ଆମୋଷ Chapter 4

For English

Read ଆମୋଷ Chapter 4 Online

Read ଆମୋଷ Chapter 4 online from the Holy Bible. This chapter is part of the Book of ଆମୋଷ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆମୋଷ and the Holy Bible online.

Choose a Chapter

ଆମୋଷ 4

ଅଧ୍ୟାୟ 4

1. ହେ ଶମରିଯାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭମାନେେ ମାରେ ଏହି ବାକ୍ଯ ଶୁଣ। ତୁମ୍ଭମାନେେ ଦରିଦ୍ର ଲୋକଙ୍କୁ ଆଘାତ ଦଇେ ଦରିଦ୍ରମାନଙ୍କୁ ଦଳି ଦଇେଛ ଆଉ ମଧ୍ଯ ତୁମ୍ଭର ସ୍ବାମୀମାନଙ୍କୁ କହିଛ, "ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।"

2. ମାରେପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ବାରା ଶପଥ ନେଲେ ଏବଂ କହିଲେ, ଭବିଷ୍ଯତ ରେ ଲୋକମାନେ ତେଣ୍ଟା ବ୍ଯବାହାର କରିବେ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି ନଇେଯିବେ। ସମାନେେ ବନଶି କଣ୍ଟା ବ୍ଯବହାର କରି ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକକୁ ନଇେଯିବେ।

3. ସ୍ତ୍ରୀ ଲୋକମାନେ କାନ୍ଥଗୁଡିକ ଭାଙ୍ଗି ବାହାରି ଆସିବେ ଏବଂ ସମାନେେ ହର୍ମୋଣ ଭିତରକୁ ନିକ୍ଷପେ ହବେେ।

4. "ବୈଥଲକେୁ ୟାଅ ଏବଂ ସଠାେ ରେ ପାପ କର। ଗିଲ୍ଗଲକୁ ୟାଅ ସଠାେ ରେ ଅଧିକ ପାପ କର। ପ୍ରଭାତ ରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନ ରେ ଥରେ ଏକ ଦଶମାଂଶ ଶସ୍ଯ ଆଣ।

5. ଆଉ ମଧ୍ଯ ଦ୍ରାକ୍ଷାରସର ଫଣରେ ନବୈେଦ୍ଯ ପାଇଁ ଧନ୍ଯବାଦ ଦିଅ। ଏହି ସ୍ବେଚ୍ଛାଦତ୍ତ ନବୈେଦ୍ଯ ବିଷଯ ରେ ପ୍ରେତ୍ୟକକଙ୍କୁ ଜଣାଅ। ହେ ଇଶ୍ରାୟେଲୀୟ, ତୁମ୍ଭେ ଏହିସବୁ କାର୍ୟ୍ଯ କରିବାକୁ ଭଲ ପାଉଛ।" ସଦାପ୍ରଭୁ ଏହାହିଁ କହିଲେ।

6. ଏଗୁଡିକ କରିବା ଦ୍ବାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫରୋଇ ଆଣିବାକୁ ଚେଷ୍ଟା କଲୁ। "ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦଲେୁ ନାହିଁ। ତୁମ୍ଭର ନଗରୀଗୁଡିକରେ କୌଣସି ଖାଦ୍ୟ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ।" ସଦାପ୍ରଭୁ ଏହା କହନ୍ତି।

7. "ଆମ୍ଭେ ଶସ୍ଯ ଅମଳର ତିନିମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗର ରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗର ରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶ ରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା।

8. ତେଣୁ ଅନାବୃଷ୍ଟି ଯୋଗୁ ଦୁଇ ତିନିଟି ନଗର ରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଝଳପାନ କରିବାକୁ ଧାଇଁଲେ। କିନ୍ତୁ ସଠାେ ରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ।" ସଦାପ୍ରଭୁ ଏହାହିଁ କହିଲେ।

9. "ଉତ୍ତାପ ଓ ରୋଗଦ୍ବାରା ତୁମ୍ଭର ଶସ୍ଯସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷା କ୍ଷତକେୁ ଧ୍ବଂସ କଲୁ। ଫଙ୍ଗପାଳ ତୁମ୍ଭର ଡିମିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ବଂସ କଲେ। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିଲେ।

10. "ମିଶର ରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ରୋଗଗୁଡିକୁ ପ୍ ରରଣେ କଲୁ। ଖଡ୍ଗ ରେ ଆମ୍ଭେ ତୁମ୍ଭର ୟୁବକମାନଙ୍କୁ ହତ୍ଯା କଲୁ। ତୁମ୍ଭମାନଙ୍କର ଘୋଡାଗୁଡିକୁ ନଇଗେଲୁ। ତୁମ୍ଭର ଶିବରଗୁଡିକୁ ମୃତଶବର ଦୁର୍ଗନ୍ଧ ରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭମାନେେ ଆମ୍ଭ ସାହାୟ୍ଯ ଭିକ୍ଷା ପାଇଁ ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିଲେ।

11. "ସଦୋମ ଓ ହ ମାରୋ ସହରଗୁଡିକ ଧ୍ବଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ବଂସ କଲୁ। ସହେି ନଗରଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହାଇେଥିଲା। ତୁମ୍ଭମାନେେ ଗୋଟିଏ ପୋଡା ବାଡି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିଲେ।

12. " ତେଣୁ ହେ ଇଶ୍ରାୟେଲୀୟ, ଆମ୍ଭେ ତୁମ୍ଭକୁ ଏହି ଜିନିଷଗୁଡିକ କହିବା। ହେ ଇଶ୍ରାୟେଲୀୟ! ତୁମ୍ଭେ ପରମେଶ୍ବରଙ୍କ ସମ୍ମୁଖୀନ ହବୋ ପାଇଁ ପ୍ରସ୍ତୁତ ହୁଅ।

13. ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା, ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା। ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ। ଆଉ ମଧ୍ଯ ଅନ୍ଧକାରକୁ ସକାଳ ରେ ପରିଣତ କରିଥିଲୁ। ଆମ୍ଭେ ପର୍ବତ ଓ ପୃଥିବୀ ଉପ ରେ ୟାତାଯାତ କରୁ। ତାହା ହେଲେ ଆମ୍ଭେ କିଏ? ଆମ୍ଭେ ହେଉଛୁ ସହେି ସଦାପ୍ରଭୁ ସୈନ୍ଯାଧିପତି, ସ୍ବଯମ୍ଭୁ ପରମେଶ୍ବର ଆମ୍ଭର ନାମ।"

About ଆମୋଷ Chapter 4

Read ଆମୋଷ Chapter 4 online from the Holy Bible. This chapter is part of the Book of ଆମୋଷ in the Old Testament. Continue reading with the chapter navigation above or explore the complete book.

Book Information

Book: ଆମୋଷ
Chapter: 4
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆମୋଷ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆମୋଷ Chapter 4 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆମୋଷ Chapter 4?

ଆମୋଷ Chapter 4 is part of the Book of ଆମୋଷ in the Holy Bible.

Can I read this chapter online?

Yes. You can read the complete ଆମୋଷ Chapter 4 online for free with easy chapter navigation.

More Chapters from ଆମୋଷ

  1. ଆମୋଷ Chapter 1
  2. ଆମୋଷ Chapter 5
  3. ଆମୋଷ Chapter 2
  4. ଆମୋଷ Chapter 7
  5. ଆମୋଷ Chapter 6
  6. ଆମୋଷ Chapter 9
  7. ଆମୋଷ Chapter 8

Explore More from ପୁରାତନ ନିୟମ

  1. ଯିହିଜିକଲ Chapter 13
  2. ଗଣନା ପୁସ୍ତକ Chapter 22
  3. ଲେବୀୟ ପୁସ୍ତକ Chapter 24
  4. ଗୀତସଂହିତା Chapter 13
  5. ଦିତୀୟ ବଂଶାବଳୀ Chapter 10
  6. ଯିଶାଇୟ Chapter 64
  7. ନିହିମିୟା Chapter 9

Related Chapters & Readings

  1. ଯୋହନ Chapter 2
  2. ପ୍ରଥମ ରାଜାବଳୀ Chapter 2
  3. ଦ୍ୱିତୀୟ ବିବରଣ Chapter 15
  4. ଗୀତସଂହିତା Chapter 74
  5. ପ୍ରେରିତ Chapter 13
  6. ଆଦି ପୁସ୍ତକ Chapter 43
  7. ଉପଦେଶକ Chapter 4
Share Your Love

Leave a Reply

Your email address will not be published. Required fields are marked *