Read ଆଦି ପୁସ୍ତକ Chapter 42 Online
Read ଆଦି ପୁସ୍ତକ Chapter 42 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.
Choose a Chapter
ଆଦି ପୁସ୍ତକ 42
ଅଧ୍ୟାୟ 42
1. ଯାକୁବ ଶୁଣିଲେ ଯେ, ମିଶର ରେ ପ୍ରଚୁର ଖାଦ୍ୟ ଶସ୍ଯ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, "କିଛି ନକରି କାହିଁକି ତୁମ୍ଭେ ଅଳସୁଆ ହାଇେ ବସୁଛ?
2. ମୁଁ ଶୁଣିଛି ଯେ ମିଶର ରେ ଖାଦ୍ୟଶସ୍ଯ ବିକ୍ରଯ କରାଯାଉ ଅଛିା ତେଣୁ ତୁମ୍ଭେ ୟାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ଯ କିଣିଆଣ। ତହିଁରେ ଆମ୍ଭମାନେେ ମରି ନୟାଇ ବଞ୍ଚି ପାରିବା।"
3. ତେଣୁ ଯୋଷଫେର ଦଶଭାଇ ମିଶରକୁ ଗଲେ ଖାଦ୍ୟ ଶଷ୍ଯ କିଣିବା ପାଇଁ।
4. କିନ୍ତୁ ଯାକୁବ ବିନ୍ଯାମୀନକୁ ପଠାଇଲେ ନାହିଁ। ବିନ୍ଯାମୀନ ଥିଲା ଯୋଷଫେର ଏକ ମାତାର ଭାଇ। ଯାକୁବ ଭୟ କଲା ଯେ ସଠାେରେ ମଧ୍ଯ ବିନ୍ଯାମୀନ ପାଇଁ କିଛି ଅଘଟଣା ଘଟିପା ରେ।
5. କିଣାନୀଯ ଦେଶ ରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣିନୀଯ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶଷ୍ଯ କିଣିବାକୁ ଗଲେ। ସମାନଙ୍କେ ମଧିଅରେ ଯାକୁବର ପୁତ୍ରମାନେ ମଧ୍ଯ ଥିଲେ।
6. ସହେି ସମୟରେ ମିଶର ରେ ଯୋଷଫେ ଅଧ୍ଯକ୍ଷ୍ଯ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ଯ କ୍ରଯ କରୁଥିଲେ ସମାନଙ୍କେୁ ଯୋଷଫେ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷଫେର ଭାଇମାନେ ଆସିଲେ ଏବଂ ସମାନଙ୍କେର ମୁଖ ଭୂମି ଆଡ଼କୁ କରି ଯୋଷଫେକୁ ପ୍ରଣାମ କଲେ।
7. ଯୋଷଫେ ସମାନଙ୍କେର ଭାଇମାନଙ୍କୁ ଦେଖିଲେ। ଯୋଷଫେ ସମାନଙ୍କେୁ ଚିହ୍ନି ପାରିଲେ ନାହିଁ। କିନ୍ତୁ ସମାନଙ୍କେୁ ନ ଚିହ୍ନିଲାପରି ଅଭିନଯ କଲେ। ଯୋଷଫେ ସମାନଙ୍କେୁ ମଧ୍ଯ ରୁକ୍ଷ ବ୍ଯବହାର କଲେ। ଯୋଷଫେ ସମାନଙ୍କେୁ ପଚାରିଲେ, "ତୁମ୍ଭମାନେେ କେଉଁଠାରୁ ଆସିଛ?"
8. ଯୋଷଫେ ଜାଣିଥିଲେ ଯେ ସମାନେେ ତାଙ୍କର ଭାଇ। କିନ୍ତୁ ସମାନେେ ଯୋଷଫେକୁ ଚିହ୍ନି ପାରିଲେ ନାହିଁ।
9. ଏବଂ ଯୋଷଫେ ପୂର୍ବରୁ ସମାନଙ୍କେର ଭାଇମାନଙ୍କ ବିଷଯ ରେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମନେ କଲେ।
10. କିନ୍ତୁ ସମାନଙ୍କେର ଭାଇମାନେ ତାଙ୍କୁ କହିଲେ, "ନା ମାହାଶଯ, ଆମ୍ଭମାନେେ ତୁମ୍ଭର ଦାସତୁଲ୍ଯ ଆସିଅଛୁ। ଆମ୍ଭେ କବଳେ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ।
11. ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଗୋଟିଏ। ଆମ୍ଭେ ସଚ୍ଚୋଟ୍ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।"
12. ତା'ପରେ ଯୋଷଫେ ସମାନଙ୍କେୁ କହିଲେ, "ତୁମ୍ଭମାନେେ ଆମ୍ଭର ଦୂର୍ବଳତା ଜାଣିବା ପାଇଁ ଏଠାକୁ ଆସିଅଛ।"
13. ଏବଂ ଭାଇମାନେ କହିଲେ, "ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାରଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ୍। ଆମ୍ଭର ସାନଭାଇ ଆମ୍ଭର ଗୃହ ରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିୟାଇଛି। ଆମ୍ଭମାନେେ ତୁମ୍ଭ ନିକଟରେ ଦାସତୁଲ୍ଯ। ଆମ୍ଭମାନେେ କିଣାନୀଯ ଦେଶରୁ ଆସିଅଛୁ।"
14. କିନ୍ତୁ ଯୋଷଫେ ସମାନଙ୍କେୁ କହିଲେ, "ନା ମୁଁ ଜାଣି ପାରୁଛି ତୁମ୍ଭମାନେେ ଚର।
15. କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ଯତାର ପ୍ରମାଣ ଦଖାେଅ। ଫାରୋଙ୍କ ନାମ ରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନା ଆସିବା ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କୁ ୟିବାକୁ ଦବେି ନାହିଁ।
16. ମୁଁ ତୁମ୍ଭମାନଙ୍କ ମଧ୍ଯରୁ ଜଣକୁ ଛାଡ଼ିବି ସେ ୟାଇ ତୁମ୍ଭର ସାନ ଭାଇକୁ ଏଠାକୁ ନଇେ ଆସିବ। ସେ ଆସିବା ପର୍ୟ୍ଯନ୍ତ ତୁମ୍ଭମାନେେ ବନ୍ଦୀଶାଳା ରେ ରହିବ। ମୁଁ ଦେଖିବି ତୁମ୍ଭମାନେେ ସତ କହୁଛ ନା ତୁମ୍ଭମାନେେ ଚର, ଆମ୍ଭେ ଫାରୋଙ୍କ ଜୀବନ ଦଇେ ଶପଥ କରୁଛୁ।"
17. ତେଣୁ ଯୋଷଫେ ସମାନଙ୍କେୁ ତିନିଦିନ ପାଇଁ ବନ୍ଦୀଶାଳା ରେ ରଖିଲେ।
18. ତିନିଦିନ ପର, ଯୋଷଫେ ସମାନଙ୍କେୁ କହିଲେ, "ମୁଁ ପରମେଶ୍ବରଙ୍କୁ ଭୟ କରେ। ଏଣୁ ଏହି କର୍ମ କର ଓ ତହିଁରେ ତୁମ୍ଭେ ବଞ୍ଚିପାରିବ।
19. ଯଦି ତୁମ୍ଭମାନେେ ବାସ୍ତବ ରେ ବିଶ୍ବାସୀ ଲୋକ, ତବେେ ତୁମ୍ଭ ଭାଇମାନଙ୍କ ମଧ୍ଯରୁ କହେି ଜଣେ କାରାଗାର ରେ ରହୁ। ଏବଂ ଅନ୍ୟ ସମସ୍ତେ ଶସ୍ଯ ନଇେ ତୁମ୍ଭ ଲୋକମାନଙ୍କ ପାଇଁ ନଇେ ୟାଇପାର।
20. କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମାେ ପାଖକୁ ନଇେ ଆସିବ। ତବେେ ମୁଁ ଜାଣିବି ତୁମ୍ଭମାନେେ ସତ କହୁଛ ଏବଂ ତୁମ୍ଭମାନେେ ଆଉ ମରିବ ନାହିଁ।"
21. ସମାନଙ୍କେ ମଧିଅରେ କଥାବାର୍ତ୍ତା ହେଲେ, "ଆମ୍ଭମାନେେ ଆମ୍ଭର ସାନ ଭାଇ ଯୋଷଫେକୁ ହତ୍ଯା କରିଥିବାରୁ ଆମ୍ଭମାନେେ ଦଣ୍ଡ ଭୋଗୁଅଛୁ। ଆମ୍ଭମାନେେ ଦେଖିଥିଲୁ ସେ କି କଷ୍ଟ ପାଉଥିଲା। ତାକୁ ରକ୍ଷା କରିବାକୁ ସେ କେତେ ଅନୁ ରୋଧ କରିଥିଲା। କିନ୍ତୁ ଆମ୍ଭେ ତା'ପ୍ରତି କର୍ଣ୍ଣପାତ କରି ନଥିଲୁ। ତେଣୁ ବର୍ତ୍ତମାନ ଆମ୍ଭେ ବିପଦ ରେ ପଡ଼ିଅଛୁ।"
22. ରୂବନ୍େ ସମାନଙ୍କେୁ କହିଲା, "ମୁଁ କହିଥିଲି ତୁମ୍ଭେ ତା'ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭମାନେେ ସେତବେେଳେ ମାେ କଥା ଶୁଣିଲ ନାହିଁ। ତେଣୁ ସେଥିପାଇଁ ଆମ୍ଭମାନେେ ଦଣ୍ଡ ଭୋଗୁଅଛୁ।"
23. ଯୋଷଫେ ସମାନଙ୍କେ ସହିତ ବ୍ଯାଖ୍ଯାକାର ମାଧ୍ଯମ ରେ କଥାବାର୍ତ୍ତା କରୁଥିଲେ। ଯୋଷଫେ ସମାନଙ୍କେ କଥା ପୁଝି ପାରୁଥିଲେ ବୋଲି ସମାନେେ ଜାଣି ପାରି ନଥିଲେ।
24. ତେଣୁ ଯୋଷଫେ ସମାନଙ୍କେଠାରୁ ଦୂରକୁ ୟାଇ କାନ୍ଦିଲେ। କିଛି ସମୟ ପରେ ଯୋଷଫେ ସମାନଙ୍କେ ପାଖକୁ ଗଲେ। ତା'ର ଭାଇମାନଙ୍କ ମଧ୍ଯରୁ ଜଣକୁ ଅର୍ଥାତ୍ଶିମିଯୋନକୁ ନଇେ ତାଙ୍କ ଭାଇମାନଙ୍କ ସମ୍ମୁଖ ରେ ବାନ୍ଧି ପକାଇଲେ।
25. ଯୋଷଫେ ତାଙ୍କର ଦାସମାନଙ୍କୁ ନିର୍ଦ୍ଦେଶ ଦେଲେ, ସମାନଙ୍କେର ବ୍ଯାଗ୍ଗୁଡ଼ିକୁ ଶସ୍ଯ ରେ ଭରପୁର କରିବା ପାଇଁ। ତା'ର ଭାଇମାନେ ସହେି ଶସ୍ଯ ପାଇଁ ତାଙ୍କୁ ଅର୍ଥ ଦେଲେ। କିନ୍ତୁ ଯୋଷଫେ ସହେି ଅର୍ଥ ନେଲେ ନାହିଁ। ସେ ସମାନଙ୍କେର ଅର୍ଥ ସହେି ବ୍ଯାଗ ମଧିଅରେ ପୁରାଇ ଦେଲେ। ଏହାପରେ ଯୋଷଫେ ତାଙ୍କର ଫରେିବା ପାଇଁ ବ୍ଯବହାର ଦ୍ରବ୍ଯ ମଧ୍ଯ ତାଙ୍କୁ ଦେଲେ।
26. ତେଣୁ ତା'ର ଭାଇମାନେ ସହେି ଗଧମାନଙ୍କ ପିଠି ରେ ଶସ୍ଯ ଲଦି ସହେି ସ୍ଥାନ ପରିତ୍ଯାଗ କଲେ।
27. ସହେି ରାତ୍ରି ରେ ତା'ର ଭାଇମାନେ ଏକ ସ୍ଥାନ ରେ ରାତ୍ରି ୟାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ଯରୁ ଜଣେ ଗଧକୁ ଆହାର ଦବୋ ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!
28. ସେ ତା'ର ଅନ୍ୟ ଭାଇମାନଙ୍କୁ ସେ ସବୁ କହିଲା, " ଦେଖ, ମୁଁ ଯେଉଁ ଅର୍ଥ ଶସ୍ଯ ପାଇଁ ଦଇେଥିଲି, ତାହା ଏଠା ରେ ଅଛି। କହେି ଲୋକ ମାେ ପଟ ରେ (ଥଳି ରେ) ସହେି ଅର୍ଥ ପୁରାଇ ଦଇେଛି।" ତା'ର ସମସ୍ତ ଭାଇମାନେ ଭୟ କରିଗଲେ। ସମାନେେ ପରସ୍ପର କୁହା କୁହି ହେଲେ, "ପରମେଶ୍ବର ଆମ୍ଭମାନଙ୍କ ପାଇଁ କ'ଣ କରୁଛନ୍ତି?"
29. ଭାଇମାନେ ସମାନଙ୍କେର ପିତା ଯାକୁବଙ୍କ ନିକଟକୁ କିଣାନୀଯ ଦେଶକୁ ଫରେିଗଲେ। ସମାନେେ ଯାକୁବଙ୍କୁ, ଯକେି ତାଙ୍କର ପିତା, ତାଙ୍କୁ ସମସ୍ତ ବିଷଯ ଅବଗତ କରାଇଲେ।
30. ସମାନେେ କହିଲେ, " ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ଯବହାର କଲେ। ସେ ଭାବିଲେ ଆମ୍ଭମାନେେ ଚର।
31. କିନ୍ତୁ ଆମ୍ଭେ କହିଲୁ, ଆମ୍ଭେ ଗୁପ୍ତଚର ନୋହୁଁ। ଆମ୍ଭେ ସାଧୁ ଲୋକ ଅଟୁ।
32. ଆମ୍ଭେ ତାଙ୍କୁ କହିଲୁ ଯେ, ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭେ ତାଙ୍କୁ କହିଲୁ, ଆମ୍ଭ ସମସ୍ତଙ୍କର ଗୋଟିଏ ପିତା, ଆମ୍ଭର ଗୋଟେ ଭାଇ ୟିଏ କି ମରିୟାଇଛି ଏବଂ ଆମର ସାନଭାଇ ଯକେି ବର୍ତ୍ତମାନ କିଣାନୀଯ ଦେଶ ରେ ଅଛି।
33. "ଏହାପରେ ସେ ଦେଶର କର୍ତ୍ତା ଆମ୍ଭମାନଙ୍କୁ କହିଲେ, 'ତୁମ୍ଭର ସାଧୁତାର ପ୍ରମାଣ ଦବୋ ପାଇଁ ଏହା ଏକ ବାଟ। ତୁମ୍ଭର ଜଣେ ଭାଇକୁ ଏହିଠା ରେ ମାେ ପାଖ ରେ ଛାଡ଼ି ଦଇେ ୟାଅ। ଏହି ଶସ୍ଯ ତୁମ୍ଭର ପରିବାର ପାଇଁ ନଇୟୋଅ।
34. ଏହାପରେ ତୁମ୍ଭର ସାନଭାଇକୁ ମାେ ପାଖକୁ ଆଣ, ତବେେ ମୁଁ ଜାଣିବି ଯେ ତୁମ୍ଭମାନେେ ସାଧୁଲୋକ। ଯଦି ତୁମ୍ଭମାନେ ସତ୍ଯ କହୁଥାଅ ତବେେ ମୁଁ ତୁମ୍ଭର ଭାଇକୁ ତୁମ୍ଭମାନଙ୍କୁ ଫରୋଇ ଦବେି। ମୁଁ ତୁମ୍ଭକୁ ତୁମ୍ଭର ଭାଇ ଦବେି ଓ ତୁମ୍ଭମାନଙ୍କୁ ମାେ ଦେଶରୁ ଶସ୍ଯ କ୍ରଯ ପାଇଁ ମୁକ୍ତି କରି ଦବେି।"'
35. ଏହାପରେ ଭାଇମାନେ ଶସ୍ଯ ବୋହିବାକୁ ଲାଗିଲେ। ଏବଂ ସମସ୍ତ ଭାଇମାନେ ସମାନଙ୍କେର ବ୍ଯାଗରୁ ସମସ୍ତ ଅର୍ଥମୁଣା ପାଇଲେ। ସମସ୍ତ ଭାଇ ଓ ସମାନଙ୍କେର ପିତା ଏହି ଟଙ୍କା ଦେଖି ଭୟ ରେ ଥରିବାକୁ ଲାଗିଲେ।
36. ଯାକୁବ ସମାନଙ୍କେୁ କହିଲେ, "ତୁମ୍ଭେ କ'ଣ ଭାବୁଛ ମୁଁ ମାରେସମସ୍ତ ପିଲାମାନଙ୍କୁ ହରାଇବି? ଯୋଷଫେ ଗଲା,ଶିମିଯୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ଯାମୀନକୁ ନବୋ ପାଇଁ ଚାହୁଁଛ।"
37. କିନ୍ତୁ ରୂବନେ ତା'ର ପିତାଙ୍କୁ କହିଲା, "ପିତା, ମୁଁ ଯବେେ ତୁମ୍ଭ ପାଖକୁ ତାକୁ ନଆଣେ, ତବେେ ତୁମ୍ଭେ ମାରେ ଦୁଇ ପୁଅକୁ ବଧ କରିବ। ମାେ ହସ୍ତ ରେ ତାକୁ ସମର୍ପଣ କର। ମୁଁ ତାକୁ ପୁନର୍ବାର ତୁମ୍ଭ ପାଖ ରେ ଆଣି ଦବେି।"
38. କିନ୍ତୁ ଯାକୁବ ତାଙ୍କୁ କହିଲେ, "ମୁଁ ବିନ୍ଯାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିୟାଇଛି। ସେ ଜଣେ କବଳେ ରହିୟାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ୟାଏ ଏବଂ ରାସ୍ତା ରେ କିଛି ଗୋଟିଏ ହାଇୟୋଏ, ତବେେ ତୁମ୍ଭେ ମାେତେ ଶାେକରେ ମାରେ ଏହି ପକ୍ବ କେଶ ରେ କବରକୁ ପଠଇେ ଦବେ।"
About ଆଦି ପୁସ୍ତକ Chapter 42
Read ଆଦି ପୁସ୍ତକ Chapter 42 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଆଦି ପୁସ୍ତକ
Chapter: 42
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆଦି ପୁସ୍ତକ Chapter 42 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆଦି ପୁସ୍ତକ Chapter 42?
ଆଦି ପୁସ୍ତକ Chapter 42 is part of the Book of ଆଦି ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଆଦି ପୁସ୍ତକ Chapter 42 online for free with easy chapter navigation.
More Chapters from ଆଦି ପୁସ୍ତକ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
Explore More from ପୁରାତନ ନିୟମ
- ଦିତୀୟ ବଂଶାବଳୀ Chapter 3
- ଯିଶାଇୟ Chapter 9
- ଦାନିଏଲ Chapter 9
- ଗୀତସଂହିତା Chapter 94
- ପ୍ରଥମ ବଂଶାବଳୀ Chapter 29
- ଆୟୁବ Chapter 9
- ଯିଶାଇୟ Chapter 27