ଦିତୀୟ ରାଜାବଳୀ Chapter 5

For English

Read ଦିତୀୟ ରାଜାବଳୀ Chapter 5 Online

Read ଦିତୀୟ ରାଜାବଳୀ Chapter 5 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ରାଜାବଳୀ and the Holy Bible online.

Choose a Chapter

ଦିତୀୟ ରାଜାବଳୀ 5

ଅଧ୍ୟାୟ 5

1. ଅରାମୀଯ ରାଜାଙ୍କର ନାମାନ୍ ନାମ ରେ ଜଣେ ସନୋପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ବପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାୟ୍ଯ ରେ ଅରାମୀଯମାନଙ୍କୁ ବିଜଯ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ୍ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ ଚର୍ମ ରୋଗ ରେ ଆକ୍ରାନ୍ତ ଥିଲେ।

2. ଅରାମୀଯମାନେ ସୈନ୍ଯଦଳ ଦ୍ବାରା ଇଶ୍ରାୟେଲ ବିରୁଦ୍ଧ ରେ ଲଢୁଥିଲେ। ସମାନେେ ସମାନଙ୍କେର ଦାସ କରିବାକୁ ଇଶ୍ରାୟେଲରୁ ଘନେି ଆସୁଥିଲେ। ଏକ ସମୟରେ ସମାନେେ ଗୋଟିଏ େଛାଟ ବାଳିକା ନଇେ ଆସିଥିଲେ। ସହେି ବାଳିକାଟି ନାମାନ୍ ଭାର୍ୟ୍ଯାର ଦାସୀ ହେଲା।

3. ଅନନ୍ତର ସହେି ବାଳିକା ନିଜର କର୍ତ୍ତାକୁ କହିଲା, "ମୁଁ ଆଶା କରୁଛି ମାରେ ମହାଶୟ ନାମାନ୍ ଯଦି ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିଯା ରେ ବାସ କରୁଛନ୍ତି। ସେ ନିଶ୍ଚଯ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।"

4. ନାମାନ୍ ନିଜର ପ୍ରଭୁ ଅରାମ୍ର ରାଜାଙ୍କ ନିକଟକୁ ୟାଇ ଇଶ୍ରାୟେଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।

5. ତା'ପରେ ଅରାମ୍ର ରାଜା କହିଲେ, "ବର୍ତ୍ତମାନ ତୁମ୍ଭେ ୟାଅ, ଆଉ ମୁଁ ଇଶ୍ରାୟେଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।"

6. ନାମାନ୍ ଇଶ୍ରାୟେଲ ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ଦେଲେ। ଚିଠି ରେ ଲଖାେଥିଲା, "ମୁଁ ମାରେ ଦାସ ନାମାନ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ତାକୁ ଆରୋଗ୍ୟ କର।"

7. ଇଶ୍ରାୟେଲର ରାଜା ଯେତବେେଳେ ଚିଠିଟି ପାଠ କଲେ ସେ ଦୁଃଖ ରେ ନିଜର ବସ୍ତ୍ରକୁ ଚିରି କହିଲେ, "ମୁଁ ସଦାପ୍ରଭୁ ୟିଏ ମୃତ ଓ ଜନ୍ମ ଦବୋ ମାରେଅଧିନ ରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହବେ ବୋଲି ଅରାମ୍ ରାଜା ମାେ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନଯ କରୁଛି, ତୁମ୍ଭମାନେେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।"

8. ଏହାପରେ ପରମେଶ୍ବରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇଶ୍ରାୟେଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, "ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମାେ ନିକଟକୁ ଆସୁ, ତାହା ହେଲେ ଇଶ୍ରାୟେଲ ରେ ଭବିଷ୍ଯଦ୍ବକ୍ତା ଅଛନ୍ତି, ସେ ଜାଣିବ।"

9. ତେଣୁ ନାମାନ୍ ନିଜର ଅଶ୍ବ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ବାର ନିକଟରେ ଠିଆ ହେଲେ।

10. ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, "ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।"

11. ମାତ୍ର ନାମାନ୍ କ୍ରୁଦ୍ଧ ହାଇେ ଗ୍ଭଲିଗଲେ। ସେ କହିଲେ "ମୁଁ ଭାବିଥିଲି ସେ ବାହାରି ଆସି ଥାଆନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମ ରେ ଡାକି ଥାଆନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମାେତେ ଆରୋଗ୍ୟ କରିଥାଆନ୍ତା।

12. ଇଶ୍ରାୟେଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀ ରେ ସ୍ନାନ କରି କାହିଁକି ଶୁଚି ନ ହବେି?" ତେଣୁ ସେ ରାଗି ଗ୍ଭଲିଗଲେ।

13. କିନ୍ତୁ ନାମାନ୍ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, " ହେ ପିତା, ଯଦି ଭବିଷ୍ଯଦ୍ବକ୍ତା କିଛି ବଡ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ'ଣ ତାହା କରି ନଥାନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ 'ସ୍ନାନ କର ଏବଂ ଶୁଚି ହୁଅ।"'

14. ତେଣୁ ନାମାନ୍ ପରମେଶ୍ବରଙ୍କ ଲୋକର ବାକ୍ଯାନୁସା ରେ ଗଲେ ଓ ୟର୍ଦ୍ଦନ ନଦୀ ରେ ନିଜକୁ ସାତଥର ବୁଡାଇଲେ। ଏଥି ରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ଯ କୋମଳ ହେଲା।

15. ଏହାପରେ ନାମାନ୍ ଓ ତା'ର ସମସ୍ତ ସାଥୀ ଲୋକମାନେ ଫରେିଆସି ପରମେଶ୍ବରଙ୍କ ଲୋକ ଇଲୀଶାୟ ସମ୍ମୁଖ ରେ ଆସି ଛିଡା ହେଲେ ଓ କହିଲେ, " ଦେଖନ୍ତୁ, ମୁଁ ଏବେ ବୁଝିଲ ଇଶ୍ରାୟେଲର ପରମେଶ୍ବରଙ୍କ ଛଡା ସମଗ୍ର ପୃଥିବୀ ରେ ଆଉ ପରମେଶ୍ବର କହେି ନାହାଁନ୍ତି। ତେଣୁ ମୁଁ ବିନଯ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।"

16. ମାତ୍ର ଇଲୀଶାୟ କହିଲେ, "ମୁଁ ସଦାପ୍ରଭୁଙ୍କ ସବୋ କରୁଛି। ମୁଁ ଶପଥ କରି କହୁଛି ସଦାପ୍ରଭୁଙ୍କ ଜୀବିତ ଥିବା ପ୍ରମାଣେ ମୁଁ କୌଣସି ଉପହାର ଗ୍ରହଣ କରିବି ନାହିଁ।"

17. ଏଥି ରେ ନାମାନ୍ କହିଲେ, "ଆପଣ ଏହା ଯଦି ସ୍ବୀକାର ନ କରନ୍ତି, ତବେେ ମୁଁ ବିନଯ କରୁଛି, ମାେ ପାଇଁ ଏହା କର। ଆପଣଙ୍କ ଏ ଦାସକୁ ଦୁଇ ଖଚରର ଭାରମାଟି ଦିଆଯାଉ। କାରଣ ଆଜି ପର୍ୟ୍ଯନ୍ତ ଆପଣଙ୍କ ଏ ଦାସ ସଦାପ୍ରଭୁଙ୍କ ବ୍ଯତୀତ ଆଉ କୌଣସି ଦବେତା ଉଦ୍ଦେଶ୍ଯ ରେ ବଳିଦାନ କି ହାମବେଳି ଉତ୍ସର୍ଗ କରିବ ନାହିଁ।

18. ଏହା ପାଇଁ ସଦାପ୍ରଭୁ ମାେତେ କ୍ଷମା କରି ପାରନ୍ତି: ମାରେପ୍ରଭୁ ରିମ୍ମୋଣ ମନ୍ଦିର ରେ ପୂଜା କରିବା ପାଇଁ ୟିବା ବେଳେ ମାେ ଉପରେ ନତ ହବେେ, ତେଣୁ ମୁଁ ମଧ୍ଯ ରିମ୍ମୋଣ ମନ୍ଦିର ରେ ପ୍ରଣାମ କରିବି, ଯେତବେେଳେ ସେ ପ୍ରଣାମ କରନ୍ତି। ସଦାପ୍ରଭୁ ମାେତେ କ୍ଷମା କରିପାରନ୍ତି ଯେତବେେଳେ ଏହା ଘଟେ।"

19. ତା'ପରେ ଇଲୀଶାୟ ନାମାନ୍କୁ କହିଲେ, "ଶାନ୍ତି ରେ ୟାଅ।"

20. କିନ୍ତୁ ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ଦାସ ଗି ହଜେୀ କହିଲା, " ଦେଖ, ମାରେ ପ୍ରଭୁ ଇଲୀଶାୟ ଏହି ଅରାମୀଯ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ମୁଁ ଶପଥ କରୁଛି, ଏହା ପେଛ ପେଛ ୟାଇ ତାହାଠାରୁ କିଛି ନବେି।"

21. ତେଣୁ ଗି ହଜେୀ ନାମାନ୍ଙ୍କୁ ଅନୁସରଣ କଲେ।

22. ଏହାପରେ ଗି ହଜେୀ କହିଲେ, "ହଁ, ସବୁ କୁଶଳ। ମାରେ ମହାଶୟ ଇଲୀଶାୟ ମାେତେ ତୁମ୍ଭକୁ କହିବାକୁ ପଠାଇଛନ୍ତି, ' ଦେଖ ଏହିକ୍ଷଣି ଇଫ୍ରଯିମର ପର୍ବତମଯ ଦେଶରୁ ଭବିଷ୍ଯଦ୍ବକ୍ତାମାନଙ୍କ ପୁତ୍ରଗଣ ମଧ୍ଯରୁ ଦୁଇଜଣ ୟୁବକ ଆସିଲେ, ମୁଁ ବିନଯ କରୁଛି ସମାନଙ୍କେୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।"

23. ଏଥି ରେ ନାମାନ୍ କହିଲେ, "ଅନୁଗ୍ରହପୂର୍ବକ ଦୁଇ ତାଳନ୍ତ ରୂପା ନିଅ।" ଆଉ ସେ ଗି ହଜେୀକୁ ବହୁ ଅନୁ ରୋଧ କଲେ ରୂପା ନବୋକୁ। ସେ ଦୁଇଟି ଥଳୀ ରେ ଦୁଇ ତଳାନ୍ତ ରୂପା ରହିଥିବା ନଲୋ ଏବଂ ଦୁଇ ଶହ ସାଜ ପୋଷାକ ନେଲେ। ନାମାନ ଏସବୁ ଜିନିଷଗୁଡିକୁ ଗି ହଜେୀର ଦୁଇ ୟୁବକ ସାହାୟ୍ଯକାରୀଗଣଙ୍କୁ ଦେଲେ ଏବଂ ସମାନେେ ଏହିସବୁ ଗି ହଜେୀ ଆଗକୁ ବହନ କରି ନେଲେ।

24. ଗି ହଜେୀ ଉପପର୍ବତ ନିକଟରେ ପହଞ୍ଚି ସମାନଙ୍କେଠାରୁ ସମସ୍ତ ଦ୍ରବ୍ଯ ନଇେ ଗୃହ ଭିତ ରେ ଲୁଚାଇ ରଖିଲେ ଓ ସହେି ଦୁଇଜଣ ଦାସଙ୍କୁ ବିଦାଯ ଦବୋରୁ ସମାନେେ ଗ୍ଭଲିଗଲେ।

25. ଏହାପରେ ସେ ଭିତରକୁ ୟାଇ ଆପଣା ମହାଶୟ ସମ୍ମୁଖ ରେ ଛିଡା ହେଲେ। ତହୁଁ ଇଲୀଶାୟ ଗି ହଜେୀକୁ ପଚାରିଲେ, "ତୁମ୍ଭେ କେଉଁଠାରୁ ଆସିଲ?"

26. ଏଥି ରେ ଇଲୀଶାୟ ତାକୁ କହିଲେ, "ଏହା ସତ୍ଯ ନୁହେଁ କି? ସେ ଲୋକ ତୁମ୍ଭକୁ ଭଟେିବାକୁ ଯେତବେେଳେ ନିଜ ରଥରୁ ଫରେି ଆସିଲା, ସେତବେେଳେ ମାରେ ଅନ୍ତଃକରଣ ତୁମ୍ଭ ସାଥୀ ରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମଷେ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ'ଣ ସମୟ ନୁହେଁ?

27. ଏଣୁ ନାମାନ୍ର ଚର୍ମ ରୋଗ ତୁମ୍ଭଠା ରେ ଓ ତୁମ୍ଭ ବଂଶଠା ରେ ଚିରକାଳ ପର୍ୟ୍ଯନ୍ତ ଲାଗି ରହିବ।"

About ଦିତୀୟ ରାଜାବଳୀ Chapter 5

Read ଦିତୀୟ ରାଜାବଳୀ Chapter 5 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ରାଜାବଳୀ
Chapter: 5
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ରାଜାବଳୀ Chapter 5 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ରାଜାବଳୀ Chapter 5?

ଦିତୀୟ ରାଜାବଳୀ Chapter 5 is part of the Book of ଦିତୀୟ ରାଜାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ରାଜାବଳୀ Chapter 5 online for free with easy chapter navigation.

More Chapters from ଦିତୀୟ ରାଜାବଳୀ

  1. ଦିତୀୟ ରାଜାବଳୀ Chapter 22
  2. ଦିତୀୟ ରାଜାବଳୀ Chapter 2
  3. ଦିତୀୟ ରାଜାବଳୀ Chapter 18
  4. ଦିତୀୟ ରାଜାବଳୀ Chapter 25
  5. ଦିତୀୟ ରାଜାବଳୀ Chapter 23
  6. ଦିତୀୟ ରାଜାବଳୀ Chapter 15
  7. ଦିତୀୟ ରାଜାବଳୀ Chapter 4

Explore More from ପୁରାତନ ନିୟମ

  1. ଯିଶାଇୟ Chapter 1
  2. ଗଣନା ପୁସ୍ତକ Chapter 29
  3. ଯିହିଜିକଲ Chapter 14
  4. ଯିରିମିୟଙ୍କ ବିଳାପ Chapter 2
  5. ପ୍ରଥମ ଶାମୁୟେଲ Chapter 1
  6. ଯିରିମିୟ Chapter 28
  7. ଉପଦେଶକ Chapter 8

Related Chapters & Readings

  1. ଗୀତସଂହିତା Chapter 142
  2. ହିତୋପଦେଶ Chapter 5
  3. ଯିହିଜିକଲ Chapter 16
  4. ଦିତୀୟ ବଂଶାବଳୀ Chapter 31
  5. ଏଷ୍ଟର Chapter 2
  6. ପ୍ରଥମ ଶାମୁୟେଲ Chapter 6
  7. ଦିତୀୟ ଶାମୁୟେଲ Chapter 9
Share Your Love

Leave a Reply

Your email address will not be published. Required fields are marked *