ମାଥିଉ Chapter 9

For English

Read ମାଥିଉ Chapter 9 Online

Read ମାଥିଉ Chapter 9 online from the Holy Bible. This chapter is part of the Book of ମାଥିଉ in the New Testament. Browse every verse with easy chapter navigation, continue to the next chapter, or explore the complete Book of ମାଥିଉ and the Holy Bible online.

Choose a Chapter

ମାଥିଉ 9

ଅଧ୍ୟାୟ 9

1. ଯୀଶୁ ନେ ୗକା ରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫରେିଗଲେ।

2. କେତକେ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶୟେ ରେ ଶାଇେଥିଲା। ଯୀଶୁ ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, " ହେ ୟୁବକ! ସାହସ ରଖ। ତୁମ୍ଭର ସବୁ ପାପ କ୍ଷମା କରାଗଲା।"

3. କେତକେ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସମାନେେ ନିଜ ନିଜ ଭିତ ରେ କୁହାକୁହି ହେଲେ, "ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ବର। ଏହାଦ୍ବାରା ସେ ପରମେଶ୍ବରଙ୍କ ନିନ୍ଦା କରୁଛି।"

4. ସମାନେେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, "ତୁମ୍ଭମାନେେ ମନ ଭିତ ରେ ମନ୍ଦ ଭାବନା କାହିଁକି ଆଣୁଛ?

5. ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହବେ: 'ତୁମ୍ଭର ପାପ କ୍ଷମା କରି ଦିଆଗଲା' ନା 'ଉଠ, ଚାଲିବା ଆରମ୍ଭ କର'?

6. ମୁଁ ତୁମ୍ଭକୁ ଦେଖଇେ ଦବେି ଯେ, ଏ ଜଗତ ରେ ମନୁଷ୍ଯ ପୁତ୍ରଙ୍କର ପାପ କ୍ଷମା କରିଦବୋର ଶକ୍ତି ଅଛି।" ତା'ପରେ ଯୀଶୁ ସହେି ପକ୍ଷାଘାତ ରୋଗୀଟିକୁ କହିଲେ, "ଉଠ, ତୁମ୍ଭର ବିଛଣା ଧରି ଘରକୁ ଯାଅ।'

7. ପକ୍ଷାଘାତ ରୋଗୀଟି ଉଠି ଘରକୁ ଚାଲିଗଲା।

8. ଜମା ହାଇେଥିବା ଲୋକେ ଏ କଥା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ପରମେଶ୍ବର ଜଣେ ମଣିଷକୁ ଏପରି ଶକ୍ତି ଦଇେଥିବାରୁ ସମାନେେ ପରମେଶ୍ବରଙ୍କର ମହିମା ଗାନ କଲେ।

9. ଯୀଶୁ ସଠାରୁେ ଯାଉଯାଉ ଦେଖିଲେ ଯେ କର ଆଦାୟ କନ୍େଦ୍ର ରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, " ମାରେ ଅନୁସରଣ କର।" ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।

10. ଯୀଶୁ ମାଥିଉଙ୍କ ଘ ରେ ଖାଉଥିଲେ। ସେ ଖାଇବା ବେଳେ ଅନକେ କର ଆଦାୟକାରୀ ଓ ଅନ୍ୟ ପାପୀମାନେ ସଠାେରେ ପହଁଞ୍ଚିଲେ। ସମାନେେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ।

11. ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଚାରିଲେ, "ତୁମ୍ଭର ଗୁରୁ କର ଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?"

12. ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, "ଜଣେ ସୁସ୍ଥ ଲୋକ ପାଇଁ ଡାକ୍ତର ଆବଶ୍ଯକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର।

13. ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ଯର ଅର୍ଥ କ'ଣ: 'ମୁଁ ପଶୁବଧ ଚା ହେଁ ନାହିଁ। ମୁଁ ଲୋକମାନଙ୍କ ଭିତ ରେ ଦୟାଭାବ ଗ୍ଭ ହେଁ।' ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।"

14. ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚାରିଲେ, "ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ। କିନ୍ତୁ ଆପଣଙ୍କ ଶିଷ୍ଯମାନେ ଉପବାସ କରନ୍ତି ନାହିଁ କାହିଁକି?"

15. ଯୀଶୁ ସମାନଙ୍କେୁ କହିଲେ, "ବର ଯେପର୍ୟ୍ଯନ୍େତ ବରଯାତ୍ରୀମାନଙ୍କ ସହିତ ଥିବ, ସେ ପର୍ୟ୍ଯନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡଇେ ନିଆୟିବ। ସେତବେେଳେ ବରଯାତ୍ରୀମାନେ ଦୁଃଖୀ ହବେେ। ତାପରେ ସମାନେେ ଉପବାସ କରିବେ।

16. "କହେି କବେେ ପୁରିଣା ଲୁଗା କଣା ରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହାଇେ ନଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହବୋ ବଳକେୁ ପୁରୁଣା ଲୁଗାକୁ ଚାରିପଟୁ ଟାଣିଦବେ ଓ କଣାଟି ଆହୁରି ଅଧିକ ବଡ ହାଇଯେିବ।

17. ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ର ରେ ଢାଳନ୍ତି ନାହିଁ।

18. ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ଯକ୍ଷ ଆସିଲେ। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡଲେ ଓ କହିଲେ, " ମାରେ ଝିଅ ଏବେ ମରୀଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖି ଦିଅ। ତା' ହେଲେ ସେ ପୁଣି ବଞ୍ଚି ଉଠିବ।"

19. ଯୀଶୁ ଉଠିଲେ। ସେ ଅଧ୍ଯକ୍ଷଙ୍କ ସହିତ ସଠାେକୁ ବାହାରିଲେ। ତାହାଙ୍କ ଶିଷ୍ଯମାନେ ମଧ୍ଯ ତାହାଙ୍କ ସହିତ ସଠାେକୁ ଗଲେ।

20. ସଠାେରେ ଜଣେ ସ୍ତ୍ରୀ ଲୋକ ଥିଲା। ତାର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀ ଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁ ଦଲୋ।

21. ଏହା କଲା ବେଳେ ସେ ମନେ ମନେ ଭାବୁଥିଲା, "ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁ ଦେଲେ ସୁସ୍ଥ ହାଇଯେିବି।"

22. ଯୀଶୁ ବୁଲିପଡି ତାହାକୁ ଚାହିଁଲେ। ଯୀଶୁ କହିଲେ, "ଝିଅ, ସାହାସ ଧର। ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି।" ସଙ୍ଗେସଙ୍ଗେ ସେ ସ୍ତ୍ରୀ ଲୋକଟି ସୁସ୍ଥ ହାଇଗେଲା।

23. ତା'ପରେ ଯୀଶୁ ଯୀହୂଦୀ ପ୍ରାର୍ଥନାଗୃହର ଅଧ୍ଯକ୍ଷଙ୍କ ଘ ରେ ପହନ୍ଚିଲେ। ସଠାେରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।

24. ଯୀଶୁ ସମସ୍ତଙ୍କୁ କହିଲେ, 'ବାହାରିଯାଅ। ଝିଅଟି ମରିନାହିଁ। ସେ କବଳେ ଶାଇେ ପଡିଛି।" ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ।

25. ଲୋକଙ୍କୁ ଘର ଭିତରୁ ବାହାର କରି ଦିଆୟିବା ପରେ ଯୀଶୁ ଭତରକୁ ଗଲେ। ଝିଅଟିର ହାତ ଧରିଲେ। ଝିଅଟି ଉଠି ଠିଆ ହେଲା।

26. ଏ ଖବର ସହେି ଅଞ୍ଚଳ ସାରା ବ୍ଯାପିଗଲା।

27. ଯୀଶୁ ସହେି ସ୍ଥାନ ଛାଡି ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସମାନେେ ପାଟି କରି କହୁଥିଲେ, " ହେ ଦାଉଦଙ୍କ ପୁତ୍ର , ଆମ୍ଭମାନଙ୍କୁ ଦୟା କର।"

28. ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ଯ ତାହାଙ୍କ ସଙ୍କ ରେ ଗଲେ। ଯୀଶୁ ସମାନଙ୍କେୁ ପଚାରିଲେ, "ତୁମ୍ଭେ କ'ଣ ବିଶ୍ବାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି?" ସମାନେେ ଉତ୍ତର ଦେଲେ, "ହଁ, ପ୍ରଭୁ"।

29. ତା'ପରେ ଯୀଶୁ ସମାନଙ୍କେ ଆଖିକୁ ଛୁଇଁଲେ। ସେ କହିଲେ, "ତୁମ୍ଭେ ଯେପରି ବିଶ୍ବାସ କରିଅଛ, ତୁମ୍ଭ ପ୍ରତି ସପରେି ହେଉ।"

30. ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସମାନଙ୍କେୁ ଦୃଢଭାବରେ ଚତାବେନୀ ଦଇେ କହିଲେ, "ଏ ବିଷୟ ଅନ୍ୟକୁ କହିବ ନାହିଁ।"

31. କିନ୍ତୁ ଅନ୍ଧ ଦୁ ହେଁ ଓ ଖବର ସେ ଅଞ୍ଚଳ ସାରା ପ୍ରଚାର କରି ଦେଲେ।

32. ସେ ଅନ୍ଧ ଦୁଇଜଣ ଗଲାପରେ କେତକେ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପିରୁ ନଥିଲା। କାରଣ ତା ଦହେ ରେ ଭୂତ ପ୍ରବେଶ କରି ରହିଥିଲା।

33. ଯୀଶୁ ତା' ଦହରେୁ ଭୂତକୁ ତଡି ଦେଲେ। କିଛି କହି ପାରୁ ନଥିବା ଲୋକଟି ପୁଣି ତା'ର କହିବା ଶକ୍ତି ଫରେି ପାଇଲା। ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, "ଇଶ୍ରାଯାଲ ରେ ଏଭଳି ଘଟଣା ଘଟିବା ଆମ୍ଭେ କବେେ ହେଲେ ଦେଖି ନଥିଲୁ।"

34. କିନ୍ତୁ ଫାରୂଶୀମାନେ କହିଲେ, "ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାୟ୍ଯ ରେ ଅନ୍ୟ ଭୂତଙ୍କୁ ତଡି ଦେଉଛନ୍ତି।"

35. ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କ ରେ ଉପଦେଶ ଦେଲେ, ଓ ପରମେଶ୍ବରଙ୍କ ରାଜ୍ଯର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରି ଦେଲେ।

36. ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ମଷେ ପାଳକ ନଥିଲେ ମଷେ ପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସହେିଭଳି ନିରାଶା ଓ ଅସହାୟତା ରେ ପୂର୍ଣ୍ଣଥିଲା।

37. ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, "ଫସଲ(ଲୋକ) ବହୁତ। କିନ୍ତୁ ମୂଲିଆ ( ସବେକ) କମ୍ ଅଛନ୍ତି।

38. ଫସଲ ଅମଳ(ଉଦ୍ଧାର) କରିବା ପାଇଁ ଅଧିକ ମୂଲିଆ ପଠାଇବାକୁ ଫସଲର ମାଲିକ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର।"

About ମାଥିଉ Chapter 9

Read ମାଥିଉ Chapter 9 online from the Holy Bible. This chapter is part of the Book of ମାଥିଉ in the New Testament. Continue reading with the chapter navigation above or explore the complete book.

Book Information

Book: ମାଥିଉ
Chapter: 9
Testament: New Testament

How to Read this Chapter

Use the Previous and Next Chapter buttons to continue reading ମାଥିଉ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ମାଥିଉ Chapter 9 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ମାଥିଉ Chapter 9?

ମାଥିଉ Chapter 9 is part of the Book of ମାଥିଉ in the Holy Bible.

Can I read this chapter online?

Yes. You can read the complete ମାଥିଉ Chapter 9 online for free with easy chapter navigation.

More Chapters from ନୂତନ ନିୟମ

  1. ମାର୍କ Chapter 13
  2. ମାର୍କ Chapter 12
  3. ମାର୍କ Chapter 4
  4. 1 ତୀମଥି Chapter 3
  5. 2 କରିନ୍ଥୀୟ Chapter 2
  6. ଲୂକ Chapter 12
  7. ମାର୍କ Chapter 7

Explore More from ମାଥିଉ

  1. ମାଥିଉ Chapter 25
  2. ମାଥିଉ Chapter 24
  3. ମାଥିଉ Chapter 26
  4. ମାଥିଉ Chapter 3
  5. ମାଥିଉ Chapter 11
  6. ମାଥିଉ Chapter 27
  7. ମାଥିଉ Chapter 16

Related Chapters & Readings

  1. ଆଦି ପୁସ୍ତକ Chapter 49
  2. ପରମଗୀତ Chapter 7
  3. ଆୟୁବ Chapter 6
  4. ହିତୋପଦେଶ Chapter 6
  5. ଆଦି ପୁସ୍ତକ Chapter 32
  6. ଗୀତସଂହିତା Chapter 48
  7. ପ୍ରଥମ ଶାମୁୟେଲ Chapter 3
Share Your Love

Leave a Reply

Your email address will not be published. Required fields are marked *