ପ୍ରଥମ ଶାମୁୟେଲ Chapter 3

For English

Read ପ୍ରଥମ ଶାମୁୟେଲ Chapter 3 Online

Read ପ୍ରଥମ ଶାମୁୟେଲ Chapter 3 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ଶାମୁୟେଲ and the Holy Bible online.

Choose a Chapter

ପ୍ରଥମ ଶାମୁୟେଲ 3

ଅଧ୍ୟାୟ 3

1. ବାଳକ ଶାମକ୍ସ୍ଟଯଲେ ଏଲିଙ୍କ ଅଧିନ ରେ ସଦାପ୍ରଭୁଙ୍କର ସବୋ କଲେ। ସହେି ସମୟରେ ସଦାପ୍ରଭୁଙ୍କ ବାକ୍ଯ ଓ ଦର୍ଶନ ଦକ୍ସ୍ଟର୍ଲଭ ଥିଲା।

2. ଏହି ସମୟରେ ଏଲିଙ୍କର ଚକ୍ଷକ୍ସ୍ଟ ଧକ୍ସ୍ଟନ୍ଦକ୍ସ୍ଟଳା ହବୋକକ୍ସ୍ଟ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନ ରେ ଶାଇେଥିଲେ।

3. ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଯେଉଁ ସ୍ଥାନ ରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରକ୍ସ୍ଟ ଯେତବେେଳେ ଶାମକ୍ସ୍ଟଯଲେ ଶାଇେଥିଲେ,

4. ସେତବେେଳେ ସଦାପ୍ରଭୁ ଶାମକ୍ସ୍ଟଯଲକେକ୍ସ୍ଟ ଡାକିଲେ ଓ ଶାମକ୍ସ୍ଟଯଲେ ଉତ୍ତର ଦେଲେ, "ମୁ ଏଠା ରେ ଅଛି।"

5. ଶାମକ୍ସ୍ଟଯଲେ ଏଲିଙ୍କ ନିକଟକକ୍ସ୍ଟ ଧାଇଁୟାଇ କହିଲେ, "ମୁ ଏଠା ରେ ଅଛି, ଆପଣା ମାେତେ ଡାକିଲେ?"

6. ଏହାପରେ ସଦାପ୍ରଭୁ "ଶାମକ୍ସ୍ଟଯଲେ" ବୋଲି ଆଉଥରେ ଡାକିଲେ, ତହକ୍ସ୍ଟଁ ଶାମକ୍ସ୍ଟଯଲେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କିହିଲେ, "ମୁ ଏଠା ରେ ଅଛି, ଆପଣା ମାେତେ ଡାକିଲେ?"

7. ସେ ସମୟରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଜାଣି ନଥିଲା, କାରଣ ସଦାପ୍ରଭୁ ତାଙ୍କଠା ରେ ତାଙ୍କର ବାକ୍ଯ କଥା ପ୍ରକାଶ କରି ନଥିଲେ।

8. ଏହାପରେ ସଦାପ୍ରଭୁ ପକ୍ସ୍ଟନର୍ବାର ତୃତୀୟଥର ଶାମୁୟେଲଙ୍କୁ ଡାକିଲେ। ତହକ୍ସ୍ଟଁ ସେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କହିଲେ, "ମୁ ଏଠା ରେ ଅଛି ଆପଣ ମାେତେ ଡାକିଲେ ପରା,"

9. ତେଣୁ ଏଲି ଶାମକ୍ସ୍ଟଯଲକେକ୍ସ୍ଟ କହିଲେ, "ୟାଇ ଶକ୍ସ୍ଟଅ, ଯବେେ ସେ ତୁମ୍ଭକୁ ଡାକନ୍ତି, ତବେେ ତୁମ୍ଭେ କହିବ, ' ହେ ସଦାପ୍ରଭୁ, କହନ୍ତକ୍ସ୍ଟ ଆପଣଙ୍କ ଦାସ ଶକ୍ସ୍ଟଣକ୍ସ୍ଟଅଛି।"'

10. ଏହାପରେ ସଦାପ୍ରଭୁ ଆସିଲେ ଏବଂ ସଠାେରେ ଛିଡା ହେଲେ, ଆଗଥର ପରି ସେ "ଶାମକ୍ସ୍ଟଯଲେ, ଶାମକ୍ସ୍ଟଯଲେ" ବୋଲି ଡାକିଲେ।

11. ତା'ପରେ ସଦାପ୍ରଭୁ ଶାମକ୍ସ୍ଟଯଲକେକ୍ସ୍ଟ କହିଲେ, " ଦେଖ, ମୁ ଇଶ୍ରାୟେଲ ରେ କିଛି ଗୋଟେ କରିବି, ସହେି ସମସ୍ତେ ଯେଉଁମାନେ ଏବିଷଯ ରେ ଶକ୍ସ୍ଟଣିବେ, ମନଦକ୍ସ୍ଟଃଖ କରିବେ।

12. ମୁ ଏଲିର ପରିବାରକକ୍ସ୍ଟ ଯାହା ଯାହା କହକ୍ସ୍ଟଅଛି ସେ ସମସ୍ତ ପ୍ରଥମରକ୍ସ୍ଟ ଶଷେ ପର୍ୟ୍ଯନ୍ତ ପକ୍ସ୍ଟରଣ କରିବ।

13. ମୁ ତାକକ୍ସ୍ଟ କହିଅଛି ଯେ, ମୁ ଚିରଦିନ ତା'ର ବଂଶକକ୍ସ୍ଟ ଦଣ୍ତ ଦବେି, ଯେ ହତେକ୍ସ୍ଟ ତା'ର ଅପରାଧ ତାକକ୍ସ୍ଟ ଜଣାଅଛି। ସେ ଜାଣିଲା ଯେ, ସମାନେେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କରୁଛନ୍ତି ଓ କହକ୍ସ୍ଟଛନ୍ତି। ତଥାପି ଏଲି ତା'ର ପକ୍ସ୍ଟତ୍ରମାନଙ୍କୁ ନିଯନ୍ତ୍ରଣ କଲା ନାହିଁ।

14. ମୁ ପ୍ରତିଜ୍ଞା କରୁଅଛି ଯେ, ଏଲିର ପରିବାର ପାପ ବଳିଦାନ ଉତ୍ସର୍ଗ ଦ୍ବାରା ଶସ୍ଯ ନବୈେଦ୍ଯ ଉତ୍ସର୍ଗ ଦ୍ବାରା କବେେ ପ୍ରାଯଶ୍ଚିତ ହବେ ନାହିଁ।"

15. ତହକ୍ସ୍ଟଁ ଶାମକ୍ସ୍ଟଯଲେ ଶାଇେବାକକ୍ସ୍ଟ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ବାର ଫିଟାଇବାକକ୍ସ୍ଟ ଶିଘ୍ର ଉଠିଲେ। ଏଲିଙ୍କକ୍ସ୍ଟ ସହେି ଦର୍ଶନ ବିଷଯ ଜଣାଇବାକକ୍ସ୍ଟ ଶାମକ୍ସ୍ଟଯଲେ ଭୟକଲା।

16. ଏଥକ୍ସ୍ଟ, " ହେ ମାହେର ପକ୍ସ୍ଟତ୍ର ଶାମକ୍ସ୍ଟଯଲେ," ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ।

17. ତା'ପରେ ସେ ପଚାରିଲେ, "ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁ ତୁମ୍ଭକୁ ବିନଯ କରୁଅଛି, କିଛି ନଲକ୍ସ୍ଟଗ୍ଭଇ ମାେତେ କକ୍ସ୍ଟହ, "ପରମେଶ୍ବରଙ୍କ ବାର୍ତ୍ତା ଯଦି କିଛି ମାଠାେ ରେ ଲକ୍ସ୍ଟଗ୍ଭଅ ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦବେେ।"

18. ତହିଁରେ ଶାମକ୍ସ୍ଟଯଲେ କିଛି ଗକ୍ସ୍ଟଲ୍ଗ ନ କରି ତାହାଙ୍କକ୍ସ୍ଟ ସବୁକଥା ଜଣାଇଲେ।

19. ତା'ପରେ ଶାମକ୍ସ୍ଟଯଲେ ବଡ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ଯ ମିଛ ହବୋକକ୍ସ୍ଟ ଦେଲେ ନାହିଁ।

20. ତା'ପରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ଯଦ୍ବକ୍ତା ବୋଲି ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ସମସ୍ତ ଇଶ୍ରାୟେଲୀୟ ଜ୍ଞାତ ହେଲେ।

21. ଆହକ୍ସ୍ଟରି ସଦାପ୍ରଭୁ ଶୀଲୋ ରେ ପକ୍ସ୍ଟନର୍ବାର ଶାମକ୍ସ୍ଟଯଲକେକ୍ସ୍ଟ ଦର୍ଶନ ଦେଲେ। ସଦାପ୍ରଭୁ ଶୀଲୋ ରେ ଶାମକ୍ସ୍ଟଯଲେ ନିକଟରେ ତାଙ୍କ ବାକ୍ଯ ଦ୍ବାରା ଆପଣାକକ୍ସ୍ଟ ପ୍ରକାଶ କଲେ।

About ପ୍ରଥମ ଶାମୁୟେଲ Chapter 3

Read ପ୍ରଥମ ଶାମୁୟେଲ Chapter 3 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ଶାମୁୟେଲ
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ଶାମୁୟେଲ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ଶାମୁୟେଲ Chapter 3?

ପ୍ରଥମ ଶାମୁୟେଲ Chapter 3 is part of the Book of ପ୍ରଥମ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ଶାମୁୟେଲ Chapter 3 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 7
  7. ଆଦି ପୁସ୍ତକ Chapter 4

Explore More from ପ୍ରଥମ ଶାମୁୟେଲ

  1. ପ୍ରଥମ ଶାମୁୟେଲ Chapter 2
  2. ପ୍ରଥମ ଶାମୁୟେଲ Chapter 29
  3. ପ୍ରଥମ ଶାମୁୟେଲ Chapter 10
  4. ପ୍ରଥମ ଶାମୁୟେଲ Chapter 4
  5. ପ୍ରଥମ ଶାମୁୟେଲ Chapter 22
  6. ପ୍ରଥମ ଶାମୁୟେଲ Chapter 24
  7. ପ୍ରଥମ ଶାମୁୟେଲ Chapter 9

Related Chapters & Readings

  1. ଗୀତସଂହିତା Chapter 94
  2. ଗୀତସଂହିତା Chapter 47
  3. ପ୍ରେରିତ Chapter 23
  4. ଲେବୀୟ ପୁସ୍ତକ Chapter 7
  5. ପ୍ରଥମ ଶାମୁୟେଲ Chapter 24
  6. ଗୀତସଂହିତା Chapter 105
  7. ଯିହିଜିକଲ Chapter 3
Share Your Love

Leave a Reply

Your email address will not be published. Required fields are marked *