Read 1 କରିନ୍ଥୀୟ Chapter 14 Online
Read 1 କରିନ୍ଥୀୟ Chapter 14 online from the Holy Bible. This chapter is part of the Book of 1 କରିନ୍ଥୀୟ in the New Testament. Browse every verse with easy chapter navigation, continue to the next chapter, or explore the complete Book of 1 କରିନ୍ଥୀୟ and the Holy Bible online.
Choose a Chapter
1 କରିନ୍ଥୀୟ 14
ଅଧ୍ୟାୟ 14
1. ପ୍ ରମରେ ଅନୁସରଣ କର। ଆଧ୍ଯାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶଷେ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର।
2. ମୁଁ ବୁଝାଇ କହୁଛି : ଯେଉଁ ଲୋକ ବିଭିନ୍ନ ଭାଷା ରେ କଥା କହିବାକୁ ଦାନ ପାଇଛି, ସେ ପ୍ରକୃତ ରେ ମନୁଷ୍ଯର ସହିତ ନୁହେଁ ବରଂ ପରମେଶ୍ବରଙ୍କ ସହିତ କଥାବାର୍ତ୍ତା କରେ। କହେି ହେଲେ ତା'କଥା ବୁଝି ପାରନ୍ତି ନାହିଁ, ସେ ଆତ୍ମାଙ୍କ ଦ୍ବାରା ନିଗୂଢ଼ ବିଷୟ କ ହେ।
3. କିନ୍ତୁ ୟିଏ ଭାବବାଣୀ କ ହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ବନାର କଥା କ ହେ।
4. ଯେଉଁଲୋକକୁ ବିଭିନ୍ନ ଭାଷା ରେ କହିବା ଶକ୍ତି ପ୍ରାପ୍ତ ହାଇେଛି, ସେ ନିଜକୁ ନିଷ୍ଠା ଜନ୍ମାଏ ; କିନ୍ତୁ ଯେଉଁଲୋକ ଭାବବାଣୀ କ ହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
5. ତୁମ୍ଭମାନେେ ସମସ୍ତେ ଅନକେ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭମାନେେ ଯେ ଭାବବାଣୀ କୁହ, ଏହା ମାହେର ଅଧିକ ଇଚ୍ଛା। ଯେଉଁଲୋକ ଭାବବାଣୀ କ ହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ ରେଷ୍ଠ। କିନ୍ତୁ ସେ ଯଦି ସହେି ଭାଷାଗୁଡ଼ିକର ଅର୍ଥ କରିପାରୁଥିବ ତବେେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହାଦ୍ବାରା ମଣ୍ଡଳୀକୁ ସାହାୟ୍ଯ ହବେ।
6. ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖ ରେ ଅନ୍ୟଭାଷା ରେ କଥା କ ହେ, ତା' ହେଲେ ତୁମ୍ଭର ବା କଣ ଲାଭ ହବେ? କବଳେ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ୟ୍ଯ ବା କିଛି ଭବିଷ୍ଯତ୍ ବାଣୀ ବା କିଛି ଉପଦେଶର କଥା କୁ ହେ ତବେେ ତୁମ୍ଭମାନଙ୍କର ପ୍ରକୃତ ରେ ଲାଭ ହବେ।
7. ଅନ୍ୟଥା ମାରେ କଥା ତୁମ୍ଭମାନଙ୍କ ପାଇଁ କୌଣସି ନିର୍ଜୀବ ବଂଶୀ ବା ବୀଣାର ଧ୍ବନି ତୁଲ୍ଯ ହବେ। ଯଦି କୌଣସି ବାଦ୍ଯ ୟନ୍ତ୍ରର ସ୍ବରଗୁଡ଼ିକରେ ପାର୍ଥକ୍ଯ ନ ରହିବ, ତା' ହେଲେ ଜଣେ କିପରି ଜାଣି ପାରିବ ଯେ, ବଂଶୀ ବା ବୀଣା କ'ଣ ବାଜୁଅଛି?
8. ୟୁଦ୍ଧ ରେ ଯଦି ତୂରୀଟି ସ୍ପଷ୍ଟ ଭାବରେ ନ ଶୁଭେ ତା' ହେଲେ ସୈନିକଗଣ ୟୁଦ୍ଧ ପାଇଁ ପ୍ରସ୍ତୁତ ହବୋର ସମୟ ଜାଣି ପାରିବେ ନାହିଁ।
9. ସହେିଭଳି ତୁମ୍ଭମାନେେ ଜିହ୍ବା ଦ୍ବାରା ଯଦି ସ୍ପଷ୍ଟ ଭାବରେ କଥା ନ କହିବ, ତା' ହେଲେ କୌଣସି ଲୋକ କିଛି ବୁଝି ପାରିବ ନାହିଁ। ତାହା ପବନ ରେ କଥା କହିଲାପରି ହବେ।
10. ଏହା ସତ୍ଯ ଯେ, ସଂସାର ରେ ଅନକେ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ।
11. ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପା ରେ ତା' ହେଲେ ସହେି କଥା ମାେତେ ଅଦ୍ଭୁତ ମନେ ହବେ।
12. ତୁମ୍ଭପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। ତୁମ୍ଭମାନେେ ଆଧ୍ଯାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣ ରେ ପାଇବାକୁ ଚେଷ୍ଟା କର।
13. ଅତଏବ, ୟିଏ ଅନ୍ୟ ଭାଷା ରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍।
14. ଯଦି ମୁଁ ଅନ୍ୟ ଭାଷା ରେ ପ୍ରାର୍ଥନା କରୁଛି, ତା' ହେଲେ ମାରେ ଆତ୍ମା ପ୍ରାର୍ଥନା କରେ, ମାରେବୁଦ୍ଧି କିଛି କରେ ନାହିଁ।
15. ତାହାହେଲେ ମାରେ କ'ଣ କରିବା ଉଚିତ୍ ? ମୁଁ ମାହେର ଆତ୍ମା ଦ୍ବାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ବାରା ମଧ୍ଯ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ବାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ଯ ସ୍ତୁତିଗାନ କରିବି।
16. ତୁମ୍ଭମାନେେ ଯଦି ଆତ୍ମା ଦ୍ବାରା ପରମେଶ୍ବରଙ୍କ ପ୍ରଶଂସା କର, ତବେେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ଯବାଦ ରେ "ଆମେନ୍" କହିବେ ?
17. ତୁମ୍ଭମାନେେ ପରମେଶ୍ବରଙ୍କୁ ପ୍ରକୃତ ରେ ଭଲ ଭାବରେ ଧନ୍ଯବାଦ ଜଣାଉଛ, କିନ୍ତୁ ତା'ଦ୍ବାରା ଅନ୍ୟ ଲୋକ ଆଧ୍ଯାତ୍ମିକ ଲାଭ ପାଉ ନାହିଁ।
18. ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ବରଙ୍କୁ ଧନ୍ଯବାଦ ଦେଉଛି।
19. କିନ୍ତୁ ମଣ୍ଡଳୀ ରେ ଅନ୍ୟ ଭାଷା ରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସମାନେେ ବୁଝୁଥିବା ପାନ୍ଚୋଟି କଥା କହିବାକୁ ଭଲ ପାଏ। ଏହାଦ୍ବାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦଇେ ପାରିବି।
20. ଭାଇ ଓ ଭଉଣୀମାନେ, ବୁଦ୍ଧି ରେ ପିଲାମାନଙ୍କ ପରି ହୁଅନାହିଁ ବରଂ ମନ୍ଦ ବିଷୟ ରେ ଶିଶୁ ପରି ହୁଅ ଓ ବୁଦ୍ଧି ରେ ପୂର୍ଣ୍ଣ ବୟସ୍କ ହୁଅ।
21. ଶାସ୍ତ୍ର ରେ ଲଖାେଅଛି :
22. ଏଣୁ ବିଭିନ୍ନ ଭାଷା ରେ କଥା କହିବା ବିଶ୍ବାସୀମାନଙ୍କ ପାଇଁ ଚିହ୍ନ ସ୍ବରୂପେ ନୁହେଁ, ମାତ୍ର ଅବିଶ୍ବାସୀମାନଙ୍କ ନିମନ୍ତେ ଚିହ୍ନସ୍ବରୂପେ, ଭାବବାଣୀ କହିବା ଅବିଶ୍ବାସୀମାନଙ୍କ ନିମନ୍ତେ ଚିହ୍ନ ସ୍ବରୂପ।
23. ଯଦି ସମସ୍ତ ମଣ୍ଡଳୀ ସମବତେ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷା ରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ବାସୀ ଲୋକମାନେ ଆସନ୍ତି, ସମାନେେ ଯଦି ବୁଝି ନ ପାରନ୍ତି, ତାହାହେଲେ ସମାନେେ ତୁମ୍ଭକୁ ପାଗଳ କହିବେ।
24. କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ବାସୀ ବା ସାଧାରଣ ଲୋକ ଆ ସେ ତବେେ ତା'ର ଦୋଷ ତୁମ୍ଭକୁ ଦଖାୟିବେ ଓ ତୁମ୍ଭ କଥା ଦ୍ବାରା ସେ ବିଚାରିତ ହବେ।
25. ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହବେ, ସେଥି ରେ ସେ ମସ୍ତକ ନତକରି ପରମେଶ୍ବର ଯେ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ଏହା ସ୍ବୀକାର କରି ପରମେଶ୍ବରଙ୍କ ଉପାସନା କରିବ।
26. ତା' ହେଲେ, ଭାଇ (ଓ ଭଉଣୀ)ମାନେ, ତୁମ୍ଭେ କ'ଣ କରିବା ଉଚିତ୍ ? ତୁମ୍ଭେ ଯେତବେେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧିଅରେ କହେି ଗୀତ ବା ଶିକ୍ଷା ବା ପରମେଶ୍ବରଙ୍କ ନୂତନ ସତ୍ଯ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।
27. ଯଦି କିଏ ଅନ୍ୟ ଭାଷା ରେ କହୁଛି, ତା' ହେଲେ ମାତ୍ର ଦୁଇ ବା ତିନିଜଣ ଲୋକ ଏପରି କହିବା ଉଚିତ ଓ ଅନ୍ୟଜଣେ ସମାନେେ ଯାହାସବୁ କ ହେ ତାର ଅନୁବାଦ କରିବା ଉଚିତ୍।
28. କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାଁନ୍ତି, ତା' ହେଲେ ଯେଉଁମାନେ ଅନ୍ୟ ଭାଷା ରେ କହିବା ପାଇଁ ଇଚ୍ଛା କରନ୍ତି, ସମାନେେ ମଣ୍ଡଳୀ ସଭା ରେ ଚୁପ୍ ରହିବା ଉଚିତ୍। ସେ କବଳେ ନିରୋଳା ରେ ପରମେଶ୍ବରଙ୍କ ସହିତ କଥା କହିବା ଉଚିତ୍।
29. ଆହୁରି ମଧ୍ଯ କବଳେ ଦୁଇ ବା ତିନିଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସମାନେେ ଯାହା କହୁଛନ୍ତି, ସଗେୁଡ଼ିକୁ ପରୀକ୍ଷା କରିବା ଉଚିତ୍।
30. ଯଦି ସଠାେରେ ବସିଥିବା ଜଣେ ଲୋକ ପରମେଶ୍ବରଙ୍କଠାରୁ ଏକ ନୂତନ ସତ୍ଯ ପାଏ, ତା' ହେଲେ ପ୍ରଥମ ବକ୍ତା ଚୁପ୍ ହାଇଯେିବା ଉଚିତ୍।
31. ଏହିପରି ତୁମ୍ଭମାନେେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସପରେି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହାଇେ ପାରିବେ।
32. ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ଯଦ୍ ବକ୍ତାମାନଙ୍କ ନିୟନ୍ତ୍ରଣ ରେ ଥାନ୍ତି।
33. ପରମେଶ୍ବର ବିଶୃଙ୍ଖଳାର ପରମେଶ୍ବର ନୁହଁନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ବର ଅଟନ୍ତି।
34. ମଣ୍ଡଳୀର ସଭାମାନଙ୍କ ରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ବରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀ ରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀ ଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମାଶାଙ୍କେ ନିୟମାନୁଯାଯୀ ସମାନେେ ବଶୀଭୂତ ହାଇେ ରହିବା ଉଚିତ୍।
35. ଯଦି ସ୍ତ୍ରୀ ମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା' ହେଲେ ସମାନେେ ନିଜ ସ୍ବାମୀଙ୍କୁ ଘ ରେ ପଚାରି ବୁଝି ପାରିବେ। ମଣ୍ଡଳୀ ସଭା ରେ ସ୍ତ୍ରୀ ଲୋକମାନଙ୍କ ପେଛ କିଛି କହିବା ଲଜ୍ଜାଜନକ ଅଟେ।
36. ପରମେଶ୍ବରଙ୍କ ବାକ୍ଯ କ'ଣ ତୁମ୍ଭମାନଙ୍କଠାରୁ ଆସିଥିଲା କି ? ନା। ଅଥବା ସହେି ବାକ୍ଯ କ'ଣ କବଳେ ତୁମ୍ଭମାନଙ୍କ ପାଖ ରେ ପହଞ୍ଚିଥିଲା ? ନା।
37. ଯଦି ଜଣେ ଲୋକ ନିଜକୁ ଭାବବାଦୀ ବୋଲି ମନେ କରେ ବା ସେ ନିଜକୁ ଆଧ୍ଯାତ୍ମିକ ଦାନର ଅଧିକାରୀ ବୋଲି ଭାବେ, ତା' ହେଲେ ସେ ବୁଝି ପାରିବା ଉଚିତ ଯେ, ମୁଁ ଯାହା କିଛି ତୁମ୍ଭମାନଙ୍କୁ ଲେଖୁଛି, ତାହା ପ୍ରଭୁଙ୍କର ଆଦେଶ ଅଟେ।
38. ଯଦି ସେ ଏହା ଜାଣେ ନାହିଁ, ତାହାହେଲେ ସେ ପରମେଶ୍ବରଙ୍କ ଦ୍ବାରା ଅଜଣା ଅଟେ।
39. ଅତଏବ, ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନେେ ଭବିଷ୍ଯଦ୍ ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷା ରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ। ପ୍ରେତ୍ୟକକ କାମ ଠିକ୍ ଭାବରେ ଓ କ୍ରମାନୁସା ରେ କରିବା ଉଚିତ୍।
About 1 କରିନ୍ଥୀୟ Chapter 14
Read 1 କରିନ୍ଥୀୟ Chapter 14 online from the Holy Bible. This chapter is part of the Book of 1 କରିନ୍ଥୀୟ in the New Testament. Continue reading with the chapter navigation above or explore the complete book.
Book Information
Book: 1 କରିନ୍ଥୀୟ
Chapter: 14
Testament: New Testament
How to Read this Chapter
Use the Previous and Next Chapter buttons to continue reading 1 କରିନ୍ଥୀୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading 1 କରିନ୍ଥୀୟ Chapter 14 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is 1 କରିନ୍ଥୀୟ Chapter 14?
1 କରିନ୍ଥୀୟ Chapter 14 is part of the Book of 1 କରିନ୍ଥୀୟ in the Holy Bible.
Can I read this chapter online?
Yes. You can read the complete 1 କରିନ୍ଥୀୟ Chapter 14 online for free with easy chapter navigation.
More Chapters from 1 କରିନ୍ଥୀୟ
- 1 କରିନ୍ଥୀୟ Chapter 11
- 1 କରିନ୍ଥୀୟ Chapter 10
- 1 କରିନ୍ଥୀୟ Chapter 13
- 1 କରିନ୍ଥୀୟ Chapter 9
- 1 କରିନ୍ଥୀୟ Chapter 4
- 1 କରିନ୍ଥୀୟ Chapter 8
- 1 କରିନ୍ଥୀୟ Chapter 6
Explore More from ନୂତନ ନିୟମ
- ଏଫିସୀୟ Chapter 5
- ତୀତସ Chapter 3
- କଲସୀୟ Chapter 1
- ପ୍ରେରିତ Chapter 24
- 1 ପିତର Chapter 3
- ମାଥିଉ Chapter 7
- ରୋମୀୟ Chapter 10