ଦ୍ୱିତୀୟ ବିବରଣ Chapter 27

For English

Read ଦ୍ୱିତୀୟ ବିବରଣ Chapter 27 Online

Read ଦ୍ୱିତୀୟ ବିବରଣ Chapter 27 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.

Choose a Chapter

ଦ୍ୱିତୀୟ ବିବରଣ 27

ଅଧ୍ୟାୟ 27

1. ମାଶାେ ଏବଂ ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଲେ, "ମୁ ଆଜି ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦଇେଛି, ସଗେକ୍ସ୍ଟଡିକ ପାଳନ କର।

2. ଯେଉଁଦିନ ତୁମ୍ଭମାନେେ ଯେତବେେଳେ ୟର୍ଦ୍ଦନ ନଦୀ ପାରହେଲ ଏବଂ ସହେି ଦେଶ ରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି। ସହେିଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲପନେ କରିବ।

3. ତୁମ୍ଭମାନେେ ସଠାେରେ ପ୍ରବେଶ କରିବା ମାତ୍ ରେ, ତୁମ୍ଭମାନେେ ଏହିସବୁ ନିଯମ ସହେି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତବେେଳେ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାର ହାଇେ ସହେି ଦେଶ ରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦେଉଛନ୍ତି। ଦକ୍ସ୍ଟଗ୍ଧ, ମଧକ୍ସ୍ଟ ପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ବର ଯେ ହତେକ୍ସ୍ଟ ପ୍ରତିଜ୍ଞା କରିଥିଲେ।

4. "ପକ୍ସ୍ଟଣି ଆଜି ମୁ ଯେଉଁ ପ୍ରସ୍ତର ଗକ୍ସ୍ଟଡିକ ବିଷଯ ରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦଲେି, ତୁମ୍ଭମାନେେ ୟର୍ଦ୍ଦନ ପାର ହେଲାପରେ ଏବଲ ପର୍ବତ ରେ ସହେି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ସବୁ ଚକ୍ସ୍ଟନ ରେ ଲପେିବ।

5. ଆଉ ତୁମ୍ଭେ ସଠାେରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଇଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ଅର୍ଥାତ୍ ପଥର ରେ ଏକ ୟଜ୍ଞବଦେୀ ନିର୍ମାଣ କରିବ। ସହେି ପଥର କାଟିବା ରେ ଲକ୍ସ୍ଟହା ବ୍ଯବହାର କରିବ ନାହିଁ।

6. ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ୟଜ୍ଞବଦେୀ ସମସ୍ତ ଅଚଞ୍ଛା ପଥର ରେ ନିର୍ମାଣ କରିବା ଉଚିତ୍ ଓ ତୁମ୍ଭମାନେେ ସହେି ସ୍ଥାନ ରେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ହାମବେଳି ଉତ୍ସର୍ଗ କରିବା ଉଚିତ୍।

7. ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସଠାେରେ ଭୋଜନ କରିବ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଆନନ୍ଦ କରିବ।

8. ତୁମ୍ଭେ ସହେି ପ୍ରସ୍ତର ଉପରେ ଏହି ବ୍ଯବସ୍ଥାର ସମସ୍ତ କଥା ସକ୍ସ୍ଟନ୍ଦରଭାବେ ଖାେଳି ଲେଖିବ।"

9. ମାଶାେ ଓ ଯାଜକମାନେ ସମସ୍ତ ଇଶ୍ରାୟେଲକକ୍ସ୍ଟ କହିଲେ, " ହେ ଇଶ୍ରାୟେଲ ନୀରବ ରେ ଅନକ୍ସ୍ଟଧ୍ଯାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଲୋକ ହେଲ।

10. ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ କଥା ରେ କର୍ଣପାତ କର ଓ ଆଜି ମୁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଜ୍ଞା କରୁଅଛି। ତାହା ପାଳନ କର।"

11. ସହେି ଦିନ ମାଶାେ ଲୋକମାନଙ୍କୁ କହିଲେ,

12. "ତୁମ୍ଭେ ୟର୍ଦ୍ଦନ ପାର ହବୋପରେଶିମିଯୋନ, ଲବେୀ, ୟିହକ୍ସ୍ଟଦା, ଇଷାଖର, ଯୋଷଫେ ଓ ବିଦ୍ଯାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚଯ ଛିଡା ହବେ।

13. ଏବଂ ରୂବନ୍େ, ଗାଦ୍, ଆଶରେ, ସବୂଲୂନ୍,ଦାନ, ନଲ୍ଗାଲି ଗୋଷ୍ଠୀଯକକ୍ସ୍ଟ ଅଭିଶାପ ଦବୋ ନିମନ୍ତେ ଏବଲ ପର୍ବତ ରେ ଠିଆ ହବେେ।

14. "ଏବଂ ସମସ୍ତ ଲବେୀୟମାନେ ଖକ୍ସ୍ଟବ୍ ଉଚ୍ଚ ସ୍ବର ରେ ସମସ୍ତ ଇଶ୍ରାୟେଲୀୟ ଲୋକଙ୍କକ୍ସ୍ଟ ଉତ୍ତର ଦଇେ କହିବେ,

15. ' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'

16. " ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'

17. " ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପ୍ରତିବେଶୀର ଭୂମିର ଚିହ୍ନ ଘକ୍ସ୍ଟଞ୍ଚାଏ, ସେ ଅଭିଶଲ୍ଗ ହେଉ।'

18. " ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'

19. " ଲବେୀୟମାନେ କହିବେ, ' ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ଯାଯ କରିବା ରେ ବାଧା ଦିଏ ସେ ଅଭିଶଲ୍ଗ ହେଉ।'

20. " ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପିତାଙ୍କ ଭାର୍ୟ୍ଯା ସହିତ ଶଯନ କରେ ସେ ଅଭିଶଲ୍ଗ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକକ୍ସ୍ଟ ଅନାବରଣ କରିଥାଏ।"

21. " ଲବେୀୟମାନେ କହିବେ, ' ଯେଉଁ ଲୋକର କୌଣସି ପଶକ୍ସ୍ଟ ସହିତ ୟୌନ ସଐର୍କ ଥାଏ, ସେ ଅଭିଶଲ୍ଗ ହେଉ।'

22. " ଲବେୀୟମାନେ କହିବେ, ' ଯେଉଁମାନେ ସମାନଙ୍କେ ଭଉଣୀ ବା ପିତୃକନ୍ଯା ବା ମାତୃକନ୍ଯା ସହିତ ୟୌନ ସଐର୍କ ରେଖ ସେ ଅଭିଶଲ୍ଗ ହେଉ।'

23. " ଲବେୀୟମାନେ କହିବେ, " ଯେ କହେି ଆପଣା ଶାଶକ୍ସ୍ଟ ସଙ୍ଗେ ୟୌନ ସଐର୍କ ରକ୍ଷାକରେ ସେ ଅଭିଶଲ୍ଗ ହେଉ।'

24. " ଲବେୀୟମାନେ କହିବେ, ଯେଉଁଲୋକ ଆପଣା ପଡ଼ୋଶୀକକ୍ସ୍ଟ ଗୋପନ ରେ ହତ୍ଯା କରେ ସେ ଅଭିଶଲ୍ଗ ହେଉ।'

25. " ଲବେୀୟମାନେ କହିବେ, ' ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକକ୍ସ୍ଟ ହତ୍ଯା କରିବାକୁ ଅର୍ଥନିଏ ସେ ଅଭିଶଲ୍ଗ ହେଉ?'

26. " ଲବେୀୟମାନେ କହିବେ, ' ଯେଉଁ ଲୋକ ଏହି ବ୍ଯବସ୍ଥାର ପାଳନ କରେ ନାହିଁ କିମ୍ବା ଅନକ୍ସ୍ଟସରଣ କରେ ନାହିଁ, ସେ ଅଭିଶଲ୍ଗ ହେଉ।'

About ଦ୍ୱିତୀୟ ବିବରଣ Chapter 27

Read ଦ୍ୱିତୀୟ ବିବରଣ Chapter 27 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.

Book Information

Book: ଦ୍ୱିତୀୟ ବିବରଣ
Chapter: 27
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦ୍ୱିତୀୟ ବିବରଣ Chapter 27 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦ୍ୱିତୀୟ ବିବରଣ Chapter 27?

ଦ୍ୱିତୀୟ ବିବରଣ Chapter 27 is part of the Book of ଦ୍ୱିତୀୟ ବିବରଣ in the Holy Bible.

Can I read this chapter online?

Yes. You can read the complete ଦ୍ୱିତୀୟ ବିବରଣ Chapter 27 online for free with easy chapter navigation.

More Chapters from ଦ୍ୱିତୀୟ ବିବରଣ

  1. ଦ୍ୱିତୀୟ ବିବରଣ Chapter 21
  2. ଦ୍ୱିତୀୟ ବିବରଣ Chapter 20
  3. ଦ୍ୱିତୀୟ ବିବରଣ Chapter 4
  4. ଦ୍ୱିତୀୟ ବିବରଣ Chapter 31
  5. ଦ୍ୱିତୀୟ ବିବରଣ Chapter 15
  6. ଦ୍ୱିତୀୟ ବିବରଣ Chapter 6
  7. ଦ୍ୱିତୀୟ ବିବରଣ Chapter 2

Explore More from ପୁରାତନ ନିୟମ

  1. ଗୀତସଂହିତା Chapter 81
  2. ଯାତ୍ରା ପୁସ୍ତକ Chapter 24
  3. ଗୀତସଂହିତା Chapter 35
  4. ଯୋୟେଲ Chapter 1
  5. ଯାତ୍ରା ପୁସ୍ତକ Chapter 32
  6. ଆମୋଷ Chapter 1
  7. ଗୀତସଂହିତା Chapter 92

Related Chapters & Readings

  1. ମାଥିଉ Chapter 13
  2. ଉପଦେଶକ Chapter 3
  3. ପ୍ରକାଶିତ ବାକ୍ୟ Chapter 15
  4. ପ୍ରକାଶିତ ବାକ୍ୟ Chapter 14
  5. ଗୀତସଂହିତା Chapter 112
  6. ଦିତୀୟ ବଂଶାବଳୀ Chapter 18
  7. ଯାତ୍ରା ପୁସ୍ତକ Chapter 4
Share Your Love

Leave a Reply

Your email address will not be published. Required fields are marked *