ପ୍ରଥମ ବଂଶାବଳୀ Chapter 20

For English

Read ପ୍ରଥମ ବଂଶାବଳୀ Chapter 20 Online

Read ପ୍ରଥମ ବଂଶାବଳୀ Chapter 20 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ବଂଶାବଳୀ and the Holy Bible online.

Choose a Chapter

ପ୍ରଥମ ବଂଶାବଳୀ 20

ଅଧ୍ୟାୟ 20

1. ବସନ୍ତକାଳ ରେ, ଯୋୟାବ ଇଶ୍ରାୟେଲର ସୈନ୍ଯବାହିନୀକୁ ୟୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସହେି ସମୟରେ ରାଜାମାନେ ୟୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ୟିରୁଶାଲମ ରେ ରହିଲେ। ଇଶ୍ରାୟେଲର ସୈନ୍ଯବାହିନୀ ଅମ୍ମାନେ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସମାନେେ ରବ୍ବା ନଗରୀକୁ ଗଲେ ଓ ତା'ର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କଲେ। ନଗର ମଧ୍ଯରୁ ବାହାରକୁ କିଅବା ନଗର ମଧ୍ଯକୁ କାହାରିକୁ ୟିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇଶ୍ରାୟେଲ ସୈନ୍ଯଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କଲେ।

2. ଦାଉଦ ସମାନଙ୍କେ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ସହେି ସୁବର୍ଣ୍ଣ ମୁକୁଟର ଓଜନ ଥିଲା ଏକ ତାଳନ୍ତ। ସହେି ମୁକୁଟର ଅତି ମୂଲ୍ଯବାନ ପଥରସବୁ ଲାଗିଥିଲା। ଦାଉଦଙ୍କ ମସ୍ତକରେ ସହେି ମୁକୁଟ ପିନ୍ଧାଗଲା। ଏହାପରେ ଦାଉଦ ରବ୍ବା ନଗରୀରୁ ମିଳିଥିବା ଅନକେ ମୂଲ୍ଯବାନ ବସ୍ତୁ ପ୍ରାପ୍ତ ହେଲେ।

3. ଦାଉଦ ରବ୍ବାର ଲୋକମାନଙ୍କୁ ବାହାର କରି ଆଣିଲେ ଓ ସମାନଙ୍କେୁ କରତ, ଶାବଳ ଓ କୁରାଢ଼ି ଦ୍ବାରା କାର୍ୟ୍ଯ କରିବାକୁ ବାଧ୍ଯ କଲେ। ଦାଉଦ ଅେମ୍ମାନୀୟ ଲୋକମାନଙ୍କର ସମସ୍ତ ନଗରଗୁଡ଼ିକରେ ସହେି ପ୍ରକାର କଲେ। ଏହାପରେ ଦାଉଦ ଓ ସମସ୍ତ ସୈନ୍ଯବାହିନୀ ୟିରୁଶାଲମକୁ ଫରେିଗଲେ।

4. ଏହାପରେ ଗଷେର ସହର ରେ ଇଶ୍ରାୟେଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ୟୁଦ୍ଧ କଲେ। ସହେି ସମୟରେ ହଶାତୀଯ ସିଦ୍ଦଖଯ ସିପ୍ପଯକୁ ବଧ କଲେ। ଏହି ସିପ୍ପଯ ଦୈତ୍ଯପୁତ୍ରମାନଙ୍କ ମଧ୍ଯରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲୀୟମାନଙ୍କର କ୍ରୀତଦାସ ତୁଲ୍ଯ ହାଇଗେଲେ।

5. ଆଉ ଏକ ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ୟୁଦ୍ଧ କଲେ। ୟାଯୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିଯାତର ଭ୍ରାତା ଥିଲେ। ଗଲିଯାତ ଗାଥ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।

6. ଗାଥ ସହର ରେ ପୁଣି ଏକ ୟୁଦ୍ଧ ହେଲା। ସଠାେରେ ଜଣେ ବିରାଟକାଯ ଲୋକ ଥିଲା, ଯାହାର ପ୍ରେତ୍ୟକକ ହାତ ରେ ଛଅଟି ଆଙ୍ଗୁଳି ଓ ପ୍ରେତ୍ୟକକ ପାଦ ରେ ମଧ୍ଯ ଛଅଟି ଆଙ୍ଗୁଳି ଥିଲା। ସେ ମଧ୍ଯ ଜଣେ ଦୈତ୍ଯପୁତ୍ର ଥିଲା।

7. ସହେି ଲୋକ ଇଶ୍ରାୟେଲକୁ ବିଦ୍ରୁପ କରିବାରୁ ଯୋନାଥନ ତାହାକୁ ବଧ କଲେ। ଯୋନାଥନ ଶିମିଯଙ୍କ ପୁତ୍ର ଥିଲେ। ଶିମିଯି ଦାଉଦଙ୍କ ଭ୍ରାତା ଥିଲେ।

8. ସହେି ପଲେଷ୍ଟୀୟ ଲୋକମାନେ ଗାଥ ସହରବାସୀ ଦୈତ୍ଯମାନଙ୍କର ପୁତ୍ର ଥିଲେ। ଦାଉଦ ଓ ତାଙ୍କର ଦାସମାନେ ସହେି ଦୈନ୍ଯମାନଙ୍କୁ ବଧ କଲେ।

About ପ୍ରଥମ ବଂଶାବଳୀ Chapter 20

Read ପ୍ରଥମ ବଂଶାବଳୀ Chapter 20 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ବଂଶାବଳୀ
Chapter: 20
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ବଂଶାବଳୀ Chapter 20 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ବଂଶାବଳୀ Chapter 20?

ପ୍ରଥମ ବଂଶାବଳୀ Chapter 20 is part of the Book of ପ୍ରଥମ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ବଂଶାବଳୀ Chapter 20 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ପ୍ରଥମ ବଂଶାବଳୀ

  1. ପ୍ରଥମ ବଂଶାବଳୀ Chapter 25
  2. ପ୍ରଥମ ବଂଶାବଳୀ Chapter 21
  3. ପ୍ରଥମ ବଂଶାବଳୀ Chapter 6
  4. ପ୍ରଥମ ବଂଶାବଳୀ Chapter 13
  5. ପ୍ରଥମ ବଂଶାବଳୀ Chapter 15
  6. ପ୍ରଥମ ବଂଶାବଳୀ Chapter 11
  7. ପ୍ରଥମ ବଂଶାବଳୀ Chapter 28

Related Chapters & Readings

  1. ଯିଖରିୟ Chapter 10
  2. ମୀଖା Chapter 4
  3. ଯିହିଜିକଲ Chapter 36
  4. ଗୀତସଂହିତା Chapter 102
  5. ଲୂକ Chapter 10
  6. ଯିଶାଇୟ Chapter 17
  7. ପ୍ରକାଶିତ ବାକ୍ୟ Chapter 8
Share Your Love

Leave a Reply

Your email address will not be published. Required fields are marked *