Read ପ୍ରଥମ ରାଜାବଳୀ Chapter 14 Online
Read ପ୍ରଥମ ରାଜାବଳୀ Chapter 14 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ରାଜାବଳୀ and the Holy Bible online.
Choose a Chapter
ପ୍ରଥମ ରାଜାବଳୀ 14
ଅଧ୍ୟାୟ 14
1. ସହେି ସମୟରେ ୟାରବିଯାମଙ୍କ ପୁତ୍ର ଅବିଯ ଅତିଶଯ ପୀଡିତ ହେଲେ।
2. ୟାରବିଯାମ ନିଜର ପତ୍ନୀକୁ କହିଲେ, "ତୁମ୍ଭେ ଯେପରି ମାରେ ପତ୍ନୀ ବୋଲି ଜଣା ନ ପଡିବ, ସହେିପରି ଛଦ୍ମ ବେଶ ରେ ଶୀଲୋକୁ ୟାଅ। ସଠାେରେ ଅହିଯ ଭବିଷ୍ଯଦ୍ବକ୍ତା ବାସ କରନ୍ତି। ସେ ମାେତେ କହିଥିଲେ ମୁଁ ଇଶ୍ରାୟେଲ ଲୋକମାନଙ୍କ ଉପରେ ରାଜା ହବେି।
3. ତା'ପରେ ନିଜ ସଙ୍ଗ ରେ ଦଶ ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନଇେ ତାହା ନିକଟକୁ ୟାଅ। ବାଳକର କ'ଣ ହବେ, ତାହା ସେ ତୁମ୍ଭକୁ ଜଣାଇବେ।"
4. ରାଜା ୟାରବିଯାମଙ୍କ ନିର୍ଦ୍ଦେଶ ଅନୁସାରେ ୟାରବିଯାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ଯଦ୍ବକ୍ତା ଅହିଯଙ୍କ ଗୃହକୁ ଗଲେ। ଅତ୍ଯନ୍ତ ବୃଦ୍ଧ ହାଇୟୋଇ ଥିବାରୁ ଅହିଯ ଅନ୍ଧ ହାଇେ ୟାଇଥିଲେ।
5. ଇତ୍ଯବସ ରେ ସଦାପ୍ରଭୁ ଅହିଯକୁ କହିଲେ, "ଏହାକୁ ଦେଖ, ୟାରବିଯାମର ପତ୍ନୀ ନିଜର ପୁତ୍ର ଭାଗ୍ଯ ବିଷଯ ରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡିତ ଅଛି।"
6. ଅହିଯ ତା'ର ପାଦଶଦ୍ଦ ଦ୍ବାରଦେଶ ରେ ଶୁଣି କହିଲେ, " ହେ ୟାରବିଯାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କିହିଁକି ଦଖାେଉଛ? ମୁଁ ଏକ ଦୁଃସମ୍ବାଦ ଦବୋପାଇଁ ତୁମ୍ଭ ନିକଟକୁ ପ୍ ରରେିତ ହାଇେଅଛି।
7. ତୁମ୍ଭେ ୟାଇ ୟାରବିଯାମକୁ କୁହ ଯେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁଁ ଲୋକମାନଙ୍କ ମଧ୍ଯରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମାେ ଲୋକ ଇଶ୍ରାୟେଲ ଉପରେ ତୁମକୁ ରାଜା କଲି।
8. ମୁଁ ଦାଉଦଙ୍କ ବଂଶଠାରୁ ରାଜ୍ଯ ଛଡାଇ ନଇେ ତୁମ୍ଭକୁ ଦଲେି। ମାତ୍ର ତୁମ୍ଭେ ମାରେ ଦାସ ଦାଉଦଙ୍କ ପରି ମାେତେ ଅନୁସରଣ କଲନାହିଁ। ସେ ମାରେ ସମସ୍ତ ଆଦେଶ ମନପ୍ରାଣ ଦଇେ ପାଳନ କଲା। ସେ କବଳେ ମାେ ଦୃଷ୍ଟି ରେ ଯାହା ଭଲ ତାହା କଲା।
9. କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମାେତେ ଅନୁସରଣ କରିବା ବନ୍ଦ କଲ, ମାେତେ ବିରକ୍ତି କରିବା ପାଇଁ ନିଜ ସକାେଶ ଅନ୍ୟ ଦବେତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମାେତେ ତୁମ୍ଭର ପଛକୁ ପକାଇ ଦଇେଛ।
10. ହେ ୟାରବିଯାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛନ୍ନ କରିବାକୁ ଯାଉଛ। ତୁମ୍ଭ ପରିବାରର ପ୍ରେତ୍ୟକକ ପୁରୁଷଙ୍କୁ ମୁଁ ହତ୍ଯା କରିବି। ଅଗ୍ନି ଯେପରି ଘାସକୁ ପୋଡି଼ ପାଉଁଶ କରିଦିଏ, ସହେିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦବେି।
11. ୟାରବିଯାମର କହେି ନଗର ରେ ମଲେ କୁକୁରମାନେ ତାକୁ ଖାଇବେ ଓ କହେି କ୍ଷେତ୍ର ରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।"'
12. ତା'ପରେ ଭବିଷ୍ଯଦ୍ବକ୍ତା ଅହିଯ ୟାରବିଯାମର ପତ୍ନୀକୁ କହିଲେ, "ତୁମ୍ଭେ ଗୃହକୁ ଫରେିୟାଅ, ତୁମ୍ଭେ ତୁମ୍ଭ ନଗର ରେ ପହଞ୍ଚିବା ମାତ୍ ରେ ତୁମ୍ଭର ପୁତ୍ର ମୃତ୍ଯୁବରଣ କରିବ।
13. ପୁଣି ସମଗ୍ର ଇଶ୍ରାୟେଲ ତା'ର ମୃତ୍ଯୁ ରେ ଶାେକ କରିବ ଓ ତାକୁ ନଇେ କବର ଦବେ। ସେ ହେଉଛି ୟାରବିଯାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ୟାରବିଯାମର ପରିବାର ରେ କବଳେ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ।
14. ସଦାପ୍ରଭୁ ଇଶ୍ରାୟେଲ ପାଇଁ ଏକ ନୂଆ ରାଜା ଆଣିବାକୁ ଯାଉଛନ୍ତି ଓ ସହେି ନୂଆ ରାଜା ୟାରବିଯାମ ପରିବାରକୁ ଖୁବ୍ ଶ୍ରୀଘ୍ର ଧ୍ବଂସ କରିବେ।
15. ତା'ପରେ ସଦାପ୍ରଭୁ ଇଶ୍ରାୟେଲକୁ ଆଘାତ କରିବେ। ଇଶ୍ରାୟେଲୀୟମାନେ ପାଣିଭିତ ରେ ଥରୁଥିବା ଘାସପରି ଥରିବେ। ପୁଣି ସମାନଙ୍କେ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦଇେଥିଲେ, ତହିଁରୁ ଇଶ୍ରାୟେଲକୁ ଉତ୍ପାଟନ କରି ଇଉଫ୍ ରଟେିସ ନଦୀ ଆରପାରିକୁ ଛିନ୍ନ ଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସମାନେେ ନିଜ ପାଇଁ ଆଶରୋ ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରି ଅଛନ୍ତି।
16. ୟାରବିଯାମ ନିଜେ ପାପସବୁ କରିଛି ଓ ଇଶ୍ରାୟେଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ପରାଜିତ କରିବାକୁ ଦବେେ।"
17. ଏହାପରେ ୟାରବିଯାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସା ରେ ଉପସ୍ଥିତ ହେଲା। ସେ ଗୃହର ଦ୍ବାରବନ୍ଧ ନିକଟରେ ପହଞ୍ଚୁ ନପହଞ୍ଚୁଣୁ ତା'ର ପୁତ୍ର ମଲା।
18. ସମଗ୍ର ଇଶ୍ରାୟେଲ ତା' ପାଇଁ ଶାେକ କଲେ ଓ ତାକୁ କବର ଦେଲେ। ସଦାପ୍ରଭୁ ନିଜର ଦାସ ଅହିଯଙ୍କୁ ଯାହା ଯାହା କହିଥିଲେ, ସହେିପରି ସମସ୍ତ କାର୍ୟ୍ଯ ଘଟିଲା।
19. ଏହି ୟାରବିଯାମଙ୍କର ସମସ୍ତ କାର୍ୟ୍ଯକଳାପ, ତା'ର ରାଜ୍ଯ ଶାସନର ପ୍ରକୃତ କଥା ଓ ସେ କିପରି ୟୁଦ୍ଧ କଲେ, ଏସବୁ ଇଶ୍ରାୟେଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲଖାେଅଛି।
20. ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।
21. ଶଲୋମନଙ୍କର ପୁତ୍ର ରିହବିଯାମ ଏକଗ୍ଭଳିଶ ବର୍ଷ ବଯସ ରେ ରାଜା ହେଲେ। ସେ ୟିରୁଶାଲମରୁ ଯିହୁଦା ରେ ସତର ବର୍ଷ ରାଜତ୍ବ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇଶ୍ରାୟେଲ ମଧ୍ଯରୁ ସହେି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ।
22. ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ଦୃଷ୍ଟି ରେ ପାପ କର୍ମ ରେ ଲିପ୍ତ ରହିଲେ। ସମାନେେ ସମାନଙ୍କେର ପୂର୍ବପୁରୁଷମାନଙ୍କ ଅପେକ୍ଷା ଅଧିକ ପାପକାର୍ୟ୍ଯ କରି ସଦାପ୍ରଭୁଙ୍କୁ କୋପାନ୍ବିତ କରାଇଲେ।
23. ସମାନେେ ମଧ୍ଯ ପ୍ରେତ୍ୟକକ ଉଚ୍ଚ ପର୍ବତ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ମୂଳ ରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶରେୀ ସ୍ତମ୍ଭମାନ ନିର୍ମାଣ କଲେ।
24. ଆଉ ମଧ୍ଯ ସେ ଭୂମିରେ ପୁରୁଷ ବେଶ୍ଯା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସହେି କୁକର୍ମ ସଠାେରେ ବାସ କରୁଥିବା ଲୋକମାନେ ମଧ୍ଯ କରୁଥିଲେ। ତେଣୁ ପରମେଶ୍ବର ସହେି ଜାତିଠାରୁ ଭୂମି ଛଡାଇ ଏବଂ ଏହା ଇଶ୍ରାୟେଲୀୟମାନଙ୍କୁ ଦଇେଥିଲେ।
25. ରିହବିଯାମଙ୍କ ରାଜତ୍ବର ପଞ୍ଚମ ବର୍ଷ ରେ ମିଶରର ରାଜା ଶୀଶକ୍ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ କଲେ।
26. ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ଯତୀତ ସୁବର୍ଣ୍ଣର ଢାଳସବୁ ନଇଗେଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନଇେଥିଲେ।
27. ତେଣୁ ରିହବିଯାମ ସୁବର୍ଣ୍ଣ ଢାଲ ବଦଳ ରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ବାରପାଳ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ।
28. ଯେତେଥର ରାଜା ସଦାପ୍ରଭୁଙ୍କ ଗୃହକୁ ଯାଉଥିଲେ ପ୍ରହରିମାନେ ତାଙ୍କ ସହିତ ସେ ଢାଲ ଧରି ଯାଉଥିଲେ। କାର୍ୟ୍ଯ ସମାପ୍ତି ପରେ ସମାନେେ ଫରେିଆସି ପ୍ରହରିଶାଳାର କାନ୍ଥ ରେ ଢାଲଗୁଡିକୁ ରଖୁଥିଲେ।
29. ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
30. ରିହବିଯାମ ଓ ୟାରବିଯାମ ସର୍ବଦା ପରସ୍ପର ମଧିଅରେ ୟୁଦ୍ଧ ରେ ରତ ରହୁଥିଲେ।
31. ରିହବିଯାମଙ୍କ ମୃତ୍ଯୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବର ରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିଯାମ ରାଜା ହେଲେ।
About ପ୍ରଥମ ରାଜାବଳୀ Chapter 14
Read ପ୍ରଥମ ରାଜାବଳୀ Chapter 14 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ରାଜାବଳୀ
Chapter: 14
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ରାଜାବଳୀ Chapter 14 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ରାଜାବଳୀ Chapter 14?
ପ୍ରଥମ ରାଜାବଳୀ Chapter 14 is part of the Book of ପ୍ରଥମ ରାଜାବଳୀ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ରାଜାବଳୀ Chapter 14 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 3
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
Explore More from ପ୍ରଥମ ରାଜାବଳୀ
- ପ୍ରଥମ ରାଜାବଳୀ Chapter 15
- ପ୍ରଥମ ରାଜାବଳୀ Chapter 21
- ପ୍ରଥମ ରାଜାବଳୀ Chapter 16
- ପ୍ରଥମ ରାଜାବଳୀ Chapter 11
- ପ୍ରଥମ ରାଜାବଳୀ Chapter 4
- ପ୍ରଥମ ରାଜାବଳୀ Chapter 13
- ପ୍ରଥମ ରାଜାବଳୀ Chapter 5