ଆଦି ପୁସ୍ତକ Chapter 45

For English

Read ଆଦି ପୁସ୍ତକ Chapter 45 Online

Read ଆଦି ପୁସ୍ତକ Chapter 45 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.

Choose a Chapter

ଆଦି ପୁସ୍ତକ 45

ଅଧ୍ୟାୟ 45

1. ଯୋଷଫେ ନିଜକୁ ବେଶି ଦିନ ନିଯନ୍ତ୍ରଣ ରେ ରଖି ପାରି ନଥିଲେ। ଯୋଷଫେ ସମସ୍ତ ଲୋକଙ୍କୁ ସମ୍ମୁଖ ରେ ଡ଼ାକି କହିଲେ, "ସମସ୍ତେ ଏଠାରୁ ଚାଲିୟାଅ।" ତେଣୁ କହେି ନଥିଲା ବେଳେ ଯୋଷଫେ ନିଜକୁ ଭାଇମାନଙ୍କ ସମ୍ମୁଖ ରେ ପରିଚିତ କରାଇଲେ।

2. ଯୋଷଫେ କ୍ରନ୍ଦନ କରିବା ସମସ୍ତ ମିଶରୀଯମାନେ ଶୁଣିଲେ। ଯେଉଁମାନେ ଫାରୋଙ୍କ ଗୃହ ରେ ଥିଲେ।

3. ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, "ମୁଁ ତୁମ୍ଭର ଭାଇ ଯୋଷଫେ ଅଟେ। ମାରେ ପିତା କୁଶଳ ରେ ତ?" କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସମାନେେ ଭୟ କରୁଥିଲେ।

4. ତେଣୁ ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, "ମାେ ନିକଟକୁ ଆସ, ମୁଁ ନିବଦନେ କରିଛି ମାେ ନିକଟକୁ ଆସ।" ତେଣୁ ତାଙ୍କର ଭାଇ ତାଙ୍କୁ ନିକଟକୁ ଗଲେ। ତେଣୁ ଯୋଷଫେ ସମାନଙ୍କେୁ କହିଲେ, "ମୁଁ ତୁମ୍ଭର ଭାଇ ଯୋଷଫେ, ମୁଁ ହେଉଛି ସହେି ଭାଇ ଯାହାକୁ ତୁମ୍ଭମାନେେ ବିକ୍ରି କଲ କ୍ରତଦାସ ପରି କ୍ ରତାମାନଙ୍କେୁ, ଯେଉଁମାନେ ସମାନଙ୍କେର ମିଶରୀଯ ରାସ୍ତା ରେ ଥିଲେ।

5. ବର୍ତ୍ତମାନ ତୁମ୍ଭେ ବ୍ଯସ୍ତ ହୁଅ ନାହିଁ। ମାେତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖ ରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ବର ମାେତେ ଏଠାକୁ ପଠାଇଲେ।

6. ଦୁର୍ଭିକ୍ଷ ବର୍ତ୍ତମାନ ଦୁଇବର୍ଷ ଧରି ଚାଲିଛି। ଆହୁରି ଏହିପରି ପାଞ୍ଚବର୍ଷ ହବେ। ଶସ୍ଯ କଅଁଳିବ ନାହିଁ।

7. ତେଣୁ ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗଇେ ନବୋ ପାଇଁ। ତେଣୁ ମୁଁ ଏଠା ରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରିପାରିବି ।

8. ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ବରଙ୍କ ଯୋଜନା। ପରମେଶ୍ବର ମାେତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।"

9. ଯୋଷଫେ କହିଲେ, "ଶିଘ୍ର ମାରେ ପିତାଙ୍କ ନିକଟକୁ ୟାଅ। ତାଙ୍କୁ କୁହ ତୁମ୍ଭର ପୁତ୍ର ଯୋଷଫେ ଏହି ବାର୍ତ୍ତା ଦଇେଛନ୍ତି।"

10. ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମଷୋଦି ସର୍ବସ୍ବ ସହିତ ଗୋଶନ ପ୍ରଦେଶ ରେ ବାସକରି ମାରେ ନିକଟବର୍ତ୍ତୀ ହବେ।

11. ମୁଁ ତୁମ୍ଭମାନଙ୍କର ଆଗ ପାଞ୍ଚବର୍ଷ ପାଇଁ ଯତ୍ନ ନବେି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।

12. ଯୋଷଫେ ତାଙ୍କର ଭାଇମାନଙ୍କୁ ଏକଥା କହିଲେ, "ମୁଁ ଯୋଷଫେ ବୋଲି, ତୁମ୍ଭେ ନିଶ୍ଚିତ ରେ ଜାଣିଥିବ। ଏପରିକି ମାରେ ଭାଇ ବିନ୍ଯାମୀନ ଜାଣୁ ଯେ ମୁଁ ଯୋଷଫେ, ତୁମ୍ଭର ଭାଇ କହୁଅଛି।

13. ତେଣୁ ତୁମ୍ଭମାନେେ ମାରେ ଏଠା ରେ ଐଶ୍ବର୍ୟ୍ଯାଦି ଯାହା ଦେଖୁଛ ତାହା ମାେ ପିତାଙ୍କୁ ଜଣାଅ। ମାରେ ଏଠା ରେ ଯାହା ଦେଖୁଛ ତାହା ସବୁ ମାରେ ପିତାଙ୍କୁ ୟାଇ କୁହ। ବର୍ତ୍ତମାନ ତୁମ୍ଭେ ଶିଘ୍ର ୟାଇ ମାରେପିତାଙ୍କୁ ଏଠାକୁ ଆଣ।"

14. ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ।

15. ପୁଣି ଯୋଷଫେ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସମାନଙ୍କେୁ ଧରି ରୋଦନ କଲେ। ଏହାପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।

16. ଯୋଷଫଙ୍କେ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ଯ ଜାଣି ପାରିଲେ। ଏଥି ରେ ଫାରୋ ଓ ତାଙ୍କର ଦାସ ସମୂହ ସମସ୍ତେ ଆନନ୍ଦିତ ହେଲେ।

17. ଫାରୋ ଯୋଷଫଙ୍କେୁ କହିଲେ, "ତୁମ୍ଭର ଭାଇମାନଙ୍କୁ କୁହ ତାଙ୍କର ପଶୁମାନଙ୍କୁ ଖାଦ୍ୟ ଶସ୍ଯ ରେ ଲଦି ଦିଅନ୍ତୁ ଏବଂ କିଣାନ ଦେଶକୁ ଚାଲିୟାଆନ୍ତୁ।

18. ତାଙ୍କୁ କୁହ, ତୁମ୍ଭର ପିତା ଏବଂ ତାଙ୍କର ପରିବାର ଧରି ଏଠାକୁ ଆସନ୍ତୁ। ମୁଁ ସମାନଙ୍କେୁ ମିଶରର ସବୁଠାରୁ ଉତ୍ତମ ଭୂମି ଦବେି ଏବଂ ସମାନେେ ଏଠା ରେ ଥିବା ପର୍ୟ୍ଯନ୍ତ ଆମ୍ଭର ଖାଦ୍ୟ ଖାଇବେ।"

19. ଏହାପରେ ଫାରୋ କହିଲେ, "ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ବାରା ସମାନଙ୍କେର ଭୂମିକୁ ୟାତ୍ରା କରନ୍ତୁ ଏବଂ ସମାନଙ୍କେର ପିତା, ସମାନଙ୍କେର ସ୍ତ୍ରୀମାନଙ୍କୁ ଏବଂ ସମାନଙ୍କେର ପିଲାମାନଙ୍କୁ ଆଣନ୍ତୁ।

20. ସମସ୍ତ ମିଶର ଦେଶର ଉତ୍ତମ ଦ୍ରବ୍ଯ ତୁମ୍ଭମାନଙ୍କର ଅଟେ। ତୁମ୍ଭର ସମ୍ପତ୍ତିକୁ ତୁମ୍ଭର ଜନ୍ମଭୂମିରେ ପରିତ୍ଯାଗ କରିବା ବିଷଯ ରେ ଦୁଃଖ କରନାହିଁ।"

21. ତେଣୁ ଇଶ୍ରାୟେଲର ପୁତ୍ରମାନେ ସହେିପରି କଲେ। ଫାରୋ କହିବା ଅନୁସାରେ ଯୋଷଫେ ସମାନଙ୍କେୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ୟାତ୍ରା ପାଇଁ ଆବଶ୍ଯକ ଦ୍ରବ୍ଯମାନ ମଧ୍ଯ ଦେଲେ।

22. ଯୋଷଫେ ତାଙ୍କର ପ୍ରେତ୍ୟକକ ଭାଇମାନଙ୍କୁ ଗୋଟିଏ ୟୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ଯାମୀନକୁ 300 ରେ ୗପ୍ୟ ମୁଦ୍ରା ଓ ଆଞ୍ଚ ୟୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ।

23. ପୁଣି ଯୋଷଫେ ତାଙ୍କର ପିତାଙ୍କ ନିମନ୍ତେ ମିଶର ଦେଶର ଉତ୍ତମ ଦ୍ରବ୍ଯ ରେ ନଦା ଦଶଗଧ ଓ ପିତାଙ୍କ ପାଥଯେ ନିମନ୍ତେ ଶସ୍ଯ ଓ ରୋଟି ଆଦି ଭକ୍ଷ୍ଯ ଦ୍ରବ୍ଯ ରେ ନଦା ଦଶ ଗର୍ଦ୍ଧଭୀ ପାଠାଇଲେ।

24. ଏହାପରେ ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ସମାନଙ୍କେର ଘର ରାସ୍ତା ରେ ୟିବାକୁ ଏବଂ ସମାନଙ୍କେୁ ସାବଧାନ କରାଇ କହିଲେ, "ସିଧା ଘରକୁ ୟାଅ। ବାଟରେ ଝଗଡ଼ା କର ନାହିଁ।"

25. ଏହିପରି ଭାବରେ ଯୋଷଫେର ଭାଇମାନେ ମିଶର ଛାଡ଼ି କିଣିନ ଦେଶକୁ ଗଲେ। ତା'ପରେ ସମାନେେ ସମାନଙ୍କେର ପିତା ଯାକୁବଙ୍କ ଆଗକୁ ଆସିଲେ।

26. ଭାଇମାନେ ତାଙ୍କ ପିତାଙ୍କୁ କହିଲେ, "ପିତା, ଯୋଷଫେ ଏବଂ ମଧ୍ଯ ବଞ୍ଚିଛନ୍ତି। ଏବେ ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।"

27. ତା'ପରେ ଯୋଷଫଙ୍କେ ସମସ୍ତ କଥା ସମାନେେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟ ମାନ ଦେଖିଲେ। ଏହାପରେ ଯାକୁବ ଅତ୍ଯନ୍ତ ଆନନ୍ଦି ହେଲେ।

28. ଯାକୁବ କହିଲେ, "ଏହା ୟଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମାରେ ପୁତ୍ର ଯୋଷଫେ ଏବବେି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ୟିବି।"

About ଆଦି ପୁସ୍ତକ Chapter 45

Read ଆଦି ପୁସ୍ତକ Chapter 45 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଆଦି ପୁସ୍ତକ
Chapter: 45
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆଦି ପୁସ୍ତକ Chapter 45 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆଦି ପୁସ୍ତକ Chapter 45?

ଆଦି ପୁସ୍ତକ Chapter 45 is part of the Book of ଆଦି ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଆଦି ପୁସ୍ତକ Chapter 45 online for free with easy chapter navigation.

More Chapters from ଆଦି ପୁସ୍ତକ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 26
  6. ଆଦି ପୁସ୍ତକ Chapter 7
  7. ଆଦି ପୁସ୍ତକ Chapter 4

Explore More from ପୁରାତନ ନିୟମ

  1. ଦାନିଏଲ Chapter 10
  2. ଗୀତସଂହିତା Chapter 146
  3. ଯାତ୍ରା ପୁସ୍ତକ Chapter 17
  4. ଗୀତସଂହିତା Chapter 140
  5. ଗୀତସଂହିତା Chapter 129
  6. ଗଣନା ପୁସ୍ତକ Chapter 24
  7. ଲେବୀୟ ପୁସ୍ତକ Chapter 9

Related Chapters & Readings

  1. ଯିଶାଇୟ Chapter 34
  2. ଯିହୋଶୂୟ Chapter 12
  3. ଯିରିମିୟ Chapter 44
  4. ସିଫନିୟ Chapter 2
  5. ଆଦି ପୁସ୍ତକ Chapter 38
  6. ପ୍ରେରିତ Chapter 14
  7. ତୀତସ Chapter 3
Share Your Love

Leave a Reply

Your email address will not be published. Required fields are marked *