ପରମଗୀତ Chapter 7

For English

Read ପରମଗୀତ Chapter 7 Online

Read ପରମଗୀତ Chapter 7 online from the Holy Bible. This chapter is part of the Book of ପରମଗୀତ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପରମଗୀତ and the Holy Bible online.

Choose a Chapter

ପରମଗୀତ 7

ଅଧ୍ୟାୟ 7

1. ଆଗୋ ରାଜକନ୍ଯ, ପାଦୁକା ରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୂଣ ଶିଳ୍ପକର ହସ୍ତ ରେ ନିର୍ମିତ ରତ୍ନହାର ସ୍ବରୂପ।

2. ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବତ୍ତୁର୍ଳ ପାତ୍ର ତୁଲ୍ଯ। ତୁମ୍ଭର ଉଦର ଶାେଶନ୍ ପୁଷ୍ପ ମଣ୍ଡିତ ଗହମ ରାଶି ତୁଲ୍ଯ।

3. ତୁମ୍ଭର ସ୍ତନ ୟୁଗଳ ହରିଣର ୟାଆଁଳା ଛୁଆପରି।

4. ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।

5. ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ଯ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ଯ। ତହିଁର ବଣେୀ ପାଶ ରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।

6. ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କମେନ୍ତ ସୁନ୍ଦରୀ ଓ ମ ନୋହାରିଣୀ।

7. ତୁମ୍ଭ ଶରୀରର ଦୀର୍ଘ୍ଯତା ଖଜୁରୀ ବୃକ୍ଷ ତୁଲ୍ଯ ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ଯ।

8. ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି। ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭର ସ୍ତନ ତୁଲ୍ଯ ହେଉ। ପୁଣି ତୁମ୍ଭ ନିଶ୍ବାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ଯ ହେଉ।

9. ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ଯ, ସହେି ଦ୍ରାକ୍ଷାରସ ମାେ ପ୍ରିଯତମାଙ୍କ ଗଳ ଦେଶ ରେ ଧୀର ଭାବରେ ଗଳିୟାଏ ଏବଂ ମାରେ ଓଷ୍ଠ ଓ ଦାନ୍ତ ଦଇେ ଧୀ ରେ ଧୀ ରେ ବହିୟାଏ।

10. ମୁଁ ଆପଣା ପ୍ରିଯତମଙ୍କର ଓ ତାଙ୍କର ବାସନା ମାେ ପ୍ରତି ଅଛି।

11. ଆସ, ମାରେ ପ୍ରିଯତମ, ଆମ୍ଭମାନେେ କ୍ଷେତ୍ରକୁ ୟିବା। ଆସ ହନୋ ଚାରାଗଛ ଗହଣ ରେ ରାତିଟି କଟଇଦେବୋ।

12. ଆମ୍ଭମାନେେ ଅତି ପ୍ରଭାତ ରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡ଼ାଳିମ୍ବ ପୁଷ୍ପିତ ହାଇେଅଛି କି ନାହିଁ, ତାହା ଆମ୍ଭମାନେେ ଦେଖିବା। ସଠାେ ରେ ମୁଁ ତୁମ୍ଭଙ୍କୁ ଆପଣା ପ୍ ରମେ ପ୍ରଦାନ କରିବି।

13. ଦୂଦା ଫୁଲ ସୁବାସ ହେଉଅଛି। ଆମ୍ଭମାନଙ୍କ ଦ୍ବାର ନିକଟରେ ସର୍ବପ୍ରକାର ବହୁମୂଲ୍ଯ ତଟକା ଫଳ ଓ ଶୁଖିଲା ଫଳ ଅଛି। ହେ ମାରେ ପ୍ରିଯତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।

About ପରମଗୀତ Chapter 7

Read ପରମଗୀତ Chapter 7 online from the Holy Bible. This chapter is part of the Book of ପରମଗୀତ in the Old Testament. Continue reading with the chapter navigation above or explore the complete book.

Book Information

Book: ପରମଗୀତ
Chapter: 7
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପରମଗୀତ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପରମଗୀତ Chapter 7 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପରମଗୀତ Chapter 7?

ପରମଗୀତ Chapter 7 is part of the Book of ପରମଗୀତ in the Holy Bible.

Can I read this chapter online?

Yes. You can read the complete ପରମଗୀତ Chapter 7 online for free with easy chapter navigation.

More Chapters from ପରମଗୀତ

  1. ପରମଗୀତ Chapter 5
  2. ପରମଗୀତ Chapter 4
  3. ପରମଗୀତ Chapter 8
  4. ପରମଗୀତ Chapter 6
  5. ପରମଗୀତ Chapter 3
  6. ପରମଗୀତ Chapter 2
  7. ପରମଗୀତ Chapter 1

Explore More from ପୁରାତନ ନିୟମ

  1. ଯିରିମିୟ Chapter 51
  2. ନିହିମିୟା Chapter 1
  3. ଗୀତସଂହିତା Chapter 98
  4. ଯାତ୍ରା ପୁସ୍ତକ Chapter 28
  5. ଆଦି ପୁସ୍ତକ Chapter 22
  6. ପ୍ରଥମ ରାଜାବଳୀ Chapter 22
  7. ଆଦି ପୁସ୍ତକ Chapter 1

Related Chapters & Readings

  1. ଗଣନା ପୁସ୍ତକ Chapter 31
  2. ଯୋହନ Chapter 10
  3. ହୋଶେୟ Chapter 2
  4. ଗୀତସଂହିତା Chapter 67
  5. ଆଦି ପୁସ୍ତକ Chapter 45
  6. ଦିତୀୟ ଶାମୁୟେଲ Chapter 8
  7. ପ୍ରଥମ ଶାମୁୟେଲ Chapter 22
Share Your Love

Leave a Reply

Your email address will not be published. Required fields are marked *