ଯାତ୍ରା ପୁସ୍ତକ Chapter 3

For English

Read ଯାତ୍ରା ପୁସ୍ତକ Chapter 3 Online

Read ଯାତ୍ରା ପୁସ୍ତକ Chapter 3 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.

Choose a Chapter

ଯାତ୍ରା ପୁସ୍ତକ 3

ଅଧ୍ୟାୟ 3

1. ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।

2. ସହେି ପର୍ବତ ରେ, ମାଶାେ ଦେଖିଲେ ସଦାପ୍ରଭୁଙ୍କର ଏକ ଦୂତ ଏକ ଜ୍ବଳନ୍ତା ବୁଦା ମଧିଅରେ ଥିଲା। ମାଶାେ ଦେଖିଲେ, ବୁଦା ରେ ଅଗ୍ନି ଲଗିଥିଲେ ମଧ୍ଯ ତାହା ଧ୍ବଂସ ହେଉ ନଥିଲା।

3. ତେଣୁ ମାଶାେ ନିଶ୍ଚିତ କଲେ, ସହେି ବୁଦା ପାଖକୁ ୟାଇ ଅଦ୍ଭୁତ ଦୃଶ୍ଯ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁ ରେ ଜଳି ମଧ୍ଯ ନଷ୍ଟ ହେଉନାହିଁ?

4. ସଦାପ୍ରଭୁ ଦେଖିଲେ, ମାଶାେ ବୁଦା ଆଡକୁ ଆସୁଛନ୍ତି। ତେଣୁ ପରମେଶ୍ବର ବୁଦା ମଧ୍ଯରୁ ମାଶାଙ୍କେୁ ଡାକିଲେ, ପରମେଶ୍ବର କହିଲେ, " ମାଶାେ, ମାଶାେ!"

5. ଏହାପରେ ସଦାପ୍ରଭୁ କହିଲେ, "ଆମ୍ଭର ଅଧିକ ନିକଟବର୍ତ୍ତୀ ହାଇେ ନାହୁଁ। ତୁମ୍ଭ ପାଦରୁ ପାଦୁକା କାଢି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡା ହାଇେଛ ତାହା ପବିତ୍ର ଭୂମି ଅଟେ।

6. ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ବର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ବର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ବର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ବର ଅଟୁ।" ମାଶାେ ପରମେଶ୍ବରଙ୍କୁ ଦେଖି ଭୟ ରେ ତାଙ୍କର ମୁହଁ ଆବୃତ କଲେ।

7. ଏହାପରେ ସଦାପ୍ରଭୁ କହିଲେ, "ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।

8. ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

9. ଆମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଛୁ ମିଶରୀଯମାନେ ସମାନଙ୍କେୁ କିପରି ଦୌରାତ୍ମ୍ଯ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।

10. ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ ରରଣେ କରିବା ୟାଅ! ମାରେ ଲୋକମାନଙ୍କୁ ଆଗଇେ ନିଅ, ଇଶ୍ରାୟେଲୀୟମାନଙ୍କୁ ମିଶର ମଧ୍ଯରୁ ଆଗଇେ ନଇୟୋଅ!"

11. କିନ୍ତୁ ମାଶାେ ପରମେଶ୍ବରଙ୍କୁ କହିଲେ, "ମୁଁ ଫାରୋ ନିକଟକୁ ୟିବା ପାଇଁ କିଏ? କିପରି ମୁଁ ଇଶ୍ରାୟେଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?"

12. ତା'ପରେ ପରମେଶ୍ବର କହିଲେ, "ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବୁ! ଆମ୍ଭେ ଯେ ତୁମ୍ଭକୁ ପ୍ ରରଣେ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭମାନେେ ଏହି ପର୍ବତ ରେ ପରମେଶ୍ବରଙ୍କର ଉପାସନା କରିବ।"

13. ଏହାପରେ ମାଶାେ ପରମେଶ୍ବରଙ୍କୁ କହିଲେ, "ଯଦି ମୁଁ ଇଶ୍ରାୟେଲୀୟ ଲୋକମାନଙ୍କ ନିକଟକୁ ୟାଇ କ ହେ, 'ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବର ମାେତେ ପଠାଇଛନ୍ତି,' ଏହାପରେ ଲୋକମାନେ ଯଦି ମାେତେ ପଚାରନ୍ତି, 'ତାଙ୍କର ନାମ କ'ଣ?' ମୁଁ ତାଙ୍କୁ କ'ଣ କହିବି?"

14. ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, " ସମାନଙ୍କେୁ କୁହ, 'ଆମ୍ଭେ ଯେ ଅଛୁଁ, ସେ ଅଛୁଁ,' ଇଶ୍ରାୟେଲର ଲୋକମାନଙ୍କୁ କୁହ ଯେ, 'ସ୍ବଯମ୍ଭୁ' ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।"

15. ପରମେଶ୍ବର ମାଶାଙ୍କେୁ ଆହୁରି କହିଲେ, "ତୁମ୍ଭେ ଇଶ୍ରାୟେଲୀୟ ସନ୍ତାନଗଣଙ୍କୁ ଏହିକଥା କହିବ, 'ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର, ଅର୍ଥାତ୍ ଅବ୍ରହାମର ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର ସଦାପ୍ରଭୁ (ସ୍ବଯମ୍ଭୁ)ଙ୍କର ଏହି ନାମ ଅନନ୍ତକାଳସ୍ଥାଯୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀଯ ଅଟେ।' ' ସେ ତୁମ୍ଭମାନଙ୍କ ନିକଟକୁ ମାେତେ ପଠାଇଛନ୍ତି।"'

16. ସଦାପ୍ରଭୁ ଆହୁରି କହିଲେ, "ୟାଅ ଏବଂ ଇଶ୍ରାୟେଲୀୟ ପ୍ରାଚୀନଗଣଙ୍କୁ କୁହ, 'ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ବର, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର, ମାେତେ କହି ଅଛନ୍ତି, ମିଶରୀଯମାନଙ୍କ ଦ୍ବାରା ତୁମ୍ଭଙ୍କୁ ଦିଆୟାଇଥିବା ୟନ୍ତ୍ରଣାସବୁ, ଆମ୍ଭେ ଟିପି ନଇେଅଛୁ।

17. ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀଯମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀଯମାନଙ୍କ ହିତ୍ତୀଯମାନଙ୍କ, ପିରିଷୀଯମାନଙ୍କ, ହିଦ୍ଦୀଯମାନଙ୍କ ଓ ୟିବୁଷୀଯମାନଙ୍କର ଦୁଗ୍ଧମଧୁ ପ୍ରବାହୀ ଦେଶକୁ ନଇୟିବୋ।'

18. "ଇଶ୍ରାୟେଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ୟାଅ। ତୁମ୍ଭମାନେେ ତାଙ୍କୁ କହିବ, 'ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନଯ କରୁଅଛୁ, ତିନିଦିନ ମରୁଭୂମି ମଧ୍ଯକୁ ୟାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।'

19. "କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ଯ ହାତର ଶକ୍ତି ବିନା ମିଶରର ରାଜାଙ୍କୁ ଜବରଦସ୍ତ କରାଗଲେ ମଧ୍ଯ, ତୁମ୍ଭମାନଙ୍କୁ ୟିବାକୁ ଦବନୋହିଁ।

20. ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧ ରେ କାର୍ୟ୍ଯ କରାଇବା। ଆମ୍ଭେ ମିଶର ରେ ଆଶ୍ଚର୍ୟ୍ଯ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ୟିବାକୁ ଦବେେ।

21. ଆଉ ଆମ୍ଭେ ମିଶରୀଯ ଲୋକମାନଙ୍କ ସାକ୍ଷାତ ରେ ଏହି ଲୋକମାନଙ୍କୁ ଅନୁଗ୍ରହ ପାତ୍ର କରିବି, ତହିଁରେ ତୁମ୍ଭମାନଙ୍କର ୟାତ୍ରା ସମୟରେ ସମାନେେ ତୁମ୍ଭମାନଙ୍କୁ ଉପହାରମାନ ଦବେେ।

22. "ସମସ୍ତ ଇଶ୍ରାୟେଲୀୟ ସ୍ତ୍ରୀ ଆପଣା ପ୍ରତିବେଶୀନୀ ଓ ଆପଣା ଗୃହପ୍ରବାସୀନୀ ସ୍ତ୍ରୀ ନିକଟରୁ ରେ ୗପ୍ୟ, ଅଳଙ୍କାର ଓ ସ୍ବର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନଇୟିବେ, ପୁଣି ତାହା ତୁମ୍ଭମାନେେ ଆପଣା ପୁତ୍ର କନ୍ଯାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭମାନେେ ମିଶରୀଯ ଲୋକମାନଙ୍କ ଦ୍ରବ୍ଯ ହରଣ କରିବ।"

About ଯାତ୍ରା ପୁସ୍ତକ Chapter 3

Read ଯାତ୍ରା ପୁସ୍ତକ Chapter 3 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଯାତ୍ରା ପୁସ୍ତକ
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯାତ୍ରା ପୁସ୍ତକ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯାତ୍ରା ପୁସ୍ତକ Chapter 3?

ଯାତ୍ରା ପୁସ୍ତକ Chapter 3 is part of the Book of ଯାତ୍ରା ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଯାତ୍ରା ପୁସ୍ତକ Chapter 3 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ଯାତ୍ରା ପୁସ୍ତକ

  1. ଯାତ୍ରା ପୁସ୍ତକ Chapter 24
  2. ଯାତ୍ରା ପୁସ୍ତକ Chapter 18
  3. ଯାତ୍ରା ପୁସ୍ତକ Chapter 27
  4. ଯାତ୍ରା ପୁସ୍ତକ Chapter 37
  5. ଯାତ୍ରା ପୁସ୍ତକ Chapter 1
  6. ଯାତ୍ରା ପୁସ୍ତକ Chapter 29
  7. ଯାତ୍ରା ପୁସ୍ତକ Chapter 38

Related Chapters & Readings

  1. ଗୀତସଂହିତା Chapter 120
  2. ପ୍ରକାଶିତ ବାକ୍ୟ Chapter 22
  3. ଦିତୀୟ ବଂଶାବଳୀ Chapter 34
  4. ଯିହିଜିକଲ Chapter 9
  5. ଯିରିମିୟ Chapter 3
  6. ଯୂନସ Chapter 3
  7. ଦିତୀୟ ରାଜାବଳୀ Chapter 5
Share Your Love

Leave a Reply

Your email address will not be published. Required fields are marked *