ପରମଗୀତ Chapter 3

For English

Read ପରମଗୀତ Chapter 3 Online

Read ପରମଗୀତ Chapter 3 online from the Holy Bible. This chapter is part of the Book of ପରମଗୀତ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପରମଗୀତ and the Holy Bible online.

Choose a Chapter

ପରମଗୀତ 3

ଅଧ୍ୟାୟ 3

1. ରାତ୍ରି ରେ ବିଛଣା ରେ ମୁଁ ମାରେମନର ମଣିଷକୁ ଖାଜେିଲି ଯାହାକୁ ମୁଁ ପ୍ ରମେ କରେ। ମୁଁ ତାହାଙ୍କୁ ଖାଜେିଲି। କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।

2. ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି। ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ଗଳିଗଳି ଛକଛକ ଖାଜେିବି। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ।

3. ନଗର ଭ୍ରମଣକାରୀ ପ୍ରହରୀମାନେ ମାେତେ ଦେଖିଲେ। ମୁଁ ସମାନଙ୍କେୁ ପଚାରିଲି, "ଯାହାଙ୍କୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ତୁମ୍ଭେ ଦେଖିଛ କି ?"

4. ସମାନଙ୍କେୁ ଛାଡି଼ବାର ଅଳ୍ପକ୍ଷଣ ପ ରେ ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ପାଇଲି। ମୁଁ ତାଙ୍କୁ ମାରେ ମାଆର ଗୃହର କଠାେରୀକୁ ନଇଗେଲି, ଯେଉଁଠା ରେ ମୁଁ ଗର୍ଭ ରେ ସଞ୍ଚାରିତ ହାଇେଥିଲି, ମୁଁ ତାଙ୍କୁ ଧରି ରଖିଲି ଏବଂ ୟିବାକୁ ଦଲେି ନାହିଁ।

5. ହେ ୟିରୁଶାଲମ ଚତୁପାଶର୍‌ବର କ୍ଷେତ୍ରସବୁ, କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମ ରେ ପ୍ରତିଜ୍ଞା କର। ଉଚିତ୍ ସମୟ ନ ହବୋ ୟାଏଁ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।

6. ସିଏ କିଏ ଅଟେ। ଯେଉଁ ସ୍ତ୍ରୀ ଲୋକ ଧୂମ୍ର ସ୍ତମ୍ଭ ତୁଲ୍ଯ ପ୍ରାନ୍ତରରୁ ଆସୁଅଛି। ଗନ୍ଧରସ ଓ କୁନ୍ଦୁରୁ ରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣ ରେ ସୁବାସିତା ହାଇେ।

7. ଦେଖ, ତାହା ଶଲୋମନଙ୍କର ଘାଡ଼ୋ ଗାଡ଼ି। ସଠାେ ରେ ଷାଠିଏ ଜଣ ଇଶ୍ରାୟେଲୀୟ ରଥକୁ ଘରେି ଅଛନ୍ତି।

8. ସେ ସମସ୍ତେ ଖଡ୍ଗଧାରି ଓ ୟୁଦ୍ଧ ରେ ନିପୁଣ। ରାତ୍ର କାଳ ରେ ଆଶଙ୍କା ହତେୁ। ପ୍ରେତ୍ୟକକର କଟି ଦେଶ ରେ ସ୍ବ ସ୍ବ ଖଡ୍ଗ ବନ୍ଧା ଥାଏ।

9. ଶଲୋମନ ରାଜା ଆପଣା ପାଇଁ ଲିବା ନୋନ୍ର କାଠର ଏକ ପାଲିଙ୍କି ନିର୍ମାଣ କଲେ।

10. ସେ ତହିଁରେ ସ୍ତମ୍ଭସବୁ ରୂପାର, ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର ଏବଂ ତହିଁର ଭିତର ପାଖଗୁଡ଼ିକ, ପ୍ ରମେ ନିମନ୍ତେ ୟିରୁଶାଲମର ଚତୁପାଶର୍‌ବର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ବାରା ସଜ୍ଜିତ ହାଇେଥିଲା।

11. ଆଗୋ ସିୟୋନର କନ୍ଯାଗଣ, ତୁମ୍ଭମାନେେ ବାହା ରେ ୟାଇ ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ। ତାହାଙ୍କ ବିବାହ ଦିନ ରେ ଓ ତାହାଙ୍କ ମନର ଆନନ୍ଦ ଦିନ ରେ ତାହାଙ୍କ ମାତା ତାହାଙ୍କୁ ସହେି ମୁକୁଟ ପିନ୍ଧାଇ ଅଛନ୍ତି।

About ପରମଗୀତ Chapter 3

Read ପରମଗୀତ Chapter 3 online from the Holy Bible. This chapter is part of the Book of ପରମଗୀତ in the Old Testament. Continue reading with the chapter navigation above or explore the complete book.

Book Information

Book: ପରମଗୀତ
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପରମଗୀତ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପରମଗୀତ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପରମଗୀତ Chapter 3?

ପରମଗୀତ Chapter 3 is part of the Book of ପରମଗୀତ in the Holy Bible.

Can I read this chapter online?

Yes. You can read the complete ପରମଗୀତ Chapter 3 online for free with easy chapter navigation.

More Chapters from ପରମଗୀତ

  1. ପରମଗୀତ Chapter 5
  2. ପରମଗୀତ Chapter 8
  3. ପରମଗୀତ Chapter 4
  4. ପରମଗୀତ Chapter 6
  5. ପରମଗୀତ Chapter 2
  6. ପରମଗୀତ Chapter 1
  7. ପରମଗୀତ Chapter 7

Explore More from ପୁରାତନ ନିୟମ

  1. ଗଣନା ପୁସ୍ତକ Chapter 29
  2. ଯାତ୍ରା ପୁସ୍ତକ Chapter 7
  3. ଗୀତସଂହିତା Chapter 122
  4. ମଲାଖି Chapter 1
  5. ଆୟୁବ Chapter 13
  6. ଗୀତସଂହିତା Chapter 143
  7. ହୋଶେୟ Chapter 4

Related Chapters & Readings

  1. ଆୟୁବ Chapter 37
  2. ଗୀତସଂହିତା Chapter 85
  3. ଗୀତସଂହିତା Chapter 58
  4. ଗଣନା ପୁସ୍ତକ Chapter 22
  5. ଗୀତସଂହିତା Chapter 28
  6. ଆୟୁବ Chapter 11
  7. ଯିରିମିୟ Chapter 16
Share Your Love

Leave a Reply

Your email address will not be published. Required fields are marked *