ପ୍ରଥମ ବଂଶାବଳୀ Chapter 19

For English

Read ପ୍ରଥମ ବଂଶାବଳୀ Chapter 19 Online

Read ପ୍ରଥମ ବଂଶାବଳୀ Chapter 19 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ବଂଶାବଳୀ and the Holy Bible online.

Choose a Chapter

ପ୍ରଥମ ବଂଶାବଳୀ 19

ଅଧ୍ୟାୟ 19

1. ନାହଶ୍ ଅେମ୍ମାନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ଯୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ।

2. ଏ ଉତ୍ତା ରେ ଦାଉଦ କହିଲେ, "ନାହଶ୍ ମାେ ପ୍ରତି ଦୟାଳୁ ହାଇେଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ ପ୍ରତି ଦୟାଳୁ ହବେି।" ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ଯୁ ବିଷଯକ ସାନ୍ତ୍ବନା ଦବୋ ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନ୍ଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଅମ୍ମାନେ ଦେଶକୁ ଗଲେ।

3. କିନ୍ତୁ ଅେମ୍ମାନୀୟ ନେତାମାନେ ହାନୂନ୍ଙ୍କୁ କହିଲେ, "ଆପଣ ବିଶ୍ବାସ କରୁଛନ୍ତି କି, ପ୍ରକୃତ ରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦବୋ ପାଇଁ, ସାନ୍ତ୍ବନା ଦବୋ ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି ? ନା, ତାଙ୍କର ଦାସ ଆପଣଙ୍କ ବିଷଯ ରେ ଓ ଆପଣଙ୍କ ଦେଶ ବିଷଯ ରେ ତଥ୍ଯ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।"

4. ତେଣୁ ହାନୂନ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସମାନଙ୍କେ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ଯ, ହାନୂନ ସମାନଙ୍କେ ନିତମ୍ବ ନିକଟକୁ ବସ୍ତ୍ର କାଟି ପକାଇଲେ। ଏହାପରେ ସେ ସମାନଙ୍କେୁ ପଠାଇ ଦେଲେ।

5. ଦାଉଦଙ୍କର ଦାସମାନେ ଗୃହକୁ ଫରେିୟିବା ନିମନ୍ତେ ଅତ୍ଯନ୍ତ ଲଜ୍ଜାବୋଧ କଲେ। କେତକେ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ'ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, "ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ୟ୍ଯନ୍ତ ଯିରୀହାେ ସହର ରେ ରୁହ। ଏହାପରେ ତୁମ୍ଭେ ଗୃହକୁ ଫରେିଆସିବ।"

6. ଅେମ୍ମାନୀୟ ଲୋକମାନେ ଦେଖିଲେ ଯେ, ସମାନେେ ନିଜକୁ ଦାଉଦଙ୍କର ଅତ୍ଯନ୍ତ ଘୃଣ୍ଯ ଶତ୍ରୁ କରିଅଛନ୍ତି। ଏହାପରେ ହାନୂନ ଓ ଅେମ୍ମାନୀୟ ଏକ ସହସ୍ର ତାଳନ୍ତ ରୂପା ଦଇେ ମସୋପଟୋମିଯାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଚାଳକମାନଙ୍କୁ କିଣିଲେ।

7. ଅେମ୍ମାନୀୟ ଲୋକେ 32,000 ରଥ କିଣିଲେ ମଧ୍ଯ ସମାନଙ୍କେୁ ସାହାୟ୍ଯ କରିବା ନିମନ୍ତେ ସମାନେେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମଦବୋ ସହର ନିକଟରେ ଛାଉଣୀ ସ୍ଥାପନ କଲେ। ଅେମ୍ମାନୀୟ ଲୋକମାନେ ନିଜେ ମଧ୍ଯ ସହରରୁ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଲେ।

8. ଅେମ୍ମାନୀୟ ଲୋକମାନେ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଦାଉଦ ଶୁଣିବାକୁ ପାଇଲେ। ତେଣୁ ଅେମ୍ମାନୀୟ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ସେ ଯୋୟାବ ଓ ଇଶ୍ରାୟେଲର ସମସ୍ତ ସୈନ୍ଯ ବାହିନୀକୁ ପଠାଇଲେ।

9. ଅେମ୍ମାନୀୟ ଲୋକମାନେ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇଗେଲେ। ସମାନେେ ନଗର-ଦ୍ବାର ନିକଟରେ ଥିଲେ। ଯେଉଁ ରାଜାମାନେ ସାହାୟ୍ଯ କରିବାକୁ ଆସିଥିଲେ, ସମାନେେ ବାହା ରେ ଥିବା କ୍ଷେତ୍ରଗୁଡ଼ିକ ମଧିଅରେ ରହିଲେ।

10. ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ଯଦଳ ପ୍ରସ୍ତୁତ ହାଇେଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖ ରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତ ରେ ଅଛନ୍ତି। ତେଣୁ ଯୋୟାବ ଇଶ୍ରାୟେଲର କେତଜେଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସମାନଙ୍କେୁ ଅରାମର ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।

11. ଯୋୟାବ ଅବୀଶଯଙ୍କ ଅଧୀନ ରେ ଇଶ୍ରାୟେଲର ଅବଶିଷ୍ଟ ସୈନ୍ଯଦଳକୁ ରଖିଲେ। ଅବୀଶଯ ଯୋୟାବଙ୍କ ଭ୍ରାତା ଥିଲେ। ସହେି ସୈନ୍ଯମାନେ ଅେମ୍ମାନୀୟ ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରି ଗଲେ।

12. ଯୋୟାବ ଅବୀଶଯଙ୍କୁ କହିଲେ, "ଯଦି ଅରାମର ସୈନ୍ଯଦଳ ମାେ' ନିମନ୍ତେ ପ୍ରବଳ ହୁଅନ୍ତି, ତବେେ ତୁମ୍ଭେ ମାେତେ ନିତାନ୍ତ ସାହାୟ୍ଯ କରିବ। କିନ୍ତୁ ଯଦି ଅେମ୍ମାନୀୟ ସୈନ୍ଯଦଳ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତବେେ ମୁଁ ତୁମ୍ଭକୁ ସାହାୟ୍ଯ କରିବି।

13. ଆମ୍ଭମାନଙ୍କ ପରମେଶ୍ବରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ୟୁଦ୍ଧ କରିବାକୁ ଆସିଅଛୁ, ଆମ୍ଭମାନେେ ସାହସୀ ଓ ବଳବାନ ହେଉ ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।"

14. ଯୋୟାବଙ୍କ ସୈନ୍ଯବାହିନୀ ଅରାମର ସୈନ୍ଯଦଳକୁ ଆକ୍ରମଣ କଲେ। ଅରାମର ସୈନ୍ଯଦଳ ଯୋୟାବ ଓ ତାଙ୍କର ସୈନ୍ଯବାହିନୀଠାରୁ ପଳାଯନ କଲେ।

15. ଅେମ୍ମାନୀୟ ସୈନ୍ଯଦଳ ଦେଖିଲେ ଯେ, ଅରାମର ସୈନ୍ଯଦଳ ପଳାଯନ କରୁଅଛନ୍ତି, ତେଣୁ ସମାନେେ ମଧ୍ଯ ପଳାଯନ କଲେ। ସମାନେେ ଅବୀଶଯ ଓ ତାଙ୍କର ସୈନ୍ଯଦଳଠାରୁ ପଳାଯନ କଲେ। ଅେମ୍ମାନୀୟମାନେ ସମାନଙ୍କେ ନଗରକୁ ଫରେିଗଲେ ଓ ଯୋୟାବ ୟିରୁଶାଲମକୁ ଫରେିଆସିଲେ।

16. ଅରାମୀଯ ନେତାମାନେ ଦେଖିଲେ ଯେ, ଇଶ୍ରାୟେଲ ସମାନଙ୍କେୁ ପରାଜିତ କରିଅଛି। ତେଣୁ ସମାନେେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀଯ ଲୋକମାନଙ୍କଠାରୁ ସାହାୟ୍ଯ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ଶୋଫକ୍ ଅରାମରୁ ଆସିଥିବା ହଦ ରଷେରଙ୍କ ସୈନ୍ଯଦଳର ସନୋପତି ଥିଲେ। ଶୋଫକ୍ ଅନ୍ୟ ଅରାମୀଯ ସୈନ୍ଯଦଳକୁ ମଧ୍ଯ ପରିଚାଳିତ କରୁଥିଲେ।

17. ଅରାମୀଯ ଲୋକମାନେ ୟୁଦ୍ଧ ନିମନ୍ତେ ଏକତ୍ର ହେଉଅଛନ୍ତି ବୋଲି ଦାଉଦ ଶୁଣିଲେ। ତେଣୁ ଦାଉଦ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ଦାଉଦ ସମାନଙ୍କେୁ ୟର୍ଦ୍ଦନ ନଦୀ ପାର କରାଇ ନେଲେ। ସମାନେେ ଅରାମୀଯମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହେଲେ। ଦାଉଦ ୟୁଦ୍ଧ ନିମନ୍ତେ ନିଜ ସୈନ୍ଯଦଳକୁ ପ୍ରସ୍ତୁତ କଲେ ଓ ସମାନେେ ଅରାମୀଯମାନଙ୍କୁ ଆକ୍ରମଣ କଲେ।

18. ଦାଉଦ ଓ ତାଙ୍କର ସୈନ୍ଯବାହିନୀ 7,000 ଅରାମୀଯ ରଥଚାଳକ ଓ 40,000 ଅରାମୀଯ ସୈନ୍ଯଙ୍କୁ ହତ୍ଯା କଲେ। ଦାଉଦ ଓ ତାଙ୍କର ସୈନ୍ଯବାହିନୀ ଅରାମୀଯ ସୈନ୍ଯଦଳର ସନୋପତି ଶୋଫକକୁ ମଧ୍ଯ ହତ୍ଯା କଲେ।

19. ହଦ ରଷେରଙ୍କ ପଦାଧିକାରୀମାନେ ଯେତବେେଳେ ଦେଖିଲେ ଯେ, ଇଶ୍ରାୟେଲ ସମାନଙ୍କେୁ ପରାଜିତ କରିଅଛି, ସମାନେେ ଦାଉଦଙ୍କ ସହିତ ଶାନ୍ତି ସ୍ଥାପନ କଲେ। ସମାନେେ ଦାଉଦଙ୍କର ଦାସ ହେଲେ। ତେଣୁ ଅରାମୀଯମାନେ ଅେମ୍ମାନୀୟମାନଙ୍କୁ ଆଉ ସାହାୟ୍ଯ କରିବାକୁ ରାଜି ହେଲେ ନାହିଁ।

About ପ୍ରଥମ ବଂଶାବଳୀ Chapter 19

Read ପ୍ରଥମ ବଂଶାବଳୀ Chapter 19 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ବଂଶାବଳୀ
Chapter: 19
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ବଂଶାବଳୀ Chapter 19 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ବଂଶାବଳୀ Chapter 19?

ପ୍ରଥମ ବଂଶାବଳୀ Chapter 19 is part of the Book of ପ୍ରଥମ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ବଂଶାବଳୀ Chapter 19 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 3
  7. ଆଦି ପୁସ୍ତକ Chapter 38

Explore More from ପ୍ରଥମ ବଂଶାବଳୀ

  1. ପ୍ରଥମ ବଂଶାବଳୀ Chapter 21
  2. ପ୍ରଥମ ବଂଶାବଳୀ Chapter 29
  3. ପ୍ରଥମ ବଂଶାବଳୀ Chapter 24
  4. ପ୍ରଥମ ବଂଶାବଳୀ Chapter 11
  5. ପ୍ରଥମ ବଂଶାବଳୀ Chapter 18
  6. ପ୍ରଥମ ବଂଶାବଳୀ Chapter 15
  7. ପ୍ରଥମ ବଂଶାବଳୀ Chapter 13

Related Chapters & Readings

  1. ଆୟୁବ Chapter 33
  2. ହିବ୍ରୁ Chapter 12
  3. ଯିହୋଶୂୟ Chapter 10
  4. ପ୍ରକାଶିତ ବାକ୍ୟ Chapter 11
  5. ଯିଶାଇୟ Chapter 43
  6. ଦ୍ୱିତୀୟ ବିବରଣ Chapter 17
  7. ଦିତୀୟ ବଂଶାବଳୀ Chapter 17
Share Your Love

Leave a Reply

Your email address will not be published. Required fields are marked *