Read ଦିତୀୟ ରାଜାବଳୀ Chapter 3 Online
Read ଦିତୀୟ ରାଜାବଳୀ Chapter 3 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ରାଜାବଳୀ and the Holy Bible online.
Choose a Chapter
ଦିତୀୟ ରାଜାବଳୀ 3
ଅଧ୍ୟାୟ 3
1. ଆହାବ୍ଙ୍କ ଅନ୍ତେ ତାଙ୍କ ପୁତ୍ର ୟିହୋରାମ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ସେ ଯିହୁଦାର ରାଜା ୟିହୋଶାଫଟଙ୍କର ଅଷ୍ଟାଦଶ ବର୍ଷ ରାଜତ୍ବ କାଳ ରେ ରାଜା ହେଲେ ଓ ଇଶ୍ରାୟେଲ ରେ ବାରବର୍ଷ ରାଜ୍ଯ କଲେ।
2. ସେ ଏପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦକାର୍ୟ୍ଯ ଥିଲା। ମାତ୍ର ସେ ତାଙ୍କର ପିତା ଓ ମାତାଙ୍କ ତୁଲ୍ଯ ନଥିଲେ। କାରଣ ତାଙ୍କ ପିତା ନିର୍ମାଣ କରିଥିବା ବାଲ୍ର ସ୍ତମ୍ଭଗୁଡିକୁ ଦୂର କରି ଦେଲେ।
3. ତଥାପି ନବାଟ୍ଙ୍କ ପୁତ୍ର ୟାରବିଯାମ ଦ୍ବାରା ଇଶ୍ରାୟେଲଯମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ଯ ସହେି ପାପଗୁଡିକୁ ଆସକ୍ତି ହେଲେ। ୟାରବିଯାମ ଏହି ପାପଗୁଡିକୁ ବନ୍ଦ କଲେ ନାହିଁ।
4. ମାୟୋବର ରାଜା ମାଶାେ ମଷୋଧିକାରୀ ଥିଲେ। ସେ ଇଶ୍ରାୟେଲର ରାଜାଙ୍କୁ କରରୂପେ 1,00,000 ମଷେବତ୍ସର ଓ 1,00,000 ମଷେର ଲୋମ ପ୍ରତିବର୍ଷ ଦେଉଥିଲେ।
5. ମାତ୍ର ଆହାବ୍ଙ୍କ ମୃତ୍ଯୁପରେ ମାୟୋବର ରାଜା ଇଶ୍ରାୟେଲର ରାଜାଙ୍କ ବିରୁଦ୍ଧାଚରଣ କଲେ।
6. ସେତବେେଳେ ରାଜା ଯିହାରୋମ୍ ଶମରିଯାରୁ ୟାଇ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କଲେ।
7. ତତ୍ପରେ ଯିହାରୋମ୍ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ନିକଟକୁ ଦୂତ ପଠାଇ କହିଲେ, " ମାୟୋବର ରାଜା ମାେ ବିରୁଦ୍ଧ ରେ େଦ୍ରାହାଚରଣ କରିଛି, ତୁମ୍ଭେ ମାେ ସହିତ ୟୁଦ୍ଧ କରିବାକୁ ମାୟୋବ ବିରୁଦ୍ଧ ରେ ୟିବ କି?"
8. ୟିହୋରାମଙ୍କୁ ଯିହାଶାଫେଟ୍ ପଚାରିଲେ, "ଆମ୍ଭମାନେେ କେଉଁ ପଥରେ ୟିବା?"
9. ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।
10. ଶଷେ ରେ ଇଶ୍ରାୟେଲର ରାଜା ଯିହାରୋମ୍ କହିଲେ, "ହାୟ, ସଦାପ୍ରଭୁ ମାୟୋବ ହସ୍ତ ରେ ସମର୍ପଣ କରିବାକୁ ଆମ୍ଭ ତିନିଜଣଙ୍କୁ ଏକତ୍ର ଡାକିଛନ୍ତି।"
11. ମାତ୍ର ଯିହାଶାଫେଟ୍ କହିଲେ, "ସଦାପ୍ରଭୁଙ୍କର ଏପରି କହେି ଭବିଷ୍ଯଦ୍ବକ୍ତା କ'ଣ ଏଠା ରେ ନାହାଁନ୍ତି ଯାହାଙ୍କୁ ଦଇେ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?"
12. ତହୁଁ ଯିହାଶାଫେଟ୍ କହିଲେ, "ସଦାପ୍ରଭୁଙ୍କ ବାକ୍ଯ ତାଙ୍କ ପାଖ ରେ ଅଛି।"
13. ଏଥି ରେ ଇଲୀଶାୟ ଇଶ୍ରାୟେଲର ରାଜା ଯିହାରୋମ୍ଙ୍କୁ କହିଲେ, "ମାେ ପାଖ ରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତା ମାତାଙ୍କର ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ୟାଅ।"
14. ପୁଣି ଇଲୀଶାୟ କହିଲେ, "ମୁଁ ଯିହୁଦାର ରାଜା ଯିହାଶାଫେଟ୍ଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମଯଙ୍କର ସବୋ କରେ। ମୁଁ ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ପ୍ରତିଜ୍ଞା କରୁଛି, କବଳେ ୟିହୋଶାଫଟ୍ଙ୍କ ସକାେଶ ମୁଁ ଏଠାକୁ ଆସିଲି। ଯଦି ଯିହାଶାଫେଟ୍ ଏଠି ନଥାନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥାନ୍ତି। ମୁଁ ତୁମ୍ଭ ଆଡେ ସମ୍ପୁର୍ଣ୍ଣ ଦୃଷ୍ଟି ପକାଇ ନଥାନ୍ତି।
15. ତଥାପି ଜଣେ ବୀଣାବାଦକକୁ ଆଣ।"
16. ତା'ପରେ ଇଲୀଶାୟ କହିଲେ, "ସଦାପ୍ରଭୁ ଏହି କଥା କହନ୍ତି, ଏହି ଉପତ୍ୟକା ରେ ଗାତମାନ ଖୋଳ।
17. ସଦାପ୍ରଭୁ ଏହା ମଧ୍ଯ କହନ୍ତି, ତୁମ୍ଭମାନେେ ବାଯୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳ ରେ ପରିପୂର୍ଣ୍ଣ ହବେ। ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସମସ୍ତ ଗୋମଷୋଦି ପଶୁମାନେ ଜଳପାନ କରିବେ।
18. ଏହି କାର୍ୟ୍ଯ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ଯ ମାୟୋବୀଯମାନଙ୍କୁ ତୁମ୍ଭମାନଙ୍କ ହସ୍ତ ରେ ପରାସ୍ତ କରାଇବେ।
19. ତୁମ୍ଭମାନେେ ପ୍ରେତ୍ୟକକ ପାଚୀର ବେଷ୍ଟିତ ସୁଦୃଢ ଓ ଉତ୍ତମ ନଗରଗୁଡିକୁ ଧ୍ବଂସ କରିବ। ପ୍ରେତ୍ୟକକ ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇବ। ନିର୍ଝରଗୁଡିକର ଜଳକୁ ଅଟକାଇ ଓ ପ୍ରେତ୍ୟକକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡି ବିନାଶ କରିବ।"
20. ଏହାପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦଇେ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା।
21. ମାଯାେବୀଯମାନେ ଶୁଣିଲେ ଯେ ରାଜାମାନେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସମାନେେ ସମସ୍ତେ ଏପରିକି ଅତ୍ଯଧିକ ବୃଦ୍ଧମାନେ ମଧ୍ଯ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ୟୁଦ୍ଧ ପାଇଁ ସୀମାନ୍ତ ରେ ଅପେକ୍ଷା କରି ରହିଲେ।
22. ମାୟୋବୀଯମାନେ ପ୍ରଭାତ ରେ ଉଠିଲା ବେଳେ ସହେି ସମୟରେ ସୂର୍ୟ୍ଯ ଜଳ ଉପରେ ଚମୁକୁ ଥିଲା। ସମାନେେ ଏହାକୁ ସମାନଙ୍କେର ରକ୍ତ ତୁଲ୍ଯ ରଙ୍ଗପରି ଦେଖିଲେ।
23. ମାଯାେବୀଯମାନେ କହିଲେ, "ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧିଅରେ ବୁଦ୍ଧ କରି ବିନଷ୍ଟ ହାଇେଛନ୍ତି। ସମାନେେ ପରସ୍ପର ମଧିଅରେ ୟୁଦ୍ଧକରି ସମାନଙ୍କେର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସହେି ମୃତ ଶରୀରରୁ ମୂଲ୍ଯବାନ ଜିନିଷମାନ ଲୁଟିବା।"
24. ଯେତବେେଳେ ମାୟୋବୀଯମାନେ ଇଶ୍ରାୟେଲୀୟମାନଙ୍କ ଶିବିର ରେ ପହନ୍ଚିଲେ, ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ସମାନେେ ୟୁଦ୍ଧ ଭୂମିରୁ ପଳାଯନ କଲେ। ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେୁ ଘଉଡାଇ ଦଇେ ମାୟୋବ ଭିତରୁ ପ୍ରବେଶ କଲେ।
25. ଇଶ୍ରାୟେଲର ସନୋ ନଗରଟିକୁ ଧ୍ବଂସ କରି ଦେଲେ। ପ୍ରେତ୍ୟକକ ଉତ୍ତମ ଭୂମିଖଣ୍ତ ରେ ପ୍ରସ୍ତରଦ୍ବାରା ପୂର୍ଣ୍ଣ କଲେ। ସମାନେେ ଜଳ ନିର୍ଝରଗୁଡିକୁ ବୁଜି ଦେଲେ। ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇଲେ, ଇଶ୍ରାୟେଲୀୟମାନେ କୀର୍ ହରେସରୁର ସମସ୍ତ ପଥରେ ୟୁଦ୍ଧ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ଘରେିଗଲେ ଓ ଏହା ଉପରେ ମଧ୍ଯ ଆକ୍ରମଣ କଲେ।
26. ପୁଣି ମାଯାେବର ରାଜା ଦେଖିଲେ ଯେ ୟୁଦ୍ଧ ତାଙ୍କ ପାଇଁ ଅତି ଅସହ୍ଯ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ଯାକରି ସମାନଙ୍କେ ଦ୍ବାରା ଭଙ୍ଗାୟିବା, ସେ ତାଙ୍କର 700 ଖଡ୍ଗଧାରୀ ସୈନ୍ଯ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ।
27. ତହୁଁ ସେ ଆପଣାର ଉତ୍ତରାଧିକାରୀ ଜେଷ୍ଠପୁତ୍ରଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ୟିଏକି ପରବର୍ତ୍ତୀ ରାଜା ହାଇେଥାନ୍ତେ, ତାଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ଏଥି ରେ ଇଶ୍ରାୟେଲ ଲୋକମାନଙ୍କର ବିପର୍ୟ୍ଯସ୍ତ ବଢିଲା। ତେଣୁ ଇଶ୍ରାୟେଲୀୟମାନେ ମାୟୋବ ପରିତ୍ଯାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ।
About ଦିତୀୟ ରାଜାବଳୀ Chapter 3
Read ଦିତୀୟ ରାଜାବଳୀ Chapter 3 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ଦିତୀୟ ରାଜାବଳୀ
Chapter: 3
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦିତୀୟ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦିତୀୟ ରାଜାବଳୀ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦିତୀୟ ରାଜାବଳୀ Chapter 3?
ଦିତୀୟ ରାଜାବଳୀ Chapter 3 is part of the Book of ଦିତୀୟ ରାଜାବଳୀ in the Holy Bible.
Can I read this chapter online?
Yes. You can read the complete ଦିତୀୟ ରାଜାବଳୀ Chapter 3 online for free with easy chapter navigation.
More Chapters from ଦିତୀୟ ରାଜାବଳୀ
- ଦିତୀୟ ରାଜାବଳୀ Chapter 22
- ଦିତୀୟ ରାଜାବଳୀ Chapter 2
- ଦିତୀୟ ରାଜାବଳୀ Chapter 18
- ଦିତୀୟ ରାଜାବଳୀ Chapter 23
- ଦିତୀୟ ରାଜାବଳୀ Chapter 15
- ଦିତୀୟ ରାଜାବଳୀ Chapter 4
- ଦିତୀୟ ରାଜାବଳୀ Chapter 16
Explore More from ପୁରାତନ ନିୟମ
- ଆୟୁବ Chapter 10
- ଦିତୀୟ ରାଜାବଳୀ Chapter 25
- ପ୍ରଥମ ବଂଶାବଳୀ Chapter 13
- ଗୀତସଂହିତା Chapter 121
- ଉପଦେଶକ Chapter 8
- ଯୂନସ Chapter 2
- ଆୟୁବ Chapter 25