Read ଦ୍ୱିତୀୟ ବିବରଣ Chapter 15 Online
Read ଦ୍ୱିତୀୟ ବିବରଣ Chapter 15 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.
Choose a Chapter
ଦ୍ୱିତୀୟ ବିବରଣ 15
ଅଧ୍ୟାୟ 15
1. "ପ୍ରତି ସାତ ବର୍ଷର ଶଷେ ରେ, ତୁମ୍ଭମାନେେ ସମସ୍ତ ଋଣ ଛାଡ କରିଦବେ।
2. ଏହାର ବ୍ଯବସ୍ଥା ଏହିପରି ହବେ ଯେ କହେି ୟିଏ କି ଆପଣା ପ୍ରତିବେଶୀକକ୍ସ୍ଟ କରଜ ଦଇେଛି ତାହା ସେ ଛାଡ କରିଦବେ। ସେ ତା'ର ପଡ଼ୋଶୀଙ୍କକ୍ସ୍ଟ ଋଣ ପରିଶାଧେ ନିମନ୍ତେ ପଗ୍ଭରିବା ଉଚିତ୍ ନକ୍ସ୍ଟହଁ। କାରଣ ସଦାପ୍ରଭୁ ବ୍ଯବସ୍ଥା ଅନକ୍ସ୍ଟୟାଯୀ ସେ ଏହାକକ୍ସ୍ଟ ଋଣ ଛାଡର ବର୍ଷ ଘାଷେଣା କରିଛନ୍ତି।
3. ତୁମ୍ଭମାନେେ ବିଦେଶୀମାନଙ୍କ ଠାରକ୍ସ୍ଟ ଏହି ଋଣ ପରିଶାଧେ କରିପାରିବ କିନ୍ତୁ ଆପଣା ଭାଇ ଇଶ୍ରାୟେଲୀୟବାସୀଙ୍କକ୍ସ୍ଟ ତାହା ଛାଡ କରିଦବେ।
4. ତଥାପି ତକ୍ସ୍ଟମ୍ଭ ଦେଶ ରେ କହେି ଗରିବ ହବେେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦଇେଛନ୍ତି। ଏହା ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି।
5. କିନ୍ତୁ ଏପରି ହବେ ଯଦି ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭମାନେେ ସାବଧାନତା ସହକା ରେ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହକ୍ସ୍ଟଛି ତାହା ପାଳନ କରିବ।
6. ତବେେ ତାଙ୍କର ପ୍ରତିଜ୍ଞା ଅନକ୍ସ୍ଟସା ରେ ତୁମ୍ଭର ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭମାନେେ ଅନକେ ରାଷ୍ଟ୍ରମାନଙ୍କୁ ଋଣ ଦବେ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭମାନେେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତକ୍ସ୍ଟମ୍ଭ ଉପରେ କହେି ଶାସନ କରି ପାରିବେ ନାହିଁ।
7. "ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ବାସ କରିବ, ସେତବେେଳେ ତୁମ୍ଭମାନଙ୍କ ମଧିଅରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭମାନେେ ସ୍ବାର୍ଥପର ହବେ ନାହିଁ। ତୁମ୍ଭମାନେେ ସମାନଙ୍କେୁ ସାହାୟ୍ଯ କରିବାକୁ ମନା କରିବ ନାହିଁ।
8. ତୁମ୍ଭେ ସମାନଙ୍କେ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନକ୍ସ୍ଟସା ରେ ତୁମ୍ଭେ ତାଙ୍କୁ ୟଥେଷ୍ଟ ରୂପେ ଋଣ ଦବେ।
9. "ଏପରି କାହାକକ୍ସ୍ଟ ଋଣ ଦବୋକକ୍ସ୍ଟ ମନା କର ନାହିଁ, ଯେ ହତେକ୍ସ୍ଟ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହାଇଗେଲାଣି ବୋଲି। ତୁମ୍ଭମାନଙ୍କ ମଧିଅରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନକ୍ସ୍ଟହଁ। ସାବଧାନ ହକ୍ସ୍ଟଅ, ଗୋଟିଏ ନିଃଶ୍ବ ଲୋକ ପ୍ରତି କୃପଣ ହକ୍ସ୍ଟଅ ନାହିଁ! କାରଣ ଯଦି ସହେି ବ୍ଯକ୍ତି ତକ୍ସ୍ଟମ୍ଭ ପ୍ରତିକୂଳ ରେ ସଦାପ୍ରଭୁଙ୍କୁ ଡାକେ, ତବେେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବଚେନା କରାୟିବ।
10. "ତୁମ୍ଭମାନେେ ନିଶ୍ଚିତ ଭାବରେ ହୃଦଯ ରେ ସହିତ ତାଙ୍କୁ ଦବୋ ଉଚିତ୍। ତାଙ୍କୁ ଦବୋ ବେଳେ ତୁମ୍ଭେ କକ୍ସ୍ଟସ୍ଖିତ ହବୋ ଉଚିତ୍ ନକ୍ସ୍ଟ ହେଁ। କାରଣ ସହେି କର୍ମ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ କର୍ମ ରେ ଓ ତୁମ୍ଭେ ଯେଉଁ ବିଷଯ ରେ ଧ୍ଯାନ ଦିଅ, ସଦାପ୍ରଭୁ ସେଥି ରେ ତୁମ୍ଭକୁ ଆଶୀର୍ବାଦ କରିବେ।
11. ଦେଶ ରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦଇେ କହକ୍ସ୍ଟଛକ୍ସ୍ଟ, ତୁମ୍ଭମାନେେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚଯ ସାହାୟ୍ଯ କରିବ। ତାଙ୍କର ଆବଶ୍ଯକତା ଅନକ୍ସ୍ଟସା ରେ ସମାନଙ୍କେୁ ସାହାୟ୍ଯ କର।
12. "ତୁମ୍ଭମାନେେ ତୁମ୍ଭମାନଙ୍କର ସବୋ କରିବା ପାଇଁ ଯେଉଁ ଏବ୍ରୀଯ ଲୋକ ବା ମହିଳାମାନଙ୍କୁ କ୍ରିତଦାସ ଭାବେ କିଣିଥିବ। ତୁମ୍ଭମାନେେ ସମାନଙ୍କେୁ ଛଅ ବର୍ଷ ରଖିପାରିବ। କିନ୍ତୁ ସମସ୍ତ ବର୍ଷ ତୁମ୍ଭେ ସମାନଙ୍କେୁ ନିଶ୍ଚଯ ମକ୍ସ୍ଟକ୍ତ କରିବ।
13. କିନ୍ତୁ ତୁମ୍ଭମାନେେ ଯେତବେେଳେ ତୁମ୍ଭର କ୍ରିତଦାସମାନଙ୍କୁ ମକ୍ସ୍ଟକ୍ତ କରିବ, ସେତବେେଳେ ସମାନଙ୍କେୁ ମକ୍ସ୍ଟକ୍ତ ହସ୍ତ ରେ ୟିବାକକ୍ସ୍ଟ ଦବନୋହିଁ।
14. ତୁମ୍ଭମାନେେ ସମାନଙ୍କେୁ ତୁମ୍ଭମାନଙ୍କର ପଶକ୍ସ୍ଟ ମଧ୍ଯରକ୍ସ୍ଟ କିଛି, କିଛି ଶସ୍ଯ ଏବଂ କିଛି ଦ୍ରାକ୍ଷାରସ ସମାନଙ୍କେୁ ଦବୋ ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ଯରକ୍ସ୍ଟ କିଛି ନିଶ୍ଚିତ ଭାବରେ ସମାନଙ୍କେୁ ଦବୋ ଉଚିତ୍।
15. ମନରେଖ, ଯେ ତୁମ୍ଭମାନେେ ମିଶର ଦେଶ ରେ ସଐୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ଏଥିପାଇଁ ମୁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
16. "କିନ୍ତୁ ଏପରି ହାଇପୋ ରେ କୌଣସି ଦାସ ତୁମ୍ଭକୁ ଏପରି କହିପା ରେ, 'ମୁ ତୁମ୍ଭକୁ ଛାଡିୟିବି ନାହିଁ।' ସପରେି କହିପା ରେ କାରଣ ସେ ତକ୍ସ୍ଟମ୍ଭ ନିକଟରେ ସକ୍ସ୍ଟଖ ରେ ଥାଇପା ରେ। ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପରିବାରକକ୍ସ୍ଟ ସ୍ନହେ କରୁଥାଏ।
17. ତବେେ ତୁମ୍ଭେ ଏକ ବିନ୍ଧଣୀ ନିଅ ଓ କବାଟ ଉପରେ ତାହାର କର୍ଣ୍ଣକକ୍ସ୍ଟ ଫୋଡ। ତହିଁରେ ସେ ସବୁଦିନ ତୁମ୍ଭର ଦାସ ହାଇେ ରହିବ। ପକ୍ସ୍ଟଣି ତୁମ୍ଭେ ଆପଣା ଦାସ ପ୍ରତି ଠିକ୍ ଏହିପରି କରିବା ଉଚିତ୍।
18. "ତୁମ୍ଭେ ତାହାକକ୍ସ୍ଟ ମକ୍ସ୍ଟକ୍ତ କରି ବିଦାଯ କରିବା ବେଳେ ଏହା ତକ୍ସ୍ଟମ୍ଭ ଦୃଷ୍ଟି ରେ କଠିନ ବୋଧ ନ ହେଉ। କାରଣ ସେ ଛବର୍ଷ ଭିତ ରେ ଏକ ବତନଜେୀବିର ଦ୍ବିଗକ୍ସ୍ଟଣ ବତନରେ ଦାସ୍ଯକର୍ମ କରିଅଛି। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସକଳ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
19. "ତୁମ୍ଭମାନେେ ଆପଣା ଗୋରୁ ପଲରକ୍ସ୍ଟ ଓ ମଷେ ପଲରକ୍ସ୍ଟ ଜନ୍ମ ହାଇେଥିବା ପ୍ରଥମ ଅଣ୍ତିରା ଛକ୍ସ୍ଟଆକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମ ଜାତକ ଦ୍ବାରା କିଛି କର୍ମ କରିବ ନାହିଁ। ମଷେପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛଦନେ କରିବ ନାହିଁ।
20. ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ତୁମ୍ଭେ ତୁମ୍ଭର ପରିବାର ସହିତ ପ୍ରତିବର୍ଷ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉପସ୍ଥିତି ରେ ତାହା ଭୋଜନ କରିବ।
21. "ଯଦି ସହେି ପଶକ୍ସ୍ଟଠା ରେ କୌଣସି ଖକ୍ସ୍ଟଣ ଥାଏ, ଯଥା ସେ ଯଦି େଛାଟା, କଣା କିମ୍ବା ସେ କୌଣସି ମନ୍ଦ ଖକ୍ସ୍ଟଣ ୟକ୍ସ୍ଟକ୍ତ ଥାଏ ତବେେ ତୁମ୍ଭେ ତାକକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିପାରିବ ନାହିଁ।
22. କିନ୍ତୁ ନିଜ ଫାଟକ ଭିତ ରେ ତୁମ୍ଭମାନେେ ତାକକ୍ସ୍ଟ ଭୋଜନ କରିପାରିବ। ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ତସାର ଓ ହରିଣ ମାଂସ ଭୋଜନ କରିବାର ନିଯମ ଯାହା ଏହି ମାଂସ ଭୋଜନ କରିବାର ନିଯମ ଠିକ୍ ତାହା।
23. ତୁମ୍ଭମାନେେ କବଳେ ତା'ର ରକ୍ତ ଭୋଜନ କରିପାରିବ ନାହିଁ। ତୁମ୍ଭମାନେେ ଜଳପରି ତାହାକକ୍ସ୍ଟ ଭୂମିରେ ଢାଳି ଦବେ।
About ଦ୍ୱିତୀୟ ବିବରଣ Chapter 15
Read ଦ୍ୱିତୀୟ ବିବରଣ Chapter 15 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ଦ୍ୱିତୀୟ ବିବରଣ
Chapter: 15
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦ୍ୱିତୀୟ ବିବରଣ Chapter 15 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦ୍ୱିତୀୟ ବିବରଣ Chapter 15?
ଦ୍ୱିତୀୟ ବିବରଣ Chapter 15 is part of the Book of ଦ୍ୱିତୀୟ ବିବରଣ in the Holy Bible.
Can I read this chapter online?
Yes. You can read the complete ଦ୍ୱିତୀୟ ବିବରଣ Chapter 15 online for free with easy chapter navigation.
More Chapters from ଦ୍ୱିତୀୟ ବିବରଣ
- ଦ୍ୱିତୀୟ ବିବରଣ Chapter 26
- ଦ୍ୱିତୀୟ ବିବରଣ Chapter 11
- ଦ୍ୱିତୀୟ ବିବରଣ Chapter 9
- ଦ୍ୱିତୀୟ ବିବରଣ Chapter 34
- ଦ୍ୱିତୀୟ ବିବରଣ Chapter 31
- ଦ୍ୱିତୀୟ ବିବରଣ Chapter 27
- ଦ୍ୱିତୀୟ ବିବରଣ Chapter 25
Explore More from ପୁରାତନ ନିୟମ
- ଆମୋଷ Chapter 9
- ଦିତୀୟ ରାଜାବଳୀ Chapter 5
- ଯିରିମିୟ Chapter 50
- ଆୟୁବ Chapter 24
- ବିଚାରକର୍ତ୍ତା Chapter 12
- ଯାତ୍ରା ପୁସ୍ତକ Chapter 17
- ଯିଶାଇୟ Chapter 32