ଯିରିମିୟ Chapter 40

For English

Read ଯିରିମିୟ Chapter 40 Online

Read ଯିରିମିୟ Chapter 40 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.

Choose a Chapter

ଯିରିମିୟ 40

ଅଧ୍ୟାୟ 40

1. ୟିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସମାନଙ୍କେ ମଧ୍ଯରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ରାମା ନଗର ରେ ୟାଇ ମୁକ୍ତ କରେ। ଏହାପ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିଟ ରେ ଉପସ୍ଥିତ ହେଲା।

2. ସେତବେେଳେ ପ୍ରହରୀବର୍ଗର ସନୋପତି, "ଯିରିମିୟଙ୍କୁ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ବର ଏହି ସ୍ଥାନ ବିଷଯ ରେ ଏହି ଅମଙ୍ଗଳକର କଥା କହିଥିଲେ।

3. ସଦାପ୍ରଭୁ ତାଙ୍କ କହିବାନୁସା ରେ ସବୁ ଘଟାଇ ଅଛନ୍ତି। ଏହା ଘଟିଲା, କାରଣ ତୁମ୍ଭର ଲୋକମାନେ ତାଙ୍କର କଥା ମାନିଲେ ନାହିଁ ଓ ପାପ କଲେ।

4. ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ବୁକ୍ତ କଲି। ଯଦି ତୁମ୍ଭେ ମାେ ସହିତ ବାବିଲ ୟିବାକୁ ଇଚ୍ଛା କରୁଛ, ତବେେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନବେି। ଯଦି ତୁମ୍ଭେ ମାେ ସହିତ ୟିବାକୁ ଇଚ୍ଛା ନ କରୁଛ, ତବେେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେ କୌଣସି ସ୍ଥାନକୁ ୟିବାକୁ ଭଲ ମନେ କରୁଛ, ସଠାେକୁ ୟାଅ।

5. ଅଥବା ତୁମ୍ଭେ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯ ନିକଟକୁ ଫରେିୟାଅ। ବାବିଲର ରାଜା ତାକୁ ଯିହୁଦାର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛି। ତୁମ୍ଭେ ତାଙ୍କ ସହିତ ବାସ କର କିଅବା ଯେ କୌଣସି ସ୍ଥାନକୁ ୟିବାକୁ ଇଚ୍ଛା କରୁଛ ସେ ସ୍ଥାନକୁ ୟାଅ।"

6. ତେଣୁ ଯିରିମିୟ ମିସ୍ତ୍ରା ରେ ଅହୀକାମର ପୁତ୍ର ଗଦଲିଯ ନିକଟକୁ ୟାଇ ଅବଶିଷ୍ଟ ଲୋକମାନଙ୍କ ମଧିଅରେ ଯିହୁଦା ରେ ତାଙ୍କ ସଙ୍ଗେ ବାସ କଲେ।

7. ଯେତବେେଳେ ୟିରୁଶାଲମ ଧ୍ବଂସ ହେଲା, ସେତବେେଳେ ଯିହୁଦାର କେତକେ ସନୋପତି, ଅଧିପତି ଓ ଲୋକ ବାହା ରେ ଥିଲେ। ସମାନେେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିଯକୁ ଦେଶର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛନ୍ତି। ସେ ତାଙ୍କ ଉପ ରେ ବାବିଲକୁ ନିଆୟାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ଯସ୍ତ କରିଅଛନ୍ତି।

8. ଯେଉଁମାନେ ମିସ୍ଫୀକୁ ଗଦଲିଯ ନିକଟକୁ ଗଲେ ସମାନଙ୍କେ ମଧିଅରେ ନଥନିଯର ପୁତ୍ର ଇଶମାଯଲେ, କା ରହରେ ପୁତ୍ର ୟୋହାନନ୍ ଓ ଯୋନାଥନ୍, ତନ୍ହୂମତର ପୁତ୍ର ସରାଯ, ନଟୋଫାତୀଯ ଏଫଯର ପୁତ୍ରମାନେ ଓ ମାଖାତୀଯର ପୁତ୍ର ୟାସନୀଯ ଥିଲେ।

9. ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯ ସହେି ସୈନ୍ଯମାନଙ୍କ ଓ ସମାନଙ୍କେର ଲୋକମାନଙ୍କ ନିକଟରେ ଶପଥ କରି କହିଲା, "ତୁମ୍ଭମାନେେ କଲଦୀଯମାନଙ୍କର ଦାସ ହବୋପାଇଁ ଭୟ କର ନାହିଁ। ବାବିଲ ରାଜାର ସବୋକାରି ଏହି ଦେଶ ରେ ବାସ କର। ଏଥି ରେ ତୁମ୍ଭମାନଙ୍କର ମଙ୍ଗଳ ହବେ।

10. ଆଉ ଦେଖ, ଯେଉଁ କଲଦୀଯମାନେ ଆମ୍ଭ ନିକଟକୁ ମିସ୍ଫୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସମାନଙ୍କେୁ ଉତ୍ତର କରିବା। ମାତ୍ର ତୁମ୍ଭମାନେେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚଯ କରି ଆପଣା ଆପଣା ପାତ୍ର ରେ ରଖ। ଆଉ ତୁମ୍ଭମାନେେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।"

11. ଯିହୁଦାର ଯେଉଁସବୁ ଲୋକ ମାୟୋବ, ଅମ୍ମାନେ, ଇଦୋମ ଓ ଅନ୍ଯାନ୍ଯ ସବୁ ଦେଶ ରେ ଥିଲେ, ସମାନେେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯକୁ ସମାନଙ୍କେୁ ଶାସନ କରିବାକୁ ନିୟୁକ୍ତ କରିଅଛି।

12. ଯେତବେେଳେ ୟିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସମାନେେ ବିତାଡ଼ିତ ହାଇେଥିବା ଦେଶମାନଙ୍କରୁ ଯିହୁଦାକୁ ଫରେିଆସିଲେ। ସମାନେେ ମିସ୍ଫା ରେ ଗଦଲିଯ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚଯ କଲେ।

13. ଆହୁରି କା ରହରେ ପୁତ୍ର ଗୋହାନନ୍ ଓ ପଦା ରେ ଅବସ୍ଥିତ ସନୋପତି ସକଳ ମିସ୍ପା ରେ ଗଦଲିଯ ନିକଟକୁ ଆସିଲେ।

14. ରୋହାନନ୍ ଓ ସହେି ଅଧିପତିଗଣ ଗଦଲିଯକୁ କହିଲେ, "ଅମ୍ନୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନବୋପାଇଁ ନଥନିଯର ପୁତ୍ର ଇଶମାଯଲକେୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି ?" ମାତ୍ର ଅହୀକାମର ପୁତ୍ର ଗଦଲିଯ ସମାନଙ୍କେ କଥା ରେ ବିଶ୍ବାସ କଲେ ନାହିଁ।

15. ତାହାପ ରେ କା ରହରେ ପୁତ୍ର ୟୋହାନନ୍ ମିସ୍ପା ରେ ଗଦଲିଯକୁ ଗୋପନ ରେ କହିଲେ, "ଆପଣଙ୍କର ଅନୁମତି ହେଲେ ମୁଁ ୟାଇ ନଥନିଯର ପୁତ୍ର ଉଶମାଯଲକେୁ ବଧ କରିବି। ଆୁ କହେି ତାହା ଜାଣିବେ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ବାରା ଆପଣଙ୍କ ନିକଟରେ ସଂଗୃହୀତ ୟିହୁଦୀଯ ସମସ୍ତେ ଚ୍ଛିନ୍ନଭିନ୍ନ ହାଇଯେିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହବେ ?"

16. କିନ୍ତୁ ଅହୀକାମର ପୁତ୍ର ଗଦଲିଯ କାଲହରେ ପୁତ୍ର ୟୋହାନନକୁ କହିଲେ, "ତୁମ୍ଭେ ଇଶମାଯଲକେୁ ବଧ କର ନାହିଁ। କାରଣ ତୁମ୍ଭେ ତାଙ୍କ ବିଷଯ ରେ ଯାହା କହୁଅଛ ତାହା ସତ୍ଯ ନୁହେଁ।"

About ଯିରିମିୟ Chapter 40

Read ଯିରିମିୟ Chapter 40 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିରିମିୟ
Chapter: 40
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିରିମିୟ Chapter 40 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିରିମିୟ Chapter 40?

ଯିରିମିୟ Chapter 40 is part of the Book of ଯିରିମିୟ in the Holy Bible.

Can I read this chapter online?

Yes. You can read the complete ଯିରିମିୟ Chapter 40 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 26

Explore More from ଯିରିମିୟ

  1. ଯିରିମିୟ Chapter 45
  2. ଯିରିମିୟ Chapter 6
  3. ଯିରିମିୟ Chapter 8
  4. ଯିରିମିୟ Chapter 39
  5. ଯିରିମିୟ Chapter 29
  6. ଯିରିମିୟ Chapter 19
  7. ଯିରିମିୟ Chapter 27

Related Chapters & Readings

  1. ହିତୋପଦେଶ Chapter 28
  2. ଲେବୀୟ ପୁସ୍ତକ Chapter 12
  3. ପ୍ରକାଶିତ ବାକ୍ୟ Chapter 11
  4. ଗୀତସଂହିତା Chapter 67
  5. ଯାତ୍ରା ପୁସ୍ତକ Chapter 13
  6. ଦ୍ୱିତୀୟ ବିବରଣ Chapter 11
  7. ଯିଶାଇୟ Chapter 52
Share Your Love

Leave a Reply

Your email address will not be published. Required fields are marked *