Read ଆଦି ପୁସ୍ତକ Chapter 13 Online
Read ଆଦି ପୁସ୍ତକ Chapter 13 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.
Choose a Chapter
ଆଦି ପୁସ୍ତକ 13
ଅଧ୍ୟାୟ 13
1. ତେଣୁ ଅବ୍ରାମ ମିଶର ପରିତ୍ଯାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷଧରି ଲୋଟ ସହିତ ନଗେଭେକୁ ୟାତ୍ରା କଲେ।
2. ଅବ୍ରାମ ପଶୁ ଓ ସୁନାରୂପା ରେ ଅତି ଧନବାନ ଥିଲେ।
3. ଅବ୍ରାମ ତାଙ୍କର ୟାତ୍ରା ଚ଼ାଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥଲେ ଆଡ଼କୁ ଗଲେ। ସେ ବୈଥଲେ ଓ ଅଯର ମଧ୍ଯବର୍ତ୍ତୀ ଯେଉଁ ସ୍ଥାନ ରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହାଇେଥିଲା ସହେିଠାକୁ ଗଲେ।
4. ସହେି ସ୍ଥାନ ରେ ପୂର୍ବରୁ ଅବ୍ରାମ ଏକ ୟଜ୍ଞବଦେୀ ନିର୍ମାଣ କରିଥିଲେ। ତେଣୁ ସଠାେରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା କଲେ।
5. ସହେି ସମୟରେ ଲୋଟ ମଧ୍ଯ ଅବ୍ରାମଙ୍କ ସହିତ ୟାତ୍ରା କରୁଥିଲେ। ଲୋଟଙ୍କର ମଧ୍ଯ ମଷେ, ପଶୁପଲ ଓ ତମ୍ବୁ ଥିଲା।
6. ଅବ୍ରାମ ଓ ଲୋଟଙ୍କର ବହୁତ ପଶୁ ଓ ତମ୍ବୁମାନ ଥିବାରୁ ସମାନେେ ସଠାେରେ ଆଉ ଏକତ୍ର ବାସ କରିବା ଉପଯୋଗୀ ହେଲାନାହିଁ।
7. ସହେି ସମୟରେ ସଠାେରେ କିଣାନୀଯ ଓ ପିରିଜୀଯ ଲୋକମାନେ ସଠାେରେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମଷେପାଳକମାନଙ୍କ ମଧିଅରେ ଝଗଡ଼ା ହେଲା।
8. ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, "ତୁମ୍ଭେ ଆମ୍ଭ ମଧିଅରେ କଳହ ହବୋ ଉଚ଼ିତ ନୁହେଁ। ତୁମ୍ଭର ଲୋକ ଓ ମାେ ଲୋକ ମଧିଅରେ କଳହ ହବୋ ଠାକ୍ ନୁହେଁ କାରଣ ଆମ୍ଭମାନେେ ପରସ୍ପର ଭାଇ।
9. ଏହା ଉତ୍ତମ ଯେ, ଆମ୍ଭେ ଅଲଗା ଭାବରେ ବାସ କରିବା ଉଚ଼ିତ୍। ତୁମ୍ଭର ଇଛା ଅନୁସାରେ ତୁମ୍ଭେ ସ୍ଥାନ ବାଛ। ତୁମ୍ଭେ ଯଦି ଉତ୍ତରକୁ ୟିବ ତବେେ ମୁଁ ଦକ୍ଷିଣକୁ ୟିବି। ତୁମ୍ଭେ ଯଦି ଦକ୍ଷିଣକୁ ୟିବ ତବେେ ମୁଁ ଉତ୍ତରକୁ ୟିବି।"
10. ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।
11. ତେଣୁ ଲୋଟ ୟର୍ଦ୍ଦନ ଉପତ୍ୟକାକୁ ବାଛିଲେ। ଏହି ଦୁଇଲୋକ ଅଲଗା ହାଇଗେଲେ ଓ ଲୋଟ ପୂର୍ବଦିଗକୁ ୟାତ୍ରା କଲେ।
12. ଅବ୍ରାମ କିଣାନୀଯଙ୍କ ଦେଶ ରେ ରହିଲେ ଏବଂ ଲୋଟ ଉପତ୍ୟକା ନଗରୀ ରେ ବାସ କଲେ। ଲୋଟ ଅଧିକରୁ ଅଧିକ ସଦୋମ ପାଖକୁ ତାଙ୍କର ଛାଉଣୀକୁ ନଇଗେଲେ।
13. ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।
14. ଲୋଟ ଗଲାପରେ, ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, "ତୁମ୍ଭର ଚ଼ତୁପାଶର୍ବକୁ ଦେଖ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ଦେଖ।
15. ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖ ରେ ତୁମ୍ଭେ ଚ଼ିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦବେି।
16. ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।
17. ତେଣୁ ତୁମ୍ଭମାନେେ ୟାଅ ଏବଂ ସମସ୍ତ ଦେଶ ରେ ଭ୍ରମଣ କର। ବର୍ତ୍ତମାନ ମୁଁ ଏହା ତୁମ୍ଭକୁ ଦଲେି।"
18. ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରି ରେ ଆଲୋନ୍ ବୃକ୍ଷମୂଳକୁ ୟାଇ ସଠାେରେ ବାସ କଲେ। ସହେି ସ୍ଥାନ ରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ୟଜ୍ଞବଦେୀ ସ୍ଥାପନ କଲେ।
About ଆଦି ପୁସ୍ତକ Chapter 13
Read ଆଦି ପୁସ୍ତକ Chapter 13 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଆଦି ପୁସ୍ତକ
Chapter: 13
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆଦି ପୁସ୍ତକ Chapter 13 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆଦି ପୁସ୍ତକ Chapter 13?
ଆଦି ପୁସ୍ତକ Chapter 13 is part of the Book of ଆଦି ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଆଦି ପୁସ୍ତକ Chapter 13 online for free with easy chapter navigation.
More Chapters from ଆଦି ପୁସ୍ତକ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 38
Explore More from ପୁରାତନ ନିୟମ
- ଲେବୀୟ ପୁସ୍ତକ Chapter 21
- ଲେବୀୟ ପୁସ୍ତକ Chapter 15
- ଗୀତସଂହିତା Chapter 71
- ଯିହୋଶୂୟ Chapter 12
- ଆୟୁବ Chapter 8
- ଯିଖରିୟ Chapter 1
- ଯିହିଜିକଲ Chapter 37