ଯିହିଜିକଲ Chapter 45

For English

Read ଯିହିଜିକଲ Chapter 45 Online

Read ଯିହିଜିକଲ Chapter 45 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.

Choose a Chapter

ଯିହିଜିକଲ 45

ଅଧ୍ୟାୟ 45

1. "ଏବଂ ଯେଉଁ ସମୟରେ ତୁମ୍ଭମାନେେ ଉତ୍ତରାଧିକାରୀ ପାଇଁ ଗୁଳିବାଣ୍ଟ ଦ୍ବାରା ଭୂମି ବିଭାଗ କରିବ, ତୁମ୍ଭେ ଏଥିରୁ ଏକ ପବିତ୍ର ଅଂଶପରି ସଦାପ୍ରଭୁଙ୍କ ପାଇଁ ଅଲଗା ରଖିବା ଉଚିତ୍। ତାହାର ର୍ଦୈଘ୍ଯ 25 ,000 ହାତ ଓ ପ୍ରସ୍ଥ 20,000 ହାତ ହବେ। ସେ ସମସ୍ତ ଭୂମି ପବିତ୍ର ହବେ।

2. ତାହା ମଧ୍ଯରୁ 500 ହାତ ର୍ଦୈଘ୍ଯ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗ ରେ ପଚାଶ ହାତ ପରିମିତ ଏକ ଖାେଲା ସ୍ଥାନ ରହିବ।

3. ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ହାତ ର୍ଦୈଘ୍ଯ ଓ 10,000 ହାତ ପ୍ରସ୍ଥ ଭୂମି ମାପିବ। ଏହାରି ମଧିଅରେ ମନ୍ଦିର ଓ ମହାପବିତ୍ର ସ୍ଥାନ ହବେ।

4. "ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ୟିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିର ରେ ସବୋ କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସମାନଙ୍କେର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହବେ।

5. ପୁଣି 25,000 ହାତ ର୍ଦୈଘ୍ଯ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲବେୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିୟୁକ୍ତ ହୁଅନ୍ତି ଏହା ସମାନଙ୍କେର ବାସ କରିବା ପାଇଁ ନଗର ହବେ।

6. "ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5 ,000 ହାତ ପ୍ରସ୍ଥ ଓ 25,000 ହାତ ର୍ଦୈଘ୍ଯ ଭୂମି ନିରୂପଣ କରିବି। ତାହା ସମୁଦାଯ ଇଶ୍ରାୟେଲ ବଂଶର ନିମନ୍ତେ ହବେ।

7. ପୁଣି ଅଧିପତି ନିମନ୍ତେ ଯାହା ହବେ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖ ରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ୟ୍ଯନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହବେ।

8. ଏହା ଦେଶ ମଧିଅରେ ତାହା ଅର୍ଥାତ୍ ଇଶ୍ରାୟେଲ ମଧିଅରେ ତାହାର ଅଧିକାରାର୍ଥେ ହବେ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇଶ୍ରାୟେଲ ବଂଶକୁ ସମାନଙ୍କେର ଗୋଷ୍ଠୀ ଅନୁସାରେ ଦେଶ ଦବେେ।"

9. ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, " ହେ ଇଶ୍ରାୟେଲର ଅଧିପତିମାନେ, ୟଥେଷ୍ଟ ! ତୁମ୍ଭମାନଙ୍କ ନିମନ୍ତେ ଏହା ୟଥେଷ୍ଟ ହେଉ। ତୁମ୍ଭମାନେେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସମାନଙ୍କେ ପ୍ରତି ନ୍ଯାଯ ଓ ଯଥାର୍ଥ ବିଚାର କର। ମାରେ ଲୋକମାନଙ୍କଠାରୁ ଭୂମି ନଇୟିବୋ ବନ୍ଦ କର।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

10. "ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ଯବହାର କର।

11. ବାତ୍ ଯେପରି ହାମରେର ଏକ ଦଶମାଂଶ ହବେ, ଐଫା ହାମରେର ସହିତ ସମାନ ହବେ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହବେ। ତହିଁର ପରିମାଣ ହାମରେ ଅନୁସାରେ ହବେ।

12. ପୁଣି ଏକ ଶକେଲ କୋଡ଼ିଏ ଗୋଗ୍ ହବେ, ଏକ ମିନା କୋଡ଼ିଏ ଶକେଲ, ପଚିଶ ଶକେଲ, ପନ୍ଦର ଶକେଲ ହବେ।

13. "ତୁମ୍ଭମାନେେ ଏହି ବିଶଷେ ନବୈେଦ୍ଯ ଉତ୍ସର୍ଗ କରିବ। ପ୍ରେତ୍ୟକକ ହାମରେ ଏକ ଷଷ୍ଠାଂଶ ଗହମ ଓ ଏକ ଷଷ୍ଠାଂଶ ବାଲି ତୁମ୍ଭମାନେେ ଦବେ।

14. ପୁଣି ବାତ୍ ସମ୍ବନ୍ଧୀଯ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହବେ। କୋର୍ ଦଶ ବାତ୍ ଅର୍ଥାତ୍ ଏକ ହାମରେ, କାରଣ ଦଶ ବାତ ରେ ଏକ ହାମରେ ହୁଏ।

15. ଆଉ ଇଶ୍ରାୟେଲର ଭଲ ଜଳ ହାଇେଥିବା ଚାରଣଭୂମି ସ୍ଥାନରୁ ପଲର 200 ମଷେ ମଧ୍ଯରୁ ଏକ ମଷେ ଦବେ। ତାହା ଲୋକମାନଙ୍କ ନିମନ୍ତେ ବିଶଷେ ନବୈେଦ୍ଯ ହବେ।

16. "ଦେଶର ସମସ୍ତ ଲୋକ ଇଶ୍ରାୟେଲର ଅଧିପତିଙ୍କ ପାଇଁ ଏହି ଉପହାର ଦବେେ।

17. ପୁଣି ପର୍ବ ଦିନ ରେ ; ଅମାବାସ୍ଯା ରେ ଓ ବିଶ୍ରାମବାରଗୁଡ଼ିକରେ ଇଶ୍ରାୟେଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହାମବେଳି, ଶସ୍ଯବଳି ଓ ପଯେ ନବୈେଦ୍ଯ ଓ ସହଭାଗିତାର ନବୈେଦ୍ଯ ଅଧିପତି ଦବେେ। ଅଧିପତି ଇଶ୍ରାୟେଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ଯ ନବୈେଦ୍ଯ, ହାମବେଳି, ସହଭାଗିତାର ନବୈେଦ୍ଯ ଉତ୍ସର୍ଗ କରିବେ।"

18. ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, "ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିଖୁଣ ଗୋବତ୍ସ ନଇେ ପବିତ୍ର ସ୍ଥାନକୁ ଶୁଚି କରିବ।

19. ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନଇେ ମନ୍ଦିରର ଚୌକାଠମାନର ଉପ ରେ ୟଜ୍ଞବଦେୀ ଥାକର ଚାରି କଣର ଉପ ରେ ଆଉ ଭିତର ପ୍ରାଙ୍ଗଣର ଦ୍ବାର ଚୌକାଠର ଉପ ରେ ଲଗାଇବା ଉଚିତ୍।

20. ଆଉ ଯେଉଁ ଲୋକ ଭ୍ରାନ୍ତି ରେ କୌଣସି ପାପ କରେ ତାହା ପାଇଁ ଓ ସହେିମାନଙ୍କ ପାଇଁ ଅଜାଣତ ରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନ ରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭମାନେେ ମନ୍ଦିରକୁ ପବିତ୍ର କରିବ।

21. "ପ୍ରଥମ ମାସର ଚତୁର୍ଦ୍ଦଶ ଦିବସ ରେ ତୁମ୍ଭମାନଙ୍କର ନିସ୍ତାର ପର୍ବ ହବେ। ସହେି ପର୍ବ ସାତଦିନ ଧରି ପାଳିତ ହବେ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ଯ ରୋଟୀ ଭୋଜନ କରିବ।

22. ପୁଣି ସହେି ସମୟରେ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳିରୂପେ ଏକ ବୃଷଭ ଉତ୍ସର୍ଗ କରିବେ।

23. ଭୋଜିର ସାତଦିନ ସମୟ ୟାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିବା ଉଚିତ୍। ସାତଦିନ ୟାଏ ପ୍ରତିଦିନ ନିର୍ଦ୍ ଦୋଷ ସାତ ବୃଷଭ ଓ ସାତ ମଷେ, ଆଉ ପାପାର୍ଥକ ବଳିରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ।

24. ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ୟବ ଓ ଏକ ଏକ ମଷେ ସହିତ ଏକ ଏକ ଐଫା ୟବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବେ।

25. ଏବଂ ସହେି ଅଧିପତି ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସାତଦିନ ୟାଏ ଏହିରୂପ ଅର୍ଥାତ୍ ପାପାର୍ଥକ ବଳି, ହାମେର୍ଥକ ବଳି, ଶସ୍ଯ ନବୈେଦ୍ଯ ଆଉ ତୈଳ ଦାନର ବିଧି ଅନୁୟାଯୀ ଉତ୍ସର୍ଗ କରିବେ।"

About ଯିହିଜିକଲ Chapter 45

Read ଯିହିଜିକଲ Chapter 45 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହିଜିକଲ
Chapter: 45
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହିଜିକଲ Chapter 45 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହିଜିକଲ Chapter 45?

ଯିହିଜିକଲ Chapter 45 is part of the Book of ଯିହିଜିକଲ in the Holy Bible.

Can I read this chapter online?

Yes. You can read the complete ଯିହିଜିକଲ Chapter 45 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 38

Explore More from ଯିହିଜିକଲ

  1. ଯିହିଜିକଲ Chapter 31
  2. ଯିହିଜିକଲ Chapter 34
  3. ଯିହିଜିକଲ Chapter 22
  4. ଯିହିଜିକଲ Chapter 42
  5. ଯିହିଜିକଲ Chapter 12
  6. ଯିହିଜିକଲ Chapter 36
  7. ଯିହିଜିକଲ Chapter 2

Related Chapters & Readings

  1. ଲୂକ Chapter 12
  2. ଗୀତସଂହିତା Chapter 145
  3. ଦ୍ୱିତୀୟ ବିବରଣ Chapter 25
  4. ଗଣନା ପୁସ୍ତକ Chapter 22
  5. ଗୀତସଂହିତା Chapter 73
  6. ଗୀତସଂହିତା Chapter 75
  7. ଦିତୀୟ ବଂଶାବଳୀ Chapter 10
Share Your Love

Leave a Reply

Your email address will not be published. Required fields are marked *