ଆଦି ପୁସ୍ତକ Chapter 19

For English

Read ଆଦି ପୁସ୍ତକ Chapter 19 Online

Read ଆଦି ପୁସ୍ତକ Chapter 19 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.

Choose a Chapter

ଆଦି ପୁସ୍ତକ 19

ଅଧ୍ୟାୟ 19

1. ସହେି ସଂଧ୍ଯା ରେ ଦୁଇଜଣ ସ୍ବର୍ଗଦୂତ ସଦୋମ ରେ ଉପସ୍ଥିତ ହେଲେ। ସହେି ସମୟରେ ଲୋଟ ନଗରଦ୍ବାର ଫାଟକ ନିକଟରେ ବସିଥିଲେ। ସେ ଯେତବେେଳେ ସ୍ବର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସମାନଙ୍କେୁ ପ୍ରଣାମ କଲେ।

2. ଲୋଟ ସମାନଙ୍କେୁ କହିଲେ, " ହେ ମହାଶୟଗଣ ମାରେ ଗୃହକୁ ଆସିବା ହେଉ ଏବଂ ମୁଁ ତୁମ୍ଭମାନଙ୍କର ସବୋ କରିବି। ଆପଣମାନେ ପାଦ ଧୋଇ ମାରେ ଗୃହକୁ ଆସନ୍ତୁ ଏବଂ ଏହିଠା ରେ ରାତ୍ରିୟାପନ କରନ୍ତୁ। ଏହାପରେ ଆସନ୍ତାକାଲି ତୁମ୍ଭମାନେେ ଶିଘ୍ର ଉଠିବ ଏବଂ ତୁମ୍ଭ ୟାତ୍ରା ଚାଲୁ ରଖିବ।"

3. କିନ୍ତୁ ଲୋଟ ସମାନଙ୍କେୁ ତାଙ୍କର ଗୃହକୁ ୟିବା ପାଇଁ ବାରମ୍ବାର ଅନୁ ରୋଧ କଲେ। ତେଣୁ ସ୍ବର୍ଗଦୂତଗଣ ତାଙ୍କ ଗୃହକୁ ୟିବା ପାଇଁ ରାଜି ହେଲେ। ଲୋଟ ସମାନଙ୍କେୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସମାନଙ୍କେ ପାଇଁ କିଛି ଖମୀର ଶୂନ୍ଯ ରୋଟୀ ପ୍ରସ୍ତୁତ କଲେ ଓ ସମାନେେ ତାହା ଗ୍ରହଣ କଲେ।

4. ସହେି ଦୁଇଜଣ ଅତିଥି ବିଛଣାକୁ ୟିବା ପୂର୍ବରୁ, ସଦୋମର ସମସ୍ତ ଲୋକ ୟୁବା ଏବଂ ବୃଦ୍ଧ ପ୍ରେତ୍ୟକକ ଜଣ କୌଣସି ବ୍ଯତିକ୍ରମ ନଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘରେିଗଲେ। ତା'ପରେ ସମାନେେ ଲୋଟଙ୍କୁ ଚିତ୍କାର କରି କହିଲେ,

5. "ଆଜି ରାତ୍ର ରେ ଯେଉଁ ଦୁଇଜଣ ମନୁଷ୍ଯ ତୁମ୍ଭ ଘରକୁ ଆସିଥିଲେ ସମାନେେ କାହାନ୍ତି? ସମାନଙ୍କେୁ ବାହାରକୁ ଆଣ ଆମ୍ଭମାନେେ ତାଙ୍କ ସହିତ ୟୌନ ସମ୍ପର୍କ କରିବା।"

6. ଲୋଟ ବାହାରକୁ ଗଲା ଓ ଦ୍ବାର ବନ୍ଦ କରି ଦଲୋ।

7. ଲୋଟ ସମାନଙ୍କେୁ କହିଲା, "ନା! ଭାଇମାନେ ମୁଁ ତୁମ୍ଭଙ୍କୁ ବିନଯ କରୁଅଛି, ଏପରି କୁକାର୍ୟ୍ଯ କର ନାହିଁ।

8. ଦେଖ, ମାରଦେୁଇଟି କୁମାରୀ କନ୍ଯା ଅଛନ୍ତି। ମୁଁ ସମାନଙ୍କେୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭମାନେେ ଯାହା ଇଛା ସମାନଙ୍କେୁ ପ୍ରତି କର। କିନ୍ତୁ ସହେି ଲୋକମାନଙ୍କୁ କିଛି କର ନାହିଁ। ସମାନେେ ମାେ ଗୃହ ରେ ଅତୀଥି ଥିବାରୁ ମୁଁ ସମାନଙ୍କେୁ ସୁରକ୍ଷା ଦବେି।"

9. ଘରକୁ ଘରେି ରହିଥିବା ଲୋକମାନେ ଲୋଟଙ୍କୁ କହିଲେ, "ଏହିଠାକୁ ଆସ!" ଏହପରେ ପରସ୍ପରକୁ କହିଲେ, "ଏହି ଲୋଟ, ଆମ ସହର ରେ ଏକ ଭ୍ରମଣକାରୀ। ବର୍ତ୍ତମାନ ସେ ଆମ୍ଭର ଜୀବନ ଶୈଳକୁ ସମାଲୋଚନା କରିବାକୁ ସାହାସ କରୁଛି!" ତା'ପରେ ସହେି ଲୋକମାନେ ସମାନଙ୍କେର ଲୋଟକୁ କହିଲେ, "ଆମ୍ଭମାନେେ ସମାନଙ୍କେୁ ଯେତିକି ଆଘାତ କରିବା ପାଇଁ ଯୋଜନା କରିଛୁ ତା' ଅପାକ୍ଷା ଆମ୍ଭେ ତୁମ୍ଭକୁ ଅଧିକ ଆଘାତ କରିବୁ। ସମାନେେ ସମାନଙ୍କେର କଥା ରେ ତା' ଉପରେ ଚାପ ପକାଇଲେ।" ଏହାପରେ ସମାନେେ ଅତି ନିକଟତର ହପୋକୁ ଲାଗିଲେ ଓ କବାଟ ଭାଙ୍ଗିବାକୁ ଉଦ୍ଯତ ହେଲେ।

10. ମାତ୍ର ସହେି ଦୁଇଜଣ ଲୋକ ହାତ ବଢ଼ାଇ ଲୋଟକୁ ଭିତରକୁ ନଇେ କବାଟ ବନ୍ଦ କରି ଦେଲେ।

11. ତା'ପରେ ବାହା ରେ ଥିବା ସମସ୍ତ ଲୋକ ବୃଦ୍ଧ ଓ ୟୁବା ଅନ୍ଧ ହାଇଗେଲେ। ତେଣୁ ସଇେ ଲୋକମାନେ ଘରର ଫାଟକ ପାଇଲେ ନାହିଁ।

12. ସହେି ଦୁଇ ଜଣ ଲୋଟକୁ କହିଲେ, "ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହର ରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ବାଇଁ ଅଛନ୍ତି କି? ତବେେ ଶିଘ୍ର ଏ ସ୍ଥାନ ପରିତ୍ଯାଗ କରିବା ପାଇଁ ତାଙ୍କୁ କୁହନ୍ତୁ।

13. ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ବଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ବର ଜାଣନ୍ତି ଏହି ଦେଶ କେତେ ଖରାପ ଏବଂ ଏହି ନଗର ଧ୍ବଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।"

14. ତେଣୁ ଲୋଟ ବାହାରକୁ ୟାଇ ତାଙ୍କର ଜ୍ବାଇଁଙ୍କୁ କହିଲେ, "ଶିଘ୍ର ଏ ସହର ପରିତ୍ଯାଗ କର! ପରମେଶ୍ବର ଖୁବଶିଘ୍ର ଏହି ସହର ଧ୍ବଂସ କରିବେ।" କିନ୍ତୁ ସହେି ଲୋକମାନେ ଭାବିଲେ ଲୋଟ ସମାନଙ୍କେ ସହିତ ଥଟ୍ଟା ହେଉଛନ୍ତି।

15. ତା'ପରଦିନ ସୁର୍ େଯ୍ଯାଦଯ ପୂର୍ବରୁ ଦୂତମାନେ ଲୋଟକୁ ତପ୍ତର କରାଇ କହିଲେ, "ୟାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏସ୍ଥାନ ପରିତ୍ଯାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାଲେ ତୁମ୍ଭେ ଧ୍ବଂସ ପାଇବ ନାହିଁ, ଯେତବେେଳେ ଏହି ନଗର ଦଣ୍ଡିତ ହବେ।"

16. କିନ୍ତୁ ଲୋଟ ତାଙ୍କର ସମୟ ନେଲେ ଏବଂ ଛାଡ଼ିବାକୁ ତତ୍ପର ହେଲେ ନାହିଁ ଧିର ଥିଲେ, ତେଣୁ ସହେି ସ୍ବର୍ଗଦୂତଗଣ ଲୋଟ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ କନ୍ଯାଙ୍କର ହାତ ଧରି ନିରାପଦସ୍ଥାନକୁ ଆଗଇେ ନେଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ଥିଲେ। ତେଣୁ ସହେି ଦୁଇଜଣ ସ୍ବର୍ଗଦୂତ ଲୋଟର ପରିବାରଙ୍କୁ ନଗର ବାହାରକୁ ନଇଗେଲେ।

17. ସମାନେେ ନଗର ବାହାରକୁ ଆସିବା ମାତ୍ ରେ ଜଣେ ସ୍ବର୍ଗଦୂତ ସମାନଙ୍କେୁ କହିଲେ, "ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇଁ ଶିଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗା ରେ ରୁହନାହିଁ। ତୁମ୍ଭେ ପର୍ବତ ରେ ପହଁଞ୍ଚିବା ପର୍ୟ୍ଯନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ୟାଅ ତବେେ ଏହି ନଗର ସହିତ ତୁମ୍ଭେ ଧ୍ବଂସ ପାଇୟିବ।"

18. କିନ୍ତୁ, ଲୋଟ ସହେି ଦୁଇଜଣ ସ୍ବର୍ଗଦୂତଙ୍କୁ କହିଲେ, " ହେ ମହାଶୟଗଣ, ଏପରି ନ ହେଉ।"

19. ତୁମ୍ଭେ ମାେତେ ମାହେ ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ଯନ୍ତ ଦୟା ଓ ଅନୁଗ୍ରହ ଦଖାଇେଛ। କିନ୍ତୁ ମୁଁ ପର୍ବତକୁ ପଳାଇ ୟାଇ ନପା ରେ। ଏହି ବିପତ୍ତି ହୁଏତ ମାେତେ ଧରି ପକାଇବ ଓ ମାରିଦବେ।

20. ଦେଖ ଏହି ସ୍ଥାନ ନିକଟରେ ଏକ େଛାଟ ସହର ଅଛି। ତୁମ୍ଭେ ମାେତେ ସହେି ସ୍ଥାନକୁ ଦୌଡ଼ି ୟିବାକୁ ଅନୁମତି ଦିଅ। ମୁଁ ସଠାେରେ ନିରାପଦ ରେ ବାସ କରି ପାରିବି। ତାହା ଗୋଟିଏ େଛାଟ ସହର ମାତ୍ର।"

21. ସ୍ବର୍ଗଦୂତ ଲୋଟକୁ କହିଲେ, "ଉତ୍ତମ ଆମ୍ଭେ ତୁମ୍ଭକୁ ଅନୁମତି ଦଲେୁ। ମୁଁ ସହେି ସହରକୁ ଧ୍ବଂସ କରିବି ବାହିଁ।

22. କିନ୍ତୁ ଶିଘ୍ର ସଠାେକୁ ଦୌଡ଼ିୟାଅ। କାରଣ ଯେ ପର୍ୟ୍ଯନ୍ତ ତୁମ୍ଭମାନେେ ନିରାପଦ ରେ ନ ପହଁଞ୍ଚିଛ, ମୁଁ ସଦୋମକୁ ଧ୍ବଂସ କରିପାରିବି ନାହିଁ।" ସହେି ସହରର ନାମ ଥିଲା ସୋଯର କାରଣ ଏହା ଅତି କ୍ଷୁଦ୍ର ଥିଲା।

23. ସୂର୍ େଯ୍ଯାଦଯ ହୁଅନ୍ତେ ଲୋଟ ସୋଯର ରେ ପହଞ୍ଚିଗଲେ।

24. ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।

25. ସହେି ନଗରଗୁଡ଼ିକୁ, ସମୁଦାଯ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ବଂସ ହାଇଗେଲା।

26. ସହେି ସମୟରେ ଲୋଟର ସ୍ତ୍ରୀ ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲେ।

27. ସହେିଦିନ ପ୍ରତ୍ଯୁଷ ରେ, ଅବ୍ରହାମ ପୂର୍ବେ ଯେଉଁ ସ୍ଥାନ ରେ ଠିଆ ହାଇେ ସଦାପ୍ରଭୁଙ୍କ ସହିତ କଥା ହାଇେଥିଲେ, ସହେି ସ୍ଥାନକୁ ଗଲେ ଓ ଦେଖିଲେ ଯେ,

28. ସଦୋମ ଓ ହ ମାରୋ ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସହେି ଦେଶରୁ ଭାଟୀର ଧୂମତୁଲ୍ଯ ଧୂମ ଉଠିବାର ଦେଖିଲେ।

29. ଏହିରୂପେ ସହେି ପ୍ରାନ୍ତର ସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ବର ଅବ୍ରହାମକୁ ମନେ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗର ରେ ବାସ କରିଥିଲେ। ସହେି ନଗର ରେ ଉତ୍ପାଟନ ସମୟରେ ସେ ଲୋଟକୁ ତନ୍ମଧ୍ଯରୁ ବାହାର କରୁଥିଲେ।

30. ଲୋଟ ସୋଯର ରେ ରହିବାକୁ ଭୟ କଲା। ତେଣୁ ସେ ଏବଂ ତାଙ୍କର କନ୍ଯା ରହିବା ପାଇଁ ପର୍ବତକୁ ପଳାଇଲେ, ସମାନେେ ସଠାେରେ ଏକ ଗୁମ୍ଫା ରେ ବାସ କଲେ।

31. ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, "ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କହେି ଜଣେ ହେଲେ ନାହାନ୍ତି।

32. ତେଣୁ ଆସ ଆମ୍ଭେ ଆମ୍ଭର ପିତାଙ୍କୁ ମଦ୍ଯପାନ କରାଇବା ତାହାପରେ ଆମ୍ଭେ ତାଙ୍କ ସହିତ ସହବାସ କରିବା, ଏହି ଉପାଯ ରେ ଆମ୍ଭେ ଆମ୍ଭର ବଂଶ ରକ୍ଷା କରିପାରିବା।"

33. ସହେି ରାତ୍ରି ରେ ସହେି ଦୁଇ ଝିଅ ତାଙ୍କ ପିତାଙ୍କ ନିକଟକୁ ଗଲେ ଏବଂ ତାଙ୍କର ପିତାଙ୍କୁ ମଦ ପିଆଇଲେ। ଏହାପରେ ତାଙ୍କର ବଡ଼ ଝିଅ ତାଙ୍କ ପିତାଙ୍କ ଶଯନ କକ୍ଷକୁ ଗଲା ଏବଂ ତାଙ୍କ ସହିତ ସହବାସ କଲା। ଲୋଟ ପୁରାପୁରି ମାତାଲ ଥିଲା ଏବଂ ଜାଣିପାରିଲା ନାହିଁ ଯେ, ସେ କେତବେେଳେ ତା'ର ବିଛଣାକୁ ଆସିଥିଲା ଏବଂ ସେ କେତବେେଳେ ଉଠି କଠାେରୀରୁ ପରିତ୍ଯାଗ କଲା।

34. ତା'ପର ଦିନ ବଡ଼ ଝିଅ ସାନ ଝିଅକୁ କହିଲା, "ଗତ ରାତିଲେ ମୁଁ ପିତାଙ୍କ ନିକଟରେ ଶଯନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ଯପାନ କରାଇବା, ତା'ପରେ ତୁ ତାଙ୍କ ସାଙ୍ଗ ରେ ୟାଇ ସହବାସ କର। ଏହି ଉପାଯ ରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ଯମ ରେ ଆମ୍ଭର ପରିବାର ନଷ୍ଟ ହବୋରୁ ରକ୍ଷା କରିପାରିବା।"

35. ତେଣୁ ସହେି ରାତି ରେ ସେ ଦୁ ହେଁ ମିଶି ତାଙ୍କର ପିତାଙ୍କୁ ମଦ୍ଯପାନ କରାଇଲେ। ତା'ପରେ ତାଙ୍କର ସାନଝିଅ ୟାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ଯଧିକ ମଦ୍ଯପାନ କରିଥିବାରୁ ତାଙ୍କ ଝିଅ କେତବେେଳେ ଆସି କେତବେେଳେ ସହବାସ କରି ୟାଇଛି ସେ ଜାଣିପାରି ନଥିଲେ।

36. ଲୋଟଙ୍କର ଦୁଇ ଝିଅ ଏହିପରି ଭାବରେ ଗର୍ଭବତୀ ହେଲେ।

37. ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମାଯାେବୀଯ ରଖିଲା। ମାୟୋବୀଯ ହେଲେ ବର୍ତ୍ତମାନ ମାୟୋବୀଯ ଲୋକମାନଙ୍କର ଆଦିପିତା।

38. ସାନ ଝିଅ ଯେଉଁ ପୁତ୍ର ଜନ୍ମ କଲା ତା'ର ନାମ ସେ ଦେଲେ ବିନ-ଅମ୍ମି। ସେ ବର୍ତ୍ତମାନ କାଳର ଅେମ୍ମାନୀୟ ଲୋକମାନଙ୍କର ଆଦିପିତା ଅଟନ୍ତି।

About ଆଦି ପୁସ୍ତକ Chapter 19

Read ଆଦି ପୁସ୍ତକ Chapter 19 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଆଦି ପୁସ୍ତକ
Chapter: 19
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆଦି ପୁସ୍ତକ Chapter 19 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆଦି ପୁସ୍ତକ Chapter 19?

ଆଦି ପୁସ୍ତକ Chapter 19 is part of the Book of ଆଦି ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଆଦି ପୁସ୍ତକ Chapter 19 online for free with easy chapter navigation.

More Chapters from ଆଦି ପୁସ୍ତକ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 3
  6. ଆଦି ପୁସ୍ତକ Chapter 38
  7. ଆଦି ପୁସ୍ତକ Chapter 30

Explore More from ପୁରାତନ ନିୟମ

  1. ଯିଶାଇୟ Chapter 45
  2. ଯିହୋଶୂୟ Chapter 6
  3. ଯିରିମିୟ Chapter 4
  4. ଦିତୀୟ ରାଜାବଳୀ Chapter 11
  5. ଗୀତସଂହିତା Chapter 143
  6. ଯିଶାଇୟ Chapter 20
  7. ହିତୋପଦେଶ Chapter 19

Related Chapters & Readings

  1. ଦିତୀୟ ଶାମୁୟେଲ Chapter 22
  2. ଯିହୋଶୂୟ Chapter 9
  3. ଆଦି ପୁସ୍ତକ Chapter 43
  4. ଏଜ୍ରା Chapter 4
  5. ଯିରିମିୟ Chapter 29
  6. ପ୍ରଥମ ଶାମୁୟେଲ Chapter 11
  7. ମାଥିଉ Chapter 12
Share Your Love

Leave a Reply

Your email address will not be published. Required fields are marked *