ଦ୍ୱିତୀୟ ବିବରଣ Chapter 34

For English

Read ଦ୍ୱିତୀୟ ବିବରଣ Chapter 34 Online

Read ଦ୍ୱିତୀୟ ବିବରଣ Chapter 34 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.

Choose a Chapter

ଦ୍ୱିତୀୟ ବିବରଣ 34

ଅଧ୍ୟାୟ 34

1. ମାଶାେ ନବୋ ପର୍ବତ ଉପରକକ୍ସ୍ଟ ଚଢି଼ଲେ। ମାଯାେବର ପାଦ ଦେଶରକ୍ସ୍ଟ ପିସଗା ପର୍ବତର ଶିର୍ଷ ପର୍ୟ୍ଯନ୍ତ ଆରୋହଣ କଲେ, ଯାହା ୟିରିହୋ ସମ୍ମକ୍ସ୍ଟଖ ରେ ଥିଲା। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଗିଲିଯଦରକ୍ସ୍ଟ ଦାନ୍ ପର୍ୟ୍ଯନ୍ତ ସମସ୍ତ ଦେଶ ତାଙ୍କୁ ଦଖାଇେଲେ।

2. ସଦାପ୍ରଭୁ ତାଙ୍କୁ ନଲ୍ଗାଲିଙ୍କର ସମସ୍ତ ଭୂମି ଇଫ୍ରଯିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦଖାଇେଲେ। ସେ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ୟିହକ୍ସ୍ଟଦାର ସମସ୍ତ ଦେଶ ତାଙ୍କୁ ଦଖାଇେଲେ।

3. ସୋଯର ପର୍ୟ୍ଯନ୍ତ ଦକ୍ଷିଣ ଦେଶ ଓ ଖଜ୍ଜର୍କ୍ସ୍ଟରପକ୍ସ୍ଟର ଯିରୀହାେ ଦେଶସ୍ଥ ଉପତ୍ୟକାର ପଦା ଦଖାଇେଲେ।

4. ପକ୍ସ୍ଟଣି ସଦାପ୍ରଭୁ ତାହାଙ୍କକ୍ସ୍ଟ କହିଲେ, "ଆମ୍ଭେ ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଏହି ଦେଶ ଦବୋବୋଲି ଯେଉଁ ଦେଶ ବିଷଯ ରେ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ଶପଥ କରିଥିଲକ୍ସ୍ଟ, ସହେି ଦେଶମାନ ଏହି। 'ଆମ୍ଭେ ତାହା ତୁମ୍ଭକୁ ସ୍ବଚକ୍ଷକ୍ସ୍ଟ ରେ ଦଖାଇେଲକ୍ସ୍ଟ। ମାତ୍ର ତୁମ୍ଭେ ୟର୍ଦ୍ଦନ ପାର ହାଇେ ସଠାେକକ୍ସ୍ଟ ୟିବାନାହିଁ।"'

5. ତେଣୁ ସଦାପ୍ରଭୁଙ୍କର ସବେକ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ସହେି ସ୍ଥାନ ରେ ମାୟୋବ ଦେଶ ରେ ମଲେ।

6. ସଦାପ୍ରଭୁ ମାୟୋବ ଦେଶ ରେ ବୈତ୍ପିଯୋର ସମ୍ମକ୍ସ୍ଟଖସ୍ଥ ଉପତ୍ୟକା ରେ ତାହାଙ୍କକ୍ସ୍ଟ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ୟ୍ଯନ୍ତ କହେି ଜାଣି ନାହାଁନ୍ତି।

7. ମାଶାେ ଯେତବେେଳେ ମୃତକ୍ସ୍ଟ୍ଯ ବରଣ କଲେ, ସେତବେେଳେ ତାଙ୍କୁ 120 ବର୍ଷ ବଯସ ହାଇେଥିଲା। ସେ ସେତବେେଳେ ତାଙ୍କର ଶକ୍ତି ହରାଇ ନଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।

8. ଇଶ୍ରାୟେଲ ଲୋକମାନେ ମାଶାଙ୍କେ ପାଇଁ ତିରିଶ ଦିନ ଧରି କାନ୍ଦିଲେ। ସମାନେେ ତାଙ୍କର ସମସ୍ତ ଦକ୍ସ୍ଟଃଖଦ ଦିନସବୁ ମାଯାେବର ସମତଳ ଭୂମିରେ କଟାଇଲେ।

9. ସେ ମଲା ପୂର୍ବରକ୍ସ୍ଟ ମାଶାେ ଯିହାଶୂେୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିୟକ୍ସ୍ଟକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିୟକ୍ସ୍ଟକ୍ତି କଲେ। ଏହାପରେ ନୂନର ପକ୍ସ୍ଟତ୍ର ୟିହୋଶୂଯ ଜ୍ଞାନ ଦାୟକ ଆତ୍ମା ରେ ପରିପୂର୍ଣ୍ଣ ଦେଲେ। ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନକ୍ସ୍ଟସା ରେ ଯିହାଶୂେୟଙ୍କ କଥା ଶୁଣିଲେ, ଯେପରି ସମାନେେ ମାଶାଙ୍କେ କଥା ଶକ୍ସ୍ଟଣିଥିଲେ ଓ ସହେି ଅନକ୍ସ୍ଟସା ରେ କାର୍ୟ୍ଯ କରୁଥିଲେ।

10. ଇଶ୍ରାୟେଲ ଆଉ ଏପରି ଭବିଷ୍ଯଦ୍ ବକ୍ତା ଦେଖି ନ ଥିଲେ। ୟିଏକି ସଦାପ୍ରଭୁଙ୍କ ଦ୍ବାରା ନକ୍ସ୍ଟୟକ୍ସ୍ଟକ୍ତି ହଇେଥିଲେ ଓ ସଦାପ୍ରଭୁଙ୍କ ସହିତ ମକ୍ସ୍ଟହାଁ ମକ୍ସ୍ଟହିଁ କଥା ହାଇେଥିଲେ।

11. ସଦାପ୍ରଭୁ ମାଶାଙ୍କେକ୍ସ୍ଟ ମିଶର ରେ ମହାନ ଆଶ୍ଚର୍ୟ୍ଯ କର୍ମମାନ କରିବାକୁ ପଠାଇଲେ। ଫା ରେ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସହେିସବୁ ଆଶ୍ଚର୍ୟ୍ଯ କର୍ମମାନ ଦେଖିଲେ।

12. କୌଣସି ଭବିଷ୍ଯଦ୍ ବକ୍ତା ଆଜି ପର୍ୟ୍ଯନ୍ତ ଏପରି ମହା ଆଶ୍ଚର୍ୟ୍ଯ କର୍ମମାନ କରିନାହାଁନ୍ତି ଯାହା ମାଶାେ କରି ଦଖାଇେଛନ୍ତି। ମାଶାଙ୍କେ ଦ୍ବାରା ହାଇେଥିବା ସହେି ସମସ୍ତ ଆଶ୍ଚର୍ୟ୍ଯ କର୍ମମାନ ସମସ୍ତ ଇଶ୍ରାୟେଲ ଲୋକ ଦେଖିଛନ୍ତି।

About ଦ୍ୱିତୀୟ ବିବରଣ Chapter 34

Read ଦ୍ୱିତୀୟ ବିବରଣ Chapter 34 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.

Book Information

Book: ଦ୍ୱିତୀୟ ବିବରଣ
Chapter: 34
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦ୍ୱିତୀୟ ବିବରଣ Chapter 34 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦ୍ୱିତୀୟ ବିବରଣ Chapter 34?

ଦ୍ୱିତୀୟ ବିବରଣ Chapter 34 is part of the Book of ଦ୍ୱିତୀୟ ବିବରଣ in the Holy Bible.

Can I read this chapter online?

Yes. You can read the complete ଦ୍ୱିତୀୟ ବିବରଣ Chapter 34 online for free with easy chapter navigation.

More Chapters from ଦ୍ୱିତୀୟ ବିବରଣ

  1. ଦ୍ୱିତୀୟ ବିବରଣ Chapter 21
  2. ଦ୍ୱିତୀୟ ବିବରଣ Chapter 20
  3. ଦ୍ୱିତୀୟ ବିବରଣ Chapter 26
  4. ଦ୍ୱିତୀୟ ବିବରଣ Chapter 14
  5. ଦ୍ୱିତୀୟ ବିବରଣ Chapter 11
  6. ଦ୍ୱିତୀୟ ବିବରଣ Chapter 9
  7. ଦ୍ୱିତୀୟ ବିବରଣ Chapter 6

Explore More from ପୁରାତନ ନିୟମ

  1. ଲେବୀୟ ପୁସ୍ତକ Chapter 23
  2. ଆୟୁବ Chapter 4
  3. ଗୀତସଂହିତା Chapter 78
  4. ଯିଶାଇୟ Chapter 9
  5. ଦିତୀୟ ବଂଶାବଳୀ Chapter 18
  6. ଯିହିଜିକଲ Chapter 39
  7. ଦ୍ୱିତୀୟ ବିବରଣ Chapter 27

Related Chapters & Readings

  1. ଯିଶାଇୟ Chapter 62
  2. ଦିତୀୟ ଶାମୁୟେଲ Chapter 17
  3. ମାଥିଉ Chapter 15
  4. ବିଚାରକର୍ତ୍ତା Chapter 5
  5. ଗୀତସଂହିତା Chapter 72
  6. ଗଣନା ପୁସ୍ତକ Chapter 16
  7. ଯିହିଜିକଲ Chapter 16
Share Your Love

Leave a Reply

Your email address will not be published. Required fields are marked *