ପ୍ରଥମ ବଂଶାବଳୀ Chapter 25

For English

Read ପ୍ରଥମ ବଂଶାବଳୀ Chapter 25 Online

Read ପ୍ରଥମ ବଂଶାବଳୀ Chapter 25 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ବଂଶାବଳୀ and the Holy Bible online.

Choose a Chapter

ପ୍ରଥମ ବଂଶାବଳୀ 25

ଅଧ୍ୟାୟ 25

1. ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

2. ଆସଫଙ୍କ ପରିବାରରୁ : ସକ୍କୁର, ଯୋଷେଫ୍, ନଥନିଯ ଓ ଅସା ରେଲ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଚାଳନା କଲେ।

3. ୟିହୂଥୂନଙ୍କ ପରିବାରରୁ : ଗଦଲିଯ, ସରୀ, ୟିଶାଯାହ, ହଶବିଯ ଓ ମତ୍ତଥିଯ। ସମାନେେ ସମୁଦାଯ ଛଅ ଜଣ ଥିଲେ ୟିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ଓ ସଦାପ୍ରଭୁଙ୍କର ଧନ୍ଯବାଦ, ପ୍ରଶଂସା କରିବା ନିମନ୍ତେ ୟିଦୂଥୂନ ବୀଣାୟନ୍ତ୍ରର ବ୍ଯବହାର କରୁଥିଲେ।

4. ହମେନଙ୍କର ଯେଉଁ ପୁତ୍ରମାନେ ସବୋକାର୍ୟ୍ଯ କରୁଥିଲେ, ସମାନେେ ହେଲେ : ବୁକ୍କିଯ, ମତ୍ତନିଯ, ଉଷୀଯଲେ, ଶବୂଯଲେ ଓ ଯିରମୋେତ୍, ହନାନିଯ, ହନାନି, ଇଲୀଯାଥା, ଗିଦ୍ଦଲତି ଓ ରୋମମତି-ଏଷର, ୟଶବକାଶା, ମଲ୍ଲୋଥି, ହୋଥୀର, ମହସୀଯୋତ୍।

5. ଏମାନେ ସମସ୍ତେ ହମେନଙ୍କର ପୁତ୍ରଗଣ ଥିଲେ। ହମେନ ଦାଉଦଙ୍କ ଭବିଷ୍ଯତବକ୍ତା ଥିଲେ। ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ହମେନଙ୍କୁ ବଳବାନ କରିବେ। ତେଣୁ ହମେନଙ୍କର ଅନକେ ପୁତ୍ର ଜାତ ହେଲେ। ପରମେଶ୍ବର ହମେନଙ୍କୁ ଚଉଦ ପୁତ୍ର ଓ ତିନି କନ୍ଯା ଦେଲେ।

6. ହମେନ ସଦାପ୍ରଭୁଙ୍କ ମନ୍ଦିର ରେ ଗୀତଗାଯନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ସହେି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସମାନେେ ଏହି ପ୍ରକା ରେ ପରମେଶ୍ବରଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ଯକ୍ତିମାନଙ୍କୁ ମନୋନୀତ କରିଥିଲେ : ଆସଫ, ୟିଦୁଥୂନ ଓ ହମେନ।

7. ଲବେୀ ଗୋଷ୍ଠୀର ସହେି ବ୍ଯକ୍ତିମାନେ ଓ ସମାନଙ୍କେର ଆତ୍ମୀଯମାନେ ଗାଯନ ବିଦ୍ଯା ରେ ତାଲିମପ୍ରାପ୍ତ ହାଇେଥିଲେ। 288 ଜଣ ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ।

8. ସମାନେେ ଗୁଳାବାଣ୍ଟ ଦ୍ବାରା ପ୍ରେତ୍ୟକକ ବ୍ଯକ୍ତି ନିମନ୍ତେ ବିଭିନ୍ନ କାର୍ୟ୍ଯ ନିରୂପଣ କଲେ। ପ୍ରେତ୍ୟକକ ଲୋକ ପ୍ରତି ସମାନ ବ୍ଯବହାର କରାଗଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାରା କରାଗଲା। ଛାତ୍ର ପ୍ରତି ଯେ ପ୍ରକାର ବ୍ଯବହାର, ଶିକ୍ଷକ ପ୍ରତି ମଧ୍ଯ ସେ ପ୍ରକାର ବ୍ଯବହାର କରାଗଲା।

9. ପ୍ରଥମ ରେ, ଆପଣଙ୍କ ପରିବାରରୁ ଯୋଷଫଙ୍କେୁ ମନୋନୀତ କରାଗଲା।

10. ତୃତୀୟ ରେ, ସକ୍କରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

11. ଚତୁର୍ଥ ରେ ୟିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

12. ପଞ୍ଚମ ରେ, ନଥନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

13. ଷଷ୍ଠ ରେ ବୁକ୍କିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

14. ସପ୍ତମ ରେ ୟିଶା ରେଲାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

15. ଅଷ୍ଟମ ରେ ୟିଶାଯାହଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

16. ନବମ ରେ ମତ୍ତନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

17. ଦଶମ ରେ ଶିମିଯିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

18. ଏକାଦଶ ରେ, ଅସା ରେଲଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

19. ଦ୍ବାଦଶ ରେ, ହଶବିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

20. ତ୍ରଯୋଦଶ ରେ, ଶବୂଯଲଙ୍କେ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

21. ଚତୁର୍ଦ୍ଦଶ ରେ, ମତ୍ତଥିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

22. ପଞ୍ଚଦଶ ରେ, ଯିରମୋେତ୍ଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

23. ଷୋଡ଼ଶ ରେ, ହନାନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

24. ସପ୍ତଦଶ ରେ, ୟଶବକାଶାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

25. ଅଷ୍ଟଦଶ ରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

26. ଊନବିଂଶ ରେ, ମଲୋ୍ଲଥିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

27. ବିଂଶ ରେ, ଇଲୀଯାଥାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

28. ଏକବିଂଶ ରେ, ହୋଥୀରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

29. ଦ୍ବାବିଂଶ ରେ, ଗିଦ୍ଦଲତିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

30. ତ୍ରଯୋବିଂଶ ରେ, ମହସୀଯୋତ୍ଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

31. ଚତୁବିଂଶ ରେ, ରୋମମତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।

About ପ୍ରଥମ ବଂଶାବଳୀ Chapter 25

Read ପ୍ରଥମ ବଂଶାବଳୀ Chapter 25 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ବଂଶାବଳୀ
Chapter: 25
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ବଂଶାବଳୀ Chapter 25 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ବଂଶାବଳୀ Chapter 25?

ପ୍ରଥମ ବଂଶାବଳୀ Chapter 25 is part of the Book of ପ୍ରଥମ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ବଂଶାବଳୀ Chapter 25 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 3
  7. ଆଦି ପୁସ୍ତକ Chapter 38

Explore More from ପ୍ରଥମ ବଂଶାବଳୀ

  1. ପ୍ରଥମ ବଂଶାବଳୀ Chapter 26
  2. ପ୍ରଥମ ବଂଶାବଳୀ Chapter 12
  3. ପ୍ରଥମ ବଂଶାବଳୀ Chapter 20
  4. ପ୍ରଥମ ବଂଶାବଳୀ Chapter 14
  5. ପ୍ରଥମ ବଂଶାବଳୀ Chapter 22
  6. ପ୍ରଥମ ବଂଶାବଳୀ Chapter 3
  7. ପ୍ରଥମ ବଂଶାବଳୀ Chapter 18

Related Chapters & Readings

  1. ଯାତ୍ରା ପୁସ୍ତକ Chapter 6
  2. ଗଣନା ପୁସ୍ତକ Chapter 29
  3. ଗୀତସଂହିତା Chapter 150
  4. ଫିଲିପୀୟ Chapter 4
  5. ଗଣନା ପୁସ୍ତକ Chapter 5
  6. ଦିତୀୟ ରାଜାବଳୀ Chapter 4
  7. ମାର୍କ Chapter 6
Share Your Love

Leave a Reply

Your email address will not be published. Required fields are marked *