ଆଦି ପୁସ୍ତକ Chapter 23

For English

Read ଆଦି ପୁସ୍ତକ Chapter 23 Online

Read ଆଦି ପୁସ୍ତକ Chapter 23 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.

Choose a Chapter

ଆଦି ପୁସ୍ତକ 23

ଅଧ୍ୟାୟ 23

1. ସାରା 127 ବର୍ଷ ବଞ୍ଚିଲେ।

2. ସାରା କିଣାନ ଦେଶସ୍ଥ କିରିଯଥ ପର୍ବତ ହିବ୍ରୋଣ ରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।

3. ଏହାପରେ ଅବ୍ରହାମ ସହେି ମୃତ ଦହକେୁ ଛାଡ଼ି ହତରେମାନଙ୍କୁ କହିଲେ। ସେ ସମାନଙ୍କେୁ କହିଲେ,

4. "ମୁଁ ତୁମ୍ଭମାନଙ୍କ ଦେଶ ରେ ଏକା ବିଦେଶୀ ଅଟେ। ମାରେ ସ୍ତ୍ରୀକୁ କବର ଦବୋପାଇଁ ସ୍ଥାନ ମାରେ ନାହିଁ। ଦୟାକରି ମାେତେ ମାରେ ସ୍ତ୍ରୀ ପାଇଁ କବର ସ୍ଥାନ ରେ ଅଧିକାର ଦିଅନ୍ତୁ।"

5. ହତରେ ଲୋକମାନେ ଅବ୍ରହାମକୁ ଉତ୍ତର ଦେଲେ,

6. " ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ପରମେଶ୍ବରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନ ରେ ଯେ କୌଣସି ସ୍ଥାନ ରେ କବର ଦଇପୋରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କହେି ଅଟକାଇବୁ ନାହିଁ।"

7. ଅବ୍ରହାମ ଉଠି ସହେି ଲୋକମାନଙ୍କୁ ପ୍ରଣାମ କଲେ।

8. ଅବ୍ରହାମ ସମାନଙ୍କେୁ କହିଲେ, "ଯଦି ତୁମ୍ଭମାନେେ ମାରେ ସ୍ତ୍ରୀ କବର ଦବୋପାଇଁ ସାହାୟ୍ଯ କରିବାକୁ ଚାହୁଁଥାଅ। ତବେେ ତୁମ୍ଭମାନେେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବଦନେ କର।

9. ସେ ହୁଏତ ମକ୍ପଲୋର ଗୁମ୍ଫା ଉଚିତ ମୂଲ୍ଯ ରେ ମାେତେ ବିକି ଦବେେ, ଯାହା ତାଙ୍କର ଅଛି, ତାଙ୍କର କ୍ଷତରେ ଶଷେ ଭାଗ ରେ ଯାହା ଅଛି। ମୁଁ ଚା ହେଁ ତୁମ୍ଭମାନେେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହିଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କରିବା ପାଇଁ କ୍ରଯ କରୁଛି।"

10. ସହେି ସମୟରେ ଇଫ୍ରୋଣ ସହେି ଲୋକମାନଙ୍କ ମଧିଅରେ ବସିଥିଲା। ତେଣୁ ହତରେ ଇଫ୍ରୋଣ ଆପଣା ନଗର ବହି ଦ୍ବାର ପ୍ରବେଶକାରୀ ହତରେ ସନ୍ତାନ ସମସ୍ତଙ୍କ ସାକ୍ଷାତ ରେ ଅବ୍ରହାମଙ୍କୁ ଉତ୍ତର ଦଲୋ।

11. "ନା ମୁନିବ, ସପରେି ହବେ ନାହିଁ। ମାେ କଥା ଶୁଣନ୍ତୁ ମୁଁ ଆପଣଙ୍କୁ ସହେି ସ୍ଥାନ ଓ ତନ୍ମଧ୍ଯସ୍ଥିତ ଗୁହା ଦଲେି। ମୁଁ ସ୍ବବଂଶୀଯ ସନ୍ତାନମାନଙ୍କ ସାକ୍ଷାତ ରେ ତାହା ଆପଣଙ୍କୁ ଦଲେି। ଆପଣ ନିଜ ସ୍ତ୍ରୀର ମୃତ ଦହକେୁ କବର ଦିଅନ୍ତୁ।"

12. ଅବ୍ରହାମ ହତରେ ଲୋକମାନଙ୍କୁ ପ୍ରଣାମ କଲେ।

13. ଅବ୍ରହାମ ଇଫ୍ରୋଣକୁ ସମସ୍ତଙ୍କୁ ଆଗ ରେ କହିଲେ, "କିନ୍ତୁ ମୁଁ ତୁମ୍ଭକୁ ସହେି ସ୍ଥାନ ରେ ସମସ୍ତ ପଇସା ଦବୋକୁ ଚାହୁଁଅଛି। ମାରେଅର୍ଥକୁ ଗ୍ରହଣ କରନ୍ତୁ। ଏବଂ ମୁଁ ମାରେସ୍ତ୍ରୀର ମୃତ ଦହକେୁ କବର ଦବେି।"

14. ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦଇେ କହିଲେ,

15. "ମହାଶୟ, ମାରେକଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ଯ ତ ଚାରିଶହ ସକେଲ ରୂପା ତୁମ୍ଭ ମାେପାଇଁ କିଛି ନୁହେଁ। ଭୂମି ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ମୃତ ସ୍ତ୍ରୀକୁ କବର ଦିଅନ୍ତୁ।"

16. ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।

17. ଏଣୁ ଇଫ୍ରୋଣ ସହେି ଭୂମିର ମାଲିକାନା ବଦଳାଇଲେ। କାମ୍ରି ପାଖ ରେ ଯେଉଁ ଜମି ମକ୍ପଲୋ ରେ ଥିଲା ଗୁହା ପାଶର୍ବ ଏବଂ ଚତୁଃପାଶର୍ବ ରେ ଥିବା ବୃକ୍ଷଗୁଡ଼ିକ ଅବ୍ରହାମଙ୍କୁ ବିକାଗଲା। ଏହି ଚୁକ୍ତି ନଗର ଫାଟକରେ ହତରେ ଲୋକମାନଙ୍କ ଆଗ ରେ କରାଗଲା।

19. ଏହାପରେ ଅବ୍ରହାମ ମକ୍ପଲୋ କ୍ଷେତ୍ରସ୍ଥିତ ଗୁହା ରେ ମମ୍ରିର ପାଶର୍ବ ରେ ହେବ୍ରୋଣ ମଧିଅରେ କିଣାନ ଦେଶ ରେ ନିଜର ସ୍ତ୍ରୀ ସାରାକୁ କବର ଦେଲେ। ସହେିସ୍ଥାନ କିଣାନ ଦେଶସ୍ଥ ଥିଲା।

20. ଏହି ପ୍ରକା ରେ ଅବ୍ରହାମ ହତରେମାନଙ୍କଠାରୁ କ୍ଷତେ ଏବଂ ସେଥି ରେ ଥିବା ଗୁମ୍ଫା କିଣିଲେ। ସେ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କଲେ।

About ଆଦି ପୁସ୍ତକ Chapter 23

Read ଆଦି ପୁସ୍ତକ Chapter 23 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଆଦି ପୁସ୍ତକ
Chapter: 23
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆଦି ପୁସ୍ତକ Chapter 23 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆଦି ପୁସ୍ତକ Chapter 23?

ଆଦି ପୁସ୍ତକ Chapter 23 is part of the Book of ଆଦି ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଆଦି ପୁସ୍ତକ Chapter 23 online for free with easy chapter navigation.

More Chapters from ଆଦି ପୁସ୍ତକ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 21
  6. ଆଦି ପୁସ୍ତକ Chapter 12
  7. ଆଦି ପୁସ୍ତକ Chapter 11

Explore More from ପୁରାତନ ନିୟମ

  1. ଯିହିଜିକଲ Chapter 4
  2. ଗୀତସଂହିତା Chapter 96
  3. ଦିତୀୟ ବଂଶାବଳୀ Chapter 28
  4. ଗୀତସଂହିତା Chapter 65
  5. ଆୟୁବ Chapter 8
  6. ଦିତୀୟ ବଂଶାବଳୀ Chapter 9
  7. ପ୍ରଥମ ଶାମୁୟେଲ Chapter 9

Related Chapters & Readings

  1. ଦିତୀୟ ବଂଶାବଳୀ Chapter 36
  2. ଗଣନା ପୁସ୍ତକ Chapter 17
  3. ଯିହିଜିକଲ Chapter 27
  4. ଯୋହନ Chapter 6
  5. ଗୀତସଂହିତା Chapter 130
  6. ଲୂକ Chapter 19
  7. 2 ଯୋହନ Chapter 1
Share Your Love

Leave a Reply

Your email address will not be published. Required fields are marked *