କେର ଦବେତା ଦାଗୋନ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କଲେ। ସମାନେେ କହିଲେ, "ଶାମ୍ଶାେନ୍ଙ୍କକ୍ସ୍ଟ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦବେତା ଆମ୍ଭମାନଙ୍କୁ ସାହାୟ୍ଯ କଲେ। ଯେ କି ଆମର ଶତୃ ଥିଲା।"

24. ଯେତବେେଳେ ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଦେଖିଲେ ସମାନେେ ତାଙ୍କର ଦବେତାର ପ୍ରଶଂସା ଗାନ କଲେ। ସମାନେେ କହିଲେ, "ଆମ୍ଭମାନଙ୍କ ଦବେତା ଆମ୍ଭମାନଙ୍କୁ ଆମ୍ଭର ଶତୃକକ୍ସ୍ଟ ଅକ୍ତିଆର କରିବା ରେ ସାହାୟ୍ଯ କଲେ। ଏହି ଲୋକ ଆମ୍ଭର ଦେଶକକ୍ସ୍ଟ ଧ୍ବଂସ କରିଥିଲା। ଏହି ଲୋକ ଆମ୍ଭର ଅନକେ ଲୋକମାନଙ୍କୁ ହତ୍ଯା କରିଥିଲା।"

25. ଅତି ଆନନ୍ଦିତ ହାଇେ ସମାନେେ କହିଲେ, "ଶାମ୍ଶାେନ୍ଙ୍କକ୍ସ୍ଟ ତା'ର କୋଠରୀକକ୍ସ୍ଟ ଆଣ, ସେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ କୌତକ୍ସ୍ଟକ କରିବ।" ତେଣୁ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କାରାଗାରରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସେ ସମାନଙ୍କେ ଆଗ ରେ ତାହା କଲା ଓ ସମାନେେ ତା'ର ପରିହାସ କଲେ। ଆଉ ସମାନେେ ତାକକ୍ସ୍ଟ ଦାଗୋନ୍ ମନ୍ଦିରର ଦକ୍ସ୍ଟଇ ସ୍ତମ୍ଭ ମଧିଅରେ ଠିଆ କରାଇଲେ।

26. ଜଣେ ସବେକ ଶାମ୍ଶାେନ୍ର ହାତ ଧରିଥିଲା। ଶାମ୍ଶାେନ୍ ସବେକଙ୍କକ୍ସ୍ଟ କହିଲେ, " ମାେତେ ତୁମ୍ଭେ ମନ୍ଦିରର ମଝିଖକ୍ସ୍ଟଣ୍ଟି ନିକଟରେ ଛାଡ ମୁ ସହେି ମନ୍ଦିରକକ୍ସ୍ଟ ଧରିଥିବା ସ୍ତମ୍ଭକକ୍ସ୍ଟ ଅନକ୍ସ୍ଟଭବ କରିପାରିବି, ମୁ ସଗେକ୍ସ୍ଟଡିକ ଉପରେ ଆଉଜିବି।"

27. ସହେି ମନ୍ଦିର ନରନାରୀମାନଙ୍କ ସହିତ ଭରପକ୍ସ୍ଟର ଥିଲା ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସଠାେରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାଯ ନରନାରୀ ତିନି ହଜାର ଛିଡା ହାଇଗେଲେ। ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ ଉପହାସ କରୁଥିଲେ।

28. ଏହାପରେ ଶାମ୍ଶାେନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, " ହେ ସର୍ବଶକ୍ତିମାନ ସଦାପ୍ରଭୁ! ମାେତେ ଭକ୍ସ୍ଟଲି ୟାଅ ନାହିଁ। ପ୍ରଭକ୍ସ୍ଟ, ଦୟାକରି ମାେତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳ ରେ ମୁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦଇପୋରିବି ଏବଂ ଏକ ମକ୍ସ୍ଟଷ୍ଟିଘାତ ରେ ମୁ ସମାନଙ୍କେଠାରକ୍ସ୍ଟ ପ୍ରତି ଶାଧେ ନବେି। ଯେଉଁମାନେ ମାରେ ଦକ୍ସ୍ଟଇ ଆଖି ଉପାଡି ଦଇେଛନ୍ତି।"

29. ମନ୍ଦିର ମଧ୍ଯସ୍ଥ ଯେଉଁ ଦକ୍ସ୍ଟଇ ସ୍ତମ୍ଭ ଉପରେ ଗୃହ ଭରାଥିଲା, ଶାମ୍ଶାେନ୍ ତହିଁରେ ଗୋଟିକକ୍ସ୍ଟ ଡାହାଣ ହାତ ରେ ଓ ଅନ୍ୟଟିକକ୍ସ୍ଟ ବାମ ହାତ ରେ ଧରି ତା'ଉପରେ ଆଉଜି ପଡିଲେ।

30. ପକ୍ସ୍ଟଣି ଶାମ୍ଶାେନ୍ କହିଲେ, "ପଲେଷ୍ଟୀୟମାନଙ୍କ ସହିତ ମାରେ ପ୍ରାଣ ଯାଉ।" ଏହାକହି ସେ ସ୍ତମ୍ଭଗକ୍ସ୍ଟଡିକ ତାଙ୍କର ସମସ୍ତବଳ ଖଟାଇ ପଲେି ଦେଲେ। ଛାତଟି ପଡିଗଲା ଓ ସଠାେରେ ଏକତ୍ରୀତ ହାଇେଥିବା ସମସ୍ତ ଲୋକ ମୃତକ୍ସ୍ଟ୍ଯବରଣ କଲେ। ଏହିପରି ତାହାର ଜୀବନ କାଳ ରେ ହତ୍ଯା କରିଥିବା ଲୋକମାନଙ୍କର ସଂଖ୍ଯା ଅପେକ୍ଷା ତାହାର ମରଣ କାଳର ହତ୍ଯା କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଥିଲା।

31. ଏହାପରେ ତା'ର ଭାତୃଗଣ ଓ ତା'ର ପିତୃଗୃହସ୍ଥ ପରିବାର ଆସିଲେ ଓ ତା'ର ମୃତ ଶରୀରକକ୍ସ୍ଟ ନଇଗେଲେ। ସମାନେେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନ ରେ କବର ଦେଲେ, ଯେଉଁଟାକି ସରିଯର ଓ ଇଷ୍ଟାଯୋଲର ମଧ୍ଯ ସ୍ଥାନ ରେ। ସେ କୋଡିଏ ବର୍ଷ ଧରି ଇଶ୍ରାୟେଲମାନଙ୍କର ବିଗ୍ଭରକ ଥିଲେ।

About ବିଚାରକର୍ତ୍ତାମାନଙ୍କ ବିବରଣ Chapter 16

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 16 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Continue reading with the chapter navigation above or explore the complete book.

Book Information

Book: ବିଚାରକର୍ତ୍ତାମାନଙ୍କ ବିବରଣ
Chapter: 16
Testament: Old Testament

How to Read this Chapter

Use the Previous and Next Chapter buttons to continue reading ବିଚାରକର୍ତ୍ତାମାନଙ୍କ ବିବରଣ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ବିଚାରକର୍ତ୍ତାମାନଙ୍କ ବିବରଣ Chapter 16 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ବିଚାରକର୍ତ୍ତାମାନଙ୍କ ବିବରଣ Chapter 16?

ବିଚାରକର୍ତ୍ତାମାନଙ୍କ ବିବରଣ Chapter 16 is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Holy Bible.

Can I read this chapter online?

Yes. You can read the complete ବିଚାରକର୍ତ୍ତାମାନଙ୍କ ବିବରଣ Chapter 16 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ବିଚାରକର୍ତ୍ତାମାନଙ୍କ ବିବରଣ

  1. ବିଚାରକର୍ତ୍ତା Chapter 6
  2. ବିଚାରକର୍ତ୍ତା Chapter 7
  3. ବିଚାରକର୍ତ୍ତା Chapter 1
  4. ବିଚାରକର୍ତ୍ତା Chapter 8
  5. ବିଚାରକର୍ତ୍ତା Chapter 17
  6. ବିଚାରକର୍ତ୍ତା Chapter 2
  7. ବିଚାରକର୍ତ୍ତା Chapter 5

Related Chapters & Readings

  1. ଲେବୀୟ ପୁସ୍ତକ Chapter 12
  2. ଆଦି ପୁସ୍ତକ Chapter 3
  3. ଦିତୀୟ ବଂଶାବଳୀ Chapter 21
  4. ହିତୋପଦେଶ Chapter 10
  5. ପ୍ରେରିତ Chapter 6
  6. ଯିଶାଇୟ Chapter 23
  7. ହିବ୍ରୁ Chapter 7
Share Your Love

Leave a Reply

Your email address will not be published. Required fields are marked *