ଉପଦେଶକ Chapter 7

For English

Read ଉପଦେଶକ Chapter 7 Online

Read ଉପଦେଶକ Chapter 7 online from the Holy Bible. This chapter is part of the Book of ଉପଦେଶକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଉପଦେଶକ and the Holy Bible online.

Choose a Chapter

ଉପଦେଶକ 7

ଅଧ୍ୟାୟ 7

1. ବହୁମୂଲ୍ଯ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ। ବ୍ଯକ୍ତିର ଜନ୍ମ ଦିନ ଅପେକ୍ଷା ମୃତ୍ଯୁର ଦିନ ୟଥେଷ୍ଟ ଭଲ ଅଟେ।

2. ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।

3. ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ଯବାନ ଶିକ୍ଷା ଦିଏ।

4. ଜ୍ଞାନୀମାନଙ୍କ ହୃଦଯ ଚିତାଗ୍ନି ରେ। ମାତ୍ର ମୂର୍ଖମାନଙ୍କ ହୃଦଯ ଭୋଜି ରେ ଥାଏ।

5. ଜଣେ ମୂର୍ଖର ଗୀତ ଶୁଣିବାଠାରୁ ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା, ଭଲ।

6. ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି ମୂର୍ଖର ହାସ୍ଯ ସହେିପରି, ଏହା ମଧ୍ଯ ଅର୍ଥହୀନ।

7. ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବକେ ନଷ୍ଟ କରେ।

8. ବିଷଯର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ଗୋଟିଏ ଜରାଗ୍ରସ୍ଥ ଆତ୍ମା ଏକ ଗର୍ବୀ ଆତ୍ମାଠାରୁ ଭଲ।

9. ଶୀଘ୍ର କୋରଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦଯ ହରେ କୋରଧ ବାସ କରେ।

10. ପଚାର ନାହିଁ, "କାହିଁକି ବର୍ତ୍ତମାନଠାରୁ 'ଅତୀତ' ଭଲ ଥିଲା?" ଯଦି ତୁମ୍ଭେ ଜ୍ଞାନୀ ହାଇେଥିବ ଏହା ପଚାରିବ ନାହିଁ।

11. ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣ ରେ ଲାଭ ଦଇେଥାଏ।

12. କାରଣ ଧନ ଯେପରି ଆଶ୍ରଯ ସ୍ବରୂପ, ଜ୍ଞାନ ହିଁ ସହେିପରି ଆଶ୍ରଯ ସ୍ବରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସମାନଙ୍କେର ଜୀବନକୁ ଏହା ସୁରକ୍ଷା କରେ।

13. ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।

14. ଖୁସି ହୁଅ ଯେତବେେଳେ ତୁମ୍ଭ ପାଖ ରେ ସମ୍ପତ୍ତି ଅଛି କିନ୍ତୁ ଯେତବେେଳେ ତୁମ୍ଭେ ଦୁଃଖ ଅନୁଧ୍ଯାନ କର ପରମେଶ୍ବର ଆମ୍ଭକୁ ଭଲ ସହିତ ଖରାପ ସମୟ ଦଇେଛନ୍ତି। ଯାହା ଫଳ ରେ କୌଣସି ଲୋକ ଭବିଷ୍ଯତ ରେ କ'ଣ ଘଟିବ ତାହା ଜାଣିପାରିବ।

15. ମାରେ ଅର୍ଥହୀନ ଜୀବନ କାଳ ମଧିଅରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତବେେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ବେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ବେ ଦୀର୍ଘଜୀବି ହୁଏ।

16. ତୁମ୍ଭମାନେେ ନିଜକୁ ଅତି ଧାର୍ମିକ ବୋଲି ଦଖାେଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦଖାଇେ ହୁଅ ନାହିଁ। କାହିଁକି ? ଏଥି ରେ ତୁମ୍ଭେ ନିଜକୁ ବିନାଶ କରିବ।

17. ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ ?

18. ହସ୍ତ କାଢ଼ି ନ ନଇେ ତାକୁ ଧରି ରଖିବା ରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ବରଙ୍କୁ ସମ୍ମାନ କରେ, ସେ ଉଭୟ କରେ।

19. ନଗର ରେ ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ।

20. ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।

21. ଯାହା ତୁମ୍ଭଙ୍କୁ କୁହାୟାଇଛି, ସମସ୍ତ କଥା ରେ ମନ ଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦବୋର ତୁମ୍ଭେ ଶୁଣିବ।

22. କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ଯ ଅନ୍ୟମାନଙ୍କୁ ସପରେି ବାରମ୍ବାର ଅଭିଶାପ ଦଇେଅଛ।

23. ମୁଁ ଜ୍ଞାନଦ୍ବାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, "ମୁଁ ଜ୍ଞାନୀ ହବୋକୁ ଚା ହେଁ। ମାତ୍ର ଜ୍ଞାନ ମାରେ ଗନ୍ତବ୍ଯଠାରୁ ବହୁତ ଦୂର ରେ ଅଛି।"

24. ସବୁ କିଛି ଆମ୍ଭର ବୁଝାମଣାର ବାହା ରେ, ଏସବୁ କିଏ ବୁଝିପାରିବ ?

25. ମାେ ହୃଦଯ ରେ ମୁଁ ଜାଣିବାକୁ ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଚାହିଁଲି। ମୁଁ ମଧ୍ଯ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଚାହିଁଲି।

26. ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ଯୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦଯ ଏକ ୟନ୍ତାପରି। ତା'ର ହସ୍ତଦ୍ବଯ ଶୃଙ୍ଖଳ ଅଟେ। ଯେ କହେି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ବାରା ଧରାୟିବ।

27. ଉପଦେଶକ କହିଲେ, " ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି।

28. ମୁଁ ବାରମ୍ବାର ଖାଜେିଲି ଏବଂ ମୁଁ ପାଇଲି ନାହିଁ। ହଜାର ରେ ଗୋଟିଏ ପୁରୁଷ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସମାନଙ୍କେ ମଧିଅରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।

29. "ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ବର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସମାନେେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।"

About ଉପଦେଶକ Chapter 7

Read ଉପଦେଶକ Chapter 7 online from the Holy Bible. This chapter is part of the Book of ଉପଦେଶକ in the Old Testament. Continue reading with the chapter navigation above or explore the complete book.

Book Information

Book: ଉପଦେଶକ
Chapter: 7
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଉପଦେଶକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଉପଦେଶକ Chapter 7 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଉପଦେଶକ Chapter 7?

ଉପଦେଶକ Chapter 7 is part of the Book of ଉପଦେଶକ in the Holy Bible.

Can I read this chapter online?

Yes. You can read the complete ଉପଦେଶକ Chapter 7 online for free with easy chapter navigation.

More Chapters from ଉପଦେଶକ

  1. ଉପଦେଶକ Chapter 10
  2. ଉପଦେଶକ Chapter 3
  3. ଉପଦେଶକ Chapter 5
  4. ଉପଦେଶକ Chapter 4
  5. ଉପଦେଶକ Chapter 2
  6. ଉପଦେଶକ Chapter 12
  7. ଉପଦେଶକ Chapter 11

Explore More from ପୁରାତନ ନିୟମ

  1. ଲେବୀୟ ପୁସ୍ତକ Chapter 12
  2. ହିତୋପଦେଶ Chapter 30
  3. ଆଦି ପୁସ୍ତକ Chapter 33
  4. ଯିହିଜିକଲ Chapter 40
  5. ଗୀତସଂହିତା Chapter 55
  6. ଗୀତସଂହିତା Chapter 74
  7. ଯାତ୍ରା ପୁସ୍ତକ Chapter 33

Related Chapters & Readings

  1. ଯିଶାଇୟ Chapter 10
  2. ଯିହିଜିକଲ Chapter 3
  3. ଯିଶାଇୟ Chapter 45
  4. ଦ୍ୱିତୀୟ ବିବରଣ Chapter 8
  5. ଲେବୀୟ ପୁସ୍ତକ Chapter 27
  6. ପ୍ରଥମ ରାଜାବଳୀ Chapter 2
  7. ଗୀତସଂହିତା Chapter 95
Share Your Love

Leave a Reply

Your email address will not be published. Required fields are marked *